ଖେଳ

ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିଲେ ନାମିବ୍ୟା ବୋଲର: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା

ନ୍ୟୁୟର୍କ,୩।୬:ଓମାନ ବିପକ୍ଷ ମ୍ୟାଚରେ ନାମିବ୍ୟାର ବୋଲର ରୁବେନ ଟ୍ରମ୍ପେଲମ୍ୟାନ ଇତିହାସ ସୃଷ୍ଟି କରିଛନ୍ତି। ଟି -୨୦ ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ଓମାନ ପ୍ରଥମେ ବ୍ୟାଟିଂ କରି ୧୧୦ ରନ ସଂଗ୍ରହ କରିଥିଲେ। ନାମିବ୍ୟାର ବୋଲର ରୁବେନ ଟ୍ରମ୍ପେଲମ୍ୟାନ ଚମତ୍କାର ବୋଲିଂ କରି…

ଟି-୨୦ ବିଶ୍ୱକପ୍‌ର ସବୁଠୁ ବୟସ୍କ-କନିଷ୍ଠ ଖେଳାଳି କିଏ ଜାଣନ୍ତି: ବୟସ କରିଦେବ ତାଜୁବ

ନୂଆଦିଲ୍ଲୀ,୩।୬: ଟି-୨୦ କ୍ରିକେଟ ଇତିହାସରେ ପ୍ରଥମ ବିଶ୍ୱକପ ୨୦୦୭ରେ ହୋଇଥିଲା। ଏପର୍ଯ୍ୟନ୍ତ ୮ଟି ଟି-୨୦ ବିଶ୍ୱ ଚାମ୍ପିଅନ ହୋଇସାରିଛନ୍ତି। କିନ୍ତୁ ୨୦୨୪ ବିଶ୍ୱକପ ସବୁଠାରୁ ସ୍ବତନ୍ତ୍ର ହେବାକୁ ଯାଉଛି। ଏହି ଟୁର୍ନାମେଣ୍ଟରେ ୨୦ଟି ବିଭିନ୍ନ ଦେଶର ଦଳ ଅଂଶଗ୍ରହଣ କରିବେ। ଭାରତ…

ଏହି ୨ ଦଳ ମଧ୍ୟରେ ହେବ ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌: ଯୁବରାଜଙ୍କ ଭବିଷ୍ୟବାଣୀ

ନ୍ୟୁୟର୍କ,୨।୬: ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହୋଇଛି। ଭାରତୀୟ ଦଳ ଦ୍ୱିତୀୟଥର ପାଇଁ ଟି-୨୦ ଚାମ୍ପିୟନ ହେବାକୁ ଆସିଛି। ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ ଖେଳିବ। ଏହା ପରେ ଦଳକୁ ଜୁନ ୯ରେ ପାକିସ୍ତାନ, ଜୁନ ୧୨ରେ…

ଗମ୍ଭୀର କୋଚ୍‌ ହେବାକୁ ଆଗ୍ରହୀ

ଦୁବାଇ, ୨ା୬: ପୂର୍ବତନ ଭାରତୀୟ ବ୍ୟାଟର ଗୌତମ ଗମ୍ଭୀର ଶନିବାର ଜାତୀୟ କ୍ରିକେଟ ଦଳର କୋଚ୍‌ ହେବା ଲାଗି ଆଗ୍ରହୀ ଥିବା ବିଷୟ ପ୍ରକାଶ କରିଛନ୍ତି। ଏହି ହାଇ-ପ୍ରୋଫାଇଲ ପଦବୀ ପାଇଁ ସେ ଆଗରେ ରହିଥିବା ନେଇ ଖୁବ୍‌ କଳ୍ପନାଜଳ୍ପନା ଚାଲିଛି।…

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଷ୍ଟାର କ୍ରିକେଟର, ଜିତାଇଥିଲେ ୨୦୨୪ IPL

ନୂଆଦିଲ୍ଲୀ,୨।୬: କୋଲକତା ନାଇଟ୍‌ ରାଇଡର୍ସ ୨୦୨୪ ଆଇପିଏଲ୍‌ ଜିତିବା ପରେ ଏବେ ଏହି ଟିମ୍‌ର ଜଣେ କ୍ରିକେଟରଙ୍କୁ ନେଇ ଚର୍ଚ୍ଚା ଜୋର। ଷ୍ଟାର କ୍ରିକେଟର ଭେଙ୍କଟେଶ ଆୟାରଙ୍କ ଫଟେ ଏବେ ଖୁବ୍‌ଜୋରରେ ଭାଇରାଲ୍‌ ହେବାରେ ଲାଗିଛି। କାରଣ କେକେଆରର ଏହି ଅଲରାଉଣ୍ଡର…

ମହାମୁକାବିଲା ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ ଅଧିନାୟକ

ନ୍ୟୁୟର୍କ,୨।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଜୁନ ୯ରେ ନ୍ୟୁୟର୍କର ନାସାଉ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଭାରତ-ପାକ ମ୍ୟାଚ ବିଷୟରେ ଅନେକ ଆଲୋଚନା ଚାଲିଛି। ଏହି ଆଲୋଚନା ମଧ୍ୟରେ ପାକିସ୍ତାନ ଦଳର ଅଧିନାୟକ ବାବର ଆଜମ ଭାରତକୁ ଚେତାବନୀ ଦେଇଛନ୍ତି।…

ଛାଡପତ୍ର ଚର୍ଚ୍ଚା ଭିତରେ ମୁଁହ ଖୋଲିଲେ ହାର୍ଦ୍ଦିକ ପାଣ୍ଡ୍ୟା: କହିଲେ, ବେଳେବେଳେ ଜୀବନ…

ନ୍ୟୁୟର୍କ,୨।୬: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ଅନେକ ଚର୍ଚ୍ଚାରେ ଅଛନ୍ତି। ଗୋଟିଏ ପଟେ ଆଇପିଏଲରେ ତାଙ୍କର ପ୍ରଦର୍ଶନ ଖରାପ ଥିଲା, ଅନ୍ୟ ପଟେ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନ୍‌କୋଭିକ୍‌ଙ୍କ ସହ ଛାଡପତ୍ର ହେବାର ଖବର ସୋସିଆଲ ମିଡିଆରେ ଅନେକ ଆଲୋଡନ ସୃଷ୍ଟି କରିଛି।…

ଏମିତି ସର୍ଟ ମାରିଲେ ହାର୍ଦ୍ଦିକ ପାଣ୍ଡ୍ୟା, ବୋଲରଙ୍କ ହାତରେ ପଡ଼ିଲା ୬ ଷ୍ଟିଚ୍‌

ନୂଆଦିଲ୍ଲୀ,୨।୬: ଟି-୨୦ ବିଶ୍ୱକପ ଆରମ୍ଭ କରିବା ପୂର୍ବରୁ ବାଂଲାଦେଶ ଏକ ବଡ ଝଟ୍‌କା ଲାଗିଛି। ଦଳର ଦ୍ରୁତ ବୋଲର ଶୋରିଫୁଲ ଇସଲାମ ଭାରତ ବିପକ୍ଷ ୱାର୍ମ ଅପ ମ୍ୟାଚରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ହାତରେ ୬ଟି ଷ୍ଟିଚ୍‌ ପଡ଼ିଛି। ତାଙ୍କର…

ଟି-୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ରେକର୍ଡ ବର୍ଷା

ନ୍ୟୁୟର୍କ,୨।୬: ଟି-୨୦ ବିଶ୍ୱକପ ୨୦୨୪ ଏକ ଧମାକାଦାରରୁ ଆରମ୍ଭ ହୋଇଥିଲା। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ କାନାଡା ଏବଂ ଆୟୋଜକ ଆମେରିକା ମଧ୍ୟରେ ଖେଳାଯାଇଥିଲା। ଡାଲାସର ଗ୍ରାଣ୍ଡ ପ୍ରିରି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଆମେରିକାର ଦୃଢ ବ୍ୟାଟିଂ ଆଧାରରେ ୭ ଉଇକେଟ ଜିତିଥିଲା।…

ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିଲେ ଆମେରିକୀୟ ବ୍ୟାଟ୍ସମ୍ୟାନ୍‌

ନ୍ୟୁୟର୍କ,୨।୬: ଆମେରିକୀୟ ବ୍ୟାଟ୍ସମ୍ୟାନ ଆରୋନ ଜୋନ୍ସ ଟି-୨୦ ବିଶ୍ୱକପ ୨୦୨୪ର ପ୍ରଥମ ମ୍ୟାଚରେ ନିଜର ବିସ୍ଫୋରକ ବ୍ୟାଟିଂ ସହିତ ସମସ୍ତଙ୍କ ହୃଦୟ ଜିଣିଥିଲେ। କାନାଡା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଜୋନ୍ସ ୪ ଚୌକା ଓ ୧୦ ଛକା ସହାୟତାରେ ୪୦ ବଲରେ…

ଟି ୨୦ ବିଶ୍ବକପ: ଉଦଘାଟନୀ ମ୍ୟାଚରେ ଆମେରିକାର ଐତିହାସିକ ବିଜୟୀ

ଟେକ୍ସସ,୨।୬: ଟି ୨୦ ବିଶ୍ବକପ ୨୦୨୪ଉଦଘାଟନୀ ମୁକାବିଲାରେ ଐତିହାସିକ ବିଜୟ ହାସଲ କରିଛି ସହ-ଆୟୋଜକ ଯୁକ୍ତରାଷ୍ଟ୍ର ଆମେରିକା। ପ୍ରଥମ ମ୍ୟାଚରେ ଆମେରିକା କାନାଡାକୁ ୭ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଆମେରିକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା,…

ଆଜିଠୁୁ ଟି୨୦ ବିଶ୍ୱକପ୍‌

ଜର୍ଜଟାଉନ୍‌,୨ା୬(ପି.ଟି)ଆମେରିକା ଓ ଓ୍ବେଷ୍ଟଇଣ୍ଡିଜର ମିଳିତ ଆୟୋଜନରେ ଟି୨୦ କ୍ରିକେଟ ବିଶ୍ୱକପ୍‌ ଟୁର୍ନାମେଣ୍ଟ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ୨୦ ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ବେଳେ ମୋଟ ୫୫ ମ୍ୟାଚ୍‌ ଖେଳାଯିବ। ସହ ଆୟୋଜକ ରହିଥିବା ଓ୍ବେଷ୍ଟଇଣ୍ଡିଜ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri