ବିଜୟ ସହ ଓଡ଼ିଶା ମହିଳା, ପୁରୁଷ ଦଳର ଅଭିଯାନ
ଭୁବନେଶ୍ୱର, ୧୨।୬ (ତପନ ସ୍ବାଇଁ): ଜାତୀୟ ସିନିୟର ପେନ୍ଚାକ ସିଲାଟ ଚାମ୍ପିୟନଶିପ୍ (ମହିଳା ଓ ପୁରୁଷ)ର ଦ୍ୱାଦଶ ସଂସ୍କରଣ ମଙ୍ଗଳବାର କିଟ୍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶା ପେନ୍ଚାକ ସିଲାଟ ଆସୋସିଏଶନ ଆନୁକୂଲ୍ୟରେ ୧୩ ତାରିଖ…
ନ୍ୟୁୟର୍କରେ ଇଣ୍ଡିଆ ବନାମ ମିନି ଇଣ୍ଡିଆ
ନ୍ୟୁୟର୍କ, ୧୨ା୬ (ପି.ଟି.): ଟି୨୦ ବିଶ୍ୱକପ୍ରେ ବୁଧବାର ଆମେରିକା ବିପକ୍ଷରେ ଭାରତ ଏହାର ତୃତୀୟ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍କୁ ଇଣ୍ଡିଆ ବନାମ ମିନି ଇଣ୍ଡିଆ ମ୍ୟାଚ୍ ଭାବରେ ବିବେଚନା କରାଯାଉଛି। ଆମେରିକା ଦଳରେ ୫-୬ ଜଣ ଭାରତୀୟ ବଂଶୋଦ୍ଭବ ଖେଳାଳି…
ଦ୍ୱିତୀୟ ଦିବସରେ ଓଡ଼ିଶାକୁ ୬ ପଦକ
ଭୁବନେଶ୍ୱର, ୧୨।୬ (ତପନ ସ୍ବାଇଁ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ୍ ସେଣ୍ଟରେ ଚାଲିଥିବା ୨ୟ ନ୍ୟାଶନାଲ ସୁଇମିଂ ର଼୍ୟାଙ୍କିଙ୍ଗ୍ ଚାମ୍ପିୟନଶିପ୍ର ଦ୍ୱିତୀୟ ଦିବସରେ ଓଡ଼ିଶା ପ୍ରତିଯୋଗୀମାନେ ୬ଟି ପଦକ ହାସଲ କରିଛନ୍ତି। ଏହା ମଧ୍ୟରେ ୨ ସ୍ବର୍ଣ୍ଣ, ୧ ରୌପ୍ୟ ଓ…
ବୁ୍ମ୍ରାଙ୍କ ସାକ୍ଷାତକାର ନେଲେ ସ୍ତ୍ରୀ, ଶେଷରେ ଏମିତି କଥା କହିଲେ, ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ,୧୧।୬: ଭାରତୀୟ ପେସ୍ ବୋଲର୍ ଜସପ୍ରୀତ ବୁମ୍ରା ନିଜର ଶକ୍ତିଶାଳୀ ବୋଲିଂ ସହ ପାକିସ୍ତାନରୁ ବିଜୟ ଛଡ଼ାଇ ଭାରତକୁ ୬ ରନ୍ରେ ବିଜୟୀ କରାଇଥିଲେ। ଏହି ପ୍ରଦର୍ଶନ ପରେ ସମସ୍ତେ ବୁମରାଙ୍କୁ ପ୍ରଶଂସା କରୁଛନ୍ତି। କାରଣ ଯଦି ବୁମରାଙ୍କ ସ୍ପେଲ୍ ନ…
ଟି-୨୦ ବିଶ୍ୱକପ୍ରୁ ବିଦା ହେଲା ଏହି ଦଳ: ସୁପର୍-୮ରେ ପହଞ୍ଚିବାର ସ୍ବପ୍ନ ଭାଙ୍ଗିଲା
ଆଣ୍ଟିଗୁଆ,୧୦।୬: ଟି-୨୦ ବିଶ୍ୱକପ ୨୦୨୪ରୁ ପ୍ରଥମ ଦଳ ଭାବେ ବାଦ୍ ପଡିଛି ଓମାନ। ଗ୍ରୁପ ପର୍ଯ୍ୟାୟର ୨୦ତମ ମ୍ୟାଚ ଓମାନ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଓମାନକୁ ପରାଜୟର ସାମ୍ନା କରିବାକୁ ପଡିଥିଲା ଏବଂ ଏହି ସଂସ୍କରଣରେ ଏହା…
ଭାରତଠାରୁ ପରାସ୍ତ ହେବାପରେ ଭୋ ଭୋ ହୋଇ କାନ୍ଦିଲେ ପାକିସ୍ତାନ ଖେଳାଳି: ଦେଖନ୍ତୁ ଭିଡିଓ
ନ୍ୟୁୟର୍କ,୧୦।୬: ଏକ ରୋମାଞ୍ଚକର ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନୀ ଦଳକୁ ୬ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚରେ ପାକିସ୍ତାନୀ ଦଳର ଅଧିନାୟକ ବାବର ଆଜାମ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ୧୧୯ ରନରେ…
ପାକିସ୍ତାନ ବିପକ୍ଷରେ ଚମକପ୍ରଦ ବିଜୟ ପରେ ବି ଖୁସି ନାହାନ୍ତି ରୋହିତ ଶର୍ମା
ନ୍ୟୁୟର୍କ,୧୦।୬: ଭାରତ ଟି-୨୦ ବିଶ୍ୱକପ ୨୦୨୪ରେ ପାକିସ୍ତାନକୁ ପରାସ୍ତ କରିଛି। ଉଭୟଙ୍କ ମଧ୍ୟରେ ଟୁର୍ନାମେଣ୍ଟର ୧୯ତମ ମ୍ୟାଚ ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିଲା, ଯେଉଁଥିରେ ଟିମ ଇଣ୍ଡିଆ ୬ ରନ୍ରେ ଜିତିଥିଲା। ବୋର୍ଡରେ ମାତ୍ର ୧୧୯ ରନ କରିବା…
ଟି-୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ
ନ୍ୟୁୟର୍କ,୧୦।୬: ଭାରତ ଟି-୨୦ ବିଶ୍ୱକପ ୨୦୨୪ରେ ଇତିହାସ ସୃଷ୍ଟି କରିଛି। ପାକିସ୍ତାନ ବିପକ୍ଷରେ ବିଜୟ ସହ ଟିମ ଇଣ୍ଡିଆ ଅନେକ ରେକର୍ଡ ସୃଷ୍ଟି କରିଛି। ଟି-୨୦ ବିଶ୍ୱକପ ଇତିହାସରେ ପାକିସ୍ତାନ ଉପରେ ଭାରତୀୟ ଦଳର ଏହା ସପ୍ତମ ବିଜୟ ଥିଲା। ଉଭୟଙ୍କ…
ଚାମ୍ପିଅନ୍ସ ଟ୍ରଫି ୨୦୨୫: ପାକିସ୍ତାନର ଏହି ଷ୍ଟାଡିୟମରେ ଖେଳାଯିବ ଭାରତ-ପାକିସ୍ତାନ ମୁକାବିଲା
ନୂଆଦିଲ୍ଲୀ,୧୦ା୬: ରବିବାର ନ୍ୟୁୟର୍କରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଟି ୨୦ ବିଶ୍ୱକପ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ଏହି ରୋମାଞ୍ଚକର ମୁକାବିଲାରେ ଭାରତ ଏକ ଅବିଶ୍ଵନିୟ ବିଜୟ ହାସଲ କରିଛି। ତେବେ ବର୍ତମାନ ଉଭୟ ଦଳକୁ ନେଇ ଆଉ…
ଅଲକାରାଜଙ୍କୁ ପ୍ରଥମ ଟାଇଟଲ୍
ପ୍ୟାରିସ୍,୧୦।୬: ସ୍ପେନ୍ର କାର୍ଲୋସ୍ ଅଲକାରାଜ ଗାର୍ଫିଆ କ୍ୟାରିୟରର ତୃତୀୟ ତଥା ପ୍ରଥମ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ବିଜୟୀ ହୋଇଛନ୍ତି। ରବିବାର ଫାଇନାଲର ୫ ସେଟ୍ ବିଶିଷ୍ଟ କଡା ସଂଘର୍ଷପୂଣ୍ଣ ମୁକାବିଲାରେ ଜର୍ମାନୀର ଆଲେକଜାଣ୍ଡର ଜେଭରେଭ୍ଙ୍କୁ ୬-୩, ୨-୬, ୫-୭,…
ଭାରତର ଅବିଶ୍ୱସନୀୟ ବିଜୟ
ନ୍ୟୁୟର୍କ, ୧୦।୬: ଟାର୍ଗେଟ ଥିଲା ମାତ୍ର ୧୨୦ ରନ। ସମ୍ମୁଖରେ ଥିଲା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ଚାପ ସ୍ଥିତିରେ ଚମତ୍କାର ବୋଲିଂ କଲେ ଭାରତୀୟ ପେସ୍ ବାହିନୀ। ଏହାର ନେତୃତ୍ୱ ନେଲେ ଯଶପ୍ରୀତ୍ ବୁମ୍ରା। ଫଳରେ ଏକଦା ୨ ଉଇକେଟରେ ୭୩…
ପାକିସ୍ତାନ ବିପକ୍ଷରେ ଫେଲ୍ ମାରିଲା ଭାରତୀୟ ବ୍ୟାଟିଂ ଲାଇନ୍
ନ୍ୟୁୟର୍କ;୯।୬:ଆଜି ଟି-୨୦ ବିଶ୍ୱକପ୍ ୨୦୨୪ର ୧୯ତମ ମ୍ୟାଚ୍ ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିଛି। ଏହି ମ୍ୟାଚ୍ ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଭାରତ ୧୧୯ ରନ୍ ରେ ଅଲଆଉଟ୍ ହୋଇଛି। ଭାରତୀୟ…
Archives


