ଖେଳ

ନୀରଜ ଚ୍ରୋପାଙ୍କୁ ଭେଟିବା ପାଇଁ ଏମିତି କାମ କଲେ ପ୍ରଶଂସକ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ୟାରିସ,୩୦।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ତାଙ୍କର ପୂର୍ବ ଟୋକିଓ ଅଲିମ୍ପିକ୍ସ ଇତିହାସକୁ ପୁନରାବୃତ୍ତି କରିବାକୁ ପ୍ରସ୍ତୁତ ଅଛନ୍ତି। ନୀରଜ ଚୋପ୍ରାଙ୍କ ଖେଳକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୀରଜ ଚୋପ୍ରାଙ୍କ ଯୋଗ୍ୟତା ରାଉଣ୍ଡ ଅଗଷ୍ଟ ୬ରେ ଅନୁଷ୍ଠିତ…

ପୁଅ ଜନ୍ମଦିନରେ ଇମୋଶନାଲ ପୋଷ୍ଟ ଲେଖିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୩୦।୭: ଭାରତୀୟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସୁନ୍ଦର ଭିଡିଓ ଶେୟାର କରି ତାଙ୍କ ପୁଅ ଅଗସ୍ତ୍ୟଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଅଗସ୍ତ୍ୟ (ହାର୍ଦ୍ଦିକ ପାଣ୍ଡ୍ୟା ପୁତ୍ର…

କୋଟିଏ ସର୍ତ୍ତରେ ଆଇପିଏଲ ୨୦୨୫ରେ ଖେଳିବେ ଏମଏସ ଧୋନୀ

ନୂଆଦିଲ୍ଲୀ,୩୦।୭: ଏମଏସ ଧୋନି ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଜଣେ ଅଧିନାୟକ ଭାବରେ ନୁହେଁ ବରଂ ଜଣେ ଖେଳାଳି ଭାବରେ ଖେଳୁଥିବା ଦେଖିବାକୁ ମିଳିଥିଲା। ୨୦୨୪ ଆଇପିଏଲ ପୂର୍ବରୁ ଧୋନୀ ଅଧିନାୟକ ପଦ ଛାଡିଥିଲେ ଏବଂ ଯୁବକ ଋତୁରାଜ…

ପଡ଼ିଆରେ ଅଭ୍ୟାସ କଲେ ରୋହିତ, କୋହଲି

କଲମ୍ବୋ,୨୯ା୭: ଅଗଷ୍ଟ ୨ରୁ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେବାକୁଥିବା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ଭାରତ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସମେତ ଅନ୍ୟ କେତେଜଣ ଖେଳାଳି ସୋମବାରଠାରୁ ସେମାନଙ୍କ ଅଭ୍ୟାସ ଆରମ୍ଭ…

ଭାରତୀୟ ଟେନିସ କିମ୍ବଦନ୍ତୀ ରୋହନଙ୍କ ଅବସର ଘୋଷଣା

ପ୍ୟାରିସ,୨୯।୭: ଭେଟେରାନ ଭାରତୀୟ ଟେନିସ ଖେଳାଳି ରୋହନ ବୋପାନ୍ନ ସୋମବାର ଟେନିସରୁ ଅବସର ଘୋଷଣା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ବୋପାନ୍ନା ଏବଂ ଏନ୍‌ ଶ୍ରୀରାମ ବାଲାଜୀଙ୍କ ଦଳ ପୁରୁଷ ଡବଲ୍ସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ୭-୫, ୬-୨ରେ ପରାଜୟର ସମ୍ମୁଖୀନ ହୋଇଥିଲେ।…

ମ୍ୟାଚ୍‌ ହାରୁହାରୁ ଅଳ୍ପକେ ରକ୍ଷା: ଭାରତ-ଆର୍ଜେଣ୍ଟିନା ମ୍ୟାଚ୍‌ ୧-୧ରେ ଡ୍ର

ପ୍ୟାରିସ,୨୯।୭: ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ସୋମବାର ଖେଳାଯାଇଥିବା ହକି ପୁରୁଷ ପୁଲ-‘ବି’ର ଦ୍ୱାଦଶ ଭାରତ-ଆର୍ଜେଣ୍ଟିନା ମ୍ୟାଚ୍‌ ୧-୧ରେ ଡ୍ର ହୋଇଛି। ଫଳରେ ଅଲିମ୍ପିକ୍ସରେ ଦ୍ୱିତୀୟ ମ୍ୟାଚ୍‌ ହାରୁହାରୁ ଭାରତ ଅଳ୍ପକେ ରକ୍ଷା ପାଇଯାଇଛି। କମ୍‌ ମାନ୍ୟତା ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍‌ ଖେଳି…

ମନୁ ଭାକରଙ୍କ ଟ୍ରେନିଂ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା; ଖୁଲାସା କଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ,୨୯ା୭: ଚାଲିଥିବା ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ମନୁ ଭାକରଙ୍କ ଐତିହାସିକ ବ୍ରୋଞ୍ଜ ପଦକ ଜିତିବା ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏହି ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଲିମ ପଛରେ କରାଯାଇଥିବା କଠିନ ପରିଶ୍ରମ…

ବିଶ୍ୱରେକର୍ଡ କଲା ଟିମ୍‌ଇଣ୍ଡିଆ: ଏମିତି କରିବାରେ ବିଶ୍ୱର ପ୍ରଥମ ଦଳ

କଲମ୍ବୋ,୨୯।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଉଛି। ସିରିଜର ୨ଟି ମ୍ୟାଚ ଶେଷ ହୋଇଛି ଏବଂ ଉଭୟ ମ୍ୟାଚ ଜିତି ଟିମ ଇଣ୍ଡିଆ ଏକ ବଡ଼ ଅଗ୍ରଣୀ ହାସଲ କରିଛି। ଏହି ଅଗ୍ରଣୀ…

ଭଗବଦ ଗୀତାରୁ ମିଳିଥିଲା ପ୍ରେରଣା: ମନୁ ଭାକର

ପ୍ୟାରିସ୍‌,୨୯ା୭(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ଖାତା ଖୋଲିଛନ୍ତି ଶୁଟର ମନୁ ଭାକର। ହରିୟାଣାର ଝାଝରରେ ଜନ୍ମିତ ୨୨ ବର୍ଷୀୟା ମନୁ ଫ୍ରାନ୍ସର ଚାଟାରକ୍ସରେ ଜିତିଛନ୍ତି ଐତିହାସିକ ବ୍ରୋଞ୍ଜ ପଦକ। ନିଜର ଏହି ସଫଳତାର ଶ୍ରେୟ ସେ ଶ୍ରୀମଦ ଭଗବଦ୍‌…

ମନୁ ଭାକରଙ୍କ ସହ ଫୋନ୍‌ରେ କଥା ହେଲେ ମୋଦି: ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ, ୨୮।୭: ପ୍ରଥମ ଭାରତୀୟ ମହିଳା ଭାବେ ପ୍ୟାରିସ୍‌ ଅଲିମ୍ପିକ୍ସରେ ଶୁଟିଂ ଇଭେଣ୍ଟରୁ ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଏଥିରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି…

ସଫଳତାର ରାଜ୍‌ ଖୋଲିଲେ ମନୁ ଭାକର: କହିଲେ, ଏହି କାରଣରୁ ଜିତିଲି ପଦକ

ପ୍ୟାରିସ୍‌,୨୮ା୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ଖାତା ଖୋଲିଛନ୍ତି ଶୁଟର ମନୁ ଭାକର। ହରିୟାଣାର ଝାଝରରେ ଜନ୍ମିତ ୨୨ ବର୍ଷୀୟା ମନୁ ଫ୍ରାନ୍ସର ଚାଟାରକ୍ସରେ ଜିତିଛନ୍ତି ଐତିହାସିକ ବ୍ରୋଞ୍ଜ ପଦକ। ନିଜର ଏହି ସଫଳତାର ଶ୍ରେୟ ସେ ଶ୍ରୀମଦ ଭଗବଦ୍‌…

ଭାରତକୁ ଧୂଳି ଚଟାଇ ପ୍ରଥମଥର ମହିଳା ଟି୨୦ ଏସିଆ କପ୍‌ ଟାଇଟଲ ଜିତିଲା ଶ୍ରୀଲଙ୍କା

ଦାମ୍ବୁଲା, ୨୮ା୭: ଶ୍ରୀଲଙ୍କା ପ୍ରଥମ ଥର ମହିଳା ଟି୨୦ ଏସିଆ କପ୍‌ ଟାଇଟଲ ହାସଲ କରିଛି। ଚାମରୀ ଆଥାପଟୁ (୬୧) ଓ ହର୍ଶିଥା ସମରବିକ୍ରମା (୬୯*)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ଭାରତକୁ ୮ଉଇକେଟରେ ହରାଇ ଶ୍ରୀଲଙ୍କା ଏହି କୃତିତ୍ୱ ହାସଲ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?