ଖେଳ

ଖେଳାଳି ବାର୍ଷିକ ଚୁକ୍ତି ଘୋଷଣା କଲା ବିସିସିଆଇ, ଫେରିଲେ ଷ୍ଟାର ବ୍ୟାଟର

ମୁମ୍ବାଇ,୨୧ା୪: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ସୋମବାର,୨୦୨୪-୨୫ ସିଜିନ୍ ପାଇଁ ସିନିୟର ପୁରୁଷ ଦଳ ପାଇଁ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି। ଗତ ବର୍ଷ ବାଦ୍ ପଡ଼ିଥିବା ଶ୍ରେୟସ୍ ଆୟାର ଏବଂ ଇଶାନ କିଶନ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ,…

କୋର୍ଟ ଯିବେ ଆଝାରୁଦ୍ଦିନ

ନୂଆଦିଲ୍ଲୀ,୨୧ା୪: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମର ଉତ୍ତର ଷ୍ଟାଣ୍ଡରୁ ଆଝାରୁଦ୍ଦିନଙ୍କ ନାମ ହଟାଇବାକୁ ହାଇଦ୍ରାବାଦ୍‌ କ୍ରିକେଟ୍‌ ଆସୋସିଏଶନ (ଏଚ୍‌ସିଏ)ର ଓମ୍ବୁଡସ୍‌ମ୍ୟାନ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିବା ଲାଗି ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ତେଲଙ୍ଗାନା…

ଆଇପିଏଲରେ ଅଭୂତପୂର୍ବ କୃତିତ୍ୱ ହାସଲ କଲେ ବିରାଟ କୋହଲି, ପଛରେ ପଡିଲେ ଡେଭିଡ ଓ୍ୱାର୍ଣ୍ଣର

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ରବିବାର ପଞ୍ଜାବ କିଙ୍ଗସ ବିପକ୍ଷ ଆଇପିଏଲ ୨୦୨୫ ମ୍ୟାଚରେ ନିଜ ନାମରେ ଏକ ଚମତ୍କାର ରେକର୍ଡ ଯୋଡ଼ିଛନ୍ତି। କୋହଲି ଏହି ମ୍ୟାଚରେ ୫୪ ବଲରୁ ଅପରାଜିତ ୭୩ ରନ…

ଇତିହାସ ରଚିଲେ Virat Kohli

ନୂଆଦିଲ୍ଲୀ,୨୦।୪: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ସେ ଏହି ମାମଲାରେ ଡେଭିଡ ୱାର୍ଣ୍ଣରଙ୍କୁ ପଛରେ ପକାଇ ଦେଇଛନ୍ତି। ପଞ୍ଜାବ ବନାମ ବାଙ୍ଗାଲୋର ମ୍ୟାଚ ପୂର୍ବରୁ, Virat Kohli ଏବଂ…

Video: ପଞ୍ଜାବ ବିପକ୍ଷରେ ବିଜୟ ପରେ ଶ୍ରେୟସ ଆୟାରଙ୍କୁ ଉପହାସ କଲେ ବିରାଟ କୋହଲି

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମୁଲ୍ଲାନପୁରରେ ପଞ୍ଜାବ କିଙ୍ଗସ (ପିବିକେଏସ)କୁ ୭ ୱିକେଟରେ ପରାସ୍ତ କରିଛି। ଜିତେଶ ଶର୍ମାଙ୍କର ମ୍ୟାଚ୍ ବିଜୟୀ ଛକା ପରେ, ବିରାଟ କୋହଲିଙ୍କର ପିବିକେଏସ ଅଧିନାୟକ ଶ୍ରେୟସ ଆୟାରଙ୍କ ପ୍ରତି ଉତ୍ସାହପୂର୍ଣ୍ଣ ପ୍ରତିକ୍ରିୟା ତୁରନ୍ତ…

ଅସୁସ୍ଥ ହୋଇପଡ଼ିଛନ୍ତି ପଞ୍ଜାବ କିଙ୍ଗସର ମାଲିକାଣୀ Preity Zinta, IPL 2025ରେ ଲଗାତାର ଟ୍ରାଭେଲିଂ ପାଇଁ…

ନୂଆଦିଲ୍ଲୀ,୨୦।୪: ରବିବାର IPL 2025ରେ, ଡବଲ ହେଡରର ପ୍ରଥମ ମ୍ୟାଚ ମୁଲାନପୁର କ୍ରିକେଟ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି। ଚଳିତ ସିଜିନରେ ଏହି ଗ୍ରାଉଣ୍ଡରେ ଖେଳାଯିବାକୁ ଏହା ଶେଷ ମ୍ୟାଚ, ଏହା ପରେ ପଞ୍ଜାବ…

ଯାହା କେହି କରି ନାହାଁନ୍ତି ତାହା କରି ଦେଖାଇଲେ ICC ଚେୟାରମ୍ୟାନ Jay Shah

ନୂଆଦିଲ୍ଲୀ,୨୦।୪: ଜୟ ଶାହ ଆଫ୍ରିକା ମହାଦେଶରେ ଅବସ୍ଥିତ ଏକ ଦେଶ ବୋତସୱାନା ଗସ୍ତ କରିବାରେ ଇତିହାସରେ ପ୍ରଥମ ICC ଅଧ୍ୟକ୍ଷ ହୋଇଛନ୍ତି। ପ୍ରକୃତରେ, Jay Shah ସମ୍ପ୍ରତି ଜିମ୍ବାୱେରେ ICC ବୈଠକରେ ଯୋଗ ଦେଇଥିଲେ, ଯାହା ପରେ ସେ ୧୪-୧୬ ଏପ୍ରିଲ…

ଆଉ କ’ଣ ପ୍ରମାଣ ଦରକାର? ଚହଲ- RJ Mahvashଙ୍କ ଖୋଲାଖୋଲି ପ୍ରେମ! ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୦।୪: ୟୁଜଭେନ୍ଦ୍ର ଚହଲ ଏବଂ RJ Mahvashଙ୍କ ଆଫେୟାରର ଆଲୋଚନା ସୋସିଆଲ ମିଡିଆରେ ବହୁତ ଦିନ ଧରି ଚାଲିଛି। ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖି ଲୋକମାନେ ବିଶ୍ୱାସ କରୁଛନ୍ତି ଯେ ଉଭୟଙ୍କ ମଧ୍ୟରେ…

ବାଇକ ଭଳି ସ୍ପିଡ! Virat Kohli ଦୌଡି ଦୌଡି କଲେ ୪ରନ୍‌, ହୃଦୟ ଜିତିଲା ଫିଟନେସ୍‌

ନୂଆଦିଲ୍ଲୀ,୨୦।୪: ବିରାଟ କୋହଲିଙ୍କ ଫିଟନେସର କୌଣସି ଉତ୍ତର ନାହିଁ। ୩୬ବର୍ଷ ବୟସରେ ମଧ୍ୟ ସେ ଯୁବପିଢ଼ିଙ୍କୁ କଡା ଟକ୍କର ଦିଅନ୍ତି। Virat Kohli ଏବେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଚାରି ରନ କରି ଫିଟନେସର ନୂଆ ମାଇଲ ଖୁଣ୍ଟ ତିଆରି…

ବୈଭବଙ୍କୁ ପ୍ରଶଂସାରେ ପୋତିଲେ Google ସିଇଓ, ୧୪ ବର୍ଷରେ ଡେବ୍ୟୁ ଦେଖି…

ନୂଆଦିଲ୍ଲୀ,୨୦।୪: ରାଜସ୍ଥାନ ରୟାଲ୍ସ (RR)ର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସରେ  ଡେବ୍ୟୁ କରି ଇଣ୍ଡିଆନ ପ୍ରିମିୟର ଲିଗ (IPL) ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି। ବୈଭବ ମାତ୍ର ୧୪ ବଷରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG)…

ଗିଲ୍‌ କରିଦେଲେ ବଡ଼ ଭୁଲ, ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଲା BCCI

ନୂଆଦିଲ୍ଲୀ,୨୦।୪: ଜରିମାନା ଗଣିବେ ଗୁଜରାଟ ଟାଇଟାନ୍ସ (GT) ଅଧିନାୟକ ଶୁଭମନ ଗିଲ। ୨୦୨୫ ଆଇପିଏଲରେ ସ୍ଲୋ ଓଭର ରେଟ ପାଇଁ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ (DC) ବିପକ୍ଷରେ GT ୭ ଉଇକେଟରେ ଜିତିବା…

ଆଜିଠୁ କଳିଙ୍ଗ ସୁପର କପ୍‌

ଭୁବନେଶ୍ୱର,୨୦ା୪(ଅନାଦି କର): ଆଇକନିକ୍‌ କଳିଙ୍ଗ ଷ୍ଟାଡିୟମରେ ରବିବାରଠାରୁ ଆରମ୍ଭ ହେବାକୁଯାଉଛି କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଇଷ୍ଟ ବେଙ୍ଗଲ ଓ କେରଳ ବ୍ଲାଷ୍ଟର୍ସ ମୁହଁାମୁହିଁ ହେବେ। ଏହି ପ୍ରତିଯୋଗିତାରେ ଭାଗନେଉଥିବା ୧୫ଟି ଦଳ ଟ୍ରଫି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri