ଖେଳ

‘ଯେତେବେଳେ ମତେ କାନ୍ଦିବାର ଥିଲା କାନ୍ଦିଲି ନାହିଁ…’, ଛାଡ଼ପତ୍ର ପରେ ଭାଇରାଲ ହେଲା ପାଣ୍ଡ୍ୟାଙ୍କ ଭିଡିଓ

ମୁମ଼୍ବାଇ, ୧୯।୭: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମଡେଲ ନତାଶା ଷ୍ଟେନକୋଭିକ୍‌ଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି । ଗତକାଲି ଅର୍ଥାତ ଗୁରୁବାର ଦୁହେଁ ଏନେଇ ନିଜ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି ।…

ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌: ୟୁଏଇକୁ ୬ ଉଇକେଟରେ ହରାଇଲା ନେପାଳ

ଦାମ୍ବୁଲା, ୧୯ା୭: ଓପନର ସମ୍‌ଝାନା ଖଡ୍‌କାଙ୍କ ଦ୍ରୁତ ଅର୍ଦ୍ଧଶତକ ଓ ଇନ୍ଦୁ ବର୍ମାଙ୍କ ୩ ଉଇକେଟ ସଫଳତାକୁ ପାଥେୟ କରି ନେପାଳ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ୬ ଉଇକେଟରେ ପରାସ୍ତ କରି ଏହାର ଅଭିଯାନ…

ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ହ୍ୟୁଷ୍ଟନ,୧୯।୭: ବିଶ୍ୱ ଜୁନିୟର ସ୍କ୍ବାଶ ଚାମ୍ପିୟନଶିପ୍‌ରେ ଭାରତର ଉଭୟ ବାଳକ ଓ ବାଳିକା ଦଳ ବିଜୟ ସହ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ବାଳକ ଦଳ ଗ୍ରୁପ୍‌ ‘ଏଫ୍‌’ରେ ୩-୦ରେ କୁଏତକୁ ପରାସ୍ତ କରିଥିବା ବେଳେ ଜାତୀୟ ଚାମ୍ପିୟନ ଅନାହତ ସିଂଙ୍କ…

ଗମ୍ଭୀରଙ୍କ ଯୋଗୁ ବାଦ୍‌ ପଡ଼ିନାହାନ୍ତି ପାଣ୍ଡ୍ୟା, ଋତୁରାଜ, ସାମସନ୍‌! ରୋହିତଙ୍କ ରାଜନୀତି ଯୋଗୁ କୋହଲିଙ୍କ ଭଳି…

ନୂଆଦିଲ୍ଲୀ,୧୯।୭: ଶ୍ରୀଲଙ୍କା ସିରିଜ ଲାଗି ଟିମ୍‌ ଇଣ୍ଡିଆର ଦିନିକିଆ ଏବଂ ଟି୨୦ ଦଳ ଘୋଷଣା ହେବା ପରେ ବିବାଦ ଦେଖାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି୨୦ ଅଧିନାୟକ ପଦରୁ ହଟାଯିବା ଅନେକଙ୍କୁ ଚକିତ କରିଛି। ଏଥିସହ ତାଙ୍କୁ ଉପଅଧିନାୟକରୁ ମଧ୍ୟ ବାଦ୍‌ ଦିଆଯାଇଛି।…

ଦିନିକିଆରେ ଜାଡେଜାଙ୍କ କ୍ୟାରିୟର ଉପରେ ଗ୍ରହଣ ! ଅନୁଭବୀ ସତ୍ତ୍ୱେ ଦଳରେ ସୁଯୋଗ ମିଳି ନ ପାରେ…

ନୂଆଦିଲ୍ଲୀ,୧୯।୭: ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ଲାଗି ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ଏହି ସିରିଜରେ ଅନେକ ଯୁବ କ୍ରିକେଟରଙ୍କୁ ସୁଯୋଗ ମିଳିଥିବା ବେଳେ ଟି୨୦ରୁ ସନ୍ନ୍ୟାସ ନେଇଥିବା ରବିନ୍ଦ୍ର ଜାଡେଜାଙ୍କୁ ସୁଯୋଗ ଦିଆଯାଇନାହିଁ। ତାଙ୍କ ସ୍ଥାନରେ ଦଳରେ…

ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ପ୍ରଥମ ଫଟୋ ଶେୟାର କଲେ ନତାଶା

ନୂଆଦିଲ୍ଲୀ,୧୯।୭: ଭାରତୀୟ କ୍ରିକଟେର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନାତାଶା ଷ୍ଟାନକୋଭିକ ପାରସ୍ପରିକ ସହମତିରେ ଅଲଗା ହୋଇଛନ୍ତି। ଜୁଲାଇ ୧୮ରେ, ଏହି ଦମ୍ପତି ସେମାନଙ୍କ ଛାଡପତ୍ର ହେବା ଘୋଷଣା କରିଥିଲେ। ଏହି ଦମ୍ପତି ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଦୁହେଁ…

ଟିମ ଇଣ୍ଡିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି, ବିସିସିଆଇ କଲା…

ନୂଆଦିଲ୍ଲୀ,୧୯।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି -୨୦ ସିରିଜ ୨୭ ଜୁଲାଇରୁ ଆରମ୍ଭ ହେବ। ଏହା ପରେ ଦିନିକିଆ ସିରିଜ ଖେଳାଯିବ। ଏଥିପାଇଁ ବିସିସିଆଇ ଗୁରୁବାର ଦଳ ଘୋଷଣା କରିଛି। ଟିମ ଇଣ୍ଡିଆରେ ଶିବମ ଦୁବେ ମଧ୍ୟ ସ୍ଥାନ ପାଇଛନ୍ତି।…

ରୋହିତଙ୍କ ପରେ କିଏ ହେବେ ଅଧିନାୟକ? ଗମ୍ଭୀର ଦେଲେ ବଡ଼ ସଙ୍କେତ

ନୂଆଦିଲ୍ଲୀ,୧୯।୭: ରୋହିତ ଶର୍ମା ଏବଂ ବିରାଟ କୋହଲି ଟି -୨୦ ଫର୍ମାଟରୁ ଅବସର ନେବା ପରେ ଭାରତୀୟ କ୍ରିକେଟରେ ଉତ୍ତେଜନା ତୀବ୍ର ହୋଇଛି। ଶ୍ରୀଲଙ୍କା ଗସ୍ତ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଦଳର ଅଧିନାୟକ କରାଯାଇଛି, କିନ୍ତୁ ସମସ୍ତଙ୍କ ଆଖି…

ଆଜି ଭାରତ-ପାକିସ୍ତାନ ମହାମୁକାବିଲା

ଡମ୍ବୁଲା,୧୯ା୭: ମହିଳା ଏସିଆ କପ୍‌ କ୍ରିକେଟ୍‌ ଟି୨୦ ମ୍ୟାଚ୍‌ ନବମ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହେବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପ୍ରଥମ ଦିନରେ ପରସ୍ପରକୁ ଭେଟିବେ। ଅନ୍ୟପକ୍ଷେ ୮ ଦଳର ଅଧିନାୟକଙ୍କ ଉପସ୍ଥିତିରେ ଟ୍ରଫି ଉନ୍ମୋଚନ…

IPLରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି ଗୌତମ ଆଦାନୀ: କିଣିବେ ଗୁଜରାଟ ଟାଇଟାନ୍ସ

ନୂଆଦିଲ୍ଲୀ, ୧୯।୭: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଫ୍ରାଞ୍ଚାଇଜ ଗୁଜରାଟ ଟାଇଟାନ୍ସ’କୁ କିଣିବାକୁ ଚାହୁଁଛନ୍ତି ଶିଳ୍ପପତି ଗୌତମ ଆଦାନୀ। ସିଭିସି କ୍ୟାପିଟାଲ ମାଲିକାନାରେ ଥିବା ଗୁଜରାଟ ଟାଇଟାନ୍ସକୁ ସହଯୋଗୀ ଟୋରେଣ୍ଟ ସହିତ ମିଶି ଆଦାନୀ ସମୂହ କିଣିବାକୁ ଯାଉଥିବା ଏକ ରିପୋର୍ଟରୁ…

ଛାଡ଼ପତ୍ର ପରେ ହାର୍ଦ୍ଦିକ ପାଣ୍ଡ୍ୟା ସ୍ତ୍ରୀ ନତାଶାଙ୍କୁ ଦେବେ ଏତିକି ଟଙ୍କାର ସମ୍ପତ୍ତି…

ନୂଆଦିଲ୍ଲୀ,୧୯ା୭: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଇତିମଧ୍ୟରେ ସ୍ତ୍ରୀ ନତାଶା ଷ୍ଟାନ୍‌କୋଭିକଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଗୁରୁବାର ସୋସିଆଲ ମିଡିଆରେ ପୋଷ୍ଟ କରି ହାର୍ଦ୍ଦିକ ତାଙ୍କ ସ୍ତ୍ରୀଙ୍କଠାରୁ ଅଲଗା ହେବା ଘୋଷଣା କରିଛନ୍ତି। ହାର୍ଦ୍ଦିକ କହିଛନ୍ତି, ୪ ବର୍ଷ ଏକାଠି ରହିବା ପରେ ମୁଁ…

ହାର୍ଦ୍ଦିକ-ନତାଶାଙ୍କ ଛାଡପତ୍ର ପରେ ଏବେ କାହା ପାଖରେ ରହିବେ ପୁଅ ଅଗସ୍ତ୍ୟା?

ନୂଆଦିଲ୍ଲୀ,୧୯।୭: ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ଆନୁଷ୍ଠାନିକ ଭାବେ ଅଲଗା ହୋଇଛନ୍ତି। ଛାଡପତ୍ର ଖବରକୁ ପାଣ୍ଡ୍ୟା ଏବଂ ନତାଶା ନିଶ୍ଚିତ କରିଛନ୍ତି। କିନ୍ତୁ ଏବେ ପ୍ରଶ୍ନ ହେଉଛି ତାଙ୍କ ପୁଅ ଅଗସ୍ତ୍ୟା କାହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri