Odisha Elections 2024

ଖେଳ

ରୋଇଂରୁ କିଟ୍‌କୁ ରୌପ୍ୟ, ଭାରୋତ୍ତୋଳନରୁ ବ୍ରୋଞ୍ଜ୍‌

ଭୁବନେଶ୍ୱର, ୧।୬ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ବୁଧବାର କିଟ୍‌କୁ ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ମିଳିଛି। ଗୋରଖପୁରରେ ଅନୁଷ୍ଠିତ ମହିଳା ୫୦୦ ମିଟର ଡବଲ୍‌ ସ୍କଲ୍‌ (ଡବ୍ଲ୍ୟୁ୨ଏକ୍ସ) ଇଭେଣ୍ଟରେ...

ଜାହୋଉଙ୍କ ସହ ଓଡ଼ିଶା ଏଫ୍‌ସିର ଚୁକ୍ତି

ଭୁବନେଶ୍ୱର, ୧।୬(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଏଫ୍‌ସି ଆଗାମୀ ୨ ବର୍ଷ ପାଇଁ ମିଡ୍‌ଫିଲ୍ଡ ତାରକା ଅହମଦ ଜାହୋଉଙ୍କ ସହ ଚୁକ୍ତି କରିଛି। ଏହି ମରକ୍କୋ ଖେଳାଳି ପୂର୍ବରୁ ଏଫ୍‌ସି ଗୋଆ ଏବଂ ମୁମ୍ବାଇ ସିଟି ଏଫ୍‌ସି ପକ୍ଷରୁ ଖେଳିବାର ଅଭିଜ୍ଞତା...

ଓଡ଼ିଶା ଫୁଟ୍‌ବଲରେ ନୂଆ ଅଧ୍ୟାୟ

ଭୁବନେଶ୍ୱର, ୧ା୬ (ସ୍ପୋଟର୍‌ସ ବ୍ୟୁରୋ): ଜୁନ୍‌ ୯ରୁ ଓଡ଼ିଶାରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ୨୦୨୩ ଅନୁଷ୍ଠିତ ହେବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ଫୁଟବଲରେ ଏକ...

କ୍ୱାର୍ଟରରେ ଆମେରିକା, ଇସ୍ରାଏଲ

ବୁଏନ୍ସ ଏରିସ୍‌, ୩୧ା୫: ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଫୁଟବଲ ବିଶ୍ୱକପରେ କ୍ୱାର୍ଟର ଫାଇନାଲରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ପ୍ରବେଶ କରିଛି। ଯୁକ୍ତରାଷ୍ଟ୍ର ଆମେରିକା ୪-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବା ବେଳେ ଉଜବେକିସ୍ତାନକୁ ୧-୦ରେ ହରାଇଛି...

ବିଜୟ ଉତ୍ସବରେ ଯୋଗ ଦେବାକୁ ଧୋନୀଙ୍କୁ ନିମନ୍ତ୍ରଣ କଲେ ଏନ୍‌.ଶ୍ରୀନିବାସନ୍‌

ଚେନ୍ନାଇ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ ସଂସ୍କରଣର ରୋମାଞ୍ଚକ ମେଗା ଫାଇନାଲରେ ବିଜୟ ମୁକୁଟ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗ୍ସ। ଏହି ବିଜୟ ସହ ଚେନ୍ନାଇ ପଞ୍ଚମ ଥର ପାଇଁ ଆଇପିଏଲ୍‌ ଟ୍ରଫି ଜିତିଛି। ଚେନ୍ନାଇର ଟାଇଟଲ ହାସଲ...

ଡବ୍ଲୁଟିଏସି ଫାଇନାଲ: ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ସ୍ବାସ୍ଥ୍ୟ ଅପ୍‌ଡେଟ ଦେଲେ ଏହି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର

ନୂଆଦିଲ୍ଲୀ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ୧୬ତମ ସିଜନ ଶେଷ ହେବା ସହିତ ଏବେ ସମସ୍ତଙ୍କ ନଜର ଅନ୍ତର୍ଜାତୀୟ କ୍ରିକେଟ ଉପରେ ରହିଛି। ଇଂଲଣ୍ଡ ଦଳ ଜୁନ ୧ରୁ ଆୟର୍ଲାଣ୍ଡ ବିପକ୍ଷରେ ଏକ ମ୍ୟାଚ ଟେଷ୍ଟ ସିରିଜ ଖେଳିବାକୁ...

ଧୋନୀଙ୍କ ମାଇଲଖୁଣ୍ଟ, ଜାଡେଜା ମ୍ୟାଜିକ୍‌

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ଶ ସଂସ୍କରଣ ସୋମବାର ଶେଷ ହୋଇଛି। ଏହାର ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ ଚାମ୍ପିୟନ ହୋଇଛି। ଚେନ୍ନାଇକୁ ମ୍ୟାଚ ଜିତିବା ପାଇଁ ଶେଷ ୨ ବଲ୍‌ରୁ ୧୦ ରନ ଆବଶ୍ୟକ...

କିଟ୍‌ର ପ୍ରଜ୍ଞା ପ୍ରଶାନ୍ତି, ବିକ୍ରାନ୍ତଙ୍କ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୩୧ା୫(ସ୍ପୋଟର୍‌ସ ବ୍ୟୁରୋ): ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ୬ଷ୍ଠ ଦିବସରେ କିଟ୍‌ ୟୁନିଭର୍ସିଟିର ପ୍ରତିଯୋଗୀମାନେ ୪ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଆଥଲେଟିକ୍ସ ଇଭେଣ୍ଟରେ ଦୁଇଟି ମିଟ୍‌ ରେକର୍ଡ କରିଛି। ପ୍ରଜ୍ଞା ପ୍ରଶାନ୍ତି...

ଫାଇନାଲରେ ପାରାମାଉଣ୍ଟ

ଭୁବନେଶ୍ୱର, ୩୧।୫ (କ୍ରୀଡ଼ା ପ୍ରତିନିଧି): ମୁକ୍ତେଶ୍ୱର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏଠାରେ ଚାଲିଥିବା ୨ୟ ପ୍ରଶାନ୍ତ ମହାପାତ୍ର ସ୍ମାରକୀ ଜୁନିୟର(୧୬ ବର୍ଷରୁ କମ୍‌) କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳଭାବେ ପାରାମାଉଣ୍ଟ ସ୍ପୋର୍ଟିଂ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଅନୁଷ୍ଠିତ ପ୍ରଥମ...

ମୁଖ୍ୟମନ୍ତ୍ରୀ କିଣିଲେ ପ୍ରଥମ ଟିକେଟ

ଭୁବନେଶ୍ୱର, ୩୧ା୫(ସ୍ପୋଟର୍‌ସ ବ୍ୟୁରୋ): ଜୁନ୍‌ ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ୨୦୨୩ର ପ୍ରଥମ ଟିକେଟ କ୍ରୟ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ସେକ୍ରେଟାରୀ ଜେନେରାଲ ଡ....

ଆଇପିଏଲ୍‌ରେ ଟଙ୍କା ବର୍ଷା: କେଉଁ ଟିମ୍‌କୁ ମିଳିଲା କେତେ

ଅହମଦାବାଦ,୩୦।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୩(ଆଇପିଏଲ୍‌)ର ୧୬ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସ ଟାଇଟଲ ହାସଲ କରିଛି। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ରବିବାର ବର୍ଷା ଯୋଗୁ ଖେଳ ସମ୍ଭବ...

ଖୋର୍ଦ୍ଧା ଜିଲା ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଉଦ୍‌ଯାପିତ

ଭୁବନେଶ୍ୱର,୩୦ା୫,(ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଦୁଇ ଦିନିଆ ଖୋର୍ଦ୍ଧା ଜିଲା ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଭିନ୍ନପ ଜିମ୍‌ ଓ କ୍ଲବରୁ ବିଭିନ୍ନ ବିଭାଗରେ ମୋଟ ୧୪୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri