IPL Closing Ceremonyରେ ପାଳନ କରାଯିବ ଅପରେଶନ ସିନ୍ଦୂରର ବିଜୟ ଉତ୍ସବ, BCCIର ସ୍ବତନ୍ତ୍ର ପ୍ରସ୍ତୁତି
ନୂଆଦିଲ୍ଲୀ,୨୭।୫: ‘ଅପରେଶନ ସିନ୍ଦୂର’ ମେ ୭ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଏହାର ଲକ୍ଷ୍ୟ ଥିଲା ପାକିସ୍ତାନ ଏବଂ ପାକ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିବା। ଏହି ଆକ୍ରମଣ ସେହି ଆତଙ୍କବାଦୀମାନଙ୍କ ଉପରେ କରାଯାଇଥିଲା ଯେଉଁମାନେ ଜୈଶ-ଏ-ମହମ୍ମଦ,…
‘କ୍ୟାପଟେନ କୁଲ’ଙ୍କ ଏମିତି ରାଗ ଆଗରୁ କେହି କେବେ ଦେଖି ନ ଥିବେ, ଭିଡିଓ ହେଉଛି ଭାଇରାଲ, ହେଲେ କାହିଁକି…
ନୂଆଦିଲ୍ଲୀ,୨୭।୫: ଚେନ୍ନାଇ ସୁପର କିଙ୍ଗ୍ସର IPL ୨୦୨୫ର ଯାତ୍ରା ଶେଷ ହୋଇଛି, IPL ୨୦୨୫ ସେମାନଙ୍କ ପାଇଁ ସବୁଠାରୁ ଖରାପ ସିଜନ ଥିଲା। ଲିଗ ପର୍ଯ୍ୟାୟରେ ଖେଳାଯାଇଥିବା ୧୪ଟି ମ୍ୟାଚ ମଧ୍ୟରୁ ସିଏସକେ ୧୦ଟିରେ ପରାସ୍ତ ହୋଇଥିଲା, ଦଳଟି ଆଇପିଏଲ ପ୍ଲେଅଫ…
ମୁମ୍ବାଇକୁ ହରାଇ ପଞ୍ଜାବ ଶୀର୍ଷରେ
ଜୟପୁର,୨୬ା୫: ପ୍ରିୟାଂଶ ଆର୍ଯ୍ୟ ଓ ଜୋଶ ଇଙ୍ଗଲିସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ୭ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ)କୁ ଏକତରଫା ଭାବେ ପରାସ୍ତ କରିଛି। ଏହି ବିଜୟ ସହ ପଞ୍ଜାବ ପଏଣ୍ଟ ଟେବୁଲ ଶୀର୍ଷକୁ ଉନ୍ନୀତ ହୋଇଛି।…
ଟି୨୦ ବିଶ୍ୱକପ୍ରେ ଦଳକୁ ଫେରିବାକୁ ଲୋକେଶ ରାହୁଲ ଲକ୍ଷ୍ୟ
ନୂଆଦିଲ୍ଲୀ,୨୬ା୫: ୨୦୨୬ରେ ଭାରତରେ ହେବାକୁ ଥିବା ଟି୨୦ ବିଶ୍ୱକପ୍ ଲାଗି ଭାରତୀୟ ଦଳକୁ ଫେରିବାକୁ ସିନିୟର ବ୍ୟାଟର ଲୋକେଶ ରାହୁଲ ଲକ୍ଷ୍ୟ ରଖିଛନ୍ତି। ଏହି ଫର୍ମାଟରୁ ଦୂରେଇ ରହିବା ଯୋଗୁ ତାଙ୍କୁ ହ୍ବାଇଟ-ବଲ ଗେମ୍ ଉପରେ କାମ କରିବାକୁ ସମୟ ମିଳିଥିଲା…
ଶୁବମନ ଗିଲଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଗାଭାସ୍କର
ନୂଆଦିଲ୍ଲୀ,୨୬।୫: ବହୁତ ଦିନ ଧରି ଏକ ଧାରଣା ଥିଲା ଯେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ହେବା ପାଇଁ ଭଲ ଇଂରାଜୀ କହିବା ଏକ ଆବଶ୍ୟକୀୟ ଯୋଗ୍ୟତା। ଯଦିଓ ଜଣେ ଖେଳାଳିଙ୍କର କ୍ରିକେଟ ବିଷୟରେ ଗଭୀର ବୁଝାମଣା ଥିଲା କିମ୍ବା ସେ…
ବିରାଟ କୋହଲିଙ୍କୁ ଏମିତି କ’ଣ ଦେଖାଇଲେ ଜାହିର ଖାନ, ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି
ନୂଆଦିଲ୍ଲୀ,୨୬।୫: IPL ୨୦୨୫ର ପ୍ଲେଅଫରେ ପହଞ୍ଚିଥିବା RCB, ୨୭ମେ’ରେ ତା’ର ଶେଷ ଲିଗ ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ଭେଟିବ। ଏହି ମ୍ୟାଚ ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଅଛି। ଏହି ମ୍ୟାଚ ପୂର୍ବରୁ ଏକ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି।…
ଆଇପିଏଲ୍ ୨୦୨୬ ଖେଳିବେ କି ଧୋନି ? ଦେଲେ ବଡ ବୟାନ
ଅହମଦାବାଦ, ୨୫ା୫: ଅହମଦାବାଦରେ ଆଇପିଏଲ୍ ୨୦୨୫ର ଶେଷ ଲିଗ୍ ମ୍ୟାଚ ପରେ, ହଜାର ହଜାର ସିଏସକେ ପ୍ରଶଂସକ ଷ୍ଟାଡିୟମରେ ରହି ଯାଇଥିଲେ, ସେମାନେ ଏକ ମୁହୂର୍ତ୍ତକୁ ଛାଡ଼ିବାକୁ ଚାହୁଁ ନଥିଲେ। ସମସ୍ତଙ୍କ ନଜର ଥିଲା ଏମଏସ ଧୋନୀଙ୍କ ଉପରେ। ହର୍ଷ ଭୋଗଲେ,…
IPL 2025: ଶେଷ ମ୍ୟାଚରେ ବଡ଼ ବିଜୟ ସହିତ ବିଦାୟ ନେଲା ଚେନ୍ନାଇ, ଆଗାମୀ ସିଜିନରେ ଦୃଢ଼ ପ୍ରତ୍ୟାବର୍ତ୍ତନର ଆଶା
ଅହମଦାବାଦ,୨୫ା୫: ଚେନ୍ନାଇ ସୁପର କିଙ୍ଗ୍ସ (CSK) ଆଇପିଏଲ୍ ୨୦୨୫ ଅଭିଯାନକୁ ଏକ ଜୋରଦାର ବିଜୟ ସହିତ ଶେଷ କରିଛି। ଗୁଜରାଟ ଟାଇଟାନ୍ସ (GT)କୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୮୩ ରନରେ ପରାସ୍ତ କରି। ଏହି ଜୋରଦାର ବିଜୟ ସତ୍ତ୍ୱେ, ୫…
ଶେଷ ଥର ପାଇଁ ଖେଳିବେ ଧୋନୀ, ମେ’ ୨୫ରେ IPL କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ!
ନୂଆଦିଲ୍ଲୀ,୨୫।୫: ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୧୯ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ହେଲେ ସେ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିବା ଜାରି ରଖିଥିଲେ। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ, ତାଙ୍କୁ ଅନେକ ଥର…
‘ଏଭଳି ଭୁଲ ବରଦାସ୍ତ କରାଯିବନି’… ରାଗରେ ଚିହିଁକି ଉଠିଲେ ପଞ୍ଜାବ ମାଲିକାଣୀ
ନୂଆଦିଲ୍ଲୀ,୨୫।୫: ରାଗରେ ନିଆଁବାଣ ହେଲେ ପଞ୍ଜାବ କିଙ୍ଗ୍ସ ମାଲିକାଣୀ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା। ଦିଲ୍ଲୀ ବିପକ୍ଷ ମ୍ୟାଚ୍ ସମୟରେ ହୋଇଥିବା ଏକ ବଡ଼ ଭୁଲ ଯୋଗୁ ସେ ଚିହିଁକି ଉଠିଥିଲେ। ଏହା ପଛରେ ଦଳର ପରାଜୟ ଥିବା କୁହାଯାଉଥିଲେ ହେଁ…
ବିଶ୍ୱକପ୍ ପୂର୍ବରୁ ବୀରେନ୍ଦ୍ର ଲାକ୍ରାଙ୍କୁ ମିଳିଲା ଗୁରୁଦାୟିତ୍ୱ
ନୂଆଦିଲ୍ଲୀ,୨୪ା୫: ପୂର୍ବତନ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରାଙ୍କୁ ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ୱକପ୍ ପୂର୍ବରୁ ଭାରତୀୟ ଜୁନିୟର ପୁରୁଷ ହକି ଦଳର ଆସିଷ୍ଟାଣ୍ଟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ହକି ଇଣ୍ଡିଆ (ଏଚ୍ଆଇ) ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।…
ଶେଷ ହେଲା ମହମ୍ମଦ ଶାମିଙ୍କ ଟେଷ୍ଟ କ୍ୟାରିୟର? ରୋହିତ- ବିରାଟଙ୍କ ପରେ ଶିକାର ହେଲେ ଆଉ ଜଣେ
ନୂଆଦିଲ୍ଲୀ,୨୪।୫: ୨୦୨୫ ମସିହାର ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳକୁ ଚୟନ କରାଯାଇଛି। ଯୁବ ଷ୍ଟାର ଓପନର ଶୁବମନ ଗିଲଙ୍କୁ ଭାରତୀୟ ଟେଷ୍ଟ ଦଳର କମାଣ୍ଡ ଦିଆଯାଇଛି। ଯେତେବେଳେ, ରିଷଭ ପନ୍ତଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର…
Archives


