ରୋଚକ ହେଉଛି ଆଇପିଏଲ୍ ପ୍ଲେ ଅଫ୍ ରେସ୍: ଜାଣନ୍ତୁ କେଉଁ ଦଳ ଅଛନ୍ତି ପ୍ରମୁଖ ଦାବିଦାର
ନୂଆଦିଲ୍ଲୀ,୯।୫: ଆଇପିଏଲ ୨୦୨୪ର ୫୭ଟି ମ୍ୟାଚ ଖେଳାଯାଇଛି। ହାଇଦ୍ରାବାଦ ଲକ୍ଷ୍ନୌର ପ୍ଲେ ଅଫରେ ପହଞ୍ଚିବାର ଆଶା ଶେଷ କରିଛି। ତେବେ ଏପର୍ଯ୍ୟନ୍ତ କୌଣସି ଦଳ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିନାହାଁନ୍ତି। ପଏଣ୍ଟ ଟେବୁଲରେ କୋଲକାତା ନାଇଟ ରାଇଡର୍ସ ପ୍ରଥମ…
ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ ରୋହିତ! ଅକରମ୍ କହିଲେ-କେଉଁ ଟିମ୍କୁ ଯିବେ ହିଟ୍ମ୍ୟାନ୍
ନୂଆଦିଲ୍ଲୀ,୯।୫: ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ୧୨ ମ୍ୟାଚ୍ରେ ୪ ବିଜୟ ସହ ଏମ୍ଆଇ ୮ ଅଙ୍କ ପାଇ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି। ବାକି ଥିବା ମ୍ୟାଚ୍ ଦଳ ଜିତିଲେ…
ତୁମ ସମୟ ଆସିବାକୁ ଯାଉଛି… ନିଜ ଶିଷ୍ୟଙ୍କ ପ୍ରଶଂସାରେ ଶତମୁଖ ହେଲେ ସିକ୍ସର କିଙ୍ଗ୍
ନୂଆଦିଲ୍ଲୀ,୯।୫: ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ୧୬୭ ରନ୍ର ବିଜୟ ଲକ୍ଷ୍ୟ କେବଳ ୫୮ ବଲ୍ରେ ହାସଲ କରିନେଇଥିଲା। ଏହି ମୁକାବିଲାରେ ହାଇଦ୍ରାବାଦର ଓପନିଂ ଯୋଡ଼ି ଏଭଳି ବ୍ୟାଟିଂ କରିଥିଲେ ଯେ ସଚିନ ତେନ୍ଦୁଲକର ଚକିତ ହୋଇଥିଲେ। ପ୍ରଥମେ ବ୍ୟାଟିଂ…
କେ.ଏଲ ରାହୁଲଙ୍କ ଉପରେ ରାଗି ଉଠିଲେ LSG ମାଲିକ, ଭିଡିଓ ହେଲା ଭାଇରାଲ
ନୂଆଦିଲ୍ଲୀ,୯।୫: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ ମଧ୍ୟରେ ମ୍ୟାଚ ପରେ ଏକ ବିବାଦ ସାମ୍ନାକୁ ଆସିଛି ଯାହା କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ମ୍ୟାଚରେ ଲକ୍ଷ୍ନୌ ଟିମ୍କୁ ସନରାଇଜର୍ସ ହାଇଦ୍ରାବାଦ ଠାରୁ ୧୦ ୱିକେଟ…
କୋହଲି ନୁହେଁ, ଏହି ୨ ବ୍ୟାଟ୍ସମ୍ୟାନ୍ ଅରେଞ୍ଜ୍ କ୍ୟାପ୍ ଜିତିବାର ପ୍ରମୁଖ ଦାବିଦାର
ନୂଆଦିଲ୍ଲୀ,୯।୫: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସିଜିନ୍ ଏହାର ଶେଷ ପର୍ଯ୍ୟାୟରେ ପ୍ରବେଶ କରିଛି। ଆଗାମୀ ୨ ସପ୍ତାହରୁ କମ ସମୟ ମଧ୍ୟରେ, ଆଇପିଏଲ ୨୦୨୪ର ଲିଗ ପର୍ଯ୍ୟାୟ ଶେଷ ହେବ। ଗୋଟିଏ ପଟେ ପଏଣ୍ଟ ଟେବୁଲରେ ଟପ -୪ରେ ରହିବାକୁ…
ମାତ୍ର ୧୨ ରନ୍ରେ ଅଲଆଉଟ୍ ହେଲା ଏହି ଟିମ୍: ୭ ବ୍ୟାଟ୍ସମ୍ୟାନ୍ ‘ଶୂନ’ରେ ଆଉଟ୍
ନୂଆଦିଲ୍ଲୀ,୯।୫: ଆଜିକାଲି ଆଇପିଏଲ ୨୦୨୪ରେ ବିଭିନ୍ନ ବଡ଼ ସ୍କୋର କରୁଛନ୍ତି, କିନ୍ତୁ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ ରେ ଗୋଟିଏ ଦଳ ମାତ୍ର ୧୨ ରନ ପାଇଁ ଅଲଆଉଟ ହୋଇଛି। ନିକଟରେ ଅନୁଷ୍ଠିତ ଜାପାନ ବନାମ ମୋଙ୍ଗୋଲିଆ ମ୍ୟାଚର ଏହା ଘଟିଛି। ମୋଙ୍ଗୋଲିଆ…
୬୬୬ କୋଟି ଟଙ୍କା ମୂଲ୍ୟର ସୁନା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ
ତାମିଲନାଡୁ,୯।୫: ୬୬୬ କୋଟି ଟଙ୍କା ମୂଲ୍ୟର ସୁନା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ। ବୁଧବାର ତାମିଲନାଡୁର ଏରୋଡରେ ଏହି ଦୁର୍ଘଟଣାର ଘଟିଛି। ଘଟଣାରେ ଡ୍ରାଇଭର ଏବଂ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। 810 କିଲୋଗ୍ରାମ ସୁନା ଅଳଙ୍କାର ନେଇ ଟ୍ରକ କୋଏମ୍ବାଟୁରରୁ ସାଲେମକୁ…
ହେଡ୍-ଅଭିଷେକଙ୍କ ବ୍ୟାଟିଂ ଦେଖି ସଚିନଙ୍କ ହୋଶ୍ ଉଡିଲା: ଦେଲେ ଏମିତି ପ୍ରତିକ୍ରିୟା
ହାଇଦ୍ରାବାଦ୍,୯।୫: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ ବୋଲରମାନଙ୍କୁ ପ୍ରହାର କରୁଛନ୍ତି। ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍ରେ ଟ୍ରାଭିସ ହେଡ ଏବଂ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ କ୍ରିକେଟ ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। ମିଳିତ ଭାବେ ସେମାନେ କେବଳ ୫୮ ବଲରେ…
୧୦ ଉଇକେଟରେ ଜିତିଲା ସନ୍ରାଇଜର୍ସ
ହାଇଦ୍ରାବାଦ, ୯।୫: ଟାର୍ଗେଟ ଥିଲା ୧୬୬ ରନ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଯେପରି ବ୍ୟାଟିଂ କରିଥିଲା ପିଚ୍ ସ୍ଲୋ ଥିବା ପ୍ରତୀୟମାନ ହେଉଥିଲା। ମାତ୍ର ସିଂହ ପରାକ୍ରମରେ ଲକ୍ଷ୍ନୌ ବୋଲରଙ୍କ ଉପରେ ଝାମ୍ପି ପଡ଼ିଲେ ସନ୍ରାଇଜର୍ସ ହାଇଦ୍ରାବାଦର ଦୁଇ ଓପନର ଟ୍ରାଭିସ…
ବଡ଼ ବିଜୟ ହାସଲ କଲା ସନ୍ରାଇଜର୍ସ: ପ୍ରଥମ ଦଳ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ ଦୌଡରୁ ବିଦା
ହାଇଦ୍ରାବାଦ, ୮।୫: ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ପ୍ରଥମ ଦଳ ହୋଇଛି ଯିଏ ଆଇପିଏଲ୍ ୨୦୨୪ ରୁ ବାଦ୍ ପଡିଛି। ପରବର୍ତ୍ତୀ ମ୍ୟାଚ୍ ଖେଳିବା ପୂର୍ବରୁ ଏହା ଘଟିଛି। ସନରାଇଜର୍ସ ହାଇଦ୍ରାବାଦ ବୁଧବାର ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ପରାସ୍ତ କରିଛି। ଏଥିସହିତ ବୁଧବାର…
୧୦ ଉଇକେଟରେ ଜିତିଲା ସନ୍ରାଇଜର୍ସ: ଟ୍ରାଭିସ ହେଡ୍ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ
ହାଇଦ୍ରାବାଦ, ୮।୫: ଟାର୍ଗେଟ ଥିଲା ୧୬୬ ରନ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଯେପରି ବ୍ୟାଟିଂ କରିଥିଲା ପିଚ୍ ସ୍ଲୋ ଥିବା ପ୍ରତୀୟମାନ ହେଉଥିଲା। ମାତ୍ର ସିଂହ ପରାକ୍ରମରେ ଲକ୍ଷ୍ନୌ ବୋଲରଙ୍କ ଉପରେ ଝାମ୍ପି ପଡ଼ିଲେ ସନ୍ରାଇଜର୍ସ ହାଇଦ୍ରାବାଦର ଦୁଇ ଓପନର ଟ୍ରାଭିସ…
ବିରାଟ କୋହଲିଙ୍କ ଯୋଗୁ ହାରିଯାଇଥିଲେ ବିଶ୍ୱକପ୍ ଫାଇନାଲ? ବହୁତ ବଡ଼ କଥା କହିଦେଲେ ସେହ୍ବାଗ…
ନୂଆଦିଲ୍ଲୀ,୮।୫: ଭାରତୀୟ ଟିମ୍ ୨୦୨୩ ଦିନିକିଆ ବିଶ୍ୱକପ୍ରେ ଗୋଟିଏ ବି ମ୍ୟାଚ୍ ନ ହାରି ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ହାରିବା ପରେ ଆଇସିସି ଟ୍ରଫି ଜିତିବା ସ୍ବପ୍ନ ପୁଣି ଅଧାରେ ରହିଥିଲା। ପୁଣି ଥରେ ଏହି…
Archives


