ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଏହି ତାରିଖରେ ଖେଳାଯାଇପାରେ ମ୍ୟାଚ୍
ନୂଆଦିଲ୍ଲୀ,୩।୭: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ମାର୍ଚ୍ଚ ୧ରେ ଖେଳାଯିବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ ବୋର୍ଡ ଭାରତ ଏବଂ...
ମୋଦିଙ୍କୁ ଭେଟିବେ ଟିମ୍ ଇଣ୍ଡିଆର ଖେଳାଳି: ବିଶ୍ୱଚାମ୍ପିୟନ୍ ଟିମ୍ର ଏମିତି ହେବ ଗ୍ରାଣ୍ଡ୍ ଓ୍ବେଲ୍କମ୍
ବାର୍ବାଡୋସ୍,୩।୭: ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଟିମ ଇଣ୍ଡିଆ ନେବା ପାଇଁ ବିସିସିଆଇ ଏକ ସ୍ବତନ୍ତ୍ର ବିମାନ ପଠାଇଛି। ସମଗ୍ର ଦଳ ସାଇକ୍ଲୋନିକ ଷ୍ଟର୍ମ ବେରିଲ କାରଣରୁ ବାର୍ବାଡୋସ୍ରେ ଅଟକି...
ବିଶ୍ୱର ନମ୍ବର-୧ ଅଲରାଉଣ୍ଡର ହେଲେ ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ,୩।୭: ଆଇସିସି ବୁଧବାର ଟି-୨୦ ରାଙ୍କିଙ୍ଗ ପ୍ରକାଶ କରିଛି। ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ତଥା ତାରକା ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି। ର଼୍ୟାଙ୍କିଙ୍ଗରେ ସେ ଶ୍ରୀଲଙ୍କାର ୱାନିନ୍ଦୁ ହାସରଙ୍ଗାଙ୍କ ସହ ମିଳିତ ନମ୍ବର ୱାନ...
ଶେଷରେ ଭାରତ ଫେରୁଛନ୍ତି ଚାମ୍ପିୟନ୍ ଟିମ୍: ବିମାନରେ ଟ୍ରଫି ସହ ଫଟୋ କ୍ରେଜ୍
ବାର୍ବାଡୋସ୍,୩।୭: ଶେଷରେ ଓ୍ବେଷ୍ଟଇଣ୍ଡିଜ୍ରୁ ଭାରତୀୟ ଦଳ ଘରକୁ ଫେରୁଛି। ବାର୍ବାଡୋସ୍ରେ ଘୂର୍ଣ୍ଣିବଳୟ ବେରିଲ ଯୋଗୁ ଭାରତୀୟ ଦଳ ସେଠାରେ ଅଟକି ରହିଥିଲେ। ବର୍ତ୍ତମାନ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଭାରତୀୟ ଖେଳାଳିଙ୍କୁ ଧରି ଭାରତ ଅଭିମୁଖେ ବାହାରିଛି। ଆସନ୍ତାକାଲି ସକାଳ...
ପତ୍ନୀ ଅନୁଷ୍କାଙ୍କୁ ମନେ ପକାଇଲେ କୋହଲି, ତୁରନ୍ତ ଫୋନ୍ କରି କଲେ ଏହି କାମ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୩।୭: ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବା ପରେ ଭାରତୀୟ ଦଳ ବାର୍ବାଡୋସରେ ଫସି ରହିଛନ୍ତି। ଭାରତ ଟି -୨୦ ବିଶ୍ୱକପ୍ ୨୦୨୪ର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି। ଏହା ପରେ ଭାରତୀୟ ଦଳକୁ...
ଆସିଲା ନୂଆ ଅପଡେଟ୍: ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିବେ ବାର୍ବାଡୋସରେ ଫସିଥିବା ବିଶ୍ୱ ବିଜେତା ଦଳ
ନୂଆଦିଲ୍ଲୀ,୩।୭: ଭାରତୀୟ ଦଳ ଗତ କିଛି ଦିନ ହେବ ବାର୍ବାଡୋସରେ ଫସି ରହିଛନ୍ତି। ଟି -୨୦ ବିଶ୍ୱକପ୍ ଟାଇଟଲ ଜିତିଥିବା ଟିମ ଇଣ୍ଡିଆ ସାଇକ୍ଲୋନିକ ଝଡ଼ ଯୋଗୁ ବାର୍ବାଡୋସରେ ଅଟକି ରହିଛନ୍ତି। ଟୁର୍ନାମେଣ୍ଟର ଟାଇଟଲ ମ୍ୟାଚ ବାର୍ବାଡୋସରେ ଶନିବାର ଅର୍ଥାତ୍...
ଇତିହାସ ରଚିଲେ ବୁମ୍ରା, ଗୋଟିଏ ରନ୍ ନକରି ମଧ୍ୟ ହେଲେ ମ୍ୟାନ୍ ଅଫ୍ ଦି ମ୍ୟାଚ୍
ନୂଆଦିଲ୍ଲୀ, ୦୩।୦୭: ଆଇସିସି ଟି-୨୦ ବିଶ଼୍ବକପ୍ରେ ବୋଲରମାନଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ବ୍ୟାଟ୍ସମ୍ୟାନ୍ମାନଙ୍କ ପାଇଁ ଟୁର୍ଣ୍ଣାମେଣ୍ଟ ସେତେ ଭଲ ନଥିଲା । ତଥାପି ଲଗାତାର ୯ ଟି ମ୍ୟାଚ୍ ବିଜୟ ସହ ଟିମ୍ ଇଣ୍ଡିଆ ଚାମ୍ପିୟନ୍ ହୋଇଛି...
ଚାମ୍ପୟନ୍ସ ଟ୍ରଫି ଉପରେ ଆଇସିସିକୁ ଚେତାବନୀ ଦେଲେ ପାକିସ୍ତାନର ପୂର୍ବତନ ଖେଳାଳି, କହିଲେ ଟିମ୍ ଇଣ୍ଡିଆକୁ…
ନୂଆଦିଲ୍ଲୀ,୩।୭: ଟି -୨୦ ବିଶ୍ୱକପ୍ ୨୦୨୪ରେ ଭାରତ ଟାଇଟଲ ଜିତିଛି। ବର୍ତ୍ତମାନ ପରବର୍ତ୍ତୀ ଆଇସିସି ଟୁର୍ନାମେଣ୍ଟ ଚାମ୍ପୟନ୍ସ ଟ୍ରଫି ୨୦୨୫ରେ ଖେଳାଯିବ। ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଦ୍ୱାରା ଆୟୋଜିତ ହୋଇଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ବିସିସିଆଇ ତରଫରୁ ଆଇସିସି ଟୁର୍ନାମେଣ୍ଟ...
ଏହି ୩ ଖେଳାଳିଙ୍କ ଚମକିଲା ଭାଗ୍ୟ, ଟିମ ଇଣ୍ଡିଆରେ ମିଳିଲା ସ୍ଥାନ
ନୂଆଦିଲ୍ଲୀ,୨।୭: ଶୁବମାନ ଗିଲଙ୍କ ଅଧିନାୟକତ୍ୱ ଭାରତୀୟ ଦଳ ଜିମ୍ବାୱେ ଗସ୍ତ କରିଛନ୍ତି। ଏହା ପରେ ବିସିସିଆଇ ଦଳରେ ବଡ଼ ପରିବର୍ତ୍ତନ ଆଣି ତିନି ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିଛି। ଏହି ତିନି ଖେଳାଳିଙ୍କ ମଧ୍ୟରେ ସାଇ ସୁଦର୍ଶନ, ଜିତେଶ ଶର୍ମା ଏବଂ...
ଟିମ ଇଣ୍ଡିଆକୁ ଅଲବିଦା କହିବା ପୂର୍ବରୁ ଦ୍ରାବିଡ ଦେଲେ ଶେଷ ଭାଷଣ, ଭିଡିଓରେ ଦେଖନ୍ତୁ କ’ଣ କହିଲେ…
ନୂଆଦିଲ୍ଲୀ,୨।୭: ରାହୁଲ ଦ୍ରାବିଡ ଟି -୨୦ ବିଶ୍ୱକପ୍ ୨୦୨୪ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିଲେ। ଟୁର୍ନାମେଣ୍ଟ ଶେଷ ହେବା ସହିତ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ବର୍ତ୍ତମାନ ଟିମ ଇଣ୍ଡିଆ ଏକ ନୂଆ...
ବାର୍ବାଡୋସରେ ଝଡ଼ ତୋଫାନ: ଜୟ ଶାହାଙ୍କ ସହ ଅଟକି ରହିଛିନ୍ତି ଭାରତୀୟ ଖେଳାଳି
ବ୍ରିଜଟାଉନ୍, ୧ା୭ : ବାର୍ବାଡୋସରେ ଝଡ଼ ତୋଫାନ ଯୋଗୁ ଟି୨୦ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଦଳ ସେଠାରେ ଅଟକି ରହିଛି। ଫଳତଃ ସେମାନେ ଅତିକମ୍ରେ ଆଉ ଏକ ଦିନ ବିଳମ୍ବରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ଶନିବାର ରାତିରେ ଦକ୍ଷିଣ...
କ’ଣ ପାଇଁ ମାଟି ଖାଇଥିଲେ ରୋହିତ ଶର୍ମା, ନିଜେ କଲେ ଖୁଲାସା
ନୂଆଦିଲ୍ଲୀ,୨।୭: ଭାରତ ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ଟୁର୍ନାମେଣ୍ଟର ଟାଇଟଲ ମ୍ୟାଚ ବାର୍ବାଡୋସର କେନ୍ସିଙ୍ଗଟନ ଓଭାଲରେ ଖେଳାଯାଇଥିଲା। ଭାରତୀୟ ଦଳ ଚାମ୍ପିଅନ୍ ହେବାପରେ ପିଚ୍ ମାଡି ଖାଇଥିଲେ। ଏହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଏହାକୁ ରୋହିତ ଶର୍ମା ଏହା...
Archives


