ଖେଳ

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଉଦ୍‌ଘାଟନୀ ସମାରୋହ: ଆକର୍ଷଣରେ ଲେଡି ଗାଗା, ସେଲିନ୍‌ ଡିଅନ, ଆୟା

ପ୍ୟାରିସ୍‌,୨୬ା୭(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆୟୋଜିତ ହେବାକୁ ଯାଉଥିବା ବେଳେ ଏହାର ଉଦ୍‌ଘାଟନୀ ସମାରୋହ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମ ଥର ପାଇଁ ମୁକ୍ତାକାଶରେ ଏକ ନଦୀ ଉପରେ ୬ କି.ମି. ଯାଏ ଏହି ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ।…

ତୀରନ୍ଦାଜ ରିକର୍ଭ ଇଭେଣ୍ଟ: ମହିଳା, ପୁରୁଷ କ୍ୱାର୍ଟରରେ

ପ୍ୟାରିସ, ୨୬ା୭ (ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତୀୟ ତୀରନ୍ଦାଜ ଦଳ ଚମତ୍କାର ଆରମ୍ଭ କରିଛି। ଗୁରୁବାର ଉଭୟ ମହିଳା ଓ ପୁରୁଷ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ଥର ଅଲିମ୍ପିକ୍ସରେ ଭାଗ ନେଇଥିବା ଅଙ୍କିତା ଭକତ ବ୍ୟକ୍ତିଗତ ମହିଳା…

ଆଜିଠୁ ପ୍ୟାରିସ୍‌ ଅଲିମ୍ପିକ୍ସ: ବିଶ୍ୱର ୧୦,୫୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ଙ୍କ ସମାଗମ

ପ୍ୟାରିସ୍‌,୨୬ା୭(ପି.ଟି.):ପ୍ୟାରିସ୍‌ ପ୍ରସ୍ତୁତ। ବିଶ୍ୱର ୧୦,୫୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ଙ୍କ ସମାଗମରେ ‘ସିଟି ଅଫ୍‌ ଲାଇଟ୍ସ’ ହୋଇଉଠିଛି ଚଳଚଞ୍ଚଳ। ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବ ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସର ୩୩ତମ ସଂସ୍କରଣ। ବିଶ୍ୱର ପ୍ରଥମ ସହର ଭାବରେ ପ୍ୟାରିସ୍‌ ତୃତୀୟ ଥର…

ଅଲିମ୍ପିକ୍ସରେ ଅଙ୍କିତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ

ପ୍ୟାରିସ,୨୫ା୭: ପ୍ରଥମ ଥର ଅଲିମ୍ପିକ୍ସରେ ଭାଗ ନେଇଥିବା ଅଙ୍କିତା ଭକତ ବ୍ୟକ୍ତିଗତ ମହିଳା ରିକର୍ଭ ପ୍ରତିଯୋଗିତାରେ ଭାରତୀୟଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ ସହ ୧୧ଶ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟପକ୍ଷରେ ଟିମ୍‌ ଇଭେଣ୍ଟରେ ୪ର୍ଥ ସ୍ଥାନ ସହ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି…

ସିରିଜ ଆରମ୍ଭରୁ ଶ୍ରୀଲଙ୍କା ଦଳକୁ ବଡ଼ ଧକ୍କା

ପାଲିକେଲ,୨୫ା୭: ଶନିବାରଠାରୁ ଆରମ୍ଭ ହେବାକୁଥିବା ଭାରତ ବିପକ୍ଷ ଆଗାମୀ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜରୁ ଶ୍ରୀଲଙ୍କା ପେସ୍‌ ବୋଲର ନୁଓ୍ବାନ ଥୁସାରା ବାଦ୍‌ ପଡ଼ିଛନ୍ତି। ବୁଧବାର ଟ୍ରେନିଂ ବେଳେ ତାଙ୍କର ଗୋଟିଏ ଆଙ୍ଗୁଠିରେ ଆଘାତ ଲାଗିଛି। ଯଦିଓ ତାଙ୍କର ଅଣ ବୋଲିଂ…

ଭାରତ ବିପକ୍ଷରେ ଶ୍ରୀଲଙ୍କାର ନୂଆ ଚାଲ୍‌: ବଡ଼ ଅସ୍ତ୍ର କରିବ ପ୍ରୟୋଗ

କଲମ୍ବୋ,୨୫।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ ଜୁଲାଇ ୨୭ରୁ ଆରମ୍ଭ ହେଉଛି। ଏହାପୂର୍ବରୁ ଉଭୟ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶ୍ରୀଲଙ୍କା ଦଳର ଖେଳାଳିମାନେ ଏକ ସ୍ବତନ୍ତ୍ର ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଦଳର ମୁଖ୍ୟ କୋଚ ସନଥ…

ମହିଳା ତୀରନ୍ଦାଜ: କ୍ୱାର୍ଟର ଫାଇନାଲରେ ମହିଳା ଟିମ୍

ନୂଆଦିଲ୍ଲୀ,୨୫।୭: ପ୍ୟାରିସ ଅଲମ୍ପିକ୍ସରେ ଭାରତ ଏହାର ଅଭିଯାନ ତୀରନ୍ଦାଜରେ ବିଜୟ ସହିତ ଆରମ୍ଭ କରିଛି। ଆୟୋଜକ ଫ୍ରାନ୍ସ ସହିତ ଭାରତର କିଛି ସମୟ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ତେବେ ଭାରତର ତାରକା ପ୍ଲେୟାର ଭଜନ କୌର, ଅଙ୍କିତା ଭକତ ଏବଂ…

ହିଟ୍‌ଲର୍‌ଙ୍କ ଅଫ୍‌ରକୁ ପ୍ରତ୍ୟାଖ୍ୟାନ କରିଥିଲେ ଧ୍ୟାନଚାନ୍ଦ: ଜାଣନ୍ତୁ କ’ଣ ଥିଲା ସେହି ଅଫର୍‌

ନୂଆଦିଲ୍ଲୀ,୨୫।୭: ଭାରତୀୟ ହକି କିମ୍ବଦନ୍ତୀ ତଥା ଯାଦୁଗର ମେଜର ଧ୍ୟାନଚାନ୍ଦ ଅଲିମ୍ପିକ୍ସରେ ଭାରତ ୩ଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ଭାରତୀୟ କ୍ରୀଡ଼ାରେ ଧ୍ୟାନଚାନ୍ଦଙ୍କର ବହୁତ ଅବଦାନ ରହିଛି। ଧ୍ୟାନଚାନ୍ଦ ୧୬ ବର୍ଷ ବୟସରେ ଜଣେ ସୈନିକ ଭାବରେ ଭାରତୀୟ ସେନାରେ ଯୋଗ…

ଟିମ୍‌ ଇଣ୍ଡିଆରେ ‘ସୁନୀଲ ନରେନ’ଙ୍କ ଏଣ୍ଟ୍ରି, ଗମ୍ଭୀର ନେଲେ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୫।୭: ଟିମ୍‌ ଇଣ୍ଡିଆର କୋଚ୍‌ ହେବା ପରେ ଆଇପିଏଲ୍‌ ଭଳି ରଣନୀତି ଆପଣାଇବାକୁ ଯାଉଛନ୍ତି ଗୌତମ ଗମ୍ଭୀର। ଏବେ ସେ ଏଭଳି ଜଣେ ଖେଳାଳିଙ୍କୁ ଖୋଜିବାରେ ସଫଳ ହୋଇଛନ୍ତି, ଯିଏ ବିଲକୁଲ୍‌ ସୁନୀଲ ନରେନଙ୍କ ଭଳି ଖେଳିବେ। ତାଙ୍କ ଉପରେ ମଇଦାନକୁ…

ଭାରତ ବିପକ୍ଷ ସିରିଜ୍‌ ପୂର୍ବରୁ ଶ୍ରୀଲଙ୍କାକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏହି ସିରିଜ ପୂର୍ବରୁ ଶ୍ରୀଲଙ୍କା ଦୁଇଟି ବଡ଼ ଝଟ୍‌କା ଲାଗିଛି। ପ୍ରଥମେ ଦଳର ଷ୍ଟାର ଦ୍ରୁତ ବୋଲର ଦୁଷ୍ମନ୍ଥା ଚାମିରା ବାଦ୍‌ ପଡିଥିଲେ। ବର୍ତ୍ତମାନ…

ଅଲମ୍ପିକ୍ସ ଖେଳିବେ ବିଧାୟିକା; ବାପା-ମା’ ଥିଲେ ଏମପି

ନୂଆଦିଲ୍ଲୀ,୨୫।୭: ଚଳିତ ଅଲମ୍ପିକ୍ସ ଗେମ୍ସ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ପ୍ୟାରିସ ଅଲମ୍ପିକ୍ସ ପାଇଁ ଭାରତର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି। ୨୦୨୦ ଟୋକିଓ ଅଲମ୍ପିକ୍ସରେ ଭାରତ ୭ ଟି ପଦକ ଜିତିଥିଲା।…

ଅଲିମ୍ପିକ୍ସର ଅତୁଟ ରେକର୍ଡ

ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସର ୩୩ତମ ସଂସ୍କରଣ ଆୟୋଜନ ପାଇଁ ପ୍ୟାରିସ ପ୍ରସ୍ତୁତ। ‘ସିଟି ଅଫ୍‌ ଲାଇଟ୍ସ’ ଉପରେ ଏବେ ସମଗ୍ର ବିଶ୍ୱର ନଜର। ଜୁଲାଇ ୨୬ରେ ସିନ୍‌ ନଦୀରେ ଉଦ୍‌ଘାଟନୀ ସମାରୋହ ସହ ଆରମ୍ଭ ହେବ ଏହି କ୍ରୀଡ଼ା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri