ଖେଳ

ଧୋନୀଙ୍କୁ ନେଇ ଏମିତି ଭବିଷ୍ୟବାଣୀ କଲେ ଏହି ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୦ା୫: ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍‌ ୨୦୨୩ର ପ୍ଲେ ଅଫ୍‌ରେ ପହଞ୍ଚିବାଠାରୁ ମାତ୍ର କିଛି ପାଦ ଦୂରରେ ରହିଛି। ଗତ ସିଜନରେ ବିପର୍ଯ୍ୟୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଏହି ସିଜନରେ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି। ଏହି ସିଜନରେ...

ବ୍ରିଜଭୂଷଣଙ୍କ ଲାଏ ଡିଟେକ୍‌ଶନ ଏବଂ ନାର୍କୋ ଟେଷ୍ଟ କରାଯାଉ

ନୂଆଦିଳ୍ଲୀ,୧୦ା୫: ଭାରତୀୟ ରେସଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ରେସ୍‌ଲର ଦିଲ୍ଳୀର ଯନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି। ଆନ୍ଦୋଳନକୁ ୧୫ ଦିନ ହୋଇଥିବା ବେଳେ ଖେଳାଳିମାନେ ବୁଧବାର ବ୍ରିଜ୍‌ଭୂଷଣଙ୍କ ଲାଏ ଡିଟେକ୍‌ଶନ ଓ ନାର୍କୋ ଟେଷ୍ଟ...

୨୦୨୩ ବିଶ୍ୱକପ୍‌ ଘୋଷଣା: ଏହିଦିନ ଖେଳିବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୧୦ା୫: କ୍ରିକେଟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତବର୍ଷ ଭାରତରେ ଓଡିଆଇ ବିଶ୍ୱକପ୍‌ କ୍ରିକେଟ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚ୍‌ରେ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। ଓଡିଆଇ ବିଶ୍ୱକପ୍‌ ୨୦୨୩ରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଅକ୍ଟୋବର...

ଦିଲ୍ଲୀ ବିପକ୍ଷ ମ୍ୟାଚ ପୂର୍ବରୁ ଟିମ୍‌କୁ ଫେରିବେ ବେନ ଷ୍ଟୋକ୍ସ? ବ୍ୟାଟିଂ କୋଚ୍‌ ଦେଲେ ସୂଚନା…

ନୂଆଦିଲ୍ଲୀ,୧୦।୫: ଆଇପିଏଲ ୨୦୨୩ର ୫୫ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)ମଧ୍ୟ ଖେଳାଯିବ। ତେବେ ମ୍ୟାଚ ପୂର୍ବରୁ ସିଏସ୍‌କେର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ବିଷୟରେ ଏକ ବଡ଼ ଅପ୍‌ଡେଟ ସାମ୍ନାକୁ ଆସିଛି। କୁହାଯାଉଛି କି,...

କେ.ଏଲ ରାହୁଲଙ୍କ ଅସ୍ତ୍ରୋପଚାର ସଫଳ

ନୂଆଦିଲ୍ଲୀ,୧୦।୫: ଆଇପିଏଲର ୧୬ ତମ ସିଜନରେ ଲକ୍ଷ୍ନୌ ସୁପର ଜିଆଣ୍ଟସର ଅଧିନାୟକ କେ.ଏଲ ରାହୁଲ ଆହତ କାରଣରୁ ମ୍ୟାଚରୁ ବାଦ୍‌ ପଡିଛନ୍ତି। ଇତି ମଧ୍ୟରେ କେ.ଏଲ ରାହୁଲଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିବା ନେଇ ରାହୁଲ ନିଜେ ସୋସିଆଲ ମିଡିଆ ମାଧ୍ୟମରେ...

ଆଇପିଏଲର ୫୫ତମ ମ୍ୟାଚରେ ଧୋନି-ଓ୍ବାର୍ନର ଲଢ଼େଇ, ଡିସି ପାଇଁ କର ବା ମର ସ୍ଥିତି…

ବେଙ୍ଗାଲୁରୁ,୧୦।୫ : ଆଇପିଏଲ ୨୦୨୩ର ୫୫ତମ ମ୍ୟାଚ ବୁଧବାର ଖେଳାଯିବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ଗୋଟିଏ ପଟେ କ୍ୟାପଟେନ ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ ଅନ୍ୟ ପଟେ କ୍ୟାପଟେନ ଢେଭିଡ ୱାର୍ନରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ଅଛି।...

ସ୍ପୋର୍ଟସ୍‌ ଓଡ଼ିଶାର ଚତୁର୍ଥ ବିଜୟ

ଅହମଦାବାଦ, ୧୦।୫: ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ସ୍ପୋର୍ଟସ୍‌ ଓଡ଼ିଶା ଚତୁର୍ଥ ବିଜୟ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଦଳ ୨-୧ ଗୋଲରେ ଇଷ୍ଟବେଙ୍ଗଲ ଏଫ୍‌ସିକୁ ପରାସ୍ତ କରିଛି। ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। କଡ଼ା ଟକ୍କର...

କେନ୍ଦ୍ରାପଡ଼ାରେ ରାଜ୍ୟ ମହିଳା ଚେସ୍‌

ଭୁବନେଶ୍ୱର, ୧୦।୫(କ୍ରୀଡ଼ା ପ୍ରତିନିଧି): ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ୍‌ ଓ କେନ୍ଦ୍ରାପଡା ଜିଲା ଚେସ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇଦିନଧରି ରାଜ୍ୟ ମହିଳା ଚେସ୍‌ ପ୍ରତିଯୋଗିତା କେନ୍ଦ୍ରାପଡାରେ ଅନୁଷ୍ଠିତ ହେବ। ଏହା ବ୍ୟତୀତ ସେଠାରେ...

ନୀତୀଶ ରାଣାଙ୍କୁ ୧୨ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ, ୧୦ା୫ (ପି.ଟି.): ଇଡେନ୍‌ଗାର୍ଡେନ୍ସରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ଏକ ସ୍ଲୋ ଓଭର ରେଟ୍‌ ପାଇଁ କୋଲକାତା ନାଇଟ ରାଇଡର୍ସ (କେକେଆର) ଅଧିନାୟକ ନୀତୀଶ ରାଣାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି।...

ସାହାଣୀ କପ୍‌: ଝାରସୁଗୁଡ଼ା ୩, ବୌଦ୍ଧ ୨

ଭୁବନେଶ୍ୱର, ୧୦।୫ (କ୍ରୀଡ଼ା ପ୍ରତିନିଧି): ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ର ୨ଟି କ୍ୱାର୍ଟର ଫାଇନାଲ ଲିଗ୍‌ ମ୍ୟାଚ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ବିଜୟୀ ହୋଇଥିବାବେଳେ ସୁନ୍ଦରଗଡ଼ ଓ ବରଗଡ଼ ମଧ୍ୟରେ ଅନୁଷ୍ଠିତ ମ୍ୟାଚଟି...

ପଞ୍ଜାବ ୧୦-୧ରେ ବିଜୟୀ

ଭୁବନେଶ୍ୱର, ୧୦।୫(କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ଜାତୀୟ ସବ୍‌ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ ଗୁଡ଼ିକ ମଧ୍ୟରେ ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ଼ ଓ ତେଲଙ୍ଗାନା ଦଳ ବିଜୟ ହାସଲ କରିଛି।...

ଗିରୋ ଡି’ ଇଟାଲିଆ

ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୦୬ତମ ସଂସ୍କରଣ ଇତିମଧ୍ୟରେ ଆରମ୍ଭ ହୋଇଛି। ତିନି ସପ୍ତାହ ବିଶିଷ୍ଟ ଏହି ଗ୍ରାଣ୍ଡ ଟୁର୍‌ ସାଇକେଲ ରେସ୍‌ ଗତ ୬ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri