ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଏହି ସୁନ୍ଦରୀ ଯୁବତୀ ଜଣକ କିଏ? ଯାହାଙ୍କୁ ନେଇ…
ନୂଆଦିଲ୍ଲୀ,୧୨ା୭: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ନତାସା ଷ୍ଟାନ୍କୋଭିକ୍ଙ୍କ ମଧ୍ୟରେ ଛାଡ଼ପତ୍ର ଖବର ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ନତାଶା କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ପୋଷ୍ଟ ଶେୟାର କରୁଛନ୍ତି। ଯେତେବେଳେ କି…
ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା କଲା ବିସିସିଆଇ, ଜାଣନ୍ତୁ ଟି-୨୦, ଓ୍ବାନଡେ ସିରିଜର ପୂରା ସିଡ୍ୟୁଲ
ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଗୁରୁବାର ଶ୍ରୀଲଙ୍କା ଗସ୍ତର କାର୍ଯ୍ୟସୂଚୀ ଘୋଷଣା କରିଛି। ଟିମ ଇଣ୍ଡିଆ ୨୬ ଜୁଲାଇରୁ ଶ୍ରୀଲଙ୍କାରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ । ଏହା ପରେ ଅଗଷ୍ଟ ୨ରୁ ଦୁଇ ଦଳ…
କ୍ରମାଗତ ଦ୍ୱିତୀୟ ଥର ୟୁରୋ କପ ଫାଇନଲରେ ଇଂଲଣ୍ଡ
ଡର୍ଟମୁଣ୍ଡ,୧୧ା୭: ୟୁରୋ କପ୍ ୨୦୨୪ ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। ଓଲି ଓ୍ବାଟକିନ୍ସଙ୍କ ଲେଟ୍ ଗୋଲ ବଳରେ ଦଳ ୨-୧ରେ ନେଦରଲାଣ୍ଡ୍ସକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ୟୁରୋ କପ ଫାଇନଲରେ ପ୍ରବେଶ କରିଛି। ମ୍ୟାଚ୍ର ୮୧ ତମ ମିନିଟରେ ଇଂଲଣ୍ଡ…
କେନିଆର ଏହି ମାରାଥନ ବିଜେତାଙ୍କୁ ୭ବର୍ଷ ବାସନ୍ଦ
ମୋନାକୋ,୧୧ା୭: ବୋଷ୍ଟନ ଓ ସିକାଗୋ ମାରାଥନର ପୂର୍ବତନ ବିଜେତା କେନିଆ ଧାବକ ଲରେନ୍ସ ଚେରୋନୋଙ୍କୁ ୭ବର୍ଷ ବାସନ୍ଦ କରାଯାଇଛି। ଡୋପିଙ୍ଗ ଏବଂ ଡ୍ରଗ୍ ଟେଷ୍ଟ ବିଫଳ ପାଇଁ ଜାଲ ଡକ୍ୟୁମେଣ୍ଟ ବ୍ୟବହାର ଅଭିଯୋଗରେ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ୨୦୨୨ରେ ଓରେଗନ୍ର…
‘ପାକିସ୍ତାନ ଆସିବ ତ ଭାରତର…’, ବିରାଟ କୋହଲିଙ୍କୁ ନିମନ୍ତ୍ରଣ ଦେଲେ ସାହିଦ ଆଫ୍ରିଦି, ଅବସରକୁ ନେଇ ବି କହିଲେ ବଡ କଥା
ନୂଆଦିଲ୍ଲୀ/ଇସଲାମାବାଦ,୧୧।୭: ଭାରତ ଟି -୨୦ ବିଶ୍ୱକପ ୨୦୨୪ ଜିତିବା ପରେ ବିରାଟ କୋହଲି ଟି -୨୦ ଫର୍ମାଟରୁ ଅବସର ନେଇଛନ୍ତି। ବର୍ତ୍ତମାନ ସମସ୍ତଙ୍କ ଆଖି ଆସନ୍ତା ବର୍ଷର ଚାମ୍ପିଅନ୍ସ ଟ୍ରଫି (ଚାମ୍ପିଅନ୍ସ ଟ୍ରଫି ୨୦୨୫) ଉପରେ ରହିଛି, ଯେଉଁଥିରେ ବିରାଟ କୋହଲିଙ୍କୁ…
ଲାରାଙ୍କ ଭବିଷ୍ୟବାଣୀ, ଏହି ୨ ଭାରତୀୟଙ୍କ ମଧ୍ୟରୁ ଯେ କେହି ଭାଙ୍ଗିପାରେ ୪ଶହ ରନ୍ର ରେକର୍ଡ
ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ଗସ୍ତରେ ଅଛି। ଭାରତୀୟ ଦଳ ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ୫ଟି ଟି -୨୦ ମ୍ୟାଚ ଖେଳିଛନ୍ତି। ଏବେ ଭେଟେରାନ ୱେଷ୍ଟଇଣ୍ଡିଜ କ୍ରିକେଟର ବ୍ରାଏନ ଲାରା ଏକ ବଡ ଦାବି କରିଛନ୍ତି। ସେ ଏମିତି…
ପାକିସ୍ତାନ ଅଧିନାୟକଙ୍କୁ ଲାଗିଲା ବଡ଼ ଝଟ୍କା: ଟି-୨୦ ବିଶ୍ୱକପ୍ରେ ଖରାପ ପ୍ରଦର୍ଶନ ପରେ ପିସିବି ନେଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧୧।୭: ଟି-୨୦ ବିଶ୍ୱକପ ପରେ ବାବର ଆଜମଙ୍କ ଅଧିନାୟକତ୍ୱ ବିଷୟରେ ଅନେକ କଳ୍ପନାଜଳ୍ପନା ରହିଛି। କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଟେଷ୍ଟ ଦଳର କୋଚ ଜେସନ ଗିଲ୍ସେପି ବ୍ୟସ୍ତ ଅନ୍ତର୍ଜାତୀୟ ସିଜିନ୍ ପୂର୍ବରୁ ତାଙ୍କୁ ଜାତୀୟ ଦଳର ଟେଷ୍ଟ…
ବଦଳିଗଲା ଗାଏକ୍ୱାଡଙ୍କ ଭାଗ୍ୟ: ଏକାଥରକେ ୧୩ ସ୍ଥାନ ଉପରକୁ ଉଠିଲେ
ହରାରେ,୧୧।୭: ଜିମ୍ବାୱେ ବିପକ୍ଷ ଟି -୨୦ ସିରିଜର ତୃତୀୟ ମ୍ୟାଚରେ ରୁତୁରାଜ ଗାଇକ୍ୱାଡ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ। ଗାଏକ୍ୱାଡ ୪୯ ରନର ଇନିଂସ ଖେଳିଥିଲେ। ଏହାପୂର୍ବରୁ ସେ ଦ୍ୱିତୀୟ ମ୍ୟାଚ୍ରେ ଅପରାଜିତ ୭୭ ରନ ସଂଗ୍ରହ କରିଥିଲେ। ତାଙ୍କର ଚମତ୍କାର…
ହାର୍ଦ୍ଦିକଙ୍କ ସହ ଛାଡପତ୍ର ଖବର ଉପରେ ନୀରବତା ଭାଙ୍ଗିଲେ ନତାଶା, ଭିଡିଓ ଶେୟାର କରି କହିଲେ…
ନୂଆଦିଲ୍ଲୀ,୧୧।୭: ଗତ କିଛି ମାସ ହେବ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ଛାଡପତ୍ର ଖବର ଚର୍ଚ୍ଚାରେ ରହିଛି। ବିଭିନ୍ନ ପ୍ରକାରର ଗୁଜବ ସାମ୍ନାକୁ ଆସିଛି ଏବଂ ଏହା ମଧ୍ୟ କୁହାଯାଇଥିଲା ଯେ ଛାଡପତ୍ର ହେଲେ…
ନିଜକୁ ଜାଡେଜାଙ୍କ ପ୍ରକୃତ ଉତ୍ତରାଧିକାରୀ ବୋଲି ଭାବୁଛନ୍ତି ଓ୍ବାଶିଂଟନ ସୁନ୍ଦର, କହିଲେ ଏଭଳି…
ହରାରେ,୧୧।୭: ଅନ୍ତର୍ଜାତୀୟ ଟି୨୦ରୁ ସନ୍ନ୍ୟାସ ନେଇଛନ୍ତି ରବିନ୍ଦ୍ର ଜାଡେଜା। ଏହାପରଠାରୁ ତାଙ୍କ ସ୍ଥାନ ଖାଲି ପଡ଼ିଥିବା ବେଳେ ଏବେ ଓ୍ବାଶିଂଟନ ସୁନ୍ଦର ବଡ଼ ବୟାନ ଦେଇଛନ୍ତି। ଜିମ୍ବାଓ୍ବେ ବିପକ୍ଷ ତୃତୀୟ ଟି୨୦ ମୁକାବିଲାରେ ଟିମ୍ ଇଣ୍ଡିଆ ବିଜୟର ପ୍ରମୁଖ ଭୂମିକା ତୁଲାଇବା…
ଶେଷ ଟେଷ୍ଟ ଖେଳିବା ପୂର୍ବରୁ ଝିଅମାନେ କଲେ ଏମିତି କାମ, ଆଣ୍ଡରସନ୍ ହେଲେ ଭାବପ୍ରବଣ
ନୂଆଦିଲ୍ଲୀ,୧୧।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଲର୍ଡସ ଟେଷ୍ଟ ପରେ ଇଂଲଣ୍ଡର ମହାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ବିଦାୟ ନେବେ। ତିନି ମ୍ୟାଚ ବିଶିଷ୍ଟ ସିରିଜ ପୂର୍ବରୁ ମଧ୍ୟ ସେ ଅବସର ଘୋଷଣା କରିଥିଲେ। ଜୁଲାଇ ୧୦ରେ ଲର୍ଡସଠାରେ…
ଗୁରୁ ଦ୍ରାବିଡ଼ଙ୍କ ରାସ୍ତାରେ ରୋହିତ, ଏହି କାରଣରୁ ବୋନସ୍ ନେବାକୁ କରିଦେଇଥିଲେ ମନା
ନୂଆଦିଲ୍ଲୀ,୧୧।୭: ଭାରତୀୟ ଟିମ୍ର ଅଧିନାୟକ ରୋହିତ ଶର୍ମା ନିଜର ଆଚରଣ ସହ ଉଦାରତା ପାଇଁ ସର୍ବଦା ଜଣାଶୁଣା। ସେ ଦଳ ସହ ଖେଳାଳିଙ୍କ ସହାୟତା କରୁଥିବା ସପୋର୍ଟ ଷ୍ଟାଫ୍ଙ୍କ ବିଷୟରେ ଚିନ୍ତା କରିଥାନ୍ତି। ଏହାର ଏକ ବଡ଼ ଉଦାହରଣ ନିକଟରେ ସାମ୍ନାକୁ…
Archives


