ଖେଳ

ଦିନେ ବାପା ଥିଲେ କ୍ରିକେଟ୍‌ରେ ହିରୋ: ଆଜି ଅଲିମ୍ପିକ୍ସରେ ଚହଳ ପକାଇଛନ୍ତି ପୁଅ

ଓ୍ବାଶିଂଟନ୍‌,୧୩।୮: ଲଗାତାର ଅନେକ ବର୍ଷ ଧରି ଅଲିମ୍ପିକ୍ସରେ ଆମେରିକା ଚମତ୍କାର ପ୍ରଦର୍ଶନ କରିଆସୁଛି। ଏହାର ଆଥଲେଟ୍‌ମାନେ କ୍ରମାଗତ ଚାରିଟି ଅଲିମ୍ପିକ୍ସରେ ପଦକ ଟେବୁଲରେ ଶୀର୍ଷରେ ରହିଛନ୍ତି। ଏଥର ଆମେରିକା ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ୧୨୬ ପଦକ ଜିତିଥିଲା, ଯେଉଁଥିରେ ୪୦ଟି ସ୍ବର୍ଣ୍ଣ,…

ଇତିହାସ ରଚି ଭାରତରେ ପହଞ୍ଚିଲା ହକି ଟିମ୍‌: ଜୋରଦାର ସ୍ବାଗତ

ନୂଆଦିଲ୍ଲୀ,୧୩।୮: ଭାରତୀୟ ହକି ଦଳ ଦିଲ୍ଲୀରେ ପହଞ୍ଚିଛି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିଲା। ଦିଲ୍ଲୀ ବିମାନବନ୍ଦରରେ ହକି ଦଳକୁ ଜବରଦସ୍ତ ସହିତ ସ୍ବାଗତ କରାଯାଇଥିଲା। ଭାରତକୁ ଫେରିବା ପରେ ହକି ଦଳ ଅମୃତସରର ସ୍ବର୍ଣ୍ଣ…

ପ୍ରମୋଦ ଭଗତ ସସ୍‌ପେଣ୍ଡ, ପ୍ୟାରିସ ପାରା ଅଲିମ୍ପିକ୍ସରେ ନେଇପାରିବେନି ଭାଗ

ନୂଆଦିଲ୍ଲୀ,୧୩।୮: ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସ୍‌ପେଣ୍ଡ ହୋଇଛନ୍ତି। ବିଶ୍ବ ବ୍ୟାଡମିଣ୍ଟନ ଫେଡେରେଶନ ୧୮ ମାସ ପାଇଁ ତାଙ୍କୁ ସସ୍‌ପେଣ୍ଡ କରିଥିବା ଜଣାପଡିଛି। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ସେ ସସ୍‌ପେଣ୍ଡ ହୋଇଛନ୍ତି। ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ…

ଭିନେଶଙ୍କ ମାମଲାରେ ନୂଆ ଟ୍ବିଷ୍ଟ, ଏବେ ଓଜନ ମାପିବା ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣନ୍ତୁ ଭିନେଶଙ୍କୁ ଫାଇଦା କ’ଣ ହେବ

ନୂଆଦିଲ୍ଲୀ,୧୩।୮: ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ସମାପ୍ତ ହୋଇଛି। ଏଥର ମୋଟ ୮୪ଟି ଦେଶ ଏହି ମହାକୁମ୍ଭ କ୍ରୀଡ଼ାରେ ପଦକ ଜିତିଛନ୍ତି । ଆମେରିକା ୧୨୬ ପଦକ ସହିତ ଟେବୁଲର ଶୀର୍ଷରେ ଅଛି । ୬ଟି ପଦକ ସହ ଭାରତ ୭୧ତମ ସ୍ଥାନରେ…

ତୃତୀୟ ଥରରେ ଲସ୍‌ଏଞ୍ଜେଲ୍ସ ୩ୟ

ଲସ୍‌ଏଞ୍ଜେଲ୍ସ ,୧୩ା୮: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଉଦ୍‌ଯାପିତ ହୋଇଥିବା ବେଳେ ପରବର୍ତ୍ତୀ ସଂସ୍କରଣ ଯୁକ୍ତରାଷ୍ଟ୍ର ଆମେରିକାର ଲସ୍‌ଏଞ୍ଜେଲ୍ସରେ ଅନୁଷ୍ଠିତ ହେବ। ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ପ୍ୟାରିସ୍‌ ମେୟର ଆନ୍ନେ ହିଡାଲଗୋ ଲସ୍‌ଏଞ୍ଜେଲ୍ସ ମେୟର କାରେନ୍‌ ବାସ୍‌ଙ୍କୁ ଅଲିମ୍ପିକ୍ସ ପତାକା ପ୍ରଦାନ କରିଥିଲେ।…

ରୋହିତ-ବିରାଟ କେବେ ସନ୍ୟାସ ନେବା ଉଚିତ୍‌, ଖୋଲିକି କହିଦେଲେ ହରଭଜନ ସିଂ

ନୂଆଦିଲ୍ଲୀ,୧୩।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ଟି -୨୦ ବିଶ୍ୱକପ ଟାଇଟଲ ଜିତିବା ପରେ ଟି -୨୦ ଇଣ୍ଟରନ୍ୟାଶନାଲରୁ ଅବସର ନେଇଥିଲେ। ବର୍ତ୍ତମାନ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ କହିଛନ୍ତି , କେବେ ଉଭୟ ଭାରତୀୟ ତାରକାଙ୍କୁ କ୍ରିକେଟ…

ଆଇଫେଲ ଟାଓ୍ବାରରେ ଚଢ଼ିଥିବା ବ୍ୟକ୍ତିଙ୍କୁ ଛାଡିଦେଲା ପୋଲିସ

ପ୍ୟାରିସ, ୧୩ା୮: ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବ ବେଳେ ଆଇଫେଲ ଟାଓ୍ବାର ଉପରକୁ ଅନଧିକାର ଚଢ଼ିଯାଇଥିବା ବ୍ୟକ୍ତି ଜଣକ ଜଣେ ବ୍ରିଟିଶ ନାଗରିକ ବୋଲି ଜଣାପଡ଼ିଛି। ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ। ପୋଲିସ ହେପାଜତରୁ ସେ ସୋମବାର ଛାଡ଼ ପାଇଛନ୍ତି।…

ଇଞ୍ଜୁରୀକୁ ଚିନ୍ତାରେ ନୀରଜ; ଡାକ୍ତରଙ୍କ ପରାମର୍ଶ ପାଇଁ ଗଲେ ଜର୍ମାନୀ

ନୂଆଦିଲ୍ଲୀ, ୧୨ା୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିବା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ସ୍ବଦେଶ ନ ଫେରି ଜର୍ମାନୀ ଗସ୍ତ କରିଛନ୍ତି। ସେଠାରେ ସେ ତାଙ୍କର ଅସ୍ତ୍ରୋପଚାର ସମ୍ଭାବନାକୁ ନେଇ ଡାକ୍ତରୀ ପରାମର୍ଶ ନେବେ। ତା’ପରେ ଯାଇ ସେ…

କାହିଁକି ଚର୍ଚ୍ଚା ହେଉଛି ନୀରଜ ଚେପ୍ରାଙ୍କ ଘଣ୍ଟା, ଏହାର ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରା ତାଙ୍କ ଘଣ୍ଟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫାଇନାଲ ମ୍ୟାଚ ସମୟରେ ଲୋକଙ୍କ ଧ୍ୟାନ ନୀରଜଙ୍କ ବିଳାସପୂର୍ଣ୍ଣ ଘଣ୍ଟା ଉପରେ ଥିଲା। ଏହି ଘଣ୍ଟାର ମୂଲ୍ୟକୁ ନେଇ…

ଟି୨୦ ବିଶ୍ୱକପ୍ ଆୟୋଜକ ଅଧିକାର ବଞ୍ଚାଇବାକୁ ଜାତିସଂଘ ଦ୍ୱାରସ୍ଥ ହେବ ବାଂଲାଦେଶ

ନୂଆଦିଲ୍ଲୀ, ୧୨ା୮: ଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଟି୨୦ ବିଶ୍ୱକପ ଆୟୋଜକ ଅଧିକାର ବଞ୍ଚାଇ ରଖିବାକୁ ବାଂଲାଦେଶର ମଧ୍ୟବର୍ତ୍ତୀ ସରକାର ମିଳିତ ଜାତିସଂଘ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନର ପରିସ୍ଥିତି ଯୋଗୁଁ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଭାରତ ଏବଂ…

ସ୍ବର୍ଣ୍ଣ ପଦକ ବିଜେତା ନଦିମଙ୍କୁ ବିଶେଷ ଉପହାର

ଇସଲାମାବାଦ,୧୨।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ସ୍ବର୍ଣ୍ଣ ପଦକ ଜିତିବା ପରେ ଘରକୁ ଫେରିଥିବା ଅରଶଦ ନଦିମଙ୍କୁ ପାକିସ୍ତାନରେ ଭବ୍ୟ ସ୍ବାଗତ କରାଯାଇଥିଲା। ସେବେଠାରୁ ନଦିମଙ୍କ ଉପରେ ପୁରସ୍କାର ବର୍ଷା ହୋଇଥିଲା। ସରକାର ତାଙ୍କ ପାଇଁ ୧.୫ କୋଟି ଟଙ୍କା ପୁରସ୍କାର ଘୋଷଣା…

ଶେଷରେ ବିସିସିଆଇ କଥା ମାନିଲେ କୋହଲି-ରୋହିତ

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ୨୦୨୪ ଦୁଲିପ ଟ୍ରଫିରେ ଖେଳୁଥିବା ଦେଖିବାକୁ ମିଳିବ। ବିରାଟ ଏବଂ ରୋହିତ ଦୀର୍ଘ ଦିନ ଧରି ଘରୋଇ କ୍ରିକେଟ ଖେଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?