ଫ୍ରେଞ୍ଚ୍ ଓପନ୍ ବ୍ୟାଡ୍ମିଣ୍ଟନ: ସିନ୍ଧୁ ଆଉଟ
ପ୍ୟାରିସ, ୨୭।୧୦ (ପି.ଟି.)- ଏଠାରେ ଚାଲିଥିବା ୭ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଫ୍ରେଞ୍ଚ୍ ଓପନ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରୁ ଆଉ ଜଣେ ଭାରତୀୟ ମହିଳା ତାରକା ବିଦାୟ ନେଇଛନ୍ତି। ସାଇନା ନେହ୍ବାଲଙ୍କ ପରେ ପି.ଭି. ସିନ୍ଧୁ ମଧ୍ୟ ବିଦାୟ ନେଇଛନ୍ତି। ଅଲିମ୍ପିକ୍ସ…
ଇଣ୍ଡିଆନ ସୁପର ଲିଗ୍: ଓଡ଼ିଶା ଏଫ୍ସିର କ୍ରମାଗତ ଦ୍ୱିତୀୟ ପରାଜୟ
ଗୁଆହାଟୀ, ୨୭।୧୦(ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ଷଷ୍ଠ ସଂସ୍କରଣରେ ପଦାର୍ପଣ କରିଥିବା ଓଡ଼ିଶା ଏଫ୍ସି ଦଳ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍ରେ ଜାମସେଦପୁର ଏଫ୍ସିଠାରୁ ୨-୧ ଗୋଲରେ ହାତଛଡ଼ା କରିବା ପରେ…
ପ୍ରଧାନମନ୍ତ୍ରୀଙ୍କ ଭାରତ ଲକ୍ଷ୍ମୀ ଅଭିଯାନକୁ ମହିଳା କ୍ରୀଡ଼ାବିତ୍ଙ୍କ ସମର୍ଥନ
ନୂଆଦିଲ୍ଲୀ,୨୭।୧୦(ପି.ଟି.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭାରତ ଲକ୍ଷ୍ମୀ’ ଅଭିଯାନକୁ ଦେଶର ମହିଳା କ୍ରୀଡ଼ାବିତ୍ମାନେ ସମର୍ଥନ କରିଛନ୍ତି। ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ, ଅଭିଜ୍ଞ ମହିଳା ବକ୍ସର ଏମ୍ସି ମେରୀକମ ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଯାନକୁ ପ୍ରଶଂସା କରିଛନ୍ତି। ସିନ୍ଧୁ, ମେରୀକମଙ୍କ ସମେତ…
ସାକିବ୍ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ
ଢାକା, ୨୭।୧୦ (ପି.ଟି.)- ଧର୍ମଘଟ ଦ୍ୱାରା ବାଂଲାଦେଶ ଖେଳାଳିମାନେ ହୁଏତ ଉପକୃତ ହୋଇପାରନ୍ତି ହେଲେ ଜାତୀୟ ଅଧିନାୟକ ସାକିବ ଅଲ୍ ହସନ ଏବେ ଅଡୁଆରେ ପଡ଼ିଛନ୍ତି। କେନ୍ଦ୍ରୀୟ ଚୁକ୍ତି ଖିଲାପ କରିଥିବାରୁ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ତାଙ୍କ ବିରୋଧରେ ଆଇନଗତ…
ଆଇଏସ୍ଏଲକୁ ଭାରତର ଶ୍ରେଷ୍ଠ ଲିଗ୍ ମାନ୍ୟତା
ନୂଆଦିଲ୍ଲୀ, ୨୭ା୧୦ (ପି.ଟି.)-ଏସିଆନ ଫୁଟ୍ବଲ କନଫେଡେରେଶନ (ଏଏଫ୍ସି) ଶନିବାର ବିଧିବଦ୍ଧ ଭାବେ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)କୁ ଦେଶର ଶ୍ରେଷ୍ଠ ଫୁଟ୍ବଲ ଲିଗ୍ର ମାନ୍ୟତା ପ୍ରଦାନ କରିଛି। ଏତଦ୍ ବ୍ୟତୀତ ୨୦୨୦-୨୧ ସିଜନ ଶେଷ ସୁଦ୍ଧା କେଉଁ ଦୁଇଟି ଆଲ-ଲିଗ୍ କ୍ଲବ…
ଭାରତୀୟ କ୍ରିକେଟ ଖେଳାଳିଙ୍କ ନିକ୍ ନେମ୍ ଜାଣି ହେବେ ଆଶ୍ଚର୍ଯ୍ୟ
ସମସ୍ତଙ୍କ ଭଳି କ୍ରିକେଟ୍ ଖେଳାଳିଙ୍କ ମଧ୍ୟ ଡାକ ନାମ(ନିକ୍ ନେମ୍) ରହିଛି। ପଡିଆରେ ଖେଳାଳିମାନେ ଡାକ ନାମରେ ହିଁ କଥାବାର୍ତ୍ତା ହୋଇଥାନ୍ତି। ଜାଣନ୍ତୁ କେଉଁ ଖେଳାଳିଙ୍କ କ’ଣ ନାମ ରହିଛି। ବିରାଟ କୋହଲି: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଖେଳାଳିମାନେ…
ଉରୁଗୁଏ ଦଳକୁ ଫେରିଲେ ସୁଆରେଜ, କାଭାନୀ
ମଣ୍ଟେଭିଡିଓ (ଉରୁଗୁଏ), ୨୬ା୧୦ (ଏପି)-ନଭେମ୍ବରରେ ହଙ୍ଗେରୀ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍ବଲ ମ୍ୟାଚ ପାଇଁ ଷ୍ଟ୍ରାଇକର ଲୁଇସ୍ ସୁଆରେଜ ଏବଂ ଏଡିନ୍ସନ କାଭାନୀ ଉରୁଗୁଏ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟ ଖେଳାଳି ଇଞ୍ୁରୀ ଥିବାରୁ ଅକ୍ଟୋବରରେ ପେରୁ ବିପକ୍ଷ ଗେମ୍ ଖେଳିପାରି ନ…
ଭାରତ ଗସ୍ତରୁ ଓହରିଲେ ତାମିମ
ଢାକା,୨୬।୧୦(ପି.ଟି.): ବାଂଲାଦେଶ ଭାରତ ଗସ୍ତରେ ଆସୁଥିବା ବେଳେ ସିନିୟର ଓପନର ତାମିମ ଇକ୍ବାଲ ଏଥିରୁ ଓହରିଯାଇଛନ୍ତି। ତାଙ୍କ ସ୍ତ୍ରୀ ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏହି ସମୟରେ ସେ ସ୍ତ୍ରୀଙ୍କ ପାଖରେ ରହିବାକୁ ଇଚ୍ଛା ଜାହିର କରିଛନ୍ତି। ବାଂଲାଦେଶ କ୍ରିକେଟ…
କିସ୍ ପରିଦର୍ଶନରେ ଭାରତୀୟ ମହିଳା, ପୁରୁଷ ହକି ଦଳ
ଭୁବନେଶ୍ୱର, ୨୬।୧୦(କ୍ରୀଡ଼ା ପ୍ରତିନିଧି)-ଭାରତୀୟ ମହିଳା ଓ ପୁରୁଷ ହକି ଦଳର ଖେଳାଳି, କୋଚ୍ ଓ ଅଫିସିଆଲ୍ମାନେ ଶୁକ୍ରବାର କିସ୍ ଓ କିଟ୍ ପରିଦର୍ଶନ କରିଛନ୍ତି। ସେମାନେ କିସ୍ର ବିଭିନ୍ନ ୟୁନିଟ୍ ବୁଲିବା ସହ ଉପସ୍ଥିତ ଛାତ୍ରୀଛାତ୍ରଙ୍କ ସହ ସମୟ ଅତିବାହିତ କରିଥିଲେ।…
ଅଲିମ୍ପିକ୍ସ ଯୋଗ୍ୟତା ମୁଖ୍ୟ ଲକ୍ଷ୍ୟ: ଶାର୍କି
ଭୁବନେଶ୍ୱର, ୨୬।୧୦(କ୍ରୀଡ଼ା ପ୍ରତିନିଧି)- ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍ କ୍ୱାଲିଫାୟର୍ସ ହକି ମ୍ୟାଚ୍ ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ମହିଳା ଦଳର ପ୍ରତିଦ୍ୱନ୍ଦ୍ୱୀ ହେଉଛି ଆମେରିକା। ପୁରୁଷ ଦଳ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୁଷିଆକୁ ଭେଟିବ।…
ବୁମ୍ରା, ମନ୍ଧାନାଙ୍କୁ ପୁରସ୍କାର
ବେଙ୍ଗାଲୁରୁ,୨୬ା୧୦(ପି.ଟି.)- ଓ୍ବିଜ୍ଡେନ୍ ଇଣ୍ଡିଆ ଅଲ୍ମାନାକ୍ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ଶୁକ୍ରବାର ଘୋଷଣା କରାଯାଇଛି। ୫ଜଣ ବିଜେତାଙ୍କ ମଧ୍ୟରେ ଭାରତର ଦୁଇଜଣ ପ୍ରିମିୟର ସ୍ପିଡ୍ଷ୍ଟର ଯଶପ୍ରୀତ୍ ବୁମ୍ରା ଏବଂ ବ୍ୟାଟ୍ସଓମ୍ୟାନ ସ୍ମୃତି ମନ୍ଧାନା ରହିଛନ୍ତି। ଏସିଆର ଅନ୍ୟ ବିଜେତାମାନେ ହେଲେ…
ଅଷ୍ଟ୍ରେଲିଆ ଟି୨୦ ଦଳକୁ ଫେରିଲେ ସ୍ମିଥ୍, ଓ୍ବାର୍ନର
ଆଡିଲେଡ୍, ୨୬।୧୦ (ଏଏଫ୍ପି)- ଆସନ୍ତା ବର୍ଷ ଘରୋଇ ପରିବେଶ୍ରେ ଟି୨୦ ବିଶ୍ୱକପ୍ ଆୟୋଜନ ହେବାକୁ ଯାଉଥିବାବେଳେ ଆଗାମୀ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି। ଏହି ଦଳକୁ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ…
Archives


