ଖେଳ

କ୍ରିକେଟ ରେଷ୍ଟୁରାଣ୍ଟ ଉଦ୍‌ଘାଟନ କଲେ ଗାଙ୍ଗୁଲି

କୋଲକାତା,୨୦।୯(ପିଟି): ଏଠାରେ କ୍ରିକେଟ ଉପରେ ଆଧାରିତ ରେଷ୍ଟୁରାଣ୍ଟକୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ରେଷ୍ଟୁରାଣ୍ଟରେ ରହିଛି ଭାରତୀୟ କ୍ରିକେଟର ୧୦୦ରୁ ଅଧିକ ସ୍ମାରକୀ। ‘ମୁଁ ଶ୍ରୀଲଙ୍କା, ଇଂଲଣ୍ଡ ଭଳି ଦେଶରେ କ୍ରିକେଟ ଉପରେ ଆଧାରିତ ରେଷ୍ଟୁରାଣ୍ଟ…

ପ୍ରଥମଥର ଲାଗି ଇଂଲଣ୍ଡ କେନ୍ଦ୍ରୀୟ ଚୁକ୍ତି ତାଲିକାରେ ଆର୍ଚର

ଲଣ୍ଡନ, ୨୦।୯ (ଏଏଫ୍‌ପି)- ଗତ ଆଇସିସି ବିଶ୍ୱକପ୍‌ ଓ ଆଶେସ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ପ୍ରଥମଥର ଲାଗି ଇଂଲଣ୍ଡ କେନ୍ଦ୍ରୀୟ ଖେଳାଳି ଚୁକ୍ତି ତାଲିକାରେ ସ୍ଥାନ ପାଇଛନ୍ତି। ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ୍‌…

ଚାଇନା ଓପନରେ ଭାରତର ଅଭିଯାନ ଶେଷ

ଚଙ୍ଗ୍‌ଝୋ,୨୦।୯(ପିଟି): ଏଠାରେ ଚାଲିଥିବା ଚାଇନା ଓପନ ଓ୍ବାଲର୍‌ଡ ଟୁର ୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ଅନ୍ତିମ ଶଟଲର ଭାବେ ବି. ସାଇ ପ୍ରଣୀଥ ବିଶ୍ୱର ୯ମ ର଼୍ୟାଙ୍କ ଆନ୍ଥୋନୀ ସିନିସୁକା ଗିଣ୍ଟିଂଙ୍କଠାରୁ ପରାସ୍ତ ହୋଇଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ଠାରେ…

ପ୍ରଥମ ଭାରତୀୟ ପଙ୍ଘାଲ

ଇକାଟେରିନବର୍ଗ(ରୁଷିଆ),୨୦।୯(ପିଟି): ଏସିଆନ ଚାମ୍ପିୟନ ଅମିତ ପଙ୍ଘାଲ (୫୨ କେଜି) ଶୁକ୍ରବାର ପ୍ରଥମ ଭାରତୀୟ ବକ୍ସର ଭାବେ ବିଶ୍ୱ ପୁରୁଷ ବକ୍ସିଂ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲ କାଜାଖସ୍ତାନର ସାକେନ ବିବୋସିନୋଭଙ୍କୁ ହରାଇ ଦେଇଛନ୍ତି। ଦ୍ୱିତୀୟ ସିଡ୍‌ ପଙ୍ଘାଲ ୩-୨ ବ୍ୟବଧାନରେ…

କୋହଲି ହିଁ ରହିବେ ଆରସିବି ଅଧିନାୟକ

ବେଙ୍ଗାଲୁରୁ,୨୦।୯: ୨୦୧୩ଠାରୁ ବିରାଟ କୋହଲିଙ୍କ ନେତୃତ୍ୱରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଥରେ ହେଲେ ଆଇପିଏଲ ଟ୍ରଫି ହାସଲ କରିପାରି ନାହଁି। ହେଲେ ଫ୍ରାଞ୍ଚାଇଜ ଦଳର ନେତୃତ୍ୱରେ କୌଣସି ପରିବର୍ତ୍ତନ କରିବାକୁ ଇଚ୍ଛୁକ ନୁହେଁ। ଗୁରୁବାର ଆରସିବି ତା’ର ନୂଆ ସପୋର୍ଟ…

ଡ୍ରାଭିଡ୍‌ଙ୍କ ସହ ସମୟ ବିତାଇଲା ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ,୨୦।୯: ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ସିରିଜ୍‌ର ଅନ୍ତିମ ତଥା ୩ୟ ମ୍ୟାଚ୍‌ ଖେଳାଯିବ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଅପଶନାଲ ଟ୍ରେନିଂ ସେସନରେ ଯୋଗ ଦେଇଥିଲା। ଭାରତୀୟ ଦଳର…

ପ୍ରଥମ ରାଉଣ୍ଡରେ ହାରିଲେ ଦୁଇ ଥର ଅଲିମ୍ପିକ୍‌ ପଦକଧାରୀ ସୁଶୀଲ

ନୁର-ସୁଲତାନ (କାଜାଖସ୍ତାନ),୨୦।୯: ଦୀର୍ଘ ୮ ବର୍ଷ ପରେ ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଇଥିବା ଦୁଇ ଥର ଅଲିମ୍ପିକ୍‌ ପଦକ ବିଜେତା ସୁଶୀଲ କୁମାର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। ୭୪ କିଗ୍ରା ବର୍ଗରେ ସେ ପ୍ରଥମ ରାଉଣ୍ଡ ବାଉଟରେ ଆଜାରବଇଜାନର ଖାଦଜିମୁରାଦ…

ପଞ୍ଜାବ ଦଳରେ ସ୍ଥାନ ନ ମିଳିବାରୁ ଚଣ୍ଡିଗଡ଼ ପାଇଁ ଖେଳିବେ ବରିନ୍ଦର ସରନ

ଚଣ୍ଡିଗଡ଼,୨୦।୯: ଭାରତ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଥିବା ବରିନ୍ଦର ସରନଙ୍କୁ ଆସନ୍ତା ବିଜୟ ହଜାରେ ଟ୍ରଫି ପାଇଁ ଘୋଷିତ ପଞ୍ଜାବ ଦଳରେ ସ୍ଥାନ ମିଳି ନାହିଁ। ଏଥିଯୋଗୁ ସେ ଚଣ୍ଡିଗଡ଼ ପକ୍ଷରୁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ୨୬ ବର୍ଷୀୟ ପେସରଙ୍କୁ…

ଏକଦିବସୀୟ ମ୍ୟାଚ୍‌ରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ବୋଲର୍‌

କ୍ରିକେଟରେ ହ୍ୟାଟ୍ରିକ୍‌ ନେବା ବୋଲରଙ୍କ ପାଇଁ ଏକ ବଡ ଉପଲବ୍ଧି। ବିଶ୍ୱର ଅନେକ ବୋଲର୍‌ ହ୍ୟାଟ୍ରିକ୍‌ ମଧ୍ୟ ନେଇସାରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ରେ ପ୍ରଥମ ହ୍ୟାଟ୍ରିକ୍‌ କେଉଁ ବୋଲର୍‌ ନେଇଥିଲେ। ସେ ହେଉଛନ୍ତି ପାକିସ୍ତାନ ବୋଲର୍‌…

ରୋମାଞ୍ଚକ ଆଶେସ୍‌

ଦୀର୍ଘ ୪୭ ବର୍ଷ ପରେ ହାଇପ୍ରୋଫାଇଲ ଆଶେସ ସିରିଜ ଅମୀମାଂସିତ ଭାବେ ଶେଷ ହୋଇଛି। ଏଥର ଆଶେସ ଅସାଧାରଣ ପ୍ରଦର୍ଶନ ପାଇଁ ନୁହଁ ବରଂ ରୋମାଞ୍ଚ ପାଇଁ ପ୍ରଶଂସକଙ୍କ ମନରେ ରହିବ। ତେବେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ଓ ଅଲରାଉଣ୍ଡର…

ଏଥର ଦୋହାରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ଅଲିମ୍ପିକ୍ସ ପରେ ବିଶ୍ୱ ଆଥଲେଟିକ ଚାମ୍ପିୟନଶିପ୍‌ ଦ୍ୱିତୀୟ ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭର ମାନ୍ୟତା ପାଇଛି। ଏହି ମେଗା ଇଭେଣ୍ଟର ୧୭ତମ ସଂସ୍କରଣ ଏଥର କାତାର ରାଜଧାନୀ ଦୋହାରେ ଆୟୋଜନ ହେବ ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଏହା ଅକ୍ଟୋବର ୬…

ସ୍ପିନର ରୂପେ ପଦାର୍ପଣ କରିଥିଲେ, କିନ୍ତୁ ଏବେ ନଂ ୧ ଟେଷ୍ଟ ବ୍ୟାଟ୍ସମ୍ୟାନ

ଷ୍ଟିଭ ସ୍ମିଥଙ୍କ ନାମ ପ୍ରାୟତଃ କ୍ରିକେଟ ପ୍ରଶଂସକମାନେ ଶୁଣିଥିବେ। କିନ୍ତୁ ତାଙ୍କ ଅତୀତ ବିଷୟରେ ଖୁବ କମ୍‌ଙ୍କୁ ଜଣା। ୨୦୧୦ ସିଜନରେ ମେଲବୋର୍ନଠାରେ ପାକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ସେ ଜଣେ ଲେଗ୍‌ ସ୍ପିନର ଭାବେ ପଦାର୍ପଣ କରିଥିଲେ। ସେହି ମାସରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri