ଅନ୍ତିମ ୨ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳରେ ୧୮ ବର୍ଷୀୟ ବ୍ୟାଟର କୋନଷ୍ଟାସ
ମେଲବୋର୍ନ,୨୦ା୧୨(ପି.ଟି.): ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଦୁଇ ଟେଷ୍ଟ ମ୍ୟାଚ୍ ପାଇଁ ଟିନ୍ ଏଜ୍ ସେନସେସନ ସାମ କୋନଷ୍ଟାସଙ୍କୁ ଅଷ୍ଟ୍ରେଲିଆ ଦଳକୁ ଡାକରା ମିଳିଛି। ଓପନର ନାଥାନ ମ୍ୟାକସୁଇନିଙ୍କୁ ବାଦ୍ ଦିଆଯାଇ ତାଙ୍କ ସ୍ଥାନରେ କୋନଷ୍ଟାସଙ୍କୁ ସାମିଲ କରାଯାଇଛି। ୧୯ ବର୍ଷୀୟ କୋନଷ୍ଟାସ…
ଜଣାପଡ଼ିଲା କାରଣ, ୧୨ ବର୍ଷ ପୁରୁଣା ପ୍ରତିଶ୍ରୁତି ଭାଙ୍ଗିବା ଯୋଗୁ ଅବସର ନିଷ୍ପତ୍ତି ନେଲେ ଅଶ୍ୱିନ!
ନୂଆଦିଲ୍ଲୀ,୨୦।୧୨: ୧୮ ଡିସେମ୍ବର ୨୦୨୪ ଦିନ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ଲାଗି ଅଭୂଲା। କାରଣ ଏହି ଦିନ ଟିମ୍ ଇଣ୍ଡିଆ ବ୍ରିସବେନ୍ ଟେଷ୍ଟକୁ ଡ୍ର’ କରିବାରେ ସଫଳ ହୋଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ସନ୍ନ୍ୟାସ ଘୋଷଣା କରି ପୁରା ଦେଶକୁ ଚମକାଇଥିଲେ।…
IPL 2025 ପୂର୍ବରୁ ଅଧିନାୟକ ହେଲେ ରିଙ୍କୁ ସିଂ, କ୍ୟାରିୟରରେ ପ୍ରଥମଥର ପାଇଁ…
ନୂଆଦିଲ୍ଲୀ,୨୦।୧୨: ଟିମ୍ ଇଣ୍ଡିଆର ଯୁବ କ୍ରିକେଟର ରିଙ୍କୁ ସିଂଙ୍କୁ ମିଳିଛି ନୂଆ ଦାୟିତ୍ୱ। ଆଇପିଏଲ୍ରେ ଜବରଦସ୍ତ ପ୍ରଦର୍ଶନ ପରେ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ସୁଯୋଗ ମିଳିଥିଲା। ସେ ଭାରତର ଟି୨୦ ଟିମ୍ରେ ନିଜ ସ୍ଥାନ ପକ୍କା କରିଛନ୍ତି। ଏବେ ତାଙ୍କୁ…
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍, ପ୍ରଦର୍ଶନ କରିବେ ବଲିଉଡ୍ ତାରକା
ଭୁବନେଶ୍ୱର,୨୦।୧୨: ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ) ୨୦୨୪-୨୫ ‘ହକି କା ଜାଶାନ୍’ ଗ୍ରାଣ୍ଡ ଷ୍ଟାଇଲରେ ଫେରିବାକୁ ଯାଉଛି। ଓପନିଂ ମ୍ୟାଚ୍ ପୂର୍ବରୁ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ୨୮ ଡିସେମ୍ବରରେ ଏକ ଉଦ୍ଘାଟନୀ ଉଦଘାଟନୀ ଉତ୍ସବରୁ…
ଏହି ୫ କ୍ରିକେଟର୍ ଖୋଲିଛନ୍ତି ୟୁଟ୍ୟୁବ ଚ୍ୟାନେଲ: ସବସ୍କ୍ରାଇବର୍ ସଂଖ୍ୟା ଜାଣିଲେ ଉଡିଯିବ ହୋଶ୍
ଭାରତୀୟ କ୍ରିକେଟରମାନେ ସାଧାରଣତଃ ବିସିସିଆଇ, ପ୍ରାୟୋଜକ କାରବାର ଏବଂ ନିବେଶ ସହିତ ଅନେକ ଉତ୍ସରୁ ରୋଜଗାର କରନ୍ତି। କିଛି ଖେଳାଳି ୟୁଟ୍ୟୁବ ଚ୍ୟାନେଲରୁ ମଧ୍ୟ ବହୁତ ରୋଜଗାର କରନ୍ତି । ଆକାଶ ଚୋପ୍ରା ଅଗଷ୍ଟ ୨୦୧୧ରେ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ।…
ରୋହିତ-ଗମ୍ଭୀରଙ୍କ ପାଇଁ ଅବସର ନେଲେ ଅଶ୍ୱିନ୍! ପାକିସ୍ତାନ ପୂର୍ବତନ କ୍ରିକେଟରଙ୍କ ବଡ଼ ଦାବି
ନୂଆଦିଲ୍ଲୀ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟ ପରେ ରବିଚନ୍ଦ୍ରନ ଅଶ୍ୱିନ୍ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ତେବେ ଅଶ୍ୱିନ୍ଙ୍କ ଅବସରକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ ଅଲି ବିଶ୍ୱାସ କରନ୍ତି ଯେ ଯଦି ବିରାଟ…
‘ମୋ ବାପାଙ୍କୁ କ୍ଷମା କରିଦିଅ’…ସନ୍ନ୍ୟାସ ନେବାର ଦିନକ ପରେ…
ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟ ଶେଷ ହେବା ପରେ ସନ୍ନ୍ୟାସ ଘୋଷଣା କରିଛନ୍ତି ଭାରତୀୟ ଭେଟେରାନ ବୋଲର୍ ରବିଚନ୍ଦ୍ରନ ଅଶ୍ୱିନ। ଧୋନୀଙ୍କ ଭଳି ହଠାତ ତାଙ୍କର ଏଭଳି ଘୋଷଣା ସମସ୍ତଙ୍କୁ ଚମକାଇଛି, କାରଣ ସେ ଏବେ ବି ଭଲ କ୍ରିକେଟ…
ଅଶ୍ୱିନ୍ଙ୍କ ପରେ ଅବସର ନେବେ ରୋହିତ-ବିରାଟ! ଖୋଲିଲା ବଡ଼ ରାଜ୍
ନୂଆଦିଲ୍ଲୀ,୧୯।୧୨: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅଶ୍ୱିନ ହଠାତ୍ ଅବସର ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଛନ୍ତି। ବର୍ତ୍ତମାନ ରିପୋର୍ଟରେ ଦର୍ଶାଯାଇଛି ଯେ ଅଶ୍ୱିନଙ୍କ ଅବସର କେବଳ ଆରମ୍ଭ।…
ଚାମ୍ପିୟନ୍ସ ଟ୍ରଫି ଉପରେ ବଡ଼ ଅପଡେଟ୍ ଦେଲା ଆଇସିସି, ପାକିସ୍ତାନକୁ ମିଳିଲା ଖୁସିଖବର
ନୂଆଦିଲ୍ଲୀ,୧୯।୧୨: ଚାମ୍ପିୟନ୍ସ ଟ୍ରଫି ୨୦୨୫ ପ୍ରସଙ୍ଗରେ ଆଇସିସି ବଡ଼ ସୂଚନା ଦେଇଛି। ଏହି ଟୁର୍ନାମେଣ୍ଟ କେବଳ ହାଇବ୍ରିଡ ମଡେଲ ଅଧୀନରେ ଅନୁଷ୍ଠିତ ହେବ ବୋଲି ଆଇସିସି କହିଛି। ଟିମ ଇଣ୍ଡିଆ ଏହାର ସମସ୍ତ ମ୍ୟାଚ ନିରପେକ୍ଷ ସ୍ଥାନରେ ଖେଳିବ। ତେବେ ଆଇସିସି…
ହଠାତ୍ କାହିଁକି ଅବସର ନେଲେ ଆର.ଅଶ୍ୱିନ୍: ନିଜେ କଲେ ଖୁଲାସା
ବ୍ରିସବେନ,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସବେନ ଟେଷ୍ଟ ପରେ ରବି ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି। ଅବସର ପରେ ଅଶ୍ୱିନ ଚେନ୍ନାଇରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ଏହି ଅବସରରେ ରବି ଅଶ୍ୱିନ କହିଛନ୍ତି, ମୁଁ ଆଇପିଏଲରେ ଚେନ୍ନାଇ…
ମେଲବର୍ନ ବିମାନବନ୍ଦରରେ କୋହଲିଙ୍କ ସହ ଏମିତି କଲେ ବିଦେଶୀ ଖବରଦାତା, ରାଗିଗଲେ କିକ୍ରେଟର୍, ଜାଣନ୍ତୁ ପୂରା ମାମଲା
ନୂଆଦିଲ୍ଲୀ,୧୯।୧୨: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ମେଲବର୍ନ ବିମାନବନ୍ଦରରେ କୋହଲିଙ୍କ ସହ ବିବାଦ ହୋଇଛି। ଖବର ଅନୁଯାୟୀ ମେଲବର୍ନ ବିମାନବନ୍ଦରରେ ଉପସ୍ଥିତ ଥିବା ଟିଭି ଖବରଦାତାଙ୍କ ଉପରେ ବିରାଟ ରାଗିଯାଇଛନ୍ତି। ଫଟୋ କିମ୍ବା…
ଭାରତ ଛାଡି ସବୁଦିନ ପାଇଁ ପରିବାର ସହ ଲଣ୍ଡନ ପଳାଇବେ ବିରାଟ କୋହଲି
ନୂଆଦିଲ୍ଲୀ,୧୯।୧୨: ଆଜିକାଲି ଟିମ ଇଣ୍ଡିଆର ଭେଟେରାନ ଖେଳାଳି ବିରାଟ କୋହଲି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ସେ କିଛି ବିଶେଷ କରିପାରି ନ ଥିଲେ। ଏବେ କୋହଲିଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି।…
Archives


