ଖେଳ

ପ୍ୟାରିସ ଅଲିମ୍ପିକ୍ସରୁ ବଡ ଝଟକା, ଗୋଟିଏ ଦିନରେ ମଉଳିଲା ୫ ଖେଳାଳିଙ୍କ ପଦକ ଜିତିବାର ସ୍ବପ୍ନ

ପ୍ୟାରିସ,୨।୮: ଭାରତ ପାଇଁ ପ୍ୟାରିସ ଅଲିମ୍ପିକ୍ସର ଷଷ୍ଠ ଦିନ କିଛି ଭଲ ଏବଂ ଖରାପ ଖବର ଆଣିଥିଲା। ଗୋଟିଏ ପଟେ ସ୍ବପ୍ନିଲ ଶୁଟିଂରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଅନ୍ୟ ପଟେ ୩ଟି ପଦକ ଆଶା ଧୂଳିସାତ୍‌ ହୋଇଛି।…

୬୧୧ ଦିନର ଅପେକ୍ଷାର ହୋଇପାରେ ଅନ୍ତ: ଏହି ଖେଳାଳିଙ୍କୁ ମିଳିବ କି ଭାରତର ଚୂଡାନ୍ତ ଏକାଦଶରେ ସ୍ଥାନ

କଲମ୍ବୋ,୨।୮: ଅଗଷ୍ଟ ୨ ଅର୍ଥାତ୍‌ ଆଜିଠାରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଗତ ବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳ ଏହାର ଶେଷ ଦିନିକିଆ ସିରିଜ ଖେଳିଥିଲା। ୨୦୨୫ରେ ଅନୁଷ୍ଠିତ ହେବାକୁ…

ବର୍ଷା ଧୋଇନେବ କି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ? ଜାଣନ୍ତୁ କେମିତି ରହିଛି ପାଣିପାଗ

ନୂଆଦିଲ୍ଲୀ, ୦୨।୦୮: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ଼୍ବରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜୁ ଭାରତ ୩-୦ ରେ ନିଜ ନାମରେ କରିଛି । ଏହି ସିରିଜ ପରେ ରୋହିତ ଶର୍ମାଙ୍କ ଅଧିନାୟକତ଼୍ବରେ ଆଜି ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ୱାନ୍‌ଡେ ସିରିଜ୍‌…

ଧୋନୀଙ୍କ ପାଇଁ ବିସିସିଆଇ ପାଖରେ ଗୁହାରି କଲା ସିଏସ୍‌କେ

ନୂଆଦିଲ୍ଲ,୨।୮: ଆଇପିଏଲ ୨୦୨୫ ଆଲୋଚନାର ବିଷୟ ପାଲଟିଛି ଏବଂ ମେଗା ନିଲାମ ଉପରେ ବିତର୍କ ଆରମ୍ଭ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ପରିଚାଳନା ବିସିସିଆଇକୁ ମେଗା ନିଲାମ ପୂର୍ବରୁ ଏମଏସ ଧୋନୀଙ୍କୁ ଜଣେ ଅନ୍‌କ୍ୟାପ୍ଡ ଖେଳାଳି ଭାବରେ ବିବେଚନା କରିବାକୁ…

ରୋହିତ ଶର୍ମାଙ୍କଠାରେ ଅଜବ ଡିମାଣ୍ଡ କଲେ ସୂର୍ଯ୍ୟକୁମାର: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨।୮: ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ନୂତନ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କର ବହୁତ ଭଲ ଆରମ୍ଭ ହୋଇଛି। ସେମାନଙ୍କର ନୂତନ ଦାୟତ୍ୱେ ସହିତ ଉଭୟ ପ୍ରଥମ ଟ -୨୦ ଦ୍ୱିପାକ୍ଷିକ ସିରିଜ ଖେଳିବା…

ସ୍ବପ୍ନିଲଙ୍କୁ ରେଳ ବିଭାଗ ପକ୍ଷରୁ ବଡ଼ ଉପହାର ଘୋଷଣା

ଚାଟାରକ୍ସ, ୨।୮: ପ୍ୟାରିସ ଅଲିମ୍ପିକ୍ସରେ କରାମତି ଦେଖାଇଛନ୍ତି ଭାରତୀୟ ଶୁଟର ସ୍ବପ୍ନିଲ କୁସାଲେ। ଚାଟାରକ୍ସ ଶୁଟିଂ ରେଞ୍ଜ୍‌ରେ ଭାରତ ପାଇଁ ଜିତିଛନ୍ତି ତୃତୀୟ ବ୍ରୋଞ୍ଜ ପଦକ। ୫୦ ମିଟର ରାଇଫଲ ୩ ପୋଜିଶନ୍ସ ଇଭେଣ୍ଟରେ ସେ ପାଇଛନ୍ତି ଏହି ସଫଳତା। ପ୍ରଥମ…

ପରାଜୟ ପରେ ସିନ୍ଧୁଙ୍କ ପ୍ରଥମ ପ୍ରତିକ୍ରିୟା, ଆଗାମୀ ଅଲମ୍ପିକ୍ସ ଖେଳିବା ନେଇ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨ା୮: ଅଲମ୍ପିକ୍ସରେ ଭାରତର ଆଶା ଓ ଭରସା ପିଭି ସିନ୍ଧୁ ରାଉଣ୍ଡ ୧୬ ରୁ ବିଦାୟ ନେଇଛନ୍ତି। ଗତ ଦୁଇ ସଂସ୍କରଣରେ ସେ ଭାରତ ପାଇଁ ପଦକ ଜିତିଥିବା ବେଳେ ଚଳିତ ଥର ନିରାଶ କରିଛନ୍ତି। ଭାରତ ପାଇଁ ସିନ୍ଧୁ ଜଣେ…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ: ଜାଣନ୍ତୁ କେଉଁଠି ଦେଖିପାରିବେ ମ୍ୟାଚ

କଲମ୍ବୋ, ୧ା୮: ସ୍ଥାନୀୟ ଆର୍‌. ପ୍ରେମଦାସା ଷ୍ଟାଡିୟମରେ ଶୁକ୍ରବାରଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ। ଅନ୍ତର୍ଜାତୀୟ ଟି୨୦ ସିରିଜରେ ସମସ୍ତ ମ୍ୟାଚ ହାରିଥିବା ଶ୍ରୀଲଙ୍କା ଏହି ସିରିଜରେ ପ୍ରତ୍ୟାବର୍ତ୍ତନ…

ଅଲମ୍ପିକ୍ସର ଷଷ୍ଠ ଦିନରେ ଭାରତକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ, ୦୨।୦୮: ପ୍ୟାରିସ ଅଲମ୍ପିକ୍ସ ୨୦୨୪ ର ଷଷ୍ଠ ଦିନରେ ଭାରତକୁ ବଡ଼ ଝଟ୍‌କା ଲାଗିଛି । ବ୍ୟାଡମିଣ୍ଟନ କ୍ଷେତ୍ରରେ ଭାରତର ୩ ମୁକାବିଲା ଥିବା ବେଳେ ନିରାଶ କରିଛନ୍ତି ଦୁଇଥରର ଅଲମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ । ପ୍ରଥମ…

ମଉଳିଲା ପଦକ ଆଶା, ଅଲମ୍ପିକ୍ସରୁ ବିଦା ହେଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ, ୦୨।୦୮: ପ୍ୟାରିସ୍‌ ଅଲମ୍ପିକ୍ସରେ ଭାରତର ପଦକ ଆଶା ଧିରେ ଧିରେ ମଉଳିବାରେ ଲାଗିଛି । ଏ ପର୍ଯ୍ୟନ୍ତ ମାତ୍ର ୩ଟି କ୍ରୀଡ଼ାରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି । ଅନ୍ୟପଟେ ଦୁଇ ଦଇଥର ପଦକ ବିଜୟ କରିଥିବା ପିଭି ସିନ୍ଧୁଙ୍କ…

ଖେଳାଳିଙ୍କୁ ନିଶାଦ୍ରବ୍ୟ ବିଜ୍ଞାପନ କରିବା ମନା:ସରକାରଙ୍କ କଡ଼ା ଚେତାବନୀ ଜାରି

ନୂଆଦିଲ୍ଲୀ,୨।୮: ଦେଶର କୌଣସି ଖେଳାଳିଙ୍କୁ ମଦ୍ୟପାନ କିମ୍ବା ଧୂମପାନର ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ସ୍ବାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋୟଲ ବିସିସିଆଇ ଏବଂ ଏସ୍‌ଏଆଇକୁ ଚିଠି ଲେଖି ଖେଳାଳିଙ୍କଠାରୁ ତୁରନ୍ତ ଆଫିଡେଭିଟ ନେବାକୁ କହିଛନ୍ତି। ଏହି ଚିଠିରେ ଗୋୟଲ…

କ୍ୱାର୍ଟରରେ ଲକ୍ଷ୍ୟ ସେନ୍‌

ପ୍ୟାରିସ୍‌,୧ା୮: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଗୁରୁବାର ଭାରତ ପାଇଁ ବେଶ୍‌ ସାଧାରଣ ରହିଥିଲା। ସ୍ବପ୍ନିଲ କୁସାଲେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ବେଳେ ପଦକ ପ୍ରତ୍ୟାଶୀ ବକ୍ସର ନିଖତ ଜରିନ୍‌ ଓ ବ୍ୟାଡମିଣ୍ଟନ ତାରକା ଚିରାଗ ଶେଟ୍ଟୀ-ସାତ୍ତ୍ୱିକ ସାଇରାଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri