ଖେଳ

କେନ୍ଦୁଝରରେ ରାଜ୍ୟ ସିନିୟର ହ୍ୟାଣ୍ଡବଲ

ଭୁବନେଶ୍ୱର, ୩୧।୭ (ତପନ ସ୍ବାଇଁ): ଅଗଷ୍ଟ ୧୨ ଓ ୧୩ ତାରିଖରେ କେନ୍ଦୁଝରଠାରେ ରାଜ୍ୟ ସିନିୟର ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ରବିବାର ପୁରୀରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ହ୍ୟାଣ୍ଡବଲ ସଂଘର ବାର୍ଷିକ ବୈଠକରେ ଏହି ନିଷ୍ପତ୍ତି ନିଆ ଯାଇଛି।...

ସ୍ପେନ୍‌କୁ ୩-୦ରେ ହରାଇଲା ଭାରତ

ବାର୍ସିଲୋନା, ୩୧।୭ (ପି.ଟି.): ସ୍ପାନିଶ ହକି ଫେଡେରେଶନର ଶତବାର୍ଷିକୀ ଅବସରରେ ଚାଲିଥିବା ଅନ୍ତର୍ଜାତୀୟ ହକି ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ଏକ ମ୍ୟାଚରେ ଭାରତ ୩-୦ ଗୋଲରେ ସ୍ପେନ୍‌କୁ ପରାସ୍ତ କରିଛି। ମ୍ୟାଚରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଖେଳିଥିବା ଭାରତ...

ପୁରୁଷ ହକି: ନେଦରଲାଣ୍ଡ୍ସକୁ ହରାଇଲା ଭାରତ

ବାର୍ସିଲୋନା, ୩୧ା୭ (ପି.ଟି.): ସ୍ପାନିଶ୍‌ ହକି ମହାସଂଘର ଶତବାର୍ଷିକୀ ଅବସରରେ ଆୟୋଜିତ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟରେ ଭାରତୀୟ ପୁରୁଷ ହକି ଦଳ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ଚାମ୍ପିୟନ ନେଦରଲାଣ୍ଡ୍ସକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ...

ଭର୍ଷ୍ଟାପେନ ଜିତିଲେ ବେଲଜିଆନ ଗ୍ରାଁ ପ୍ରି

ସ୍ପା-ଫ୍ରାଙ୍କୋଚାମ୍ପ୍ସ (ବେଲଜିୟମ), ୩୧।୭ (ଏପି): ଡିଫେଣ୍ଡିଂ ଫର୍ମୁଲାଓ୍ବାନ ଚାମ୍ପିୟନ ମ୍ୟାକ୍ସ ଭର୍ଷ୍ଟାପେନ ରବିବାର ଅନୁଷ୍ଠିତ ବେଲଜିଆନ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂ ବିଜେତା ହୋଇଛନ୍ତି। ପୂରା ସିଜନରେ ଆଧିପତ୍ୟ ବିସ୍ତାର କରିଥିବା ଏହି ରେଡ୍‌ବୁଲ୍‌ ଡ୍ରାଇଭର କ୍ରମାଗତ ୮ମ ଏବଂ...

ଅଷ୍ଟ୍ରେଲିଆ ପଥରେ ବର୍ଷା ବାଧା

ଲଣ୍ଡନ, ୩୧।୭: ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଆଶେଷ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆର ବିଜୟ ପଥରେ ବର୍ଷା ବାଧା ସୃଷ୍ଟି କରିଛି। ଇଂଲଣ୍ଡ ପକ୍ଷରୁ ୩୮୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଅଷ୍ଟ୍ରେଲିଆ ରବିବାର ୪ର୍ଥ...

‘ନିର୍ଦ୍ଦିଷ୍ଟ ମ୍ୟାଚ କିମ୍ବା ସିରିଜକୁ ନେଇ ଚିନ୍ତିତ ନୋହୁଁ’

ବ୍ରିଜଟାଉନ୍‌, ୩୧।୭: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ପରାସ୍ତ ହୋଇଛି। ଭାରତ ୪୦.୫ ଓଭରରେ ୧୮୧ ରନ୍‌କରି ଅଲ୍‌ଆଉଟ ହୋଇଥିବାବେଳେ ଓ୍ବେଷ୍ଟଇଣ୍ଡିଜ ୮୦ଟି ବଲ୍‌ ବାକିଥାଇ ୩୬.୪ ଓଭରରେ ୪ ଉଇକେଟ ହରାଇ ୧୮୨ ରନ...

ଆୟୋଜକ ନ୍ୟୁଜିଲାଣ୍ଡର ବିଦାୟ

ଡୁନେଡିନ୍‌/ସିଡ୍‌ନୀ, ୩୧ା୭ (ଏପି): ଚଳିତ ଫିଫା ମହିଳା ଫୁଟ୍‌ବଲ ବିଶ୍ୱକପ୍‌ର ଗ୍ରୁପ୍‌ ‘ଏ’ରେ ରବିବାର ନ୍ୟୁଜିଲାଣ୍ଡ ଓ ସୁଇଜରଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଛି। ଏଥି ସହିତ ନ୍ୟୁଜିଲାଣ୍ଡ ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଦଳ...

ହିଜାବରେ ପ୍ରଥମ ଖେଳାଳି ବେନ୍‌ଜିନା

ଆଡିଲେଡ୍‌, ୩୧ା୭ (ଏପି): ସିନିୟର ମହିଳା ଫୁଟ୍‌ବଲ ବିଶ୍ୱକପ୍‌ରେ ହିଜାବ ପରିଧାନ କରି ଖେଳିବାରେ ମରକ୍କୋ ଡିଫେଣ୍ଡର ନୌହେଲା ବେନ୍‌ଜିନା ପ୍ରଥମ ଖେଳାଳି। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଖେଳି ସେ ଇତିହାସ ସୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ...

ଭାରତକୁ ମିଳିଲା ଚତୁର୍ଥ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୩୦ା୭:ଚାଇନାର ଚେଙ୍ଗ୍‌ଡୁଠାରେ ଚାଲିଥିବା ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ଅମନ ସଇନି ଓ ପ୍ରଗତିଙ୍କୁ ନେଇ ଭାରତର ମିକ୍ସଡ କମ୍ପାଉଣ୍ଡ ତୀରନ୍ଦାଜୀ ଦଳ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେମାନେ ଫାଇନାଲରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧୫୬-୧୫୬ରେ ହରାଇ ଦେଇଛନ୍ତି। ଭାରତ ବର୍ତ୍ତମାନ...

ବିଶେଷ ସଫଳତା ହାସଲ କଲେ ବ୍ରଡ-ଆଣ୍ଡରସନ

ଲଣ୍ଡନ,୩୦।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଲଣ୍ଡନରେ ଖେଳାଯାଉଛି। ଇଂଲଣ୍ଡର କିମ୍ବଦନ୍ତୀ ବୋଲର ଷ୍ଟୁଆର୍ଟ ବ୍ରଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଖେଳୁଛନ୍ତି। ଏହି...

ଟଙ୍କା, ଅହଂକାର ଯୋଗୁ ଖେଳ ବିଗିଡ଼ି ଯାଉଛି: ଟିମ ଇଣ୍ଡିଆ ଉପରେ ବର୍ଷିଲେ କପିଲ ଦେବ…

କୋଲକାତା,୩୦।୭ : ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଇଣ୍ଡିଆନ ପ୍ରିମିୟର ଲିଗ, ବିଶ୍ୱର ସବୁଠୁ ଦାମୀ କ୍ରିକେଟ ଟୁର୍ନାମେଣ୍ଟକୁ ଆର୍ଥିକ ଶକ୍ତି ସହିତ ବଡ...

ଶୋଇଥିବା ଅବସ୍ଥାରେ ଧୋନୀଙ୍କ ଭିଡିଓ କଲେ ଏୟାର ହୋଷ୍ଟେସ

ନୂଆଦିଲ୍ଲୀ,୩୦।୭: ପ୍ରଶଂସକମାନେ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଝଲକ ପାଇବାକୁ ସର୍ବଦା ଆଗ୍ରହୀ ଆଆନ୍ତି। ଧୋନି ସୋସିଆଲ ମିଡିଆଠାରୁ ବହୁତ ଦୂରରେ ରୁହନ୍ତି। ସେ ଲାଇମଲାଇଟ ଠାରୁ ଦୂରରେ ରହି ସାଦାସିଧା ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି।ଏହି କାରଣରୁ, ଯେତେବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri