ଖେଳ

ମାସିକ ୨୮ ଲକ୍ଷ ଟଙ୍କାର ନିଶା ସେବନ କରୁଥିଲେ ଏହି ଚାମ୍ପିୟନ ଆଥ୍‌ଲେଟ

ସାକ୍ରାମେଣ୍ଟୋ (କାଲିଫର୍ନିଆ/ଆମେରିକା),୧୫।୮: ପୂର୍ବତନ ବିଶ୍ୱ ଚାମ୍ପିୟନ ମାଇକ ଟାଇସନ ରିଙ୍ଗ ଭିତରରେ ଆକ୍ରମଣାତ୍ମକ ଖେଳ ଯୋଗୁ ବହୁ ପରିଚିତ ଥିଲେ। ‘ଦ ବ୍ୟାଡେଷ୍ଟ ମ୍ୟାନ ଅଫ୍‌ ଦ ପ୍ଲାନେଟ’ କୁହାଯାଉଥିବା ହେବିଓ୍ବେଟ ବକ୍ସର କ୍ୟାରିୟରର ବହୁ ବିବାଦ ଓ ସ୍କାଣ୍ଡାଲରେ ସାମିଲ…

ଭାରତୀୟଙ୍କୁ ଜନ ସିନାଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ,୧୫।୮: ଦେଶର ୭୩ତମ ସ୍ବାଧୀନତା ଦିବସ ଅବସରରେ ବହୁ ଅନ୍ତର୍ଜାତୀୟ ସେଲିବ୍ରେଟି ଶୁଭେଚ୍ଛା ଜଣାଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଡବ୍ଲୁଡବ୍ଲଇ ସୁପରଷ୍ଟାର ଜନ ସିନା। ସେ ଗୁରୁବାର ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଭାରତୀୟ ପତକା ଫଟୋ ଶେୟାର କରି ସ୍ବାଧୀନତା ଦିବସ…

ଏବେ ସନ୍ନ୍ୟାସ ନେଉ ନାହିଁ: ଗେଲ୍‌

ନୂଆଦିଲ୍ଲୀ,୧୫।୮: ଓ୍ବେଷ୍ଟଇଣ୍ଡିଜ ଦଳର ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଭାରତ ବିପକ୍ଷ ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ୩୦୧ ନଂ ଥିବ ସ୍ବତନ୍ତ୍ର ଜର୍ସି ପରିଧାନ କରିଥିଲେ। ଏହି ମ୍ୟାଚ୍‌ରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କହିବେ ବୋଲି ଆଶା କରାଯାଉଥିଲା। ୭୨…

ଦଶନ୍ଧିର ବ୍ୟାଟ୍ସମ୍ୟାନ କୋହଲି

ନୂଆଦିଲ୍ଲୀ,୧୫।୮: କୋହଲିଙ୍କ ଦମ୍‌ଦାର ଶତକୀୟ ଇନିଂସ ବଳରେ ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୦ ବ୍ୟବଧାନରେ ଜିତି ନେଇଛି। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ କ୍ୟାରିୟରର ୪୨ତମ ଶତକ ହାସଲ କରିଛନ୍ତି। ଏହା ସହିତ ସେ…

କୋହଲିଙ୍କ ୪୩ତମ ଶତକ: ସିରିଜ୍‌ ଜିତିଲା ଭାରତ

ପୋର୍ଟ ଅଫ ସ୍ପେନ, ୧୫।୮: ସ୍ବାଧୀନତା ଦିବସ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଦେଶବାସୀଙ୍କୁ ବଡ ଉପହାର ଦେଇଛି। ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ୬ ଉଇକେଟରେ ପରାସ୍ତ କରି ଦିନିକିଆ ସିରିଜକୁ ୨-୦ରେ ପୋଛି ନେଇଛି ଭାରତ। ଅଧିନାୟକ ବିରାଟ କୋହଲିଙ୍କ…

ନିଷ୍ପତ୍ତି ବଦଳାଇଲା ବିସିସିଆଇ; କ୍ଷମା ମାଗିଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ,୧୫।୮(ପି.ଟି.)- ଟିମ୍‌ ଇଣ୍ଡିଆ ଆଡମିନିଷ୍ଟ୍ରେଟିଭ ମ୍ୟାନେଜର ସୁନୀଲ ସୁବ୍ରମଣ୍ୟମ କ୍ଷମା ମାଗିବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ନିଷ୍ପତ୍ତି ବଦଳାଇଛି। ଫଳରେ ସୁବ୍ରମଣ୍ୟମ ଚଳିତ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ପୂର୍ବପରି ଦାୟିତ୍ୱ ବଜାୟ ରଖିବା ସ୍ପଷ୍ଟ ହୋଇଛି। କାରିବିୟାନସ୍ଥିତ…

ଲର୍ଡସ ଟେଷ୍ଟ: ବର୍ଷା ଯୋଗୁ ପ୍ରଥମ ଦିନ ଧୋଇଗଲା

ଲର୍ଡସ,୧୫।୮(ଏଏଫପି)- ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାର ଏଠାରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଆଶେସ ଟେଷ୍ଟର ପ୍ରଥମ ଦିନର ଖେଳ ବାତିଲ ହୋଇଛି। କ୍ରମାଗତ ବର୍ଷା କାରଣରୁ ବିନା ଟସ୍‌ ଓ ବଲ୍‌ ପଡିବାରେ ପ୍ରଥମ ଦିନରେ ଖେଳ ସମ୍ପୂର୍ଣ୍ଣ…

ଭେଗାନ ବଲ ବ୍ୟବହାର କଲା ଇୟର୍ଲି କ୍ରିକେଟ କ୍ଲବ

ଲଣ୍ଡନ,୧୫।୮(ଏଏଫ୍‌ପି)- ଇଂଲିଶ୍‌ କ୍ରିକେଟ କ୍ଲବ ଇୟର୍ଲି ଏବେ ଏକ ନୂଆ ପ୍ରକାର ବଲ୍‌ ବ୍ୟବହାର କରି ଖବର ସୃଷ୍ଟି କରିଛି। ପାରମ୍ପରିକ ଚମଡ଼ା ବଲ୍‌ ବଦଳରେ ଏହି କ୍ଲବ ଭେଗାନ ବଲ ବ୍ୟବହାର କରିଛି। ଲଣ୍ଡନଠାରୁ ୬୪ କି.ମି. ପଶ୍ଚିମରେ ଅବସ୍ଥିତ…

କ୍ରିସ୍‌ ଗେଲଙ୍କ ଅର୍ଦ୍ଧଶତକ

ପୋର୍ଟ ଅଫ୍‌ ସ୍ପେନ, ୧୫।୮- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ କୁଇନ୍ସପାର୍କ ଓଭାଲ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଦ୍ୱିତୀୟ ଥରପାଇଁ ବର୍ଷା ଯୋଗୁ ଖେଳ…

ୟୁରୋପ ଆଥଲେଟିକ୍ସ ମିଟ୍‌ରେ ଭାଗ ନେବା ଆଶା ଅଧୁରାଦୂତୀ ନିରାଶ, ଭିଜା ମିଳିଲାନି

ଭୁବନେଶ୍ୱର, ୧୫।୮(କ୍ରୀଡ଼ା ପ୍ରତିନିଧି)- ଜାତୀୟ ରେକର୍ଡର ଅଧିକାରିଣୀ ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଧାବିକା ଦୂତୀ ଚାନ୍ଦଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଛି। ୟୁରୋପ୍‌ ଗସ୍ତ ପାଇଁ ତାଙ୍କୁ ଭିଜା ମିଳିଲାନି। ତେଣୁ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଯୋଗ୍ୟତା ହାସଲ ପାଇଁ ସେ…

୩୦୧ ନମ୍ବର ଜର୍ସି ପିନ୍ଧିଲେ ଗେଲ୍‌

ପୋର୍ଟ ଅଫ୍‌ ସ୍ପେନ, ୧୫।୮(ପି.ଟି.)- ବୁଧବାର ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ କ୍ୟାରିୟର ୩୦୧ତମ ଏକଦିବସୀୟ ଖେଳିଥିଲେ ଓ୍ବେଷ୍ଟଇଣ୍ଡିଜ ଦୁର୍ଦ୍ଦଶ ଓପନର କ୍ରିସ୍‌ ଗେଲ୍‌। ତେଣୁ ମ୍ୟାଚରେ ସେ ୩୦୧ ନମ୍ବର ଜର୍ସି ପରିଧାନ କରି…

ଡୁରାଣ୍ଡ କପ୍‌:‘ଗୋକୁଳମ କେରଳ, ଗୋଆ ବିଜୟୀ

କୋଲକାତା, ୧୫।୮ (ପି.ଟି.)- ଏଠାରେ ଚାଲିଥିବା ସମ୍ମାନଜନକ ଡୁରାଣ୍ଡ କପ୍‌ର ୧୨୯ତମ ସଂସ୍କରଣରେ ବୁଧବାର ଅନୁଷ୍ଠିତ ୨ଟି ମ୍ୟାଚ୍‌ରେ ଗୋକୁଳମ୍‌ କେରଳା ଓ ଏଫ୍‌ସି ଗୋଆ ବିଜୟୀ ହୋଇଛନ୍ତି। ହାଓ୍ବାଡାଠରେ ଅନୁଷ୍ଠିତ ମ୍ୟାଚ୍‌ରେ ତ୍ରିନିଦାଦ୍‌ ଆଣ୍ଡ୍‌ ଟବାଗୋ ଷ୍ଟ୍ରାଇକର ମାର୍କସ ଜୋସେଫ୍‌ଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri