ବ୍ରାଡମ୍ୟାନଙ୍କ ସମକକ୍ଷ ରୋହିତ
ବିଶାଖାପାଟଣା,୩।୧୦(ପି.ଟି.)- ଓପନର ହିସାବରେ ପ୍ରଥମ ପରୀକ୍ଷରେ ସଫଳ ହୋଇଥିବା ରୋହିତ ଶର୍ମା ଶତକ ହାସଲ କରିବା ସହ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଏଥି ସହିତ ଘରୋଇ ପରିବେଶ୍ରେ ରୋହିତଙ୍କ ହାରାହାରି ଟେଷ୍ଟ ରନ ସଂଗ୍ରହ ୯୯.୮୨…
ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ ମହିଳା ୧୫୦୦ ମିଟର: ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଚିତ୍ରା ବାଦ୍
ଦୋହା, ୩।୧୦(ପି.ଟି.)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ର ମହିଳା ୧୫୦୦ ମିଟର ରେସ୍ର ହିଟ୍ରେ ଭାରତର ପି.ୟୁ. ଚିତ୍ରା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ହେଁ ଆଗକୁ ବଢ଼ିବାରେ ବିଫଳ ହୋଇଛନ୍ତି। ଏସିଆନ ଚାମ୍ପିୟନ ଚିତ୍ରା ୪:୧୧.୧୦ ସେକେଣ୍ଡ ସମୟ…
ଦୀପ୍ ଗ୍ରେସ୍ ଖେଳିଲେ ୨୦୦ତମ ମ୍ୟାଚ
ନୂଆଦିଲ୍ଲୀ, ୩।୧୦- ଭାରତୀୟ ମହିଳା ହକି ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ଓଡ଼ିଶାର ଦୀପ୍ ଗ୍ରେସ୍ ଏକ୍କା ନିଜ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି। ବୁଧବାର ସେ ଇଂଲଣ୍ଡର ମାର୍ଲାଓଠାରେ ଗ୍ରେଟ୍ ବ୍ରିଟେନ ବିପକ୍ଷରେ ଜୀବନର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ…
ସାଧାରଣ ପରିଷଦ ବୈଠକ ନେଇ ସିଓଏର ନୋଟିସ୍
ନୂଆଦିଲ୍ଲୀ, ୩।୧୦(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାର୍ଷିକ ସାଧାରଣ ପରିଷଦ ବୈଠକ ନେଇ ପ୍ରଶାସକ କମିଟି (ସିଓଏ) ବୁଧବାର ନୋଟିସ ଜାରି କରିଛି। ଆସନ୍ତା ୨୩ ତାରିଖରେ ଏହି ବୈଠକ ବସିବ ବୋଲି ସିଓଏ ତରଫରୁ ଘୋଷଣା କରାଯାଇଛି।…
ଦିନିକିଆ ସିରିଜ ଜିତିଲା ପାକିସ୍ତାନ
କରାଚି,୩।୧୦- ଏଠାରେ ବୁଧବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଘରୋଇ ପାକିସ୍ତାନ ୧୦ଟି ବଲ୍ ବାକିଥାଇ ୫ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ପାକିସ୍ତାନ…
ବିଜୟ ହଜାରେ ଟ୍ରଫି: ଓଡ଼ିଶାର ପ୍ରଥମ ବିଜୟ
ଭୁବନେଶ୍ୱର, ୩।୧୦(କ୍ରୀଡ଼ା ପ୍ରତିନିଧି)- ଭଦୋଦରାର ସଂଗ୍ରାମସିଂ ଗାଏକ୍ୱାଡ ସ୍ପୋଟର୍ସ ଏକାଡେମୀ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି ଦିନିକିଆ କ୍ରିକେଟ ମ୍ୟାଚରେ ଓଡ଼ିଶା ୩ ରନରେ ହିମାଚଳ ପ୍ରଦେଶକୁ ପରାସ୍ତ କରିଛି। ବର୍ଷା ଜନିତ ଆଉଟ୍ ଫିଲ୍ଡ ଓଦା ଯୋଗୁ…
କ୍ରିକେଟ୍ ପରାମର୍ଶଦାତା କମିଟିରୁ କପିଳଙ୍କ ଇସ୍ତଫା
ନୂଆଦିଲ୍ଲୀ, ୩।୧୦ (ପି.ଟି.)- ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ କପିଳ ଦେବ ବୁଧବାର କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି)ରୁ ଇସ୍ତଫା ଦେଇଛନ୍ତି। ଦୈତ ସ୍ବାର୍ଥ ମାମଲାରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥିକ୍ସ ଅଧିକାରୀ ଡି.କେ.…
ପ୍ରୋ କବାଡ଼ି ଲିଗ୍: ପ୍ଲେଅଫ୍ରେ ବୁଲ୍ସ, ୟୁ ମୁମ୍ବା
ପଞ୍ଚକୂଲା, ୩।୧୦ (ପି.ଟି.)- ଡିଫେଣ୍ଡିଂ ଚାମ୍ପିୟନ ବେଙ୍ଗାଲୁରୁ ବୁଲ୍ସ ଓ ୟୁ ମୁମ୍ବା ସହଜ ବିଜୟ ସହ ପ୍ରୋ କବାଡ଼ି ଲିଗ୍ର ପ୍ଲେଅଫ୍ରେ ପ୍ରବେଶ କରିଛନ୍ତି। ବୁଧବାର ଖେଳାଯାଇଥିବା ଏକ ମ୍ୟାଚ୍ରେ ବୁଲ୍ସ ପଓ୍ବନ ଶେରାଓ୍ବତ୍ଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ୫୬-୩୯…
କିଙ୍ଗ୍ସ ଇଲେଭେନ ପଞ୍ଜାବ କୋଚ୍ ହୋଇପାରନ୍ତି କୁମ୍ବଲେ
ନୂଆଦିଲ୍ଲୀ, ୨।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ଆଇପିଏଲ୍ ଫ୍ରାଞ୍ଚାଇଜ୍ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ନୂଆ ମୁଖ୍ୟ କୋଚ୍ ହୋଇପାରନ୍ତି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପଞ୍ଜାବ ଦଳର ସହ ମାଲିକ ନେସ୍ ଓ୍ବାଡିୟା,…
ଦକ୍ଷିଣ ଆଫ୍ରିକା ଦଳରୁ ପଦାର୍ପଣ କଲେ ଭାରତୀୟ ବଂଶୋଦ୍ଭବ
ବିଶାଖାପାଟଣା,୨।୧୦(ପିଟି): ଭାରତୀୟ ବଂଶୋଦ୍ଭବ ସେନୁରାନ ମୁଥୁସ୍ବାମୀ ବୁଧବାର ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଦଳରୁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରି ସ୍ବପ୍ନ ପୂରା କରିଛନ୍ତି। ୨୫ ବର୍ଷ ତଳେ ବ୍ୟାଟିଂ ଅଲରାଉଣ୍ଡରଙ୍କ ପରିବାର ତାମିଲନାଡୁ ଛାଡ଼ି ଦକ୍ଷିଣ ଆଫ୍ରିକା ଚାଲି ଯାଇଥିଲା।…
ହେଲିଙ୍କ ରେକର୍ଡ ଶତକ
ସିଡ୍ନୀ,୨।୧୦: ଅଷ୍ଟ୍ରେଲିଆ ମହିଳା ଦଳର ଉଇକେଟକିପର ବ୍ୟାଟ୍ସଓମ୍ୟାନ ଆଲିସା ହେଲି ଏଠାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍ରେ ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ହେଲି ମାତ୍ର ୬୧ ବଲର ସମ୍ମୁଖୀନ ହୋଇ ୧୪୮ ରନ୍ କରିଛନ୍ତି।…
ରୋହିତ ସଫଳ
ବିଶାଖାପାଟଣା,୦୨।୧୦: ଦିନିକିଆ ଓ ଟି୨୦ ଭଳି ଟେଷ୍ଟ ଫର୍ମାଟରେ ଓପନର ଭାବେ ଭାରତୀୟ ଦଳର ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ସଫଳ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ଟେଷ୍ଟରେ ପ୍ରଥମ ଥର ଓପନିଂ କରିବାକୁ ସୁଯୋଗ ପାଇଥିବା ରୋହିତ ୧୧୫…
Archives


