ଖେଳ

ପର୍ଥରେ ମାଟି କାମୁଡିଲା ଅଷ୍ଟ୍ରେଲିଆ, ୨୨ ବର୍ଷ ପରେ ଇତିହାସ ରଚିଲା ପାକିସ୍ତାନ

ପର୍ଥ,୧୦।୧୧: ୨୨ ବର୍ଷ ପରେ ଇତିହାସ ରଚିଲା ପାକିସ୍ତାନ। ପର୍ଥରେ ଖେଳାଯାଉଥିବା ଅନ୍ତିମ ଦିନିକିଆରେ ଦଳ ଅଷ୍ଟ୍ରେଲିଆକୁ ୮ ଉଇକେଟରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୪୧ ରନ୍‌ ସ୍କୋର କରିଥିଲା। ଏହାକୁ ମହମ୍ମଦ ରିଜଓ୍ବାନ ୨୬.୫ ଓଭରରେ…

ଆମେ ଏବେ ବି ପରିବାର, ୫ ମାସ ହେବ ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ନତାଶା ନେଲେ ୟୁଟର୍ନ!

ନୂଆଦିଲ୍ଲୀ,୧୦।୧୧: ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଏବଂ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଅତୀତରେ ଅନେକ ଚର୍ଚ୍ଚାରେ ଥିଲା। ପ୍ରାୟ ୫ମାସ ପୂର୍ବେ, ଏହି ଦମ୍ପତି ଛାଡପତ୍ର ମାଧ୍ୟମରେ ସେମାନଙ୍କର ୪ବର୍ଷର ବିବାହ ସମାପ୍ତ କରିଥିଲେ। ଏହା ପରେ…

ଚର୍ଚ୍ଚାରେ ରୋହିତଙ୍କ ପତ୍ନୀ ରିତିକାଙ୍କ କମେଣ୍ଟ; ଫିଞ୍ଚଙ୍କୁ ଏ କ’ଣ କହିଲେ…

ନୂଆଦିଲ୍ଲୀ,୯।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ପରାଜିତ ହେବା ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ଏଠାରେ ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହି ସିରିଜର ପ୍ରଥମ ମ୍ୟାଚ୍‌ ଅଧିନାୟକ ରୋହିତ ଶର୍ମା ଖେଳିବେ କି…

ଜନ୍ମଦିନରେ ପୃଥ୍ବୀ ଶ’ଙ୍କୁ ବଡ଼ ଉପହାର, ଶେଷରେ ଦଳକୁ ଫେରିଲେ…

ନୂଆଦିଲ୍ଲୀ,୯।୧୧: ଜାତୀୟ ଦଳ ପରେ ରଣଜୀ ଟ୍ରଫିରେ ଖରାପ ପ୍ରଦର୍ଶନକୁ ନେଇ ଡ୍ରପ୍‌ ହୋଇ ଚର୍ଚ୍ଚାକୁ ଆସିଥିଲେ କ୍ରିକେଟର ପୃଥ୍ବୀ ଶ’। ହେଲେ ଏବେ ତାଙ୍କ ଭାଗ୍ୟ ଫିଟିଛି। ଆଗାମୀ ଟୁର୍ନାମେଣ୍ଟ ଲାଗି ମୁମ୍ବାଇ କ୍ରିକେଟ ଆସୋସିଏଶନ ଏହାର ସମ୍ଭାବ୍ୟ ଖେଳାଳି…

ପାକିସ୍ତାନକୁ ଲାଗିପାରେ ଝଟ୍‌କା, ପାକିସ୍ତାନ ଗସ୍ତ ପାଇଁ ବିସିସିଆଇକୁ ଭାରତ ସରକାରଙ୍କ ପକ୍ଷରୁ ମିଳିଲା ନାହିଁ ସବୁଜ ସଙ୍କେତ?

ନୂଆଦିଲ୍ଲୀ,୯।୧୧: ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବ କି ନାହିଁ? ଏହି ପ୍ରଶ୍ନ ସମସ୍ତଙ୍କୁ ଅସୁବିଧାରେ ପକାଉଛି । ଆସନ୍ତା ବର୍ଷ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ, କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏପର୍ଯ୍ୟନ୍ତ ସ୍ଥାନ ଘୋଷଣା କରିନାହିଁ। ଭାରତ…

ରୋହିତ ଶର୍ମାଙ୍କୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ଭାଇରାଲ୍‌ ହେଉଛି ଭିଡିଓ

ଡର୍ବାନ୍‌,୯।୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତର ବିଜୟୀ ହୋଇଛି। ଭାରତୀୟ ଦଳ ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଅଛନ୍ତି। ନିକଟରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ…

୫ ବଡ଼ ରେକର୍ଡ କଲେ ସଞ୍ଜୁ ସାମସନ୍‌: ପ୍ରଥମ ଭାରତୀୟ ଭାବେ…

ଡର୍ବାନ୍‌,୯।୧୧: ଭାରତୀୟ ଉଇକେଟ୍‌ କିପର- ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନଙ୍କ ବିସ୍ଫୋରକ ଯୋଗୁ ଟିମ ଇଣ୍ଡିଆ ପ୍ରଥମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୬୧ ରନ୍‌ରେ ପରାସ୍ତ କରିଛି। ଚାରି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମେ ଖେଳି…

ଟିମ୍‌ ଇଣ୍ଡିଆରେ ଫାଟ: ରୋହିତ-ଗମ୍ଭୀରଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିନାହିଁ

ନୂଆଦିଲ୍ଲୀ,୯।୧୧: ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା। ଭାରତୀୟ ମାଟିରେ ଟେଷ୍ଟ ସିରିଜକୁ ୩-୦ରେ ଜିତି ନ୍ୟୁଜିଲାଣ୍ଡ ଇତିହାସ ସୃଷ୍ଟି କରିଥିଲା। ଏହି ପରାଜୟ ପରେ କ୍ରମାଗତ ଭାବେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ…

ଇନିଂସ ପରାଜୟ ଦ୍ୱାରରେ ଓଡ଼ିଶା

ଭୁବନେଶ୍ୱର, ୯।୧୧ (ତପନ ସ୍ବାଇଁ): ମୁମ୍ବାଇର ଶରଦ ପାଓ୍ବାର କ୍ରିକେଟ ଏକାଡେମୀ ବିକେସି ଗ୍ରାଉଣ୍ଡରେ ଚାଲିଥିବା ମୁମ୍ବାଇ ବିପକ୍ଷ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ଇନିଂସ ପରାଜୟ ଦ୍ୱାରରେ ପହଞ୍ଚତ୍ ଯାଇଛି। ସନ୍ଦୀପ ପଟ୍ଟନାୟକଙ୍କ ଶତକ ସତ୍ତ୍ୱେ ଫଲୋଅନ ହୋଇଥିବା…

ପ୍ରଥମ ଟି୨୦: ଦକ୍ଷିଣ ଆଫ୍ରିକା ଆଗରେ ୨୦୨ ରନର ଟାର୍ଗେଟ

ଡର୍ବାନ, ୮।୧୧: ସ୍ଥାନୀୟ କିଙ୍ଗ୍ସ ମିଡ୍‌ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଶତକ ହାସଲ କରିଛନ୍ତି ଭାରତର ସଞ୍ଜୁ ସାମସନ। ଶେଷଭାଗ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଭାରତ ଇନିଂସ ୨୦ ଓଭରରେ ୨୦୨…

ଦକ୍ଷିଣ ଆଫ୍ରିକାରେ ସାମସନ୍ ଝଡ଼; ପ୍ରଥମ ଭାରତୀୟ ଭାବେ ହାସଲ କଲେ ଏହି କୀର୍ତ୍ତିମାନ

ନୂଆଦିଲ୍ଲୀ,୮।୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାର ଡର୍ବାନରେ ଖେଳାଯାଇଛି। ଏହି ମ୍ୟାଚରେ ଟସ୍ ହାରି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ବେଳେ ଆରମ୍ଭରୁ ବ୍ୟାଟିଂ ଓପନର ଅଭିଷେକ…

ବାପା ହେବେ କେଏଲ ରାହୁଲ; ଗୁଡ୍ ନ୍ୟୁଜ ଦେଲେ ଆଥିୟା ସେଟ୍ଟୀ

ମୁମ୍ବାଇ,୮।୧୧: ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ କ୍ରିକେଟର କେଏଲ ରାହୁଲଙ୍କ ଘରକୁ ଆସିବାକୁ ଯାଉଛି ବଡ ଖୁସି ଖବର। ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଅଭିନେତ୍ରୀ ତାଙ୍କର ପ୍ରେଗ୍ନେନ୍ସି ଘୋଷଣା କରିଛନ୍ତି। ଦୁହେଁ ଏକ ଫଟୋ ଶେୟାର କରି ଲେଖିଛନ୍ତି, ”ଆମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?