ଇଂଲଣ୍ଡ ଆସେସ୍ ଦଳରେ ଆର୍ଚର
ଲଣ୍ଡନ,୨୭।୭- ଆସନ୍ତା ସପ୍ତାହରେ ଏଜବାଷ୍ଟନ୍ଠାରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଲାଗି ଶନିବାର ଇଂଲଣ୍ଡ ଦଳ ଘୋଷଣା ହୋଇଛି। ଏହି ଦଳରେ ସ୍ଥାନ ପାଇଛନ୍ତି ପେସର ଜୋଫ୍ରା ଆର୍ଚର। ସେ ଦଳ ପାଇଁ ବିଶ୍ୱକପ୍ ଫାଇନାଲରେ…
ବିଜୟ ଦ୍ୱାରରେ ଭାରତ ଏ’
ନର୍ଥ ସାଉଣ୍ଡ(ଆଣ୍ଟିଗୁଆ),୨୭।୭(ପି.ଟି.)- ବାମହାତୀ ସ୍ପିନର ଶାହାବାଜ ନଦିମ ଦ୍ୱିତୀୟ ଥର ୫ ଉଇକେଟ ହାତେଇବା ଯୋଗୁ ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷ ଅନ୍ଅଫିସିଆଲ ଟେଷ୍ଟ ମ୍ୟାଚ୍ରେ ଭାରତ ଏ’ ଦଳ ବିଜୟ ଦ୍ୱାରଦେଶରେ ରହିଛି। ପ୍ରଥମ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ୨୨୮ ରନ୍ କରିଥିବାବେଳେ…
ଧୋନୀଙ୍କୁ ଗମ୍ଭୀରଙ୍କ ପ୍ରଶଂସା
ନୂଆଦିଲ୍ଲୀ,୨୭।୭- ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ଭେଟେରାନ ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀଙ୍କ ଭାରତୀୟ ଆର୍ମିରେ କାର୍ଯ୍ୟ କରିବାକୁ ପ୍ରଶଂସା କରିଛନ୍ତି। ଗମ୍ଭୀରଙ୍କ ଅନୁଯାୟୀ, ଧୋନୀଙ୍କ ନିଷ୍ପତ୍ତି ଦେଶର ବହୁ ଯୁବକଙ୍କୁ ଆର୍ମିରେ ଯୋଗଦେବାକୁ ଅନୁପ୍ରାଣିତ କରିବ। ତେଣୁ…
ସାମିଙ୍କ ୟୁଏସ୍ଏ ଭିଜା ରଦ୍ଦ, ବିସିସିଆଇର ହସ୍ତକ୍ଷେପ
ଟୋକିଓ,୨୭।୭(ପି.ଟି.)- ଖରାପ ପୋଲିସ ରେକର୍ଡ ଯୋଗୁ ଭାରତୀୟ ପେସର ମହମ୍ମଦ ସାମିଙ୍କ ଆମେରିକା ଭିଜାକୁ ପ୍ରାଥମିକ ଭାବେ ରଦ୍ଦ କରାଯାଇଥିଲା। ଫଳରେ ସାମି ଭାରତୀୟ ଦଳ ସହ ଆମେରିକା ଗସ୍ତ ନ କରି ପାରନ୍ତି ବୋଲି ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ…
ଜାପାନ ଓପନ: ଶେଷ ହେଲା ଭାରତର ଅଭିଯାନ
ଟୋକିଓ,୨୭।୭(ପି.ଟି.)- ଚଳିତ ଜାପାନ ଓପନ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ସାଢ଼େ ୭ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଇଭେଣ୍ଟର ସେମିଫାଇନାଲରେ ବି. ସାଇ ପ୍ରଣୀଥ ବିଶ୍ୱର ନଂ ୧ ର଼୍ୟାଙ୍କ୍ କେଣ୍ଟୋ ମୋମୋଟାଙ୍କଠାରୁ ହାରିଯାଇଛନ୍ତି। ଶନିବାର…
ବିରାଟ-ରୋହିତ ବିବାଦକୁ ସିଓଏ ମୁଖ୍ୟଙ୍କ ଅସ୍ବୀକାର
ନୂଆଦିଲ୍ଲୀ,୨୭ା୭(ପି.ଟି.) ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଡେପୁଟି ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ରହିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ଏହି ଘଟଣାକୁ ପ୍ରଶାସକ କମିଟି(ସିଓଏ) ଅଧ୍ୟକ୍ଷ ବିନୋଦ ରୟ ଶୁକ୍ରବାର ଖଣ୍ଡନ କରିଛନ୍ତି। ଗଣମାଧ୍ୟମରେ…
ସର୍ବଭାରତୀୟ ସବ୍-ଜୁନିୟର ର଼୍ୟାଙ୍କିଙ୍ଗ ବ୍ୟାଡ୍ମିଣ୍ଟନ: ଶ୍ୱେତପର୍ଣ୍ଣା-ସାତ୍ୱିକ ଯୋଡ଼ି ଚାମ୍ପିୟନ
ଭୁବନେଶ୍ୱର,୨୭ା୭(ସ୍ପୋଟର୍ସ ବ୍ୟୁରୋ) ମଣିପୁରର ଇମ୍ଫାଲଠାରେ ଅନୁଷ୍ଠିତ ସର୍ବଭାରତୀୟ ସବ୍ଜୁନିୟର ର଼୍ୟାଙ୍କିଙ୍ଗ ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ରେ ଓଡ଼ିଶାର ଶ୍ୱେତପର୍ଣ୍ଣା ପଣ୍ଡା ଓ ତେଲେଙ୍ଗାନାର ସାତ୍ୱିକ ରେଡ୍ଡୀ କେ. ୧୫ ବର୍ଷରୁ କମ୍ ମିକ୍ସଡ୍ ଡବଲ୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ଶ୍ୱେତପର୍ଣ୍ଣାଙ୍କ ଏହା ପ୍ରଥମ…
ଫେଲ୍ପ୍ସଙ୍କ ରେକର୍ଡ ଭାଙ୍ଗିଲେ ଡ୍ରେସେଲ
ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ), ୨୭ା୭ (ଏଏଫ୍ପି)- କାଲେବ ଡ୍ରେସେଲ ପୁରୁଷ ୧୦୦ ମିଟର ବଟରଫ୍ଲାଏ ସୁଇମିଂରେ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଏଠାରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍ର ସେମିଫାଇନାଲରେ ମାଇକେଲ ଫେଲ୍ପଙ୍କ ପୁରୁଣା ରେକର୍ଡକୁ ସେ ଭଙ୍ଗ କରିଦେଇଛନ୍ତି। ଗତଥରର ଚାମ୍ପିୟନ…
ଆସେସ୍ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ: ସ୍ମିଥ, ଓ୍ବାର୍ନର, ବ୍ୟାଙ୍କ୍ରଫ୍ଟ ସାମିଲ
ଲଣ୍ଡନ,୨୭ା୭(ଏ.ଏଫ୍.ପି.) ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଥିବା ଆସେସ୍ ସିରିଜ ପାଇଁ ଶୁକ୍ରବାର ଅଷ୍ଟ୍ରେଲିଆର ୧୭ଜଣିଆ ଦଳ ଘୋଷଣା କରାଯାଇଛି। ୫ ମ୍ୟାଚ ବିଶିଷ୍ଟ ଏହି ସିରିଜ୍ ଲାଗି ଅଷ୍ଟ୍ରେଲିଆ ଦଳରେ ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍, ଡେଭିଡ୍ ଓ୍ବାର୍ନରଙ୍କ ସହ…
ଭାରତ ବିପକ୍ଷ ଦିନିକିଆ ସିରିଜ: ଓ୍ବେଷ୍ଟଇଣ୍ଡିଜ ଦଳରେ ଗେଲ୍
ସେଣ୍ଟ ଜନ୍ସ(ଆଣ୍ଟିଗୁଆ), ୨୭।୭(ପି.ଟି.)- ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷଣା କରାଯାଇଛି। ଅଗଷ୍ଟ ୮ରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଦଳରେ କ୍ରିସ୍ ଗେଲ୍ ସ୍ଥାନ ପାଇଛନ୍ତି।…
ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ହକିଭାରତୀୟ ମହିଳା ଦଳରେ ଲିଲିମା, ଦୀପଗ୍ରେସ୍
ନୂଆଦିଲ୍ଲୀ, ୨୭।୭- ୨୦୨୦ ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟ ଅଗଷ୍ଟ ୧୭ରୁ ୨୧ ପର୍ଯ୍ୟନ୍ତ ଜାପାନରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଶୁକ୍ରବାର ୧୮ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ଏହି ଦଳରେ ୨…
ଥାଇଲାଣ୍ଡ ଅନ୍ତର୍ଜାତୀୟ ବକ୍ସିଂ : ଫାଇନାଲରେ ୫ ଭାରତୀୟ
ନୂଆଦିଲ୍ଲୀ,୨୭।୭(ପି.ଟି.)- ରାଜଧାନୀ ବ୍ୟାଙ୍କକ୍ରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ବକ୍ସିଂ ଟୁର୍ନାମେଣ୍ଟର ଫାଇନାଲରେ ୫ ଜଣ ଭାରତୀୟ ପ୍ରବେଶ କରିଛନ୍ତି। ଶୁକ୍ରବାର ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ ନିଖାତ ଜରିନ (୫୧ କେ.ଜି.) ଓ ଦୀପକ ସିଂ (୪୯ କେ.ଜି.)ଙ୍କ ସମେତ ଆଉ…
Archives


