ଆମିସଙ୍କ ନାମରେ ପ୍ରଥମ ବିଶ୍ୱକପ୍ ଶତକ
ନୂଆଦିଲ୍ଲୀ, ୨୩।୫- ଆଇସିସି ବିଶ୍ୱକପ୍ ଆସନ୍ତା ୩୦ରୁ ବ୍ରିଟେନରେ ଆରମ୍ଭ ହେବ। କ୍ରିକେଟ ବିଶ୍ୱକପ୍ର ଏହାହେବ ଦ୍ୱାଦଶ ସଂସ୍କରଣ। ଏହା ମଧ୍ୟରେ ବିଶ୍ୱକପ୍ରେ ଅନେକ ରେକର୍ଡ ଭଙ୍ଗ ହୋଇଥିବାବେଳେ ଅନେକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ତେବେ କ୍ରିକେଟର ଏହି ମହାକୁମ୍ଭରେ…
୨୦୨୨ ବିଶ୍ୱକପ୍ରେ ୩୨ ଟିମ୍
ଲାଉସେନ, ୨୩।୫(ଏଏଫ୍ପି)- ୨୦୨୨ କାତାରରେ ହେବାକୁ ଥିବା ଫିଫା ବିଶ୍ୱକପ୍ରେ ୪୮ଟି ଟିମ୍କୁ ସାମିଲ କରିବା ନେଇ ଫୁଟ୍ବଲର ସର୍ବୋଚ୍ଚ ସଂସ୍ଥା କରିଥିବା ଯୋଜନାରୁ ଓହରି ଯାଇଛି। ଫଳରେ କାତାର ବିଶ୍ୱକପ୍ ୩୨ ଟିମ୍କୁ ନେଇ ଅନୁଷ୍ଠିତ ହେବ ବୋଲି ଫିଫା…
ଇଣ୍ଡିଆ ଓପନ୍ ବକ୍ସିଂ: ଶିବ, ଅମିତ୍ ସେମିରେ
ଗୁଆହାଟୀ,୨୩।୫ (ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଇଣ୍ଡିଆ ଓପନ ବକ୍ସିଂ ଟୁର୍ନାମେଣ୍ଟରେ ଦୁଇ ଭାରତୀୟ ବକ୍ସର ଶିବ ଥାପା ଓ ଅମିତ ପଙ୍ଘାଲ ଆଶାନୁରୂପ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସ୍ଥାନୀୟ କର୍ମବୀର ନବିନ ଚନ୍ଦ୍ର ବୋର୍ଦୋଲୋଇ ଇଣ୍ଡୋର…
ୟୁରୋ ଟି୨୦ ସ୍ଲାମ୍ ପାଇଁ ଆଫ୍ରିଦୀ ଆଇକନ ଖେଳାଳି
ମୁମ୍ବାଇ, ୨୨ା୫ (ପି.ଟି.)-ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ ୟୁରୋ ଟି୨୦ ସ୍ଲାମ୍ରେ ଆଇକନ ଖେଳାଳି ଭାବେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷରେ ୬ ଜଣ ମାର୍କି ଖେଳାଳିଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଟି୨୦ ଉପଅଧିନାୟକ ଜେ.ପି. ଡୁମିନୀ ତାଙ୍କ ଟିମମେଟ୍ ଇମ୍ରାନ…
ଶାକିବ ଶ୍ରେଷ୍ଠ ଦିନିକିଆ ଅଲ୍ରାଉଣ୍ଡର
ଦୁବାଇ, ୨୩।୫- ଆଇସିସି ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହରୁ କମ୍ ସମୟ ଥିବାବେଳେ ବାଂଲାଦେଶ ଅଲ୍ରାଉଣ୍ଡର ଶାକିବ ଅଲ୍ ହାସାନ ଶ୍ରେଷ୍ଠ ଦିନିକିଆ ଅଲ୍ରାଉଣ୍ଡର ମାନ୍ୟତା ଲାଭ କରିଛନ୍ତି। ବୁଧବାର ଆଇସିସି ପକ୍ଷରୁ ପ୍ରକାଶିତ ଦିନିକିଆ ଅଲ୍ରାଉଣ୍ଡର ତାଲିକାରେ…
ଜାତୀୟ ସବ୍ଜୁନିୟର ହକି: ଓଡ଼ିଶା ଚାମ୍ପିୟନ
ଭୁବନେଶ୍ୱର, ୨୩।୫(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ରାୟପୁରରେ ଅନୁଷ୍ଠିତ ଜାତୀୟ ସବ୍ଜୁନିୟର(ଡିଭିଜନ-ଏ) ହକି ଟୁର୍ନାମେଣ୍ଟରେ ଓଡ଼ିଶା ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା ଶୁଟ୍ଆଉଟ୍ ୩-୧ ଗୋଲରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଛି। ପ୍ରକାଶ ଯୋଗ୍ୟ ଯେ, ଏହାକୁ ମିଶାଇ ଓଡ଼ିଶା…
କାଉଣ୍ଟି ପଦାର୍ପଣରେ ରାହାନେଙ୍କ ଶତକ
ନ୍ୟୁପୋର୍ଟ, ୨୩।୫(ପି.ଟି.)- ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଚମତ୍କାରଭାବେ କାଉଣ୍ଟି କ୍ରିକେଟରେ ପଦାର୍ପଣ କରିଛନ୍ତି। ହାମ୍ପଶାୟାର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ରାହାନେ ନିଜ ପ୍ରଥମ ମ୍ୟାଚରେ ନଟିଂହାମଶାୟାର ବିପକ୍ଷରେ ଶତକ ହାସଲ କରିଛନ୍ତି। ଭାରତର ତୃତୀୟ ବ୍ୟାଟ୍ସମ୍ୟାନଭାବେ…
ଆର୍ଚେରୀ ବିଶ୍ୱକପ ଷ୍ଟେଜ୍-୩: ତୃତୀୟ ରାଉଣ୍ଡରେ ଦୀପିକା, ତରୁଣଦୀପ
ଆଣ୍ଟାଲ୍ୟା (ତୁର୍କୀ), ୨୩।୫(ପି.ଟି.)- ବୁଧବାର ଏଠାରେ ଆରମ୍ଭ ହୋଇଥିବା ଆର୍ଚେରୀ ବିଶ୍ୱକପ ଷ୍ଟେଜ-୩ରେ ଦୀପିକା କୁମାରୀ ଓ ତରୁଣଦୀପ ରାୟଙ୍କ ସମେତ ୪ ଭାରତୀୟ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତେବେ ରିକର୍ଭ ଇଣ୍ଡିଭିଜୁଆଲ ସେକ୍ସନରୁ ଅତନୁ ଦାସଙ୍କ ଅଭିଯାନ ଶେଷ…
ଓ୍ବାର୍ମଅପ୍ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଅଷ୍ଟ୍ରେଲିଆ
ସାଉଥମ୍ପଟନ୍, ୨୩।୫(ପି.ଟି.)- ଆଇସିସି ବିଶ୍ୱକପ୍ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହରୁ କମ୍ ସମୟ ବାକିଥିବାବେଳେ ବୁଧବାର ଏଠାରେ ଅନୁଷ୍ଠିତ ଏକ ଓ୍ବାର୍ମଅପ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୭ ଉଇକେଟ୍ରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ…
ସମସ୍ତଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ: ସଚିନ
ନୂଆଦିଲ୍ଲୀ, ୨୩।୫(ପି.ଟି.)- କ୍ରିକେଟ ବିଶ୍ୱକପ କ୍ରମେ ପାଖେଇ ଆସିଥିବାବେଳେ ଭାରତର ସମ୍ଭାବନାକୁ ନେଇ ମତ ରଖିଛନ୍ତି ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର। ବିରାଟ କୋହଲିଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ନାହିଁ। ମାତ୍ର ସାଥୀ ଖେଳାଳିଙ୍କ ବିନା ସହଯୋଗରେ ଏକାକୀ ବିରାଟ ବିଶ୍ୱକପ…
ପ୍ରଥମ ଦେଖାରେ ବ୍ରଡଙ୍କୁ ସୁନ୍ଦରୀ ତରୁଣୀ ଭାବିଥିଲେ ଆଣ୍ଡରସନ
ଲଣ୍ଡନ,୨୩।୫(ପି.ଟି.)- ନିଜ ନୂଆ ବହି ‘ବୋଲ. ସ୍ଲିପ୍. ରିପିଟ୍’ରେ ଇଂଲଣ୍ଡର ସର୍ବାଧିକ ଟେଷ୍ଟ ଉଇକେଟ ହାସଲକାରୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଏକ ମଜାଦାର କଥା ଉଲ୍ଲେଖ କରିଛନ୍ତି। ସାଥୀ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ପ୍ରଥମ ଦେଖାରେ ସେ ଅଲଗା…
ବ୍ରିଟିଶ ଓପନ୍ ସ୍କ୍ବାଶ: କ୍ୱାର୍ଟରରେ ଜ୍ୟୋତ୍ସ୍ନା
ହଲ୍ (ଇଂଲଣ୍ଡ), ୨୨।୫(ପି.ଟି.): ଏଠାରେ ଚାଲିଥିବା ପିଏସ୍ଏ ଓ୍ବାଲର୍ଡ ଟୁର୍ ପ୍ଲାଟିନମ ଇଭେଣ୍ଟ ବ୍ରିଟିଶ ଓପନ୍ ସ୍କ୍ବାଶରେ ଭାରତର ଜ୍ୟୋତ୍ସ୍ନା ଚିନାପ୍ପା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ଜ୍ୟୋତ୍ସ୍ନା ୧୨-୧୦, ୧୧-୩, ୧୧-୯ରେ ଇଂଲଣ୍ଡର ମିଲିଏ…

