ଏଫଆଇଏଚ୍ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି: ଦୀପ୍ଗ୍ରେସ୍, ଲିଲିମା ଓ ନମିତାଙ୍କୁ ସୁଯୋଗ; କଳିଙ୍ଗରେ ଭାରତୀୟ ମହିଳା ହକି କ୍ୟାମ୍ପ
ଭୁବନେଶ୍ୱର, ୧୩।୧୦(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୧ ଓ ୨ ତାରିଖରେ ଏଫଆଇଏଚ୍ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି ମ୍ୟାଚ ଖେଳାଯିବ। ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ କଳିଙ୍ଗରେ ମ୍ୟାଚ ଖେଳିବେ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା…
କାହିଁକି ‘ଆଇସ୍ ବାଥ୍’ କରନ୍ତି ଖେଳାଳି
ଆଜିକାଲି ଖେଳାଳିମାନେ ‘ଆଇସ୍ ବାଥ୍’ କରିବା ସାଧାରଣ ଘଟଣା ହୋଇଗଲାଣି। ନିକଟରେ ଭାରତୀୟ କ୍ରିକେଟର କେ.ଏଲ. ରାହୁଲ ଏବଂ ମହମ୍ମଦ ସାମିଙ୍କୁ ‘ଆଇସ୍ ବାଥ୍’ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଶେଷ…
ଡଚ୍ ଓପନ: ସେମିରେ ଲକ୍ଷ୍ୟ
ଆଲମେରେ(ନେଦରଲାଣ୍ଡ),୧୨।୧୦- ଦେଶର ଉଦୀୟମାନ ପୁରୁଷ ସିଙ୍ଗଲ୍ସ ଶଟଲର ଲକ୍ଷ୍ୟ ସେନ ଏଠାରେ ଚାଲିଥିବା ଡଚ୍ ଓପନ ସୁପର ୧୦୦ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ରାତିରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ସେ ଅନ୍ୟ ଭାରତୀୟ ଖେଳାଳି ବି. ଏମ୍. ରାହୁଲ…
ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ: ୨୩ ଜଣିଆ ଭାରତୀୟ ଦଳ ଘୋଷିତ
ଗୁଆହାଟୀ,୧୨।୧୦(ପି.ଟି.)- ଆସନ୍ତା ମଙ୍ଗଳବାର କୋଲକାତାରେ ଖେଳାଯିବାକୁ ଥିବା ବାଂଲଦେଶ ବିପକ୍ଷ ଫିଫି ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ପାଇଁ ଏକ ୨୩ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତ ହେଡ୍ କୋଚ୍ ଆଇଗର ଷ୍ଟିମାନ ଏହି ଦଳ ଘୋଷଣା କରିଛନ୍ତି।…
ଏହି ଭାରତୀୟ ଖେଳାଳିଙ୍କୁ ‘ଗୋରା’ କରି ଇଂରେଜମାନେ ନିଜ ଦଳରେ ଖେଳାଇବାକୁ ଚାହୁଁଥିଲେ
ମୁମ୍ବାଇର ଏକ ଧନୀ ପରିବାରରେ ୧୨ ଅକ୍ଟୋବର ୧୯୧୧ରେ ଜନ୍ମଗ୍ରହଣ କରିଥିଲେ ଭାରତୀୟ କ୍ରିକେଟର ବିଜୟ ମର୍ଚ୍ଚାଣ୍ଟ। ପିଲାଦିନେ ତାଙ୍କ ଘରେ ନାଁ ଦେଇଥିଲେ ବିଜୟ ଠାକ୍ରେ। କିନ୍ତୁ ସ୍କୁଲରେ ପଢ଼ିବାବେଳେ ତାଙ୍କ ନାଁ ଠାକ୍ରେରୁ ମର୍ଚ୍ଚାଣ୍ଟ କରାଯାଇଥିଲା। ତାଙ୍କୁ ଭାରତ…
୨୭୫ ରନ୍ରେ ଅଟକିଲା ଦକ୍ଷିଣ ଆଫ୍ରିକା
ପୁଣେ,୧୨।୧୦- ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ୨୭୫ ରନ୍ରେ ସୀମିତ ରହିଛି। ଫଳରେ ପ୍ରଥମ ଇନିଂସରେ ୬୦୧ ରନ୍ କରିଥିବା ଭାରତ ୩୨୬ ରନ୍ର ଅଗ୍ରଣୀ ହାସଲ କରିଛି।…
ବ୍ରୋଞ୍ଜରେ ସନ୍ତୁଷ୍ଟ ମେରୀକମ୍
ଉଲାନ-ଉଡେ(ରୁଷିଆ),୧୨।୧୦(ପି.ଟି.)- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍.ସି. ମେରୀକମ୍ଙ୍କୁ ଚଳିତ ଥର ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏଠାରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍ର ସେମିଫାଇନାଲରେ ମେରୀକମ୍ ତୁର୍କୀର ବୁସେନାଜ କାକିରୋଗ୍ଲୁଙ୍କଠାରୁ ପରାସ୍ତ ହୋଇଛନ୍ତି। ତୃତୀୟ ସିଡ୍ ମେରୀକମ୍ଙ୍କୁ…
ପ୍ରଶଂସକଙ୍କ ପାଇଁ ତଳେ ପଡ଼ିଲେ ରୋହିତ
ପୁଣେ,୧୨।୧୦- ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ଏକ କୌତୂହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି। ଜଣେ ପ୍ରଶଂସକ ଗ୍ରାଉଣ୍ଡ ବାରିକେଡ ଡେଇଁ ସ୍ଲିପ ଅଞ୍ଚଳରେ ଫିଲ୍ଡିଂ କରୁଥିବା ଭାରତୀୟ ଓପନର ରୋହିତ ଶର୍ମାଙ୍କ…
କୋହଲିଙ୍କ ଦ୍ୱିଶତକ ପରେ ଏମିତି ସେଲିବ୍ରେଶନ କଲେ ଅନୁଷ୍କା
ପୁଣେ,୧୨।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ନିଜର ସପ୍ତମ ଦ୍ୱିଶତକ ପୂରଣ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ କୋହଲି ଏହି ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। କୋହଲି ନିଜର ୮୧ତମ ଟେଷ୍ଟରେ…
ବନମାଳୀପୁର ଟି-୨୦ କ୍ରିକେଟ ଉଦ୍ଯାପିତ: ମା’ ବ୍ରାହ୍ମଣୀ ଦେବୀ କ୍ରିକେଟ କ୍ଲବ ଚାମ୍ପିୟନ
ଭାପୁର,୧୨ା୧୦(ଡି.ଏନ୍.ଏ.): ବନମାଳୀପୁର ଆଞ୍ଚଳିକ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ୩୨ତମ ବାର୍ଷିକ ଚ୍ୟାଲେଞ୍ଜ କପ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ବ୍ରାହ୍ମଣୀ ଦେବୀ କ୍ରିକେଟ କ୍ଲବ ଝଗଡ଼ପଡ଼ା ରାମଚନ୍ଦ୍ର କ୍ରିକେଟ କ୍ଲବ ବଘେଇକୁ ୯୩ ରନରେ ପରାସ୍ତ କରି…
କମଲେଶ୍ଙ୍କୁ ଟାଇଟଲ
ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି)- ହରିୟାଣାର କର୍ନଲଠାରେ ଶୁକ୍ରବାର ଶେଷ ହୋଇଥିବା ଚାମୁଣ୍ଡା ଏଆଇଟିଏ ଚାମ୍ପିୟନଶିପ୍ ସିରିଜର ୧୨ ବର୍ଷରୁ କମ୍ ବିଭାଗରେ ଓଡ଼ିଶାର ଟେନିସ ପ୍ରତିଭା କମଲେଶ ରଥ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ସେ ମହାରାଷ୍ଟ୍ରର ଏନ. ଅଭିରାମ…
ସୁଲତାନ ଜୋହର କପ୍ ହକି :ଭାରତ- ମାଲେସିଆ ଉଦ୍ଘାଟନୀ ମ୍ୟାଚ୍
ଜୋହର ବାହରୁ,୧୨।୧୦(ପି.ଟି.)- ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ନବମ ସୁଲତାନ ଜୋହର କପ୍ ହକି ଟୁର୍ନାମେଣ୍ଟରେ ଭାରତ ଓ ଆୟୋଜକ ମାଲେସିଆ ଉଦ୍ଘାଟନୀ ମ୍ୟାଚ୍ରେ ପରସ୍ପରକୁ ଭେଟିବେ। ପ୍ରତିଭାସମ୍ପନ୍ନ ଡିଫେଣ୍ଡର ମନଦୀପ ମୋରଙ୍କ ନେତୃତ୍ୱରେ ଭାରତ ଏହି ଟୁର୍ନାମେଣ୍ଟରେ ବିଜୟରୁ ଅଭିଯାନ…
Archives


