ଖେଳ

କୋହଲିଙ୍କୁ ଦେଖି ଭୟ ଲାଗୁଛି, ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଚିନ୍ତାରେ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୪।୧୨: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ର ବିଷୟ ଭାରତ ଅପେକ୍ଷା ଅଷ୍ଟ୍ରେଲିଆରେ ଅଧିକ ଆଲୋଚନା କରୁଛି। ପର୍ଥ ଟେଷ୍ଟରେ ଭାରତର ୨୯୫ ରନ ବିଜୟ ପରେ ଆଡିଲେଡରେ ହେବାକୁ ଥିବା ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ଏଠାରେ ଉଭୟ ଦଳ ପିଙ୍କ୍‌…

ରେକର୍ଡ ବୁକକୁ ଦୋହଲାଇ ଦେଲେ ଏହି କ୍ରିକେଟର, ସପ୍ତାହେ ଭିତରେ ଲଗାଇଲେ…

ନୂଆଦିଲ୍ଲୀ,୩।୧୨: ଗୁଜୁରାଟ ବ୍ୟାଟ୍ସମ୍ୟାନ ଉର୍ଭିଲ ପଟେଲଙ୍କ ଉତ୍କୃଷ୍ଟ ଫର୍ମ ଜାରି ରହିଛି। ଏକ ସପ୍ତାହ ମଧ୍ୟରେ ସୟଦ ମୁସ୍ତାକ ଅଲି ଟି -୨୦ ଟ୍ରଫିରେ ଉର୍ଭିଲ ପଟେଲ ତାଙ୍କର ଦ୍ୱିତୀୟ ବିସ୍ଫୋରକ ଶତକ ହାସଲ କରିଥିଲେ। ମଙ୍ଗଳବାର ଉତ୍ତରାଖଣ୍ଡ ବିପକ୍ଷରେ ପଟେଲ…

ପ୍ରଶଂସକଙ୍କ ୧୦ ବର୍ଷର ଅପେକ୍ଷା ଶେଷ କଲେ ରୋହିତ ଶର୍ମା

ଆଡିଲେଡ,୩।୧୨:ଅଷ୍ଟ୍ରେଲିଆର ଆଡିଲେଡ ଓଭାଲରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆର ଅଧିନାୟକ ଭାବେ ନଜର ଆସିବେ ରୋହିତ ଶର୍ମା। ଆଡିଲେଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପିଙ୍କ୍‌ ବଲ ଟେଷ୍ଟ ଅନୁଷ୍ଠିତ ହେବ। ଏହି ଟେଷ୍ଟ ପୂର୍ବରୁ…

ଚଳିତ ମାସରେ ବାହା ହେବେ ସିନ୍ଧୁ, ଜାଣନ୍ତୁ କାହାକୁ

ନୂଆଦିଲ୍ଲୀ,୩।୧୨: ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରାଜସ୍ଥାନର ଉଦୟପୁରରେ ସିନ୍ଧୁ ଡିସେମ୍ବର ୨୨ ତାରିଖରେ ବିବାହ କରିବେ ବୋଲି ସୂଚନା ଦେଇଛନ୍ତି ତାଙ୍କ ବାପା ପି.ଭି.…

ପାକିସ୍ତାନର ଦାବିକୁ ଭାରତର ନା: ପୁଣି ବଢିଲା ଚାମ୍ପିୟନ୍ସ ଟ୍ରଫି ବିବାଦ

ନୂଆଦିଲ୍ଲୀ,୨।୧୨: ପୁଣି ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ବଢିବାରେ ଲାଗିଛି। ଚାମ୍ପିଅନ୍ସ ଟ୍ରଫି ମାମଲାରେ ପାକିସ୍ତାନ କ୍ରିକେଟ ବୋର୍ଡ ଚାହୁଁଥିଲା ଯେ, ହାଇବ୍ରିଡ ମଡେଲକୁ ଗ୍ରହଣ କରିବା ବଦଳରେ ସେ ମଧ୍ୟ ଲାଭବାନ ହେବା ଉଚିତ ଏବଂ ବିସିସିଆଇ ମଧ୍ୟ ସନ୍ତୁଷ୍ଟ…

ଅନସୋଲ୍ଡ ହୋଇକି ମଧ୍ୟ ଆଇପିଏଲରେ ଖେଳିପାରନ୍ତି ଏହି ୩ ଷ୍ଟାର୍‌ ଖେଳାଳି, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨।୧୨: ନଭେମ୍ବର ୨୪ ଏବଂ ୨୫ରେ ଆଇପିଏଲ ୨୦୨୫ର ମେଗା ନିଲାମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୧୮୨ ଖେଳାଳି କିଣିବା ପାଇଁ ୬୩୯.୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଥିରେ ୬୨ ଜଣ ବିଦେଶୀ ଖେଳାଳିଙ୍କୁ କ୍ରୟ କରାଯାଇଥିବା ବେଳେ ୮…

ଭାରତକୁ ସେଇଠି ଜବାବ ଦେଇ ଆସ: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଧମକ ଦେଲେ ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ,୨।୧୨:୨୦୨୫ ଚାମ୍ପିଅନ୍ସ ଟ୍ରଫି ଉପରେ ବିବାଦର ଅନ୍ତ ନାହିଁ। ଅନେକ ଦିନ ମନା କରିବା ପରେ ପିସିବି ଶେଷରେ ହାଇବ୍ରିଡ ମଡେଲରେ ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ କରିବାକୁ ରାଜି ହୋଇଛି। ଏହି ସମୟରେ ପାକିସ୍ତାନ ପୂର୍ବତନ ଶୋଏବ ଅଖତର ଏକ ବିବାଦୀୟ…

ଅଷ୍ଟ୍ରେଲିଆ ଟିମ୍‌ରେ ଫାଟ! ଏବେ ଡ୍ରେସିଂ ରୁମ୍‌କୁ ନେଇ ମୁହଁ ଖୋଲିଲେ…

ପର୍ଥ,୨।୧୨: ପର୍ଥ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆ ଟିମ୍‌କୁ ଶୋଚନୀୟ ଭାବେ ପରାଜିତ କରିଥିଲା। ଯେଉଁ ମଇଦାନରେ ଅଷ୍ଟ୍ରେଲିଆ କେବେ ବି ପରାଜିତ ହୋଇ ନ ଥିଲା, ସେଠାରେ ୨୯୫ ରନ୍‌ ବ୍ୟବଧାନରେ ହାରିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏସବୁ ମଧ୍ୟରେ ଜୋଶ…

ବାଜିଲା ମୋହର! ଆୟରଙ୍କଠାରୁ ୨୨.୨୫ କୋଟି ଟଙ୍କା କମ୍‌ରେ କିଣା ହୋଇଥିବା ଖେଳାଳି ହେବେ KKR ଅଧିନାୟକ

ନୂଆଦିଲ୍ଲୀ,୨।୧୨: କେକେଆର୍‌ ୨୩.୭୫ କୋଟି ଟଙ୍କାରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ଭେଙ୍କଟେଶ ଆୟରଙ୍କୁ କିଣିଥିଲା। ଏହା ପରଠାରୁ ତାଙ୍କୁ ଦଳ ଅଧିନାୟକ କରିବ ବୋଲି ଆଶା କରାଯାଇଥିଲା। ନିଜେ ଆୟର ମଧ୍ୟ ନେତୃତ୍ୱ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ…

୪୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଦେଲେ ୱେଷ୍ଟଇଣ୍ଡିଜ ବୋଲର୍‌

ନୂଆଦିଲ୍ଲୀ,୨।୧୨: ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଜାମାଇକର କିଙ୍ଗଷ୍ଟନ୍‌ରେ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଜାଡେନ ସିଲ୍ସ ଚମତ୍କାର ପ୍ରଦର୍ଶନ କରି ୪୬ ବର୍ଷର ରେକର୍ଡ ଭାଙ୍ଗିଛନ୍ତି।…

‘ବିଶ୍ୱ ରେକର୍ଡ’ଠାରୁ ମାତ୍ର କିଛି ପାଦ ଦୂରରେ ବିରାଟ କୋହଲି: ଲାରାଙ୍କୁ ପଛରେ ପକାଇବେ…

ଆଡିଲେଡ୍‌,୨।୧୨: ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଥିଲେ। ସେ ୮ ଚୌକା ଏବଂ ୨ ଛକା ସହାୟତାରେ ୧୪୩ ବଲରେ ଅପରାଜିତ ୧୦୦ ରନର ଇନିଂସ ଖେଳିଥିଲେ।…

‘ପୂର୍ବରୁ ନିର୍ଦ୍ଧାରିତ ଥିଲା ଚାମ୍ପିଅନ୍ସ ଟ୍ରଫିର ହାଇବ୍ରିଡ ମଡେଲ’

ନୂଆଦିଲ୍ଲୀ,୨।୧୨: ୨୦୨୫ ଫେବୃଆରୀରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ଏହାକୁ ନେଇ ୧୦୦ରୁ କମ୍‌ ଦିନ ବାକି ଥିବା ବେଳେ ଏଯାଏ କାର୍ଯ୍ୟସୂଚୀ ଜାରି କରାଯାଇନାହିଁ। ହେଲେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏହାର ଆୟୋଜନକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?