ଖେଳ

ପୁଣି ଅଧିନାୟକ ହେବେ ଏମ୍‌ ଏସ୍‌ ଧୋନୀ, IPL ୨୦୨୫ ମଝିରେ CSKର ବଡ଼ ନିଷ୍ପତ୍ତି!

ନୂଆଦିଲ୍ଲୀ,୪।୪: ପାଞ୍ଚ ଥରର ଆଇପିଏଲ୍‌ ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍‌ ସିଜନରେ ଖରାପ ପ୍ରଦର୍ଶନ କରି ଆସୁଛି। ଋତୁରାଜ ଗାୟକଓ୍ବାଡ୍‌ଙ୍କ ଅଧିନାୟକତ୍ୱରେ ଚେନ୍ନାଇ ପ୍ରଥମ ୩ ମ୍ୟାଚ୍‌ରୁ ୨ରେ ପରାଜୟର ସମ୍ମୁଖୀନ ହୋଇଛି। ଏମିତିରେ ଆଗାମୀ ମ୍ୟାଚ୍‌ଗୁଡ଼ିକ ଜିତିବା…

ବଡ଼ ଖବର: ମୁମ୍ବାଇ ଇଣ୍ଡିଆନ୍ସରୁ ବାଦ୍‌ ପଡ଼ିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୫ର ୧୬ତମ ମୁକାବିଲା ପୂର୍ବରୁ ବଡ଼ ଖବର ସାମ୍ନାକୁ ଆସିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ଖେଳାଳି ରୋହିତ ଶର୍ମା ଟିମ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ଏକାଦଶରେ…

ଗ୍ରାଣ୍ଡସ୍ଲାମ ପୁରସ୍କାର ରାଶି ବୃଦ୍ଧି ଦାବି କଲେ ଜୋକୋଭିକ

ଓ୍ବାଶିଂଟନ,୪ା୪: ପୁରସ୍କାର ରାଶି ବୃଦ୍ଧି ଦାବିରେ ନୋଭାକ ଜୋକୋଭିକ, ଜାନିକ ସିନର, ଆରିନା ସାବାଲେଙ୍କା ଓ କୋକୋ ଗଫଙ୍କ ସମେତ ବିଶ୍ୱର ୨୦ ଆଗଧାଡ଼ିର ଟେନିସ ଖେଳାଳିମାନେ ସେମାନଙ୍କ ହସ୍ତାକ୍ଷର ଥିବା ଦାବିପୂର୍ଣ୍ଣ ଚିଠିକୁ ୪ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟଙ୍କୁ ପଠାଇଛନ୍ତି।…

ଗୋଟିଏ ଓଭରରେ ଦୁଇ ହାତରେ ବୋଲିଂ

ନୂଆଦିଲ୍ଲୀ,୪ା୪: ଶ୍ରୀଲଙ୍କାର କାମିଣ୍ଡୁ ମେଣ୍ଡିସ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ପାଇଁ ଆଇପିଏଲ୍‌ରେ ପଦାର୍ପଣ କରିଥିଲେ। ପ୍ରଥମ ଆଇପିଏଲ୍‌ ମ୍ୟାଚରେ ସେ ଦୁଇ ହାତରେ ସ୍ପିନ ବୋଲିଂ କରିବାର ଦକ୍ଷତା ଦ୍ୱାରା ଉଭୟ ବ୍ୟାଟର…

ଇଂଲଣ୍ଡକୁ ବଡ଼ ଝଟ୍‌କା: ଟେଷ୍ଟ ସିରିଜ ଖେଳିବେନି ଏହି ପେସ୍‌ ବୋଲର

ଲଣ୍ଡନ, ୪ା୪: ଇଞ୍ଜୁରି ଯୋଗୁ ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳି ପାରିବେନି ଇଂଲଣ୍ଡ ପେସ୍‌ ବୋଲର ଓଲି ଷ୍ଟୋନ୍‌। ମାର୍ଚ୍ଚରେ ନଟିଙ୍ଗହାମଶାୟାର କାଉଣ୍ଟି ଦଳ ପ୍ରି-ସିଜନ ଆବୁଧାବି ଟୁର୍‌ ସମୟରେ ତାଙ୍କ ଡାହାଣ ଆଣ୍ଠୁରେ ଆଘାତ…

ମୋତେ ଅଧିକ ଟଙ୍କା ମିଳିଛି, ତା ଅର୍ଥ ନୁହେଁ…, ରାଗିଲେ Venkatesh Iyer

ନୂଆଦିଲ୍ଲୀ,୪।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୫ ପୂର୍ବରୁ ଭେଙ୍କଟେଶ ଆୟରଙ୍କୁ ମୁକ୍ତ କରିଥିଲା, କିନ୍ତୁ ମେଗା ନିଲାମରେ ତାଙ୍କୁ ଫେରାଇ ଆଣିବା ପାଇଁ ୨୩.୭୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା, ଯାହା IPL ଇତିହାସରେ ତୃତୀୟ ସର୍ବାଧିକ ପରିମାଣରେ ପରିଣତ…

ମୁମ୍ବାଇ ଦଳର ମାଲିକାଣୀ ହେଲେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା

ମୁମ୍ବାଇ,୪।୪: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମୁମ୍ବାଇ ଦଳକୁ କିଣିଛନ୍ତି। ତେନ୍ଦୁଲକର ଗ୍ଲୋବାଲ ଇ-କ୍ରିକେଟ ପ୍ରିମିୟର ଲିଗ (GEPL)ରେ ମୁମ୍ବାଇ ଦଳର ମାଲିକାନା ହାସଲ କରିଛନ୍ତି। GEPLକୁ ବିଶ୍ୱର ସବୁଠାରୁ ବଡ଼ ଇ-କ୍ରିକେଟ ଲିଗ ମଧ୍ୟରୁ ଗୋଟିଏ…

ଆଜିଠାରୁ ନୂଆ ଫର୍ମାଟରେ ପୁରୁଷ ହକି

ଝାନ୍‌ସୀ, ୪ା୪: ହକି ଇଣ୍ଡିଆ ଜାତୀୟ ସିନିୟର ପୁରୁଷ ଚାମ୍ପିୟନଶିପ୍‌ର ୧୫ତମ ସଂସ୍କରଣ ଏଠାରେ ଶୁକ୍ରବାରଠାରୁ ଖେଳାଯିବ। ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ନୂଆ ଫର୍ମାଟରେ ଖେଳାଯିବ। ପୁରୁଷ ଟୁର୍ନାମେଣ୍ଟ ପ୍ରଥମ ଥର ମେଜର ଧ୍ୟାନଚାନ୍ଦ ହକି ଷ୍ଟାଡିୟମରେ…

ରାଗିଯାଇ ଅଜିଙ୍କ୍ୟ ରାହାଣେଙ୍କ କିଟ୍‌ ବ୍ୟାଗକୁ ଗୋଇଠା ମାରିଥିଲେ ଯଶସ୍ବୀ ଜୟସଓ୍ବାଲ? ଆସିଲା ଚମକାଇବା ଭଳି ତଥ୍ୟ

ନୂଆଦିଲ୍ଲୀ,୪।୪: ଆଇପିଏଲ ୨୦୨୫ ମଧ୍ୟରେ, ଏକ ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଯେତେବେଳେ ଜଣାପଡିଲା ଯେ ଯଶସ୍ବୀ ଜୟସୱାଲ ମୁମ୍ବାଇ ଦଳ ଛାଡି ଘରୋଇ ଟୁର୍ଣ୍ଣାମେଣ୍ଟରେ ଗୋଆ ପାଇଁ ଖେଳିବାକୁ ଚାହୁଁଛନ୍ତି। ସେ ଏ ବିଷୟରେ ଏମସିଏ (ମୁମ୍ବାଇ କ୍ରିକେଟ ଆସୋସିଏସନ)କୁ…

କେକେଆର୍‌ର ବଡ଼ ବିଜୟ

କୋଲକାତା,୩ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ୮୦ ରନ୍‌ର ବଡ଼ ବ୍ୟବଧାନରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌)କୁ ପରାସ୍ତ କରିଛି। ଏହା କୋଲକାତାର ଚତୁର୍ଥ ମ୍ୟାଚରେ ଦ୍ୱିତୀୟ ବିଜୟ ହୋଇଥିବା ବେଳେ ହାଇଦ୍ରାବାଦ ଲାଗି ଏହା…

୨୦୩୧ ମହିଳା ବିଶ୍ୱକପ୍‌: ଆୟୋଜକ ଦୌଡ଼ରେ ଆମେରିକା

ବେଲଗ୍ରେଡ,୩ା୪: ୨୦୩୧ ମହିଳା ଫୁଟ୍‌ବଲ ବିଶ୍ୱକପ୍‌ ଆୟୋଜନ ଲାଗି ଆମେରିକା ଏକା ଆବେଦନ କରିଛି ଏବଂ ୟୁନାଇଟେଡ୍‌ କିଙ୍ଗଡମ ୨୦୩୫ ଟୁର୍ନାମେଣ୍ଟ ଆୟୋଜନ କରିବା ନିଶ୍ଚିତ। ଫିଫା ସଭାପତି ଗିଆନି ଇନଫାଣ୍ଟିନୋ ଗୁରୁବାର ଏହା ଘୋଷଣା କରିଛନ୍ତି। ୨୦୩୧ ଟୁର୍ନାମେଣ୍ଟ ଲାଗି…

ପାକିସ୍ତାନ ଖେଳାଳିଙ୍କୁ ଜରିମାନା

ଦୁବାଇ,୩ା୪: ଚଳିତ ସପ୍ତାହରେ ହାମିଲଟନଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ଲ୍ଲୋ ଓଭର ରେଟ୍‌ ପାଇଁ ପାକିସ୍ତାନ କ୍ରିକେଟ ଦଳକୁ ଜରିମାନା ହୋଇଛି। ମ୍ୟାଚ ରେଫରି ଜେଫ୍‌ କ୍ରୋ ପାକିସ୍ତାନର ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କ ମ୍ୟାଚ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri