ବିଶ୍ୱ ପାରା ଆଥଲେଟିକ୍ ଚାମ୍ପିୟନଶିପ୍: ୪୦୦ମି. ଫାଇନାଲରେ ଜୟନ୍ତୀ
ଭୁବନେଶ୍ୱର,୧୦।୧୧(ସ୍ପୋଟର୍ସ ବ୍ୟୁରୋ)- ଦୁବାଇରେ ଚାଲିଥିବା ବିଶ୍ୱ ପାରାଆଥଲେଟିକ୍ ଚାମ୍ପିୟନଶିପ୍ରେ ଓଡ଼ିଶାର ଜୟନ୍ତୀ ବେହେରା ଟି-୪୭ ବର୍ଗରେ ଭାରତ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି। ଶନିବାର ସେ ୪୦୦ମିଟର ଦୌଡ଼ରେ ହିଟ୍ରେ ୧:୦୧: ୦୬ ସେକେଣ୍ଡ ସମୟ ନେଇ ଚତୁର୍ଥ ସ୍ଥାନରେ ରହିବା ସହ…
ଦିନିକିଆ ସିରିଜ କବ୍ଜା କଲା ଓ୍ବେଷ୍ଟଇଣ୍ଡିଜ
ଲକ୍ଷ୍ନୌ, ୧୦।୧୧- ଆଫଗାନିସ୍ତାନ ବିପକ୍ଷରେ ଏଠାରେ ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ ୪୭ ରନରେ ବିଜୟ ଲାଭ କରିଛି। ଏଥିସହିତ କିରନ ପୋଲାର୍ଡଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜ ୩ ମ୍ୟାଚ୍ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍ଜା କରିନେଇଛି। ପୂର୍ବରୁ ସିରିଜର ପ୍ରଥମ…
ଆଇଏସ୍ଏଲ୍: ଜାମସେଦପୁରକୁ ହରାଇ ଏଟିକେ ଶୀର୍ଷରେ
କୋଲକାତା, ୧୦।୧୧ (ପି.ଟି.)- ଇଣ୍ଡିଆନ ସୁପର୍ ଲିଗ୍ (ଆଇଏସ୍ଏଲ୍)ରେ ଶନିବାର ଖେଳାଯାଇଥିବା ଏକ ମ୍ୟାଚ୍ରେ ଦୁଇଥରର ଚାମ୍ପିୟନ ଘରୋଇ ଏଟିକେ ଦଳ ୩-୧ ଗୋଲରେ ଜାମସେଦପୁର ଏଫ୍ସିକୁ ପରାସ୍ତ କରିଛି। ସାମୁଦ୍ରିକ ଝଡ଼ ‘ବୁଲ୍ବୁଲ’ ପଶ୍ଚିମବଙ୍ଗ ସମୁଦ୍ରକୂଳ ନିକଟରେ ଲ୍ୟାଣ୍ଡଫଲ୍ କରିଥିଲେ…
୨୦୨୩ ବିଶ୍ୱକପ୍ରେ ଅଧୁରା ସ୍ବପ୍ନ ସାକାର କରିବୁ: ମନପ୍ରୀତ
ନୂଆଦିଲ୍ଲୀ,୯।୧୧(ପି.ଟି.)- ଆଗାମୀ ୨୦୨୩ ହକି ବିଶ୍ୱକପ୍ ଭାରତରେ ଆୟୋଜନ ହେବା ଶନିବାର ନିଶ୍ଚିତ ହୋଇଛି। ପୁଣି ଥରେ ଘରୋଇ ପରିବେଶରେ ବିଶ୍ୱକପ ଖେଳାଯିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିବାରୁ ଭାରତୀୟ ଅଧିନାୟକ ମନପ୍ରୀତ ସିଂ ବେଶ୍ ଉତ୍ସାହିତ ହୋଇଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଗତ…
୧୭ ବର୍ଷରୁ କମ୍ ମହିଳା ଫୁଟ୍ବଲ ବିଶ୍ୱକପ୍ : ଡେନର୍ବି ଭାରତୀୟ ଦଳର ମୁଖ୍ୟ କୋଚ୍
ନୂଆଦିଲ୍ଲୀ, ୯ା୧୧ (ପି.ଟି.)- ସ୍ବିଡେନର ଥୋମାସ ଡେନର୍ବି ଶନିବାର ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ୍ ପାଇଁ ଭାରତୀୟ ମହିଳା ଫୁଟ୍ବଲ ଦଳର କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ଜଣେ କୋଚ୍ ହିସାବରେ ତାଙ୍କର ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ରହିଛି।…
୩ ନୂଆ ଭେନ୍ୟୁରେ ହୋଇପାରେ ଆଇପିଏଲ୍ ୨୦୨୦
ନୂଆଦିଲ୍ଲୀ,୯।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ନୂଆ ଦଳ ସାମିଲ ହେବା ପାଇଁ ୨୦୨୧ ସିଜନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ୨୦୨୦ ସଂସ୍କରଣ ୩ ନୂଆ ଭେନ୍ୟୁରେ ଖେଳାଯାଇପାରେ। ୮ ଫ୍ରାଞ୍ଚାଇଜର ମାଲିକମାନେ ବିସିସିଆଇର ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ମୁମ୍ବାଇଠାରେ…
୪୦୦ ଛକା କ୍ଲବ ନିକଟରେ ରୋହିତ
ନାଗପୁର,୯।୧୧- ଭାରତୀୟ ଟି୨୦ ଦଳର କାମଚଳା ଅଧିନାୟକ ରୋହିତ ଶର୍ମା ଏଠାରେ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ତୃତୀୟ ଟି୨୦ ମ୍ୟାଚ୍ରେ ଏକ ନୂଆ ମାଇଲଷ୍ଟୋନର ଅଧିକାରୀ ହୋଇପାରନ୍ତି। ପ୍ରଥମ ଭାରତୀୟ ଭାବେ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକା ପୂରଣ କରିବା…
ଅଯୋଧ୍ୟା ଶୁଣାଣିକୁ ନେଇ ସେହ୍ବାଗଙ୍କ ଟୁଇଟ୍
ନୂଆଦିଲ୍ଲୀ,୯।୧୧- ସୁପ୍ରିମକୋର୍ଟ ପ୍ରାୟ ଶହେ ବର୍ଷର ବିବାଦୀୟ ଅଯୋଧ୍ୟା ଘଟଣା ଉପରେ ଶନିବାର ଶୁଣାଣି କରି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ନେତୃତ୍ୱରେ ରାମ ମନ୍ଦିର ନିର୍ମାଣ ହେବ ବୋଲି କହିଛନ୍ତି। ଏଥିସହିତ ମୁସଲମାନ ପକ୍ଷକୁ ବିକଳ୍ପ ଭୂମି ଦେବା…
ବିଶ୍ୱରେ କେଉଁ ସ୍ଥାନରେ କରିଛନ୍ତି ଶତକ, ତାହା ଦେଖାଇବା ପାଇଁ ଦେହରେ ବିଶ୍ୱ ମ୍ୟାପ ଟାଟୁ
ଅନ୍ତର୍ଜାତୀୟ କ୍ରିକେଟରେ ନିଜ ସଫଳତାକୁ ସର୍ବଦା ମନେ ରଖିବା ପାଇଁ ଦେହରେ ବିଶ୍ୱ ମ୍ୟାପ୍ ଟାଟୁ କରିଛନ୍ତି ଇଂଲଣ୍ଡର ପୂର୍ବତନ ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ କେଭିନ ପିଟରସନ। ଅନ୍ତର୍ଜାତୀୟ ସ୍ତରରେ ମୋଟ ୩୨ ଶତକ କରିଥିବା ଡାହଣହାତୀ ବ୍ୟାଟ୍ସମ୍ୟାନ ଦେହରେ ସମସ୍ତ କ୍ରିକେଟ…
ଧୋନୀ କିଣିଥିଲେ ସେକେଣ୍ଡ ହ୍ୟାଣ୍ଡ ଏସ୍ୟୁଭି
କାର୍ ହେଉ କିମ୍ବା ବାଇକ୍ ପ୍ରତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭଲ ପାଇବା କାହାକୁ ଅଛୁପା ନୁହେଁ। ଏପରି କି ସେ ଗତ ମାସରେ ଏକ ସେକେଣ୍ଡ ହ୍ୟାଣ୍ଡ ଏସ୍ୟୁଭି କିଣିଛନ୍ତି। ୨୦ ବର୍ଷ ପୁରୁଣା ନିସାନ…
କେପିଏଲ୍ ଫିକ୍ସିଂ: ନିଜ ଆଡ଼ୁ ତଦନ୍ତ କରୁଛି ବିସିସିଆଇ
ମୁମ୍ବାଇ,୯।୧୧-କର୍ନାଟକ ଉଇକେଟ କିପର ସି.ଏମ୍. ଗୌତମ ଓ ମିଜୋରାମ ଅଧିନାୟକ ଆବରାର କାଜି ନିକଟରେ କ୍ରାଇମ ବ୍ରାଞ୍ଚ ଦ୍ୱାରା ଗିରଫ ହେବା ପରେ ବିସିସିଆଇର ଚିନ୍ତା ବଢ଼ିଯାଇଛି। ଏପରି କି ବିସିସିଆଇ କ୍ରିକେଟରୁ ଦୁର୍ନୀତି ଦୂରେଇବାକୁ ସକ୍ଷମ କି ନାହିଁ ପ୍ରଶ୍ନ…
ଡିସେମ୍ବରରେ ମେରିକମ୍-ନିଖାତଙ୍କ ଟ୍ରାଏଲ
ନୂଆଦିଲ୍ଲୀ,୯।୧୧- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍.ସି. ମେରିକମ୍ ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବକ୍ସର ନିଖାତ ଜାରିନଙ୍କ ମଧ୍ୟରେ ଟ୍ରାଏଲ ମ୍ୟାଚ୍ ଖେଳାଯିବା ନେଇ ଶନିବାର ସ୍ପଷ୍ଟ ହୋଇଛି। ଉଭୟଙ୍କ ମଧ୍ୟରେ ଡିସେମ୍ବର ଶେଷ ସପ୍ତାହରେ ମୁକାବିଲା ହେବ ବୋଲି ଅଫିସିଆଲ…
Archives


