ଖେଳ

ଜ୍ୟୋତିଙ୍କୁ ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ, ୨୦ା୯: ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଅଷ୍ଟ୍ରେଲିଆ ଟୁର୍‌ ପାଇଁ ମନୋନୀତ ୨୩ ଜଣିଆ ଜୁନିୟର ଭାରତୀୟ ମହିଳା ହକି ଦଳର ନେତୃତ୍ୱ ନେବେ ଡିଫେଣ୍ଡର ଜ୍ୟୋତି ସିଂ। ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହି ମ୍ୟାଚଗୁଡ଼ିକ କାନବେରାସ୍ଥିତ ନ୍ୟାଶନାଲ…

ଧର୍ମଶାଳା ମହାବିଦ୍ୟାଳୟର ୩ ଛାତ୍ର ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ମନୋନୀତ

ଧର୍ମଶାଳା,୨୦ା୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟର ୩ ଛାତ୍ର ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ମନୋନୀତ ହୋଇଛନ୍ତି। କେନ୍ଦୁଝର ଜିଲା ବଡ଼ବିଲଠାରେ ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। ଏଥିରେ ଧର୍ମଶାଳା ମହାବିଦ୍ୟାଳୟ ଯୁକ୍ତ…

ନୀରଜ ଚୋପ୍ରାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି, ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୨୦।୯: ନୀରଜ ଚୋପ୍ରା ୨୦୨୧ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଜାଭେଲିନ ଥ୍ରୋ ସାରା ଭାରତରେ ଉତ୍ସାହର ଲହରୀ ଖେଳିଯାଇଥିଲା। ସଦ୍ୟ ସମାପ୍ତ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ, ନୀରଜ ଚୋପ୍ରାଙ୍କୁ ଅଷ୍ଟମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ନୀରଜଙ୍କ ଭାରତର…

ପାକିସ୍ତାନ ନାଁ ଶୁଣି ଏମିତି କହିଦେଲେ ସୂର୍ଯ୍ୟକୁମାର: ଚାରିଆଡ଼େ ଖେଲିଗଲା…

ଆବୁଧାବି,୨୦।୯: ଭାରତ ଏସିଆ କପ ୨୦୨୫ ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ ଓମାନ ବିପକ୍ଷରେ ଖେଳି ୨୧ ରନରେ ବିଜୟୀ ହୋଇଥିଲା। ଟିମ ଇଣ୍ଡିଆ ପାଇଁ ଏହି ବିଜୟ ସହଜ ମନେ ହେଉଥିଲେ ମଧ୍ୟ ଓମାନ ଯେଉଁଭଳି ଭାବରେ ଚ୍ୟାଲେଞ୍ଜ କରିଥିଲା,…

‘ଚମତ୍କାର’ କ୍ୟାଚ୍‌ ନେଲେ ହାର୍ଦ୍ଦିକ ପାଣ୍ଡ୍ୟା: ସମସ୍ତେ ରହିଗଲେ ଆବାକାବା, ଦେଖନ୍ତୁ Video

ଆବୁଧାବି,୨୦।୯: ଏସିଆ କପ ୨୦୨୫ର ଗ୍ରୁପ ଏ ମ୍ୟାଚରେ ଭାରତ ଓମାନକୁ ୨୧ ରନରେ ପରାସ୍ତ କରି ଗ୍ରୁପ ପର୍ଯ୍ୟାୟ ଶେଷ କରିଥିଲା। ତଥାପି, ଏହି ବିଜୟ ଟିମ ଇଣ୍ଡିଆ ପାଇଁ ସହଜ ନ ଥିଲା। ୪୩ ବର୍ଷୀୟ ବ୍ୟାଟ୍ସମ୍ୟାନ ଆମିର…

ଓମାନ ବିପକ୍ଷ ମ୍ୟାଚରେ ଆହତ ହେଲେ ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ, ଅଧାରୁ ଛାଡିଲେ…

ଆବୁଧାବି,୨୦।୯: ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଓମାନ ବିପକ୍ଷରେ ଏସିଆ କପର ଶେଷ ଲିଗ ମ୍ୟାଚ ସମୟରେ ଆହତ ହୋଇଥିଲେ। ଶୁକ୍ରବାର ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଓମାନ ବିପକ୍ଷରେ ଏସିଆ କପ ୨୦୨୫ ମ୍ୟାଚ ସମୟରେ ଟିମ ଇଣ୍ଡିଆର ଷ୍ଟାର…

ପୁଣି ବିବାହ କରିବେ ମହମ୍ମଦ ଶାମି? ସାନିଆ ମିର୍ଜାଙ୍କ ସହ ଭାଇରାଲ ହେଲା…

ନୂଆଦିଲ୍ଲୀ,୧୯।୯: ଏସିଆ କପ 2025ର ମହାସମର ଏବେ ଜାରି ରହିଛି। ଏହାରେ ଭାରତୀୟ କ୍ରିକେଟ ଟିମରୁ ଫାଷ୍ଟ ବୋଲର୍‌ ମହମ୍ମଦ ଶାମି ବାହାରେ ଅଛନ୍ତି। କ୍ରିକେଟରେ ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପ୍ରସଙ୍ଗରେ ଏବେ ସେ ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ…

ଆଜି ଭାରତ-ଓମାନ ମୁକାବିଲା: ଏହି ସବୁ ଖେଳାଳିଙ୍କୁ ଦିଆଯାଇପାରେ ବିଶ୍ରାମ

ଆବୁଧାବି,୧୯ା୯: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଶୁକ୍ରବାର ଚଳିତ ଏସିଆ କପ୍‌ରେ ତା’ର ଅନ୍ତିମ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଓମାନକୁ ଭେଟିବ। ଭାରତ ପୂର୍ବରୁ ସୁପର-୪’ ପର୍ଯ୍ୟାୟରେ ସ୍ଥାନ ପକ୍କା କରିସାରିଥିବାରୁ ଶେଖ୍‌ ଜାୟେଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି…

ରବିନ ଉଥାପାଙ୍କ ଖୁଲାସା: ଏହି ଷ୍ଟାରଙ୍କ ସହିତ ସମ୍ପର୍କ ବଗାଡ଼ି ଦେଇଥିଲେ ସାଙ୍ଗମାନେ

ବେଙ୍ଗାଲୁରୁ,୧୯।୯: ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥାପା କର୍ଣ୍ଣାଟକ ଦଳର ଜଣେ ସାଙ୍ଗ ତାଙ୍କ ଓ କରୁଣ ନାୟାରଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଥିବା ଖୁଲାସା କରିଛନ୍ତି। ‘ଫାର୍ଷ୍ଟ ଅମ୍ପାୟାର’ ପଡ଼କାଷ୍ଟରେ ଉଥାପା କହିଛନ୍ତି, ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ନ…

ଏସିଆ କପ୍‌ ମ୍ୟାଚ ବେଳେ କ୍ରିକେଟରଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ମ୍ୟାଚ ମଝିରେ ଆସିଲା ଦୁଃଖଦ ଖବର

ଦୁବାଇ,୧୯।୯: ଏସିଆ କପ୍ ୨୦୨୫ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ମଝିରେ ଶ୍ରୀଲଙ୍କାର ତାରକା କ୍ରିକେଟର ଡୁନିଥ ଓ୍ବେଲାଲାଗେଙ୍କ ପିତା ସୁରଙ୍ଗା ଓ୍ବେଲାଲାଗେଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ଶ୍ରୀଲଙ୍କା ବିଜୟୀ ହୋଇଥିଲେ ମଧ୍ୟ, ଖେଳ…

ସୁପର-୪’ରେ ସ୍ଥାନ ପକ୍କା କଲେ ଶ୍ରୀଲଙ୍କା, ବାଂଲାଦେଶ

ଆବୁଧାବି,୧୮ା୯: ନୁଓ୍ବାନ ଥୁସାରାଙ୍କ ଘାତକ ବୋଲିଂ ଓ ପରେ କୁସାଲ ମେଣ୍ଡିସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଚଳିତ ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍‌-ବି’ର ଅନ୍ତିମ ମ୍ୟାଚ୍‌ରେ ଶ୍ରୀଲଙ୍କା ୬ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହା ଶ୍ରୀଲଙ୍କାର କ୍ରମାଗତ ତୃତୀୟ…

ଏସିଆ କପରେ ନିୟମ ଉଲ୍ଲଂଘନ ପାଇଁ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ICC: ରିପୋର୍ଟ

ଦୁବାଇ,୧୮ା୯: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବିରୋଧରେ ଏସିଆ କପରେ ଏକାଧିକ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ବିଚାର କରୁଛି। ବୁଧବାର ପାକିସ୍ତାନ ଓ ୟୁଏଇ ମଧ୍ୟରେ ମ୍ୟାଚ ପୂର୍ବରୁ ପିସିବି ମ୍ୟାଚ ରେଫରୀ ଆଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?