ଖେଳ

ଇତିହାସ ରଚିଲେ ବୃନ୍ଦା: ପ୍ରଥମ ଭାରତୀୟ ମହିଳା ଅମ୍ପାୟାର ଭାବେ..

ନୂଆଦିଲ୍ଲୀ,୨୧।୩: ଭାରତୀୟ ମହିଳା ଅମ୍ପାୟାର ବୃନ୍ଦା ରଥି ଇତିହାସ ସୃଷ୍ଟି କରିଛନ୍ତି। ନିରପେକ୍ଷ ସ୍ଥାନରେ ଦ୍ୱିପାକ୍ଷିକ ସିରିଜରେ ଅମ୍ପାୟାର କରିଥିବା ପ୍ରଥମ ଭାରତୀୟ ମହିଳା ଅମ୍ପାୟର ହୋଇଛନ୍ତି ବୃନ୍ଦା। ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ମହିଳା ଏବଂ ବାଂଲାଦେଶ ମହିଳା ଦଳ ମଧ୍ୟରେ…

ପାକିସ୍ତାନ କୋଚ୍‌ ହେବାକୁ ମନା କଲେ ଶେନ୍‌ ଓ୍ବାଟସନ୍‌,ଏବେ…

ନୂଆଦିଲ୍ଲୀ,୨୧।୩: ପାକିସ୍ତାନ କ୍ରିକେଟ ଟିମ୍‌ର କୋଚ୍‌ ହେବାକୁ ମନା କରିଛନ୍ତି ଶେନ୍‌ ଓ୍ବାଟସନ୍‌। ଏହାପରେ ପିସିବି ପଦ ଲାଗି ଜଷ୍ଟିନ ଲାଙ୍ଗର ଏବଂ ଗ୍ୟାରି କିଷ୍ଟନ୍‌ ସମେତ ଅନେକ ବିଦେଶୀ କୋଚ୍‌ଙ୍କ ସହ ସମ୍ପର୍କରେ ଅଛି। ଏହାଛଡ଼ା ମାଇକ୍‌ ହେସନ୍‌, ମାଥ୍ୟୁ…

ଧୋନି ଛାଡିଲେ ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନଶିପ

ନୂଆଦିଲ୍ଲୀ,୨୧।୩: ଆଇପିଏଲ ୨୦୨୪ ଆରମ୍ଭର ଠିକ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ର ୧୭ତମ ସିଜନ ପାଇଁ ସିଏସକେ ଦଳର କ୍ୟାପେଟେନ ଋତୁରାଜ ଗାୟକୱାଡ ହୋଇଛନ୍ତି। ଏହାର ଅର୍ଥ ଏମଏସ ଧୋନି…

ଆଇସିସି ଟି-୨୦ ର଼୍ୟାକିଙ୍ଗ୍‌: ରସିଦ୍‌ଙ୍କୁ ବମ୍ଫର ଫାଇଦା, ଜାଣନ୍ତୁ କେଉଁ ଖେଳାଳି କେଉଁ ସ୍ଥାନରେ ଅଛନ୍ତି

ନୂଆଦିଲ୍ଲୀ,୨୧।୩: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟି -୨୦ ଖେଳାଳିଙ୍କ ର଼୍ୟାକିଙ୍ଗ୍‌ ପ୍ରକାଶ କରିଛି। ଆଫଗାନିସ୍ତାନ କ୍ରିକେଟର ରସିଦ୍‌ ଖାନ ଆହତ କାରଣରୁ ବହୁଦିନ ହେବ କ୍ରିକେଟଠାରୁ ଦୂରେଇ ଯାଇଥିଲେ। ଆଉ ଏବେ ମଇଦାନକୁ ଫେରିବା ମାତ୍ରେ ହିଁ ରେକର୍ଡ ସୃଷ୍ଟି…

IPLରେ କେଉଁଠୁ ଆସେ ଏତେ ଟଙ୍କା? କିଭଳି ମାଲାମାଲ ହୁଏ ବିସିସିଆଇ-ଫ୍ରାଞ୍ଚାଇଜ୍‌; ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୩: ଦୁନିଆର ସବୁଠୁ ଦାମୀ କ୍ରିକେଟ ଲିଗ୍‌ ଆଇପିଏଲ୍‌ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏହି ଟୁର୍ନାମେଣ୍ଟ ଚକାଚକ୍‌ ରଙ୍ଗ, ନୃତ୍ୟ, ରୋମାଞ୍ଚ, ଆକ୍ସନ ଏବଂ ଗ୍ଲାମରରେ ପରିପୂର୍ଣ୍ଣ। ଏହି ଅବଧିରେ ବିଦେଶୀ ଖେଳାଳିମାନେ ଦୁଇ ମାସର ପାରିବାରିକ ପିକନିକ୍‌…

ସବୁ କିଛି ଠିକ୍‌ ଅଛି ତ? ହାର୍ଦ୍ଦିକ-ରୋହିତଙ୍କ ଆଲିଙ୍ଗନକୁ ନେଇ ଏମିତି କହିଲେ

ନୂଆଦିଲ୍ଲୀ,୨୦।୩: ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ସିଜିନ୍‌ ଆରମ୍ଭ କରିବ। ୨୪ ମାର୍ଚ୍ଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ଏଥିସହିତ ଏହି ମ୍ୟାଚ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିମାନେ ପ୍ରଶିକ୍ଷଣ…

IPL ର ଅନଲକି ଟିମ୍‌: ଯାହାର ଖେଳାଳିମାନେ କରିଛନ୍ତି ରେକର୍ଡ ଉପରେ ରେକର୍ଡ ହେଲେ ହୋଇ ପାରି ନାହାନ୍ତି ଚାମ୍ପିୟାନ

ନୂଆଦିଲ୍ଲୀ,୨୧।୩: କିଛି ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଅପେକ୍ଷା ସେହି ଦଳର ଭଲ ପ୍ରଦର୍ଶନ ମ୍ୟାଚରେ ରେକର୍ଡ ପାଇଁ ଓ ଦଳ ପାଇଁ ଭଲ ସାବ୍ୟସ୍ତ ହୋଇଥାଏ। ଅନ୍ୟ ଖେଳ ପରି ଏହା କ୍ରିକେଟ ପାଇଁ ମଧ୍ୟ ପ୍ରଯୁଜ୍ୟ। ବୋଧହୁଏ ଏହି କାରଣରୁ…

ହାର୍ଦ୍ଦିକ କେତେ ଠିକ୍‌ ସମୟ କହିବ?କାହିଁକି ଏଭଳି କହିଲେ ହରଭଜନ…

ନୂଆଦିଲ୍ଲୀ, ୨୧।୩: ଆଇପିଏଲ ଇତିହାସର ସଫଳ ଅଧିନାକୟ ରୋହିତ ଶର୍ମାଙ୍କ ନିକଟରୁ ଅଧିନାୟକତ୍ୱ ନେଇ ହାର୍ଦ୍ଦିକ ପାଣ୍ଡ୍ୟାକୁ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ। ଏହାକୁ ନେଇ ସୋସିଆଲ ମିଡିଆରେ ଫ୍ୟାନ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ପୂର୍ବତନ ଭାରତୀୟ କ୍ରିକେଟର ତଥା…

ଆହତ ସମସ୍ୟାରେ ମୁମ୍ବାଇର ଏକାଧିକ ଖେଳାଳି , ଏଥର ନୂଆ କ’ଣ ?

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ଶ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ତେଣୁ ଏଥିରେ ଭାଗ ନେଉଥିବା ଦଳ ଗୁଡ଼ିକର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୃହ ପ୍ରତ୍ୟାବର୍ତ୍ତନକୁ ନିଆରା ଢଙ୍ଗରେ ସେଲିବ୍ରେଟ କରିବାକୁ ଲକ୍ଷ୍ୟ ରଖିଛି…

ଏହି ଖେଳାଳିଙ୍କ ପାଇଁ ଗୁଳି ଖାଇବାକୁ ପ୍ରସ୍ତୁତ ଗୌତମ ଗମ୍ଭୀର

କୋଲକତା,୨୦।୩: କିଛି ବର୍ଷର ବ୍ୟବଧାନ ପରେ କୋଲକାତା ନାଇଟ ରାଇଡର୍ସ(କେକେଆର)କୁ ଫେରିଛନ୍ତି ଗୌତମ ଗମ୍ଭୀର। ଚଳିତ ବର୍ଷ ଆଇପିଏଲ ୨୦୨୪ରେ ମେଣ୍ଟର ଭୂମିକାରେ ନଜର ଆସିବେ। ଏହାପୂର୍ବରୁ ଏକ ଇଭେଣ୍ଟରେ ମନ ଖୋଲା କହିଛନ୍ତି: ସେ କହିଛନ୍ତି, ମୁଁ ମୋର ୪୨…

ବଦଳିବ କି ଆରସିବି ଭାଗ୍ୟ: କୋହଲି କହିଲେ…

ନୂଆଦିଲ୍ଲୀ,୨୦।୩: ନିକଟରେ ଆରସିବି ଏହାର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଏକ ଅନବକ୍ସ ଇଭେଣ୍ଟ ଆୟୋଜନ କରିଥିଲା। ଏଥିରେ ବିରାଟ କୋହଲି, ଫାଫ ଡୁ ପ୍ଲେସିସ ଏବଂ ମହିଳା ଆରସିବି ଦଳର ଅଧିନାୟକ ସ୍ମୃତି ମନ୍ଧନା ଦଳର ନୂତନ ଜର୍ସି ଲଞ୍ଚ କରିଥିଲେ।…

ବାଇକ୍‌ ଦୁର୍ଘଟଣାରେ ଗୁରୁତର ଆହତ ହେଲେ ଏହି କ୍ରିକେଟର୍‌

ସିଡନୀ,୨୦।୩: କ୍ରିକେଟ ପ୍ରଶଂସକଙ୍କ ସବୁଠାରୁ ବଡ ପର୍ବ ଅର୍ଥାତ୍‌ ଆଇପିଏଲ ଆରମ୍ଭ ହେବାକୁ ଯାଉଛି। ତେବେ ଦୁନିଆର ଏହି ସବୁଠୁ ବଡ କ୍ରିକେଟ ଲିଗ ଆରମ୍ଭ ପୂର୍ବରୁ ଅନେକ ଖେଳାଳି ଆହତ ହେଉଛନ୍ତି। ଗତ ଏକ ମାସ ମଧ୍ୟରେ ତିନିଜଣ ଖେଳାଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri