ଭାରତୀୟ ଆଥଲେଟ୍ଙ୍କ ପାଇଁ ବଡ଼ ଘୋଷଣା କଲେ ଜୟ ଶାହା
ନୂଆଦିଲ୍ଲୀ,୨୧ା୭: ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଆଥଲେଟ୍ଙ୍କ ଉଦ୍ଦେଶ୍ୟରେ ରବିବାର ୮.୫ କୋଟି ଟଙ୍କାର ଆର୍ଥିକ ସହୟତା ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ପ୍ୟାରିସ ଗେମ୍ସ ଜୁଲାଇ ୨୬ରୁ ଆରମ୍ଭ ହେବ। ବିସିସିଆଇ ସମ୍ପାଦକ…
ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଶକ୍ତ ଝଟ୍କା: ୩ ଖେଳାଳି ଛାଡିପାରନ୍ତି ଦଳ
ମୁମ୍ବାଇ,୨୧।୭: ଆଇପିଏଲର ଶେଷ ସିଜିନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭଲ ନ ଥିଲା। ଆଇପିଏଲ ୨୦୨୫ ପୂର୍ବରୁ ମୁମ୍ବାଇକୁ ଶକ୍ତ ଝଟ୍କା ଲାଗିପାରେ। ଏକ ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମାଙ୍କ ସହ ଆଉ ଦୁଇଜଣ ଭେଟେରାନ ଦଳ ଛାଡିପାରନ୍ତି। ଜସପ୍ରୀତ ବୁମ୍ରା…
କୋଚ୍ ଭାବେ ପ୍ରଥମ ଖବରଦାତା ସମ୍ମିଳନୀରେ ସମସ୍ତ ପ୍ରଶ୍ନର ଉତ୍ତର ରଖିବେ ଗମ୍ଭୀର; ଜାଣନ୍ତୁ କେବେ-କେଉଁଠି ଦେଖିବେ ଲାଇଭ୍…
ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ଏବଂ ଦିନିକିଆ ସିରିଜ ଲାଗି ଭାରତୀୟ କ୍ରିକେଟ ଟିମ୍ ପ୍ରସ୍ତୁତ। ଏହି ସିରିଜ ନୂଆ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ସ୍ବତନ୍ତ୍ର ହେବ। ଏହାପୂର୍ବରୁ ତାଙ୍କ ଦ୍ୱାରା ଚୟନ ହୋଇଥିବା ଟିମ୍ରେ ଅନେକ…
NCA ଛାଡ଼ିବେ ଭିଭିଏସ ଲକ୍ଷ୍ମଣ; ଏହି ଆଇପିଏଲ ଟିମ୍ର ହୋଇପାରନ୍ତି କୋଚ୍
ଭୁବନେଶ୍ୱର,୨୧।୭: ଭାରତୀୟ ସିନିୟର କ୍ରିକେଟ୍ ଦଳର ନୂତନ ମୁଖ୍ୟ କୋଚ୍ ଭାବେ ଗୌତମ ଗମ୍ଭୀର ଦାୟିତ୍ୱ ନେବା ପରେ ଏବେ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ମଧ୍ୟ ପରିବର୍ତ୍ତନ ଆଶା କରାଯାଉଛି। ବେଙ୍ଗାଲୁରୁର ଏନସିଏ ଭାରତୀୟ କ୍ରିକେଟ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ।…
ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ, ଶରୀରରେ ଟାଟୁ ଥିଲେ ମିଳିବ ଟିମ୍ ଇଣ୍ଡିଆରେ ସ୍ଥାନ; ଏ କ’ଣ କହିଲେ…
ନୂଆଦିଲ୍ଲୀ,୨୧।୭: ଟିମ୍ ଇଣ୍ଡିଆ ଜୁଲାଇ ୨୨ରେ ଶ୍ରୀଲଙ୍କା ଗସ୍ତରେ ଯିବ। ଏହି ଗସ୍ତରେ ଉଭୟ ଟିମ୍ ମଧ୍ୟରେ ୩ ଟି୨୦ ଏବଂ ସମାନ ଦିନିକିଆ ମ୍ୟାଚ୍ ଖେଳାଯିବ। ନୂଆ କୋଚ୍ ଭାବେ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ମଧ୍ୟ ଆରମ୍ଭ ହେବ। ନିକଟରେ…
ନୀରଜ ଚୋପ୍ରାଙ୍କୁ ନେଇ କୋଚ୍ ଦେଲେ ବଡ଼ ସୂଚନା, ଆଗାମୀ ଅଲମ୍ପିକ୍ରେ…
ନୂଆଦିଲ୍ଲୀ, ୨୧।୭: ଖୁବ୍ଶୀଘ୍ର ପ୍ୟାରିସ୍ ଅଲମ୍ପିକ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅଲମ୍ପିକ୍ରେ ଭାରତୀୟ କ୍ରୀଡ଼ାବିତ୍ମାନଙ୍କ ଠାରୁ ଦେଶ ଅଧିକରୁ ଅଧିକ ପଦକ ଆଶା କରୁଛି । ଏହି କ୍ରମରେ ଦେଶବାସୀ ଜାଭେଲିନ୍ ଷ୍ଟାର ତଥା ଆଥଲେଟ୍ ନୀରଜ ଚୋପ୍ରାଙ୍କୁ…
ଜୀବନକୁ ନେଇ ଏମିତି କହିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଆରମ୍ଭ ହେଲା ଚର୍ଚ୍ଚା
ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା ଗସ୍ତ ପାଇଁ ଦଳ ଘୋଷଣା ହେବା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ଚର୍ଚ୍ଚାରେ ରହିଛନ୍ତି। ନିଜର କ୍ରୀଡା ପୋଷାକ ବ୍ରାଣ୍ଡ ଲଞ୍ଚ କରିବାକୁ ପ୍ରଥମ ଥର ପାଇଁ ଜନସାଧାରଣଙ୍କ ସମ୍ମୁଖରେ ନଜର ଆସିଥିଲେ ପାଣ୍ଡ୍ୟା। ସ୍ତ୍ରୀ ନତାଶା ଷ୍ଟେକୋଭିଚଙ୍କଠାରୁ ଅଲଗା…
କ୍ରୀଡା ପୁରସ୍କାର ନାଁ ବଦଳେଇବା ଘଟଣା: ସଫେଇ ଦେଲେ କ୍ରୀଡା ମନ୍ତ୍ରୀ
ଭୁବନେଶ୍ୱର,୨୧।୭: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ବଦଳାଇ ଦେବାର ଗୋଟିଏ ଦିନ ପରେ ୟୁ-ଟର୍ନ ନେଇଛନ୍ତି ରାଜ୍ୟ ସରକାର। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ହେବନି ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ…
‘ହାର୍ଦ୍ଦିକ ଏଭଳି କିଛି ଖରାପ କାମ କରିନାହାନ୍ତି…’ ବୋର୍ଡ ନିଷ୍ପତ୍ତିକୁ ନେଇ ଏଭଳି କହିଲେ…
ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା ସିରିଜ ଲାଗି ଟିମ୍ ଇଣ୍ଡିଆ ଟି୨୦ ଅଧିନାୟକ ପଦରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହଟାଇ ସୂର୍ଯ୍ୟକୁମାର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି। ଏପରିକି ଉପଅଧିନାୟକ ଭାବେ ଶୁଭମନ ଗିଲଙ୍କୁ ସାମିଲ କରାଯାଇଛି। ଏନେଇ ଘୋଷଣା ହେବା ପରଠାରୁ ଅନେକ ପୂର୍ବତନ କ୍ରିକେଟର…
ଏସିଆ କପ୍ରେ ଭାରତୀୟ ଟିମ୍କୁ ଲାଗିଲା ବଡ଼ ଝଟ୍କା, ବାଦ୍ ପଡ଼ିଲେ ଏହି ଖେଳାଳି
ନୂଆଦିଲ୍ଲୀ, ୨୧।୭: ଶ୍ରୀଲଙ୍କାରେ ଖେଳା ଯାଉଥିବା ଟି-୨୦ ଏସିଆ କପ୍ରେ ଭାରତୀୟ ମହିଳା ଟିମ୍କୁ ବଡ଼ ଝଟ୍କା ଲାଗିଛି । ହରମାନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିଛି । ପାକିସ୍ତାନ ବିପକ୍ଷ ମ୍ୟାଚକୁ…
ଘରେ ସ୍ତ୍ରୀ-ପିଲାଛୁଆ ଅଛନ୍ତି…ଇଂଲଣ୍ଡର ବୋଲରଙ୍କୁ କାହିଁକି ଏମିତି କହିଲେ ଓ୍ବେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍
ନଟିଂହାମ,୨୧।୭:ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ନଟିଂହାମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ୍ ବୋଲିଂ ପେସ୍ ସହିତ ହଇଚଇ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଏହି ମ୍ୟାଚରେ…
ଆଇସିସି ଉପରେ ରାଗିକି ନିଆଁବାଣ ପାକିସ୍ତାନ: ସଫାସଫା କହିଦେଲା ଏମିତି
ଇସଲାମାବାଦ୍,୨୧।୭: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ ଜିଦ୍ ଧରି ବସିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ ରଜା ନକଭି। ଚାମ୍ପିୟନ ଟ୍ରଫି ପାଇଁ କୌଣସି ହାଇବ୍ରିଡ ମଡେଲକୁ ବିଚାର କରାଯିବ ନାହିଁ ବୋଲି ନକଭି ଆଇସିସିକୁ…
Archives


