ୟୁଏସ୍ ଓପନ: ସେମିରୁ ସୌରଭ ବାଦ୍
ଫୁଲର୍ଟନ(ଆମେରିକା),୧୪।୭(ପିଟି)- ଚଳିତ ୟୁଏସ୍ ଓପନ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ଅନ୍ତିମ ଭାରତୀୟ ଖେଳାଳି ଭାବେ ସୌରଭ ବର୍ମା ପୁରୁଷ ସିଙ୍ଗଲ୍ସ ବର୍ଗର ସେମିଫାଇନାଲରେ ପରାସ୍ତ ହୋଇଛନ୍ତି। ତାଙ୍କୁ ୯-୨୧, ୧୮-୨୧ ଗେମ୍ରେ ଥାଇଲାଣ୍ଡର ଟାନୋଙ୍ଗସାକ ସେନସୋମ୍ବୁସୁକ ହରାଇଛନ୍ତି।…
ଓ୍ବିଲିୟମସନଙ୍କ ବିଶ୍ୱକପ୍ ରେକର୍ଡ
ଲଡର୍ସ,୧୪।୭(ପିଟି)- ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ ରବିବାର ସ୍ବତନ୍ତ୍ର ବିଶ୍ୱକପ୍ ରେକର୍ଡର ଅଧିକାରୀ ହୋଇଛନ୍ତି। ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଫାଇନାଲ ମ୍ୟାଚ୍ରେ ୩୦ ରନ୍ର ଇନିଂସ ଖେଳିବା ଅବସରରେ ବିଶ୍ୱକପ୍ର ଗୋଟିଏ ସଂସ୍କରଣରେ ଅଧିନାୟକ ଭାବେ ସର୍ବାଧିକ ରନ୍ କରିବାର…
ମ୍ୟାକ୍ସଓ୍ବେଲ, ଷ୍ଟୋଇନିସ ଆଶେସ୍ ସିରିଜ୍ରୁ ବାଦ୍
ମେଲବୋର୍ନ,୧୪।୭- ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଓ ମାର୍କସ ଷ୍ଟୋଇନିସ ଇଣ୍ଟ୍ରୋ ଅଷ୍ଟ୍ରେଲିଆ ମୁକାବିଲା ଲାଗି ଘୋଷିତ ୨୫ ଜଣିଆ ଦଳରୁ ବାଦ୍ ପଡ଼ିଛନ୍ତି। ଉକ୍ତ ମୁକାବିଲାରୁ ଆଶେସ ସିରିଜ୍ ପାଇଁ ଟିମ୍ ପାଇନଙ୍କ ଦଳ ସ୍ପଷ୍ଟ ହେବ। ଉଭୟ ମ୍ୟାକ୍ସଓ୍ବେଲ ଓ…
ଲଣ୍ଡନରେ ଛୁଟି କାଟୁଛନ୍ତି ବିରାଟ-ଅନୁଷ୍କା, ରାଗିଲେ ଫ୍ୟାନ୍
ଲଣ୍ଡନ, ୧୪।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ଭାରତର ପରାଜୟକୁ ନେଇ ଦେଶରେ ନିରାଶାର ମାହୋଲ ଖେଳିଯାଇଥିବାବେଳେ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କାଙ୍କୁ ଧରି ଲଣ୍ଡନରେ ଛୁଟି ମନାଉଛନ୍ତି। ବିଶ୍ୱକପ ଦଳରେ…
କାଲିସଙ୍କ ସହ ସମ୍ପର୍କ ଛିନ୍ନ କଲା କେକେଆର
କୋଲକାତା,୧୪।୭- ଦୁଇ ଥର ଆଇପିଏଲ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (କେକେଆର) ମୁଖ୍ୟ କୋଚ୍ ଜ୍ୟାକ୍ସ କାଲିସ ଓ ଆସିଷ୍ଟାଣ୍ଟ କୋଚ୍ ସାଇମନ କ୍ୟାଟିଚଙ୍କ ସହ ସମ୍ପର୍କ ଛିନ୍ନ କରିଛି। ଏ ନେଇ ଫ୍ରାଞ୍ଚାଇଜ ପକ୍ଷରୁ ରବିବାର ଘୋଷଣା କରାଯାଇଛି। କୋଚ…
ବିଜୟ ମାଲ୍ୟାଙ୍କୁ ‘ବିଗ୍ବସ୍’ କହି ଟ୍ରୋଲ ହେଲେ ଗେଲ୍
ଲଣ୍ଡନ, ୧୪।୭: ପଳାତକ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭେଟିଛନ୍ତି ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଶ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍। ଫର୍ମୁଲା-୧ ବ୍ରିଟିଶ ଗ୍ରାଁ ଫ୍ରି ମୈଦାନରେ ମାଲ୍ୟାଙ୍କ ସହ ଏକ ଫଟୋ ଉଠାଇ ନିଜ ଟୁଇଟରରେ ସେ ପୋଷ୍ଟ କରିଛନ୍ତ। ଏହାସହ ସେ…
ବିଶ୍ୱକପ୍ ଫାଇନାଲ: ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ
ଲଡର୍ସ,୧୪।୭- ଚଳିତ ବଶ୍ୱକପ୍ ଫାଇନାଲ ମ୍ୟାଚ୍ରେ ବର୍ଷା ଯୋଗୁ ଟସ୍ ବିଳମ୍ବରେ ହୋଇଛି। ଟସ୍ ଜିତି ଗତଥରର ଫାଇନାଲିଷ୍ଟ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏଠାରେ ଖେଳାଯାଇଥିବା ୪ ବିଶ୍ୱକପ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ହିଁ ବିଜୟୀ…
ପୁଣି ବଢ଼ିବ ଆଇପିଏଲ ଦଳ ସଂଖ୍ୟା
ମୁମ୍ବାଇ,୧୪।୭- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଫ୍ରାଞ୍ଚାଇଜ ସଂଖ୍ୟା ପୁଣି ଥରେ ବୃଦ୍ଧିପାଇବାର ସମ୍ଭାବନା ସୃଷ୍ଟି ହାଇଛି। ଅହମ୍ମଦାବାଦ୍ର ଆଦାନୀ ଗ୍ରୁପ, ପୁଣେର ଆରପିଜି ସଞ୍ଜୀବ ଗୋୟଙ୍କା ଗ୍ରୁପ, ରାଞ୍ଚତ୍-ଜାମସେଦପୁରର ଟାଟାଙ୍କ ସହ ଅନ୍ୟ କିଛି କର୍ପୋରେଟ ହାଉସ ଆଇପିଏଲ ଫ୍ରାଞ୍ଚାଇଜ…
ବିଜେନ୍ଦରଙ୍କ କ୍ରମାଗତ ୧୧ତମ ବିଜୟ
ନୂଆଦିଲ୍ଲୀ,୧୪।୭- ଭାରତୀୟ ପେସାଦାର ବକ୍ସର ବିଜେନ୍ଦର ସିଂଙ୍କ ଅପରାଜେୟ ଧାରା ଜାରି ରହିଛି। ସେ ୟୁଏସ୍ ପ୍ରଫେଶନାଲ ସର୍କିଟରେ ଆମେରିକାନ ବକ୍ସର ମାଇକ ସ୍ନିଡରଙ୍କୁ ନକ୍ଆଉଟ୍ କରି ଦେଇଛନ୍ତି। ଏହା ବିଜେନ୍ଦରଙ୍କ କ୍ୟାରିୟରର କ୍ରମାଗତ ୧୧ତମ ବିଜୟ। ୩୩ ବର୍ଷୀୟ ହରିୟାଣା…
ମହିଳା ହକି: ଜାତୀୟ ଶିବିରରେ ଓଡ଼ିଶାରୁ ୪
ନୂଆଦିଲ୍ଲୀ, ୧୪।୭ (ପି.ଟି.)- ଜାତୀୟ ସିନିୟର ମହିଳା ହକି ଦଳର କୋଚିଂ କ୍ୟାମ୍ପ୍ ଲାଗି ଶନିବାର ହକି ଇଣ୍ଡିଆ ପକ୍ଷରୁ ୩୩ ଜଣିଆ କୋର୍ ଗ୍ରୁପ୍ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଓଡ଼ିଶାର ୪ ଜଣ ଖେଳାଳି ଦୀପ୍ଗ୍ରେସ ଏକ୍କା,…
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଆସିବେନି ଉଗାଣ୍ଡା, ଜର୍ସି: ଆଶଙ୍କାରେ ପାକିସ୍ତାନ
କଟକ ଅଫିସ,୧୪ା୭- ହଜାର ବର୍ଷର ପୁରୁଣା ସହର ଭାବେ ପରିଚିତ କଟକରେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ୨୧ତମ ସଂସ୍କରଣ। ଟେବୁଲ ଟେନିସ (ଟିଟି)ର ଏହି ମହାକୁମ୍ଭକୁ ଆଉ ମାତ୍ର ୩ ଦିନ ବାକି। ଏ…
ନିଜ ରେକର୍ଡ ଭାଙ୍ଗିଲେ ଆନସ, ହିମାଙ୍କୁ ସ୍ବର୍ଣ୍ଣ
ନୂଆଦିଲ୍ଲୀ, ୧୪।୭ (ପି.ଟି.)- ଭାରତୀୟ ଧାବକ ମହମ୍ମଦ ଆନସ ଚେକ୍ ରିପବ୍ଲିକର କ୍ଲାଡନୋଠାରେ ଅନୁଷ୍ଠିତ କ୍ଲାଡନୋ ମେମୋରିଆଲ ଆଥ୍ଲେଟିକ ମିଟ୍ର ପୁରୁଷ ୪୦୦ ମିଟର ରେସ୍ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ଦୂରତାକୁ ଆନସ ୪୫.୨୧ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ…

