Odisha Elections 2024

ଖେଳ

ରାଜନୀତିରେ ପାଦ ରଖିଲେ କ୍ରିକେଟର ଅମ୍ବାତି ରାୟୁଡୁ

ଅମରାବତୀ,୩୦।୬: ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ତାଙ୍କ ଜୀବନର ନୂଆ ଇନିଂସ ଘୋଷଣା କରିଛନ୍ତି। ସେ ଖୁବ୍‌ଶୀଘ୍ର ଆନ୍ଧ୍ରପ୍ରଦେଶ ରାଜନୀତିରେ ପାଦ ରଖିବେ ବୋଲି ରାୟୁଡୁ କହିଛନ୍ତି। ରାୟୁଡୁ ଆଇପିଏଲ ୨୦୨୩ର ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ...

ବିଦେଶରେ ଟ୍ରେନିଂ ନେବେ ଭିନେଶ, ବଜରଙ୍ଗ

ନୂଆଦିଲ୍ଲୀ, ୩୦ା୬ : ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍‌ ଟ୍ରାଏଲ୍ସ ପାଇଁ ପ୍ରସ୍ତୁତି ସକାଶେ ଅଗଷ୍ଟ ୧୦ ପର୍ଯ୍ୟନ୍ତ ସମୟ ମାଗିଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ଟ୍ରେନିଂ ଲାଗି ଯଥାକ୍ରମେ କିର୍‌ଗିଜ୍‌ସ୍ତାନ ଓ ହଙ୍ଗେରୀ...

ଅବସରରୁ ଫେରିଲେ ଓଜ୍‌ନିଆକି

ନ୍ୟୁୟର୍କ, ୩୦ା୬ (ଏପି): ପୂର୍ବତନ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ଖେଳାଳି ତଥା ୨୦୧୮ ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ଡେନମାର୍କର କାରୋଲିନ୍‌ ଓଜ୍‌ନିଆକି ଅବସର ନେବାର ୩ ବର୍ଷ ପରେ ପୁଣି ପ୍ରତିଯୋଗିତାମୂଳକ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁରୁବାର ସେ ତାଙ୍କର...

କୃତୀ ଆଥ୍‌ଲେଟଙ୍କୁ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର, ୩୦।୬ (ତପନ ସ୍ବାଇଁ): ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଅଂଶଗ୍ରହଣ କରି ଚମତ୍କାର ପ୍ରଦର୍ଶନ କରିଥିବା ଓଡ଼ିଶା ଆଥଲେଟ୍‌ଙ୍କୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଗୁରୁବାର ଆର୍ଥିକ ପ୍ରୋତ୍ସାହନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ପ୍ରଥମଥରପାଇଁ...

ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ,୨୯।୬: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପର ସରକାରୀ କାର୍ଯ୍ୟସୂଚୀ ଘୋଷଣା ହୋଇସାରିଛି। ଏହା ସହିତ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ବର୍ତ୍ତମାନ ପ୍ରସ୍ତୁତି ପାଇଁ ୧୦୦ ଦିନରୁ କମ ସମୟ ବାକି ଅଛି।...

‘ଟିମ ଇଣ୍ଡିଆ ଏକ ବଡ ଭୁଲ କରିଛି’, ରାହାନେଙ୍କୁ ଉପ-ଅଧିନାୟକ କରାଯିବା ନିଷ୍ପତ୍ତି ଉପରେ କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୨୯।୬: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅଜିଙ୍କ୍ୟ ରାହାନେଙ୍କୁ ଟେଷ୍ଟରେ ଉପ-ଅଧିନାୟକ କରାଯିବା ନିଷ୍ପତ୍ତି ଉପରେ ଆଶ୍ଚର୍ଯ୍ୟ ହୋଇଛନ୍ତି। ୱେଷ୍ଟ ଇଣ୍ଡିଜ ଗସ୍ତରେ ୧୨ ଜୁଲାଇରୁ ଟିମ ଇଣ୍ଡିଆକୁ ୨ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ...

ବିଶ୍ୱକପ କାର୍ଯ୍ୟସୂଚୀ ପରେ ଏବେ ଟିକେଟ୍‌କୁ ଅପେକ୍ଷା, ଜାଣନ୍ତୁ କିପରି କରିବେ ବୁକିଂ

ନୂଆଦିଲ୍ଲୀ,୨୯।୬: ଆଇସିସି ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏଥର ଏହି ଟୁର୍ନାମେଣ୍ଟ ଭାରତରେ ଆୟୋଜିତ ହେବ। ଏହି କାରଣରୁ ଟିମ ଇଣ୍ଡିଆର ପ୍ରଶଂସକମାନେ ଉତ୍ସାହର ସହିତ ଟୁର୍ନାମେଣ୍ଟକୁ ଅପେକ୍ଷା କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୧୫...

ଆଇସିସି ଓ୍ବାଲର୍‌ଡକପ୍‌ ୨୦୨୩: ମ୍ୟାଚ୍‌କୁ ନେଇ ଭାଜପା ଏବଂ ଶିବସେନାକୁ ଟାର୍ଗେଟ କଲା ଏମଏନସି, କହିଲେ, ମ୍ୟାଚ୍‌ ଭାରତ ମାଟିରେ ଖେଳାଯିବା ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ,୨୯।୬:ଆଇସିସି ଓ୍ବାଲର୍‌ଡକପ୍‌ ୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହାର ପ୍ରଥମ ମ୍ୟାଚ ଅକ୍ଟୋବର ୨ରେ ଗୁଜରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ତେବେ କାର୍ଯ୍ୟସୂଚୀ ଅନୁଯାୟୀ ଅକ୍ଟୋବର ୧୫ରେ ଏହି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ଅନୁଷ୍ଠିତ ହେବ। ତେବେ...

୨୫ କୋଟି ଟଙ୍କାରେ ଦିଲ୍ଲୀ ଷ୍ଟାଡିୟମର ହେବ ନବୀକରଣ

ନୂଆଦିଲ୍ଲୀ, ୨୮ା୬: ଆସନ୍ତା ଅକ୍ଟୋବର ମାସରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ୨୦୨୩ ଭାରତରେ ଅନୁଷ୍ଠିତ ହେବ। ଭାରତର ଅହମଦାବାଦ, ହାଇଦ୍ରାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା ଭଳି ୧୦ଟି ଭେନ୍ୟୁରେ ୪୮ ମ୍ୟାଚ...

ଏଥର ମୋହାଲି, ଥିରୁଭାନନ୍ତପୁରମରେ ହେବ ନାହିଁ ଓ୍ବାର୍ଲଡ କପ ମୁକାବିଲା, ବିରୋଧୀ କହିଲେ ରାଜନୀତି ଦ୍ୱାରା ପ୍ରେରିତ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୬: ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛି। କାର୍ଯ୍ୟସୂଚୀ ଅନୁଯାୟୀ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଉଦଘାଟନ ଏବଂ ଅନ୍ତିମ ମ୍ୟାଚ ଖେଳାଯିବ। ଏହା ବ୍ୟତୀତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ କେବଳ...

ବିଶ୍ୱକପରେ ୫ ମ୍ୟାଚ ହୋଇପାରେ ରୋମାଞ୍ଚକ, ତାଲିକାରେ ଭାରତ-ପାକିସ୍ତାନ ମ୍ୟାଚ ମଧ୍ୟ ସାମିଲ

ନୂଆଦିଲ୍ଲୀ,୨୮।୬: ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥିରେ ଟିମ ଇଣ୍ଡିଆର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି। ଏହି ମ୍ୟାଚ ଚେନ୍ନାଇରେ ୮ ଅକ୍ଟୋବରରେ ଖେଳାଯିବ। କାର୍ଯ୍ୟସୂଚୀ ପ୍ରକାଶ କରିବା ପରେ, ଆଇସିସି ପ୍ରଶଂସକଙ୍କ ସହ ଆଉ ଏକ...

ଖାଣ୍ଡକର ଜୁନିୟର ମହିଳା ହକି ଦଳର ନୂଆ କୋଚ୍‌

ନୂଆଦିଲ୍ଲୀ, ୨୮ା୬ (ପି.ଟି.): ହକି ଇଣ୍ଡିଆ ମଙ୍ଗଳବାର ପୂର୍ବତନ ଅଧିନାୟକ ତୁଷାର ଖାଣ୍ଡକରଙ୍କୁ ଜୁନିୟର ମହିଳା ହକି ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଇଛି। ଏହି ଦଳ ବର୍ତ୍ତମାନ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହେଉଛି। ଏହା ନଭେମ୍ବର ୨୯ରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri