ଖେଳ

ନୀରଜ ରୌପ୍ୟ ଜିତିବା ପରେ ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୯।୮: ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଲଗାତାର ଦୁଇଟି ଅଲିମ୍ପିକ ପଦକ ଜିତିବାରେ ନୀରଜ ପ୍ରଥମ ଭାରତୀୟ ଟ୍ରାକ ଏବଂ ଫିଲ୍ଡ ଖେଳାଳି ହୋଇଛନ୍ତି।...

ଟ୍ରେନିଂ ପାଇଁ ଟଙ୍କା ନଥିଲା, ଏବେ ଅଲିମ୍ପିକ୍ ଚାମ୍ପିଅନ୍… ଜାଣନ୍ତୁ ପାକିସ୍ତାନର ଜାଭେଲିନ୍ ଫିଙ୍ଗାଳି ଅର୍ଶଦ ନଦୀମ କିଏ ?

ପ୍ୟାରିସ, ୯।୮: ପାକିସ୍ତାନର ଅର୍ଶଦ ନଦୀମ ଯିଏ ପ୍ୟାରିସ୍ ଅଲିମ୍ପିକ୍ସର ଜାଭେଲିନ୍ ଇଭେଣ୍ଟରେ ଭାରତର ତାରକା ନୀରଜ ଚୋପ୍ରାଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପାକିସ୍ତାନର ଜାଭେଲିନ୍ ଫିଙ୍ଗାଳି ଅର୍ଶଦ ନଦୀମ ଅଲିମ୍ପିକ୍ ରେକର୍ଡ ଭାଙ୍ଗି ୯୨.୯୭ ମିଟର ଫିଙ୍ଗି...

ପାକିସ୍ତାନ ପୁଅ ପାଇଁ ଏମିତି କଥା କହିଦେଲେ ନୀରଜଙ୍କ ମା’: ସମସ୍ତେ କରୁଛନ୍ତି ବାଃ ବାଃ

ପାନିପତ,୯ା୮: ପ୍ୟାରିସ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ଜିତି କ୍ରମାଗତ ଦୁଇ ଅଲିମ୍ପିକ ପଦକ ଜିତିଥିବା ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଟ୍ରାକ ଏବଂ ଫିଲ୍ଡ ଖେଳାଳି ହୋଇଛନ୍ତି। ତେବେ ଏହି ମ୍ୟାଚ୍‌ରେ ପାକିସ୍ତାନର ଅର୍ଶଦ ନଦିମ ସ୍ବର୍ଣ୍ଣ...

ନୀରଜଙ୍କୁ ରୌପ୍ୟ: ପାକିସ୍ତାନର ନଦିମଙ୍କୁ ସ୍ବର୍ଣ୍ଣ

ପ୍ୟାରିସ, ୯।୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ଚମକ ଦେଖାଇ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ନୀରଜ ଚୋପ୍ରା। ଗୁରୁବାର ଅନୁଷ୍ଠିତ ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ସେ ଯଦିଓ ନିଜର ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସକ୍ଷମ...

ବ୍ରୋଞ୍ଜ ପଦକ ଜିତିବା ସତ୍ତ୍ୱେ ବି ଦେଶବାସୀଙ୍କୁ କ୍ଷମା ମାଗିଲେ ହକି ଟିମର ଅଧିନାୟକ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୮।୮: ଭାରତୀୟ ହକି ଦଳ ଇତିହାସ ସୃଷ୍ଟି କରିଛି। ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତିଛି। ଟିମ ଇଣ୍ଡିଆ ସ୍ପେନକୁ ୨-୧ରେ ପରାସ୍ତ କରିଛି। ଭାରତ ପାଇଁ ହରମନପ୍ରୀତ ସିଂ ଉଭୟ...

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବ୍ରୋଞ୍ଜ ଜିତିଥିବା ପଞ୍ଜାବର ହକି ଖେଳାଳିଙ୍କୁ ମିଳିବ…

ନୂଆଦିଲ୍ଲୀ,୮।୮: ଭାରତୀୟ ଦଳ ହକିରେ ବ୍ରୋଞ୍ଜ ପଦକ ଜିତିଛି। ଏହି ସମୟ ମଧ୍ୟରେ ବ୍ରୋଞ୍ଜ ପଦକ ଜିତିଥିବା ପଞ୍ଜାବର ହକି ଖେଳାଳିଙ୍କ ପାଇଁ ସିଏମ ଭଗବନ୍ତ ମାନ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପଞ୍ଜାବର ହକି ଖେଳାଳିଙ୍କ ୧-୧...

ଭାରତୀୟ ହକି ଦଳକୁ ବ୍ରୋଞ୍ଜ: କ୍ୟାରିୟରର ଶେଷ ମ୍ୟାଚ ଖେଳି ବିଦାୟ ନେଲେ ଏହି ଖେଳାଳି…

ପ୍ୟାରିସ,୮।୮: ଭାରତୀୟ ହକି ଦଳ ଇତିହାସ ସୃଷ୍ଟି କରିଛି। ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତିଛି। ଟିମ ଇଣ୍ଡିଆ ସ୍ପେନକୁ ୨-୧ରେ ପରାସ୍ତ କରିଛି। ଭାରତ ପାଇଁ ହରମନପ୍ରୀତ ସିଂ ଉଭୟ...

ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ହକି ଦଳ

ପ୍ୟାରିସ,୮।୮: ସ୍ପେନକୁ ୨-୧ରେ ପରାସ୍ତ କରି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତି ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛି। ଅଧିନାୟକ ହରମନପ୍ରୀତ ସିଂଙ୍କ ଡବଲ ଗୋଲ ବଳରେ ଭାରତ ଏହି ବିଜୟ ହାସଲ କରିଛି। ପ୍ରଥମ କ୍ୱାର୍ଟରରେ...

ଭିନେଶଙ୍କ ପାଇଁ ଖୁସିଖବର, ମିଳିପାରେ ପଦକ!

ନୂଆଦିଲ୍ଲୀ,୮।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ ସ୍ବର୍ଣ୍ଣ ପଦକ ମ୍ୟାଚ ପୂର୍ବରୁ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟଙ୍କୁ ନିର୍ଦ୍ଦିଷ୍ଟ ଓଜନଠାରୁ ୧୦୦ ଗ୍ରାମ ଅଧିକ ଥିବାରୁ ଅଯୋଗ୍ୟ କରାଯାଇଥିଲା। ଏହି ନିଷ୍ପତ୍ତି ପରେ ଭାରତୀୟ ଅଲିମ୍ପିକ...

ପ୍ୟାରିସ ଅଲିମ୍ପିକ୍ସ: ସେମିଫାଇନାଲରେ ସ୍ଥାନ ପକ୍କା କଲେ ଭାରତୀୟ ରେସଲର ଅମନ ସେହରାୱତ

ନୂଆଦିଲ୍ଲୀ,୮।୮: ଭାରତୀୟ ରେସଲର ଅମନ ସେହରାୱତ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେ ଗୁରୁବାର ୫୭ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଆଲବେନିଆର ଜେଲିମଖାନ ଏବକୋରଭଙ୍କୁ ପରାସ୍ତ କରିଛନ୍ତି। ଗୁରୁବାର ଭାରତର ଅଂଶୁ ମଲିକ ମଧ୍ୟ...

ସିରିଜ୍‌ ହାରିବା ପରେ ବି ୱାନ୍‌ଡେରେ କମାଲ୍‌ କରିଛନ୍ତି ରୋହିତ୍‌, ଏହି ଲିଷ୍ଟ୍‌ରେ ସବୁଠାରୁ ଆଗରେ…

ନୂଆଦିଲ୍ଲୀ, ୦୮।୦୮: ଶ୍ରୀଲଙ୍କାରେ ଖେଳାଯାଇଥିବା ୱାନ୍‌ଡେ ସିରିଜ୍‌ରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଶ୍ରୀଲଙ୍କା ଏହି ସିରିଜ୍‌କୁ ୨-୦ ରେ ପୋଛି ନେଇଛି । ପ୍ରଥମ ମ୍ୟାଚ୍‌ ଟାଇ ରହିଥିବା ବେଳେ ଦ଼୍ବିତୀୟ ମ୍ୟାଚ୍‌ ୩୨ ରନ୍‌ରେ ଏବଂ...

ମନୁ ଭାକରଙ୍କ ଉପରେ ଟଙ୍କା ବର୍ଷା: ଖେଳ ମନ୍ତ୍ରୀ ଦେଲେ…

ପ୍ୟାରିସ,୮।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଶୁଟର ମନୁ ଭାକର ଦେଶ ପାଇଁ ପ୍ରଥମ ପଦକ ଜିତିଥିଲେ। ସେ ବ୍ରୋଞ୍ଜ ପଦକ ଦେଶକୁ ଆଣିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ୩ଟି ପଦକ ଜିତିଛି ଏବଂ ୩ଟି ଶୁଟିଂରୁ ଆସିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri