ଆର୍ସିବିର ସହଜ ବିଜୟ: ସଲ୍ଟ, କୋହଲିଙ୍କ ଅର୍ଦ୍ଧଶତକ
ଜୟପୁର,୧୩ା୪: ବୋଲରଙ୍କ ମାପଚୁପ ବୋଲିଂ ଓ ପରେ ଫିଲ୍ ସଲ୍ଟ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍ସିବି) ୯ ଉଇକେଟରେ ରାଜସ୍ଥାନ ରୟାଲ୍ସ(ଆର୍ଆର୍)କୁ ପରାସ୍ତ କରିଛି। ରାଜସ୍ଥାନ ପକ୍ଷରୁ ଧାର୍ଯ୍ୟ…
ଜଣାପଡ଼ିଲା କେଉଁ ଫୋନ ବ୍ୟବହାର କରୁଛନ୍ତି ବିରାଟ କୋହଲି, ଜାଣନ୍ତୁ ଏହାର ମୂଲ୍ୟ
ନୂଆଦିଲ୍ଲୀ,୧୩।୪: ଭାରତୀୟ କ୍ରିକେଟ ଟିମ୍ର ଷ୍ଟାର ଖେଳାଳି ବିରାଟ କୋହଲି କେବଳ ତାଙ୍କର ଚମତ୍କାର ଖେଳ ପାଇଁ ନୁହେଁ ବରଂ ତାଙ୍କର ଜୀବନଶୈଳୀ ଏବଂ ଗ୍ୟାଜେଟ ପାଇଁ ମଧ୍ୟ ଖବରରେ ରହିଛନ୍ତି। ତାଙ୍କ ପ୍ରଶଂସକଙ୍କ ମନରେ ପ୍ରାୟତଃ ଏହି ପ୍ରଶ୍ନ ଉଠେ…
‘ଶତ୍ରୁ’ଙ୍କ ପ୍ରେମରେ ପଡ଼ିଗଲେ ପ୍ରୀତି ଜିଣ୍ଟା! ଖୋଲାଖୋଲି ଭାବେ ମଇଦାନରେ କଲେ ଏମିତି…
ନୂଆଦିଲ୍ଲୀ,୧୩।୪: ’ଶତ୍ରୁ’ଙ୍କ ପ୍ରେମରେ ପଡ଼ିଯାଇଛନ୍ତି ଚୁଲବୁଲି ପ୍ରୀତି ଜିଣ୍ଟା। ଆପଣ ଭାବୁଥିଲେ କାହିଁକି ଏବଂ କିଭଳି? କାରଣ ଶତ୍ରୁଜଣଙ୍କ ଏପରି ଏକ କାମ କରିଛନ୍ତି ଯେ ତାଙ୍କୁ ସେ ଅଣଦେଖା କରିପାରି ନାହାନ୍ତି। ଆମେ ଅଭିଷେକ ଶର୍ମାଙ୍କ କଥା କହୁଛୁ, ଯିଏ…
ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ
ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍ ପକ୍ଷରୁ ଧାର୍ଯ୍ୟ ୨୪୬ ରନର ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ୧୮.୩ ଓଭରରେ ୨ ଉଇକେଟ…
ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ
କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଶନିବାର ଅନୁଷ୍ଠିତ ଫାଇନାଲରେ ଦଳ ୨-୧ ଗୋଲ୍ରେ ବେଙ୍ଗାଲୁରୁ ଏଫ୍ସିକୁ ପରାସ୍ତ କରିଛି। ସଂଘର୍ଷପୂର୍ଣ୍ଣ…
ଦିନିକିଆ କ୍ରିକେଟରେ ଆଇସିସି କରିପାରେ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ,୧୨ା୪: ଦିନିକିଆ କ୍ରିକେଟ ବ୍ୟାଟରଙ୍କୁ ଅତ୍ୟଧିକ ସୁହାଉଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୫୦ ଓଭରିଆ ଫର୍ମାଟରେ ଦୁଇ ନୂଆ ବଲର ବ୍ୟବହାର ନିୟମରେ ପରିବର୍ତ୍ତନ କରିପାରେ। ଦିନିକିଆ ଫର୍ମାଟରେ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା ଦୁଇ ନୂଆ ବଲ…
IPL ୨୦୨୫ ମଝିରେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍କା, ହଠାତ ବଡ଼ ନିଷ୍ପତ୍ତି ନେଇ ଦଳ ଛାଡ଼ିଲେ ଏହି ଷ୍ଟାର ଖେଳାଳି…
ନୂଆଦିଲ୍ଲୀ,୧୨।୪: ଆଇପିଏଲ୍ ୨୦୨୫ରେ ଏଯାବତ ୨୫ ମ୍ୟାଚ୍ ଖେଳାଯାଇଛି। ଏବେ ବି ପ୍ଲେଅଫ୍କୁ ବହୁତ ସମୟ ଥିବା ବେଳେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍କା ଲାଗିଛି। ଦଳର ଜଣେ ଷ୍ଟାର ଖେଳାଳି ହଠାତ୍ ସ୍ବଦେଶ ଫେରିଯାଇଛନ୍ତି। ସେ ହେଲେ ଗ୍ଲେନ୍ ଫିଲିପ୍ସ।…
୬ ମ୍ୟାଚ୍ରୁ ୫ରେ ପରାଜୟ, IPL ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିଲା ଚେନ୍ନାଇ?କ’ଣ କହୁଛି…
ନୂଆଦିଲ୍ଲୀ,୧୨।୪: ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏପର୍ଯ୍ୟନ୍ତ IPL ୨୦୨୫ ବହୁତ ଖରାପ ରହିଛି। ପ୍ରଥମ ୬ ମ୍ୟାଚ୍ରୁ ୫ରେ CSK ପରାଜିତ ହୋଇଛି। ଏହି ସିଜିନରେ ଚେନ୍ନାଇ ପ୍ରଥମ ମ୍ୟାଚ ଜିତିଥିଲା। ଏହା ପରେ ଦଳ ଲଗାତାର ୫ଟି ମ୍ୟାଚ୍…
ପ୍ରସିଦ୍ଧ ଖେଳାଳି ତଥା IPL 2025ର କିମ୍ବଦନ୍ତୀ କମେଣ୍ଟଟରଙ୍କ ସ୍ତ୍ରୀ ବିକୁଛନ୍ତି ଜୁସ୍, ନାଁ ଜାଣିଲେ ଉଡିବ ହୋସ୍
IPL 2025ରେ ଅନେକ କ୍ରିକେଟ କିମ୍ବଦନ୍ତୀ ଭାଷ୍ୟକାର ବା କମେଣ୍ଟଟର ଅଛନ୍ତି। ଏଥିରେ ଗୋଟିଏ ନାମ ପୂର୍ବତନ ୱେଷ୍ଟଇଣ୍ଡିଜ ଖେଳାଳି ଡାରେନ ଗଙ୍ଗାଙ୍କର ମଧ୍ୟ ଅଛି। ଏହି ସିଜିନରେ ସେ ୱାଲର୍ଡ ଫିଡର ଇଂରାଜୀ କମେଣ୍ଟ୍ରି ପ୍ୟାନେଲର ଅଂଶ। ଏଥିପାଇଁ ସେ…
କୋଲକାତାର ମହାବିଜୟ, ୮ ଉଇକେଟରେ ହାରିଗଲା ଚେନ୍ନାଇ
ଚେନ୍ନାଇ, ୧୧।୪-ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଦଳ ଖରାପ ପ୍ରଦର୍ଶନ ଜାରି ରଖି କ୍ରମାଗତ ୫ମ ପରାଜୟ ବରଣ କରିଛି। ଆହତ ଋତୁରାଜ…
ଏଏଫ୍ସି ଏସିଆନ କପ୍ ୨୦୩୧ ଲାଗି ବିଡ୍ ଦାଖଲ କଲା ଭାରତ
ନୂଆଦିଲ୍ଲୀ, ୧୧ା୪: ଭାରତ ୨୦୩୧ ଏଏଫ୍ସି ଏସିଆନ କପ୍ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରି ଏହାର ବିଡ୍ ‘ ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ (ଇଓଏଲ୍) ଦାଖଲ କରିଥିବା ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) ଶୁକ୍ରବାର ପ୍ରକାଶ କରିଛି। ବିଡ୍…
୮ ପଦକ ସହ ଦ୍ୱିତୀୟ ସ୍ଥାନରେ ଭାରତ
ବୁଏନ୍ସ ଏରିଜ, ୧୧ା୪: ରାଇଫଲ ପିସ୍ତଲ ଓ ଶଟ୍ଗନ୍ ଶୁଟରମାନଙ୍କ ଲାଗି ବର୍ଷର ପ୍ରଥମ ଆଇଏସ୍ଏସ୍ଏଫ୍ ଓ୍ବାଲର୍ଡ କପ୍ ଯୁବ ଟ୍ରାପ୍ ମିକ୍ସଡ ଟିମ୍ ଯୋଡ଼ି ଲକ୍ଷ୍ୟ ଶେଓରାନ ଓ ନୀରୁ ଫାଇନାଲରେ ଗୋଟିଏ ପଏଣ୍ଟ ପାଇଁ ଏକ ପଦକ ହାତଛଡ଼ା…
Archives


