ଖେଳ

ୟୁଟର୍ନ ନେଲେ ରାୟୁଡୁ

ହାଇଦ୍ରାବାଦ,୩୦।୮: କ୍ରିକେଟରୁ ଅବସର ଘୋଷଣା କରିବାର ଦୁଇମାସ ପରେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ୟୁଟର୍ନ ନେଇଛନ୍ତି। ଅବସର ନିଷ୍ପତ୍ତି ଏକ ଭାବବିହ୍ବଳ ଥିଲା। ଏବେ ୩୩ ବର୍ଷୀୟ କ୍ରିକେଟର ଚୟନ ପାଇଁ ଉପଲବ୍ଧ ଥିବା ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍‌ସିଏ)କୁ…

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ଅଭିଷେକଙ୍କୁ ସ୍ବର୍ଣ୍ଣ, ସୌରଭଙ୍କୁ ବ୍ରୋଞ୍ଜ

ରିଓ ଡି’ ଜାନିରୋ,୩୦।୮: ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ସହ ବ୍ରୋଞ୍ଜ ପଦକ ମିଳିଛି। ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଅଭିଷେକ ବର୍ମା ସ୍ବର୍ଣ୍ଣ…

ଗଲ୍ଫ ଖେଳୁଛନ୍ତି ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମ୍‌.ଏସ. ଧୋନୀ ଏବେ ଆମେରିକାରେ ଛୁଟି କଟାଉଛନ୍ତି। ଟେରିଟୋରିଆଲ ଆର୍ମିରେ ତାଲିମ୍‌ ନେବା ପରେ ଧୋନୀ ସାଥୀ ଖେଳାଳି କେଦାର ଯାଦବଙ୍କ ସହ ଆମେରିକା ଯାଇଛନ୍ତି। ସେଠାରେ ସେ ନିଜ ବନ୍ଧୁଙ୍କ ସହ ଗଲ୍ଫ…

ପାକିସ୍ତାନ ଗସ୍ତ କରିବାକୁ ଚାହୁଁ ନାହାନ୍ତି ସିନିୟର ଶ୍ରୀଲଙ୍କା କ୍ରିକେଟର

କଲମ୍ବୋ,୩୦।୮: ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବର ମଧ୍ୟରେ ପାକିସ୍ତାନ ଗସ୍ତରେ ଆସି ଶ୍ରୀଲଙ୍କା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍‌ ଖେଳିବ। ଏହି ସିରିଜ୍‌ରେ ଶ୍ରୀଲଙ୍କାର ସିନିୟର କ୍ରିକେଟର ଅଂଶଗ୍ରହଣ କରିବାକୁ ଚାହୁଁ ନାହାନ୍ତି। ଏ ନେଇ ପାକିସ୍ତାନର…

ଯୋଜନାବଦ୍ଧ ଉଦ୍ୟମ ଜରୁରୀ

ଆମ ଦେଶ ଲୋକ ସଂଖ୍ୟା ଦୃଷ୍ଟିରୁ ଯେତିକି ଅଗ୍ରଗତି କରିଛି କ୍ରୀଡା କ୍ଷେତ୍ରରେ ଗୋଟିଏ ଅଲିମ୍ପିକ ପଦକ ପାଇଁ ସେତିକି ସଂଘର୍ଷର ସାମ୍ନା କରୁୂଛି । ବିଶ୍ୱସ୍ତରୀୟ କ୍ରୀଡା ପ୍ରତିଯୋଗିତା ଗୁଡିକରେ ପଦକଟିଏ ପାଇଁ ଆମକୁ ବହୁ କଷ୍ଟ ସ୍ବୀକାର କରିବାକୁ…

ସାବାସ୍‌ ସିନ୍ଧୁ

ଭାରତର ତାରକା ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏବେ ଟପ୍‌ ଫର୍ମରେ। ନିଜ ଜାଜ୍ୱଲ୍ୟମାନ କ୍ୟାରିୟରରେ ସେ ଯୋଡ଼ିଛନ୍ତି ଆଉ ଏକ ସ୍ବର୍ଣ୍ଣିମ ସଫଳତା। ସୁଇଜରଲାଣ୍ଡର ବାସେଲଠାରେ ଅନୁଷ୍ଠିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ମହିଳା ସିଙ୍ଗଲ୍ସରେ ସେ ହାସଲ କରିଛନ୍ତି…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦: ଧୋନୀଙ୍କୁ ସ୍ଥାନ ମିଳିଲାନି, ହାର୍ଦ୍ଦିକ ଫେରିଲେ

ନୂଆଦିଲ୍ଲୀ, ୩୦।୮ (ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଲାଗି ଗୁରୁବାର ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଘୋଷିତ ୧୫ ଜଣିଆ ଦଳରେ ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂ…

ଓସିଏ ନିର୍ବାଚନ: ଅକ୍ଟୋବର ୨୦ ସୁଦ୍ଧା ସରିବ

କଟକ ଅଫିସ,୩୦ା୮- ଆସନ୍ତା ଅକ୍ଟୋବର ୨୦ ତାରିଖ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ ହେବ। ଏ ନେଇ ଗୁରୁବାର ଓସିଏର ନିର୍ବାଚନ ଅଧିକାରୀ ମାଖନ ଲାଲ ମଜୁମଦାର ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଓସିଏ ନିର୍ବାଚନକୁ ନେଇ ଏବେ…

ସେରେନା, ଫେଡରରଙ୍କ କଷ୍ଟସାଧ୍ୟ ବିଜୟ

ନ୍ୟୁୟର୍କ, ୩୦ା୮ (ଏଏଫ୍‌ପି)- ଚଳିତ ୟୁଏସ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ସେରେନା ଓ୍ବିଲିୟମ୍ସ ଓ ଗତଥର ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ନୋଭାକ୍‌ ଜୋକୋଭିଚ୍‌ଙ୍କ ଭଳି ଖେଳାଳି କଷ୍ଟସାଧ୍ୟ ବିଜୟ ସହ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ବର୍ଷାରେ ବାଧାପ୍ରାପ୍ତ ଖେଳରେ…

ସୁସ୍ଥ ଜୀବନ ପାଇଁ ବ୍ୟାୟାମ ଜରୁରୀ: ୬ କ୍ରୀଡ଼ା ଖବରଦାତା ସମ୍ମାନିତ

ଭୁବନେଶ୍ୱର, ୩୦।୮(କ୍ରୀଡ଼ା ପ୍ରତିନିଧି)-ସ୍ବାସ୍ଥ୍ୟ ହିଁ ସମ୍ପଦ। ଜଣେ ସୁସ୍ଥ ରହିଲେ ଯାଇ ସତେଜ ମାନସିକତାରେ କାର୍ଯ୍ୟ କରିପାରିବ। ତେଣୁ ସାମ୍ପ୍ରତିକ ବ୍ୟସ୍ତ ବହୁଳ ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ପାଇଁ କିଛି ସମୟ ବାହାର କରି ବ୍ୟାୟାମରେ ନିୟୋଜିତ କରିବାକୁ ହେବ।…

ରବିକୁମାର ମୋର ଆଦର୍ଶ: ଭକ୍ତରାମ

ଭୁବନେଶ୍ୱର,୩୦।୮- ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ରବିକୁବାର ମୋର ଆଦର୍ଶ ବୋଲି ସ୍ବତନ୍ତ୍ର ଭାବେ ପୁରସ୍କୃତ ହୋଇଥିବା ଯୁବ ଭାରୋତ୍ତୋଳକ ଭକ୍ତରାମ ଦେଷ୍ଟି କହିଛନ୍ତି। ୨୦୧୨ରେ ଖେଳିବା ଆରମ୍ଭ କରିଥିଲି। ଭଲ କୋଚ୍‌ ଥିଲେ ମଧ୍ୟ ମାଲକାନଗିରି ସ୍ପୋଟର୍‌ସ ହଷ୍ଟେଲରେ…

ପ୍ରମୋଦଙ୍କୁ ହରାଇବା କଷ୍ଟକର: ଦିଲ୍ଲେଶ୍ୱର

ଭୁବନେଶ୍ୱର, ୩୦।୮- ପ୍ରମୋଦଙ୍କୁ ଏବେ ହରାଇବା କଷ୍ଟକର ବୋଲି ତାଙ୍କ ଡବଲ୍ସ ପାର୍ଟନର ଦିଲ୍ଲେଶ୍ୱର ରାଓ କହିଛନ୍ତି। ଏବେ ସେ ଯେଉଁ ଫର୍ମରେ ଅଛନ୍ତି ତାଙ୍କୁ ବିଶ୍ୱର କୌଣସି ଖେଳାଳି ହରାଇବା ନିଶ୍ଚିତ ଭାବେ କଷ୍ଟକର। ବିଭିନ୍ନ ରାଜ୍ୟ ଓ ଜାତୀୟସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?