ଖେଳ

ପ୍ରଶଂସକଙ୍କୁ ନିଜ ଘରକୁ ଡାକିଲେ କୋହଲି: ଆଉ ତା’ପରେ ଯାହା ଘଟିଲା ସମସ୍ତେ କରିବେ ପ୍ରଶଂସା

ନୂଆଦିଲ୍ଲୀ,୩।୧: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଅଛନ୍ତି। ପ୍ରଶଂସକମାନେ ପ୍ରାୟତଃ କିଙ୍ଗ କୋହଲିଙ୍କ ଗୋଟିଏ ଝଲକ ପାଇବାକୁ ବ୍ୟାକୁଳ ଥାନ୍ତି। ଆଉ ଯଦି ବିରାଟ କୋହଲି ନିଜେ ପ୍ରଶଂସକଙ୍କୁ ତାଙ୍କ ଘର ଭିତରକୁ…

ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ

ମୁମ୍ବାଇ, ୨ା୨: ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ରେ ଅଭିଷେକ ଶର୍ମାଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ୧୫୦ ରନରେ ସହଜ ବିଜୟ ହାସଲ କରିଛି। ଏଥିସହ ଦଳ ୫ ମ୍ୟାଚ ବିଶିଷ୍ଟ…

IND vs ENG 5th T20: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଶତକ: ଇଂଲଣ୍ଡ ଆଗରେ ବିଶାଳ ଟାର୍ଗେଟ

ମୁମ୍ବାଇ, ୨ା୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ପଞ୍ଚମ ଏବଂ ଶେଷ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଉଛି। ପ୍ରଥମେ ବ୍ୟାଟିଂ କରି ଭାରତ ଇଂଲଣ୍ଡ ଆଗରେ ଜିତିବା ପାଇଁ ୨୪୮ ରନର ଟାର୍ଗେଟ ଧାର୍ଯ୍ୟ କରିଛି।…

ବାରବାଟୀ ଦିନିକିଆ ପାଇଁ ବଢୁଛି ଉତ୍ସାହ, ଅଧଘଣ୍ଟାରେ ସରିଗଲା ଅନଲାଇନ୍ ଟିକେଟ୍

କଟକ, ୨ା୨: ଫେବ୍ରୁଆରୀ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅହେତୁକ ଉତ୍ସାହ ଦେଖିବାକୁ ମିଳିଛି। ରବିବାର ଅପରାହ୍ଣ ୪ଟାରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା ବେଳେ ମାତ୍ର ଅଧଘଣ୍ଟାରେ ଟିକେଟ୍ ସରିଯାଇଛି। ପ୍ରାୟ…

ଇତିହାସ ରଚିଲା ୧୯ ବର୍ଷରୁ କମ୍ ଭାରତୀୟ ମହିଳା ଟିମ୍, ଦ୍ୱିତୀୟ ଥର ଜିତିଲା ଟି୨୦ ବିଶ୍ୱକପ୍

ନୂଆଦିଲ୍ଲୀ, ୨ା୨: ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକା ଦଳକୁ ୯ ୱିକେଟରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ମହିଳା ୧୯ ବର୍ଷରୁ କମ୍ ଟି୨୦ ବିଶ୍ୱକପ୍ ଟାଇଟଲ ଜିତିଛି। ଭାରତ ୨୦୨୩ ୧୯ ବର୍ଷରୁ କମ୍ ମହିଳା ଟି୨୦…

MS Dhoni ଚାହୁଁଛନ୍ତି ଏଥିପାଇଁ ତାଙ୍କୁ ମନେରଖୁ ବିଶ୍ୱ, ବଖାଣିଲେ ମନର କଥା

ନୂଆଦିଲ୍ଲୀ,୨।୨: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅବସର ନେବାର ୫ବର୍ଷରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଏପରି କୌଣସି ଦିନ ନାହିଁ ଯେଉଁଦିନ ସେ ଖବରରେ ନ ଥାଆନ୍ତି। ଏବେ ସୋସିଆଲ ମିଡିଆରେ ଏମଏସଙ୍କର ଏକ ଭିଡିଓ…

କ୍ୟାରିୟରର ଶେଷ ମୁକାବିଲା ଖେଳିବା ପରେ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ କ୍ରିକେଟର

କୋଲ୍‌କାତା, ୧ା୨: ଇଡେନ୍‌ ଗାର୍ଡେନ୍ସ ମଇଦାନରେ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିବା ପରେ କ୍ରିକେଟର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରି ଚମକାଇଛନ୍ତି ଆଉ ଜଣେ କ୍ରିକେଟର। ସେ ହେଲେ ଭାରତ ଉଇକେଟ୍‌କିପର ବ୍ୟାଟର ରିଦ୍ଧିମାନ ଶାହା। ୪୦ ବର୍ଷୀୟ ଶାହା…

ପୁଣେରେ ଇଂଲଣ୍ଡକୁ ହରାଇ ସିରିଜ ଜିତିଲା ଭାରତ

ପୁଣେ, ୩୧।୧: ଟିମ୍‌ ଇଣ୍ଡିଆ ରାଜକୋଟରେ ଖେଳାଯାଇଥିବା ଚତୁର୍ଥ ଟି୨୦ କ୍ରିକେଟ ମ୍ୟାଚ୍‌ରେ ବିଜେତା ହୋଇ ସିରିଜ୍‌କୁ ଆଗୁଆ ଜିତି ନେଇଛି। ଭାରତ ୧୫ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଶିବମ୍‌ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ…

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସନ୍ନ୍ୟାସ ନେଇ ଚମକାଇଲେ ଏହି ଭେଟେରାନ୍‌ କ୍ରିକେଟର

ନୂଆଦିଲ୍ଲୀ,୩୧।୧: ଚାମ୍ପିଅନ୍ସ ଟ୍ରଫିର ଠିକ୍‌ ପୂର୍ବରୁ ଅବସର ଘୋଷଣା କରି ଚମକାଇଲେ ଜଣେ ଲୋକପ୍ରିୟ କ୍ରିକେଟର। ଫଳରେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରରେ ବ୍ରେକ ଲାଗିଛି। ସେ ହେଲେ ଆଫଗାନିସ୍ତାନ କ୍ରିକେଟର ଶାପୁର ଜାଦ୍ରାନ। ୩୭ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ…

ଲିଟିଲ ମାଷ୍ଟରଙ୍କ ବଡ଼ ଉପଲବ୍ଧି: ଏହି ପୁରସ୍କାରରେ ସମ୍ମାନିତ କରିବ ବିସିସିଆଇ

ନୂଆଦିଲ୍ଲୀ,୩୧।୧: ଭାରତୀୟ କ୍ରିକେଟ ଦଳ ପୂର୍ବତନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ବିସିସିଆଇ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରିବାକୁ ଯାଉଛି। ବିସିସିଆଇ ଶନିବାର ଏହାର ବାର୍ଷିକ କାର୍ଯ୍ୟକ୍ରମରେ ମାଷ୍ଟର ବ୍ଲାଷ୍ଟରଙ୍କୁ ଏହି ସମ୍ମାନ ପ୍ରଦାନ କରିବ। ଭାରତ ପାଇଁ ୬୬୪ଟି ଅନ୍ତର୍ଜାତୀୟ…

ହଠାତ୍‌ କ୍ରିକେଟରୁ ଅବସର ନେଇ ସମସ୍ତଙ୍କ ଚମକାଇଦେଲେ ବିଶ୍ୱକପ ବିଜୟର ହିରୋ

କାବୁଲ,୩୧।୧: ପ୍ରାୟ ୧୦ ବର୍ଷ ଧରି ଆଫଗାନିସ୍ତାନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଭୟଙ୍କର ଦ୍ରୁତ ବୋଲର ଶାପୁର ଜାଦ୍ରାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ଦେଶର ଭୟଙ୍କର ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଜଣେ ଥିଲେ। ଏହି ବାମହାତୀ ପେସର…

ଇଂଲଣ୍ଡକୁ ଧୂଳି ଚଟେଇ ବିଶ୍ୱକପ୍‌ ଫାଇନାଲ୍‌ରେ ଭାରତ

ନୂଆଦିଲ୍ଲୀ,୩୧।୧: ଭାରତ ୨୦୨୫ରେ ଅନୁଷ୍ଠିତ ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ସେମିଫାଇନାଲରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଥିଲା। ଭାରତୀୟ ୧୯ ବର୍ଷରୁ କମ ଦଳ ଏହି ମ୍ୟାଚକୁ ୯ ଉଇକେଟ୍‌ରେ ଜିତିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri