ଖେଳ

ମାଟି କାମୁଡିଲା ଜିମ୍ବାଓ୍ବେ: ୪-୧ରେ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

ହରାରେ,୧୪ା୭: ଜିମ୍ବାଓ୍ବେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ର ଅନ୍ତିମ ମ୍ୟାଚକୁ ୪୨ ରନ୍‌ରେ ଜିତିବା ସହିତ ୪-୧ରେ ସିରିଜ ଜିତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୬୭ ରନ୍‌ କରିଥିଲା।…

କାନାଡ଼ାକୁ ହରାଇ ତୃତୀୟ ସ୍ଥାନରେ ଉରୁଗୁଏ

ଚାର୍ଲୋଟ,୧୪ା୭: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ କାନାଡାକୁ ୪-୩ ଶୁଟ୍‌ଆଉଟରେ ହରାଇ ଦେଇଛି ଉରୁଗୁଏ। ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚର ନିର୍ଦ୍ଧାରିତ ସମୟ ଖେଳ ୨-୨ରେ ଅମୀମାସିଂତ ରହିବାରୁ ପେନାଲ୍ଟି ଶୁଟ୍‌ଆଉଟର ସହାୟତା ନିଆଯାଇଥିଲା।…

ଚମକିଲେ ସଞ୍ଜୁ ସାମସନ୍‌: ଜିମ୍ବାଓ୍ବେକୁ ୧୬୭ ରନର ଟାର୍ଗେଟ୍‌

ହରାରେ,୧୪।୭: ଜିମ୍ବାୱେ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ଭାରତ ୧୬୭ ରନର ଟାର୍ଗେଟ୍‌ ଦେଇଛି। ଭାରତୀୟ ଇନିଂସ ଆରମ୍ଭରୁ ଭଲ ନଥିଲା, କିନ୍ତୁ ଉଇକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ୪୫ ବଲରେ ୫୮ ରନ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ…

ପାଣ୍ଡ୍ୟାଙ୍କ ସହ ଡେଟିଂକୁ ନେଇ ମୁହଁ ଖୋଲିଲେ ରୁଷିଆ ମଡେଲ୍‌

ନୂଆଦିଲ୍ଲୀ,୧୪।୭: ନିକଟରେ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସ୍ତ୍ରୀ ନତାସା ଷ୍ଟାନକୋଭିକଙ୍କ ସହ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ହାର୍ଦ୍ଦିକଙ୍କ ଫଟୋସୁଟ ଭାଇରାଲ ହେବାରେ ଲାଗିଛି। ଏଥିରେ ତାଙ୍କୁ ରୁଷିଆର ମଡେଲ ଏଲିନା ଟୁଟେଜାଙ୍କ ସହ ଦେଖିବାକୁ…

ଧୋନୀଙ୍କୁ ବାଦ୍ ଦେଇ ଯୁବରାଜ ଗଢିଲେ ସର୍ବକାଳୀନ ପ୍ଲେଇଂ ୧୧, ଦେଖନ୍ତୁ ପୁରା ତାଲିକା

ନୂଆଦିଲ୍ଲୀ,୧୪।୭: ଭାରତୀୟ ଟିମ୍ ଚାମ୍ପିଅନ୍ସ ଅଫ୍ ଲିଜେଣ୍ଡ୍ସ ଫାଇନାଲରେ ପାକିସ୍ତାନକୁ ପାଞ୍ଚ ୱିକେଟରେ ହରାଇବା ପରେ ଅଧିନାୟକ ଯୁବରାଜ ସିଂ ତାଙ୍କର ସର୍ବକାଳୀନ ଏକାଦଶ ଚୟନ କରିଛନ୍ତି। ଯୁବରାଜ ନିଜେ ପ୍ରତିଷ୍ଠିତ କ୍ରିକେଟରଙ୍କ ମଧ୍ୟରୁ ଜଣେ ଅଟନ୍ତି, କିନ୍ତୁ ସେ ନିଜକୁ…

ଫାଇନାଲ ପୂର୍ବରୁ ଖେଳାଳିଙ୍କୁ ବଡ ଝଟ୍‌କା, ଲକ୍ଷ ଲକ୍ଷ ଟଙ୍କା ନଷ୍ଟ

ନୂଆଦିଲ୍ଲୀ,୧୪।୭: କେବେ ଶୁଣିଛନ୍ତି କି ଜଣେ ଖେଳାଳି ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛନ୍ତି ଏବଂ ଏହା ପୂର୍ବରୁ ବୋର୍ଡ ତାଙ୍କୁ ବରଖାସ୍ତ ପତ୍ର ପଠାଉଛି? ହଁ ପାକିସ୍ତାନରେ ଏହା ଘଟିଛି। ବିଶ୍ୱ ଚାମ୍ପିୟନସିପ ଅଫ ଲିଜେଣ୍ଡସର ଅନ୍ତିମ ମ୍ୟାଚ ଶନିବାର ରାତିରେ…

ଜିତିବା ସତ୍ତ୍ୱେ ‘ସେଲ୍ଫିସ୍‌’ କହି ଶୁବମନଙ୍କୁ ଚିଡାଉଛନ୍ତି ଲୋକେ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ହରାରେ,୧୪।୭: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଜୁଲାଇ ୧୩ରେ ଖେଳାଯାଇଥିଲା। ଭାରତ ଏହାକୁ ୧୦ ଋ଼ଉକେଟରେ ଜିତି ନେଇଛି। ଏହି ବିଜୟ ପରେ ଭାରତ ସିରିଜରେ ୩-୧ରେ ଆଗୁଆ ରହିଛି। ବିଜୟ…

ନୋଭାକ୍‌ ଜୋକୋଭିଚ୍‌ ବନାମ ଅଲକାରାଜ୍: ୱିମ୍ବଲଡନ୍ ଫାଇନାଲ୍ ଟିକେଟ୍ କ୍ରୀଡା ଇତିହାସରେ ‘ସବୁଠାରୁ ମହଙ୍ଗା’

ନୂଆଦିଲ୍ଲୀ,୧୪।୭: ନୋଭାକ ଜୋକୋଭିଚ୍ ଏବଂ କାର୍ଲୋସ୍ ଅଲକାରାଜଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ୱିମ୍ବଲଡନ୍ ପୁରୁଷ ଫାଇନାଲ ମ୍ୟାଚ୍ ଟିକେଟ୍ ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଜୋକୋଭିଚ୍ ଏବଂ ଅଲକାରାଜଙ୍କ ସହିତ କ୍ରମାଗତ ଦ୍ୱିତୀୟ ୱିମ୍ବଲଡନ୍ ଫାଇନାଲ୍ କ୍ରୀଡା ଇତିହାସରେ ସବୁଠାରୁ ଲୋଭନୀୟ…

କ୍ୟାନସର ସହ ଲଢୁଛନ୍ତି ଭେଟେରାନ କ୍ରିକେଟର, ୧ କୋଟି ସହାୟତା ରାଶି ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପ୍ରଶିକ୍ଷକ ତଥା କ୍ରିକେଟର ଅଂଶୁମାନ ଗାୟକୱାଡ ବର୍ତ୍ତମାନ ରକ୍ତ କର୍କଟ ଭଳି ଗୁରୁତର ରୋଗରେ ପୀଡିତ ଅଛନ୍ତି। ଏହି ୭୧ ବର୍ଷ ବୟସ୍କ ଭେଟେରାନ କ୍ରିକେଟର ଲଣ୍ଡନରେ ଚିକିତ୍ସିତ ହେଉଥିଲେ ଏବଂ ଏହି ସୂଚନା…

ଏବେ ମୋତେ କେହି ଗାଳି ଦେଉ ନାହାଁନ୍ତି…, କାହିଁକି ଏମିତି କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୪।୭: ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଯେତେବେଳେ ସେ ଟିମ ଇଣ୍ଡିଆର ଅଧିନାୟକତ୍ୱ ରୋହିତ ଶର୍ମାଙ୍କୁ ଦେଇଥିଲେ ସେତେବେଳେ ଲୋକମାନେ ତାଙ୍କ ପାଇଁ ଅନେକ ଭଲ ଏବଂ ଖରାପ କଥା କହିଥିଲେ। କିନ୍ତୁ ବର୍ତ୍ତମାନ ରୋହିତ ତାଙ୍କ…

ଶେଷ ମ୍ୟାଚ୍‌ରେ ରଣନୀତି ବଦଳାଇପାରନ୍ତି ଶୁଭମନ୍‌, ଏହି ୨ ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ, ୧୪।୦୭: ଭାରତ ଏବଂ ଜିମ଼୍ବାୱେ ମଧ୍ୟରେ ଚାଲିଥିବା ସିରିଜ୍‌ର ଶେଷ ମ୍ୟାଚ୍‌ ବାକି ରହିଛି । ଭାରତ ୩-୧ରେ ସିରିଜ୍‌ରେ ଆଗୁଆ ରହିଛି । ଏଥି ସହିତ ଭାରତୀୟ ଟିମ୍‌ ବିଜୟ ସୁନିଶ୍ଚିତ କରିଛି । ଭାରତର ସମୟ ଅନୁସାରେ…

ଚୁଡ଼ି ପଠାଉଛି ପିନ୍ଧି ଦିଅ…ବିସିସିଆଇକୁ ଏଭଳି କହି ସବୁ ସୀମା ଟପିଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ,୧୪।୭: ଆଇସିସିର ପ୍ରତିଟି ଟୁର୍ନାମେଣ୍ଟରେ ଟିମ୍‌ ଇଣ୍ଡିଆର ଗୁରୁତ୍ୱ ଅଧିକ ରହିଥାଏ। କାରଣଟି ହେଲା ଦଳର ପ୍ରଶଂସକ ଏବଂ ହେବାକୁ ଥିବା ରୋଜଗାର। ଟିମ୍‌ ଇଣ୍ଡିଆ ଖେଳିଲେ ଆୟୋଜକ ଦେଶ ଭଲ ରୋଜଗାର କରିଥାଏ। ୨୦୨୫ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି କରାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?