ଖେଳ

୨୬ ବଲ୍‌ରେ କରିଥିଲେ ୧ ରନ୍‌, ତଥାପି ଏହି କ୍ରିକେଟରଙ୍କୁ ସଲାମ୍‌ କରୁଛି ଦୁନିଆ; କାରଣ ଜାଣିଲେ…

ନୂଆଦିଲ୍ଲୀ,୧୨।୨: ଯେତେବେଳେ ଜଣେ ବ୍ୟାଟ୍ସମ୍ୟାନ ଶତକ କିମ୍ବା ଅର୍ଦ୍ଧଶତକ ହାସଲ କରନ୍ତି, ତାଙ୍କୁ ବହୁତ ପ୍ରଶଂସା କରାଯାଏ। କିନ୍ତୁ ଏହି ସମୟରେ ଜଣେ ଏପରି କ୍ରିକେଟର ଖବରରେ ଅଛନ୍ତି ଯିଏ ୨୬ ବଲ୍‌ରେ ମାତ୍ର ଗୋଟିଏ ରନ୍‌ କରିଥିଲେ। ଏହା ସତ୍ତ୍ୱେ…

Shubaman Gill Century: ଅହମ୍ମଦାବାଦରେ ଇତିହାସ ରଚିଲେ ଶୁଭମନ ଗିଲ, ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ…

ଅହମ୍ମଦାବାଦ,୧୨।୨: ଇତିହାସ ରଚିଲେ ଭାରତୀୟ ଉପଅଧିନାୟକ ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ। ଏଠାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ମୁକାବିଲାରେ ସେ ୯୫ ବଲ୍‌ରେ ଶତକ ମାରିଛନ୍ତି। ଏହା ତାଙ୍କ କ୍ୟାରିୟରର ୭ମ ଶତକ। ତେବେ ଏହି…

ଓଡ଼ିଶା ଟୁର୍ ରେ ଆସିବ ଆଇପିଏଲ ଟ୍ରଫି: ଜାଣନ୍ତୁ କେଉଁଠି ହେବ ଦେଖା

ଭୁବନେଶ୍ୱର,୧୨ା୨: ଓଡ଼ିଶା ଟୁର୍ ରେ ଆସିବାକୁ ଯାଉଛି ଟାଟା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଟ୍ରଫି। ହେବ ଆଇପିଏଲ ମ୍ୟାଚ୍ ଅନୁଷ୍ଠିତ ହୋଇ ନ ଥିଲା ବେଳେ ଏବେ ଏହାର ଟ୍ରଫି ଆସିବାକୁ ଯାଉଛି। ଆଇପିଏଲ ୨୦୨୪ରେ ଏକ ସ୍ମରଣୀୟ ଅଭିଯାନ…

Video: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ବୋନି କପୁର ଓ ଅର୍ଜୁନ କପୁର

ଭୁବନେଶ୍ୱର,୧୨ା୨: ସେଲିବ୍ରିଟି କ୍ରିକେଟ୍ ଲିଗ୍ (CCL)ର ୧୧ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଓଡ଼ିଶାର ବାରବାଟୀ ଷ୍ଟାଡିୟମରେ ଲିଗ ପର୍ଯ୍ୟାୟ ମ୍ୟାଚ୍ ଆୟୋଜନ ହେବାକୁ ଥିବା ବେଳେ ଏହା ପୂର୍ବରୁ ବଲିଉଡ ପ୍ରଯୋଜକ ବୋନି କପୁର ଏବଂ ବଲିଉଡ ଅଭିନେତା ଅର୍ଜୁନ…

IND vs ENG 3rd ODI: ଟସ୍‌ ଜିତିଲା ଇଂଲଣ୍ଡ; ଭାରତୀୟ ଦଳରେ ୩ ପରିବର୍ତ୍ତନ

ଅହମଦାବାଦ,୧୨।୨: ଅହମଦାବାଦ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚ ପାଇଁ ଇଂଲଣ୍ଡ ପ୍ଲେଇଙ୍ଗ-୧୧ରେ ଗୋଟିଏ ପରିବର୍ତ୍ତନ କରିଛି। ଭାରତ ଦଳରେ…

‘ଯଦି ମ୍ୟାଚ ହାରିବୁ ତେବେ ବୋମା…,’ଚାମ୍ପିଅନ ଟ୍ରଫିରେ ଟିମ ଇଣ୍ଡିଆ ବିପକ୍ଷରେ ଖେଳିବା ପୂର୍ବରୁ ପାକିସ୍ତାନ ବ୍ୟକ୍ତିଙ୍କ ବଡ଼ ବୟାନ..

ଇସଲାମାବାଦ,୧୨।୨: ଆଇସିସି ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେଉଛି। ତଥାପି, ଭାରତ ପାକିସ୍ତାନ ଯିବାକୁ ମନା କରିଦେଇଛି। ଏହା ପରେ, ଭାରତୀୟ ଦଳର ପ୍ରତ୍ୟେକ ମ୍ୟାଚ ଦୁବାଇରେ ଖେଳାଯିବ। ଏ ସମ୍ପର୍କରେ, ପାକିସ୍ତାନୀ ମହିଳା ୟୁଟ୍ୟୁବର ସାନା ଅମଜାଦ…

୩-୦ ହାରିଲେ ବି ମନ ଦୁଃଖ ନାହିଁ; କିନ୍ତୁ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ…ଇଂଲଣ୍ଡ ଓପନର୍‌ଙ୍କ ଅଜବ ମନ୍ତବ୍ୟ

ଅହମଦାବାଦ,୧୨।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ଧାୱରରେ ଖେଳାଯିବ। ଉଭୟ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପରସ୍ପରକୁ ମୁହାଁମୁହିଁ ହେବେ। ସେହିପରି, ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୧.୩୦ ରେ ଆରମ୍ଭ ହେବ।…

Champions Trophy 2025: କେଉଁ ଟିମ୍‌ର ଜର୍ସି ସବୁଠୁ ମହଙ୍ଗା, ଜାଣନ୍ତୁ

ନୂଆଦିଲ୍ଲୀ,୧୨।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ରୁ ଆରମ୍ଭ ହେବ। ଏହା ପୂର୍ବରୁ, ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ସମସ୍ତ ଦଳ ଟୁର୍ନାମେଣ୍ଟ ପାଇଁ ନିଜସ୍ବ ଜର୍ସି ମଧ୍ୟ ଲଞ୍ଚ କରୁଛନ୍ତି। ଆସନ୍ତୁ ଜାଣିବା ଚାମ୍ପିଅନ୍ସ ଟ୍ରଫିରେ ପ୍ରତ୍ୟେକ ଦଳର ଜର୍ସିର…

Champions Trophy 2025: ଚମକାଇଲା ବିସିସିଆଇ ନିଷ୍ପତ୍ତି, ଯଶସ୍ବୀଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ଟିମ ଇଣ୍ଡିଆରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୨।୨: ଚାମ୍ପିଅନ ଟ୍ରଫି ୨୦୨୫ ପୂର୍ବରୁ ଟିମ ଇଣ୍ଡିଆ କିଛି ବଡ଼ ପରିବର୍ତ୍ତନ କରିଛି। ଜସପ୍ରିତ ବୁମ୍‌ରା ଆଘାତ ଯୋଗୁ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛନ୍ତି। ବୁମ୍‌ରାଙ୍କ ସହିତ ଯଶସ୍ବୀ ଜୟସ୍ବାଲଙ୍କ ଉପରେ ମଧ୍ୟ ବ୍ରେକ୍‌ ଲଗାଯାଇଛି। ଯଶସ୍ବୀଙ୍କ ସ୍ଥାନରେ ସ୍ପିନ ବୋଲର…

ପ୍ରଥମଶ୍ରେଣୀ କ୍ରିକେଟରୁ ଶେଲଡନଙ୍କ ଅବସର

ନୂଆଦିଲ୍ଲୀ,୧୨ା୨(ପି.ଟି.): ସୌରାଷ୍ଟ୍ର ବ୍ୟାଟର ଶେଲଡନ ଜ୍ୟାକ୍‌ସନ ମଙ୍ଗଳବାର ପ୍ରଫେସନାଲ କ୍ରିକେଟରୁ ଅବସର ନେଇଛନ୍ତି। ଫଳରେ ତାଙ୍କ ୧୫ ବର୍ଷ କ୍ୟାରିୟରର ଅନ୍ତ ଘଟିଛି। ଏଠାରେ ରଣଜୀ ଟ୍ରଫି କ୍ୱାର୍ଟରଫାଇନାଲରେ ଗୁଜରାଟର ପରାଜୟ ତାଙ୍କର ଶେଷ ମ୍ୟାଚ ଥିଲା। ୩୮ ବର୍ଷୀୟ ଜ୍ୟାକସନ…

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ଅହମଦାବାଦ,୧୨ା୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଏଠାରେ ବୁଧବାର ଖେଳାଯିବ। ଏଥିରେ ବିଜୟ ହାସଲ ସହ ୩ମ୍ୟାଚ ବିଶିଷ୍ଟ ସିରିଜରେ କ୍ଲିନ୍‌ ସୁଇପ୍‌ ହାସଲ କରିବା ଘରୋଇ ଦଳର ଲକ୍ଷ୍ୟ ରହିବ। ଏହି ମ୍ୟାଚ…

BCCIର ବଡ଼ ଘୋଷଣା, ଟିମ୍‌ ଇଣ୍ଡିଆକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୧।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା। ଟିମ ଇଣ୍ଡିଆର ଷ୍ଟାର ଫାଷ୍ଟ ବୋଲର ଜସପ୍ରିତ ବୁମରାହ ଏହି ଟୁର୍ନାମେଣ୍ଟରେ ଖେଳିପାରିବେ କି ନାହିଁ ସେନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆ ଗସ୍ତର ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?