ଖେଳ

କ୍ରିକେଟ ନିୟମରେ ବଡ଼ ପରିବର୍ତ୍ତନ: ଏଣିକି ବାଉଣ୍ଡ୍ରି ବାହାରେ ବାରମ୍ବାର ଡେଇଁ ଫିଲ୍ଡର…

ନୂଆଦିଲ୍ଲୀ,୧୫।୬: ମେରିଲେବୋନ କ୍ରିକେଟ କ୍ଲବ (MCC) କ୍ରିକେଟ ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି ଯାହା ଏହି ମାସରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ର ଖେଳ ନିୟମରେ ଅନ୍ତର୍ଭୁକ୍ତ ହେବ। ଏହି ନୂତନ ନିୟମ ଅନୁଯାୟୀ, ଫିଲ୍ଡରମାନେ ଆଉ ସୀମା ରେଖା…

ବାହା ହେବେ SRHର ମାଲିକାଣୀ କାବ୍ୟା ମାରନ? ଏମିତି କହିଲେ ମ୍ୟୁଜିସିଆନ ଅନିରୁଦ୍ଧ ରବିଚନ୍ଦର

ମୁମ୍ବାଇ,୧୫।୬: ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନଙ୍କ ବିଷୟରେ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ କାବ୍ୟା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ତାଙ୍କ ଭବିଷ୍ୟତ ସ୍ବାମୀ ହେଉଛନ୍ତି ଅନିରୁଦ୍ଧ ରବିଚନ୍ଦର, ଯିଏ…

ଶେଷ ମୁହୂର୍ତ୍ତରେ ସ୍ଥଗିତ ହେଲା ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଉନ୍ମୋଚନ

ଲଣ୍ଡନ,୧୪ା୬: ଅହମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା ଯୋଗୁ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଲାଗି ପ୍ରସ୍ତାବିତ ଉନ୍ମୋଚନ କାର୍ଯ୍ୟକ୍ରମକୁ ସ୍ଥଗିତ କରି ଦିଆଯାଇଛି। ସୂଚନା ମୁତାବକ, ଇଂଲଣ୍ଡ ଓ ଭାରତ ମଧ୍ୟରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ଦ୍ୱିପାକ୍ଷିକ ଟେଷ୍ଟ ସିରିଜ୍‌ ଲାଗି ଟ୍ରଫି ନାମକରଣ…

WTC Final: ୩୩ ବର୍ଷ ଅପେକ୍ଷାର ଅନ୍ତ: ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱ ଚାମ୍ପିଅନ ହେଲା ଦକ୍ଷିଣ ଆଫ୍ରିକା

ଲର୍ଡସ,୧୪।୬: ଟେମ୍ବା ବାଭୁମାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଟିମ୍‌ ଇତିହାସ ରଚିିଛି। ଲର୍ଡସରେ ଶନିବାର ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ୨୦୨୫ର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆକୁ ୫ ଉଇକେଟରେ ପରାସ୍ତ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ବିଶ୍ୱକପ ପାଇଁ ୩୩…

BCCIକୁ ବଡ଼ ଝଟ୍‌କା: ଭାରତ ଆଗାମୀ ୬ ବର୍ଷ ପାଇଁ…

ନୂଆଦିଲ୍ଲୀ,୧୪।୬: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)ର ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ (WTC Final) ଆୟୋଜନ କରିବାର ସ୍ବପ୍ନ କିଛି ବର୍ଷ ପାଇଁ ଅଧୁରା ରହିପାରେ। BCCIକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଠାରୁ ଏକ ବଡ଼ ଝଟକା ଲାଗିପାରେ।…

ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଭୟଭୀତ ଓ୍ବାର୍ନର, ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୬: ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ ୱାର୍ନର ଭାରତକୁ ଭଲ ପାଆନ୍ତି। କିନ୍ତୁ ଗୁରୁବାର ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସେ ବେଶ ମର୍ମାହତ ହୋଇଛନ୍ତି। ଏହି ଘଟଣା ପରେ ସେ ଏକ ବଡ଼ ନିଷ୍ପତ୍ତି ନେଉଛନ୍ତି। ସେଇଟି ହେଲା ସେ…

ଚିନ୍ତାରେ ପଡିଲା BCCI: ସିରିଜ ଆରମ୍ଭରୁ ଘରକୁ ଫେରିଆସିଲେ ଟିମ୍ ଇଣ୍ଡିଆ କୋଚ୍ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୧୩।୬: ଜୁନ୍ ୨୦ରେ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଗୌତମ ଗମ୍ଭୀର ଏକ ଚିକିତ୍ସା ଜରୁରୀ ସ୍ଥିତି ହେତୁ ଇଂଲଣ୍ଡରୁ ଭାରତକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ରେଭ୍‌ସ୍ପୋର୍ଟଜ୍ ଅନୁଯାୟୀ, ତାଙ୍କ ମା’ଙ୍କୁ ହୃଦ୍‌ଘାତ ହୋଇଛି ଏବଂ ସେ…

IPL ନିଲାମରେ ଏହି ବ୍ୟାଟରଙ୍କୁ କେହି ଧ୍ୟାନ କିଣି ନଥିଲେ, ଏବେ ଭାଙ୍ଗିଲେ କ୍ରିସ ଗେଲଙ୍କ ସମେତ ଏକାଧିକ ବିଶ୍ୱ ରେକର୍ଡ

ୱାଶିଂଟନ, ୧୩ା୬: ନ୍ୟୁଜିଲାଣ୍ଡର ଆକ୍ରମଣାତ୍ମକ ବ୍ୟାଟସମ୍ୟାନ ଫିନ ଆଲେନ ମେଜର ଲିଗ କ୍ରିକେଟ ୨୦୨୫ର ଉଦ୍‌ଘାଟନୀ ମ୍ୟାଚରେ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି – ଯୁକ୍ତରାଷ୍ଟ୍ରରେ ଆୟୋଜିତ ଏକ ଫ୍ରାଞ୍ଚାଇଜି-ଆଧାରିତ ଟି୨୦ ପ୍ରତିଯୋଗିତା। ଶୁକ୍ରବାର ଓକଲାଣ୍ଡ କୋଲିଜିୟମରେ ସାନ ଫ୍ରାନସିସ୍କୋ ୟୁନିକର୍ନସ ପାଇଁ…

ଆଇପିଏଲ ପରେ ଆଉ ଏକ ଫାଇନାଲରେ ପୁଣି ଭାଙ୍ଗିଲା ଶ୍ରେୟସ ଆୟାରଙ୍କ ହୃଦୟ, କହିଲେ- ‘ପଛରେ ଛୁରି ମାରିବା’…

ମୁମ୍ବାଇ, ୧୩।୬: ଫାଇନାଲରେ ଶ୍ରେୟସ ଆୟାରଙ୍କ ଭାଗ୍ୟ ତାଙ୍କ ସାଙ୍ଗରେ ନଥାଏ ବୋଲି ଜଣାପଡ଼ୁଛି। ପଞ୍ଜାବ କିଙ୍ଗସ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୫ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ହାତରେ ପରାଜୟ ବରଣ କରିବାର ମାତ୍ର ୧୦ ଦିନ…

ମେହିଦି ହାସନ ବାଂଲାଦେଶ ଦିନିକିଆ ଅଧିନାୟକ

ଢାକା,୧୨ା୬: ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଗୁରୁବାର ମେହିଦି ହାସନ ମିରାଜଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ତାଙ୍କ ଆଗାମୀ ୧୨ ମାସ ପାଇଁ ମେହିଦିଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି। ପୂର୍ବରୁ ନଜମୁଲ ହୋସେନ ଶାଣ୍ଟୋ ଏହି ଦାୟିତ୍ୱରେ ଥିଲେ। ନିକଟରେ…

ବେଙ୍ଗାଲୁରୁ ଦଳାଚକଟା: ଆର୍‌ସିବି କର୍ମଚାରୀଙ୍କୁ ମିଳିଲା ଆନ୍ତରୀଣ ଜାମିନ

ବେଙ୍ଗାଲୁରୁ,୧୨ା୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ମାର୍କେଟିଂ ଓ ରାଜସ୍ବ ମୁଖ୍ୟ ନିଖିଲ ସୋସାଲେଙ୍କୁ ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ଆନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ହେଲେ ତାଙ୍କୁ ତାଙ୍କ ପାସପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଗତ ୪ ତାରିଖରେ ଆଇପିଏଲ୍‌ ଚାମ୍ପିୟନ…

ମୁଁ ପ୍ରାୟ ୬୦୦ ଯୁବତୀଙ୍କ ସହ ରାତି ବିତାଇଛି… ଏହି କ୍ରିକେଟରଙ୍କ ମନ୍ତବ୍ୟକୁ ନେଇ ଖେଳିଗଲା ହଇଚଇ

ନୂଆଦିଲ୍ଲୀ,୧୨।୬: ୱେଷ୍ଟଇଣ୍ଡିଜ କ୍ରିକେଟରମାନେ ବହୁତ ମଜା କରନ୍ତି। ସେମାନେ ସବୁବେଳେ ନିଜ ଜୀବନକୁ ଉପଭୋଗ କରନ୍ତି। ସେମାନଙ୍କ ସଂସ୍କୃତି ମଧ୍ୟ ସେମାନଙ୍କୁ ଏହିପରି ଉପଭୋଗ କରିବାର ସ୍ବାଧୀନତା ଦିଏ। ଏକ ଶୋ’ରେ, ଜଣେ ଭାରତୀୟ କ୍ରିକେଟର କହିଥିଲେ, ବ୍ରାଭୋ ବିବାହିତ ନୁହଁନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?