ଖେଳ

ଇଡେନରେ କିମ୍ବଦନ୍ତୀ କ୍ରିକେଟରଙ୍କ ସ୍ମୃତି ଚାରଣ

କୋଲକାତା,୨୩।୧୧(ପି.ଟି.)- ଭାରତୀୟ କିମ୍ବଦନ୍ତୀ କ୍ରିକେଟରମାନେ ପିଙ୍କ ବଲ୍‌ ଟେଷ୍ଟ ଆରମ୍ଭ ଅବସରରେ ପୂର୍ବରୁ ଗୌରବମୟ ସ୍ମୃତି ଚାରଣ କରିଥିଲେ। ଶ୍ରୁକ୍ରବାର ସଚିନ ତେନ୍ଦୁଲକର ଓ ଅନିଲ କୁମ୍ବଲେ ପୂର୍ବର ଉଲ୍ଲେଖନୀୟ ପ୍ରଦର୍ଶନ କଥା ମନେ ପକାଇଥିଲେ। ଏ ନେଇ ପ୍ରଥମ ଦିବସର…

ରିଟାୟର୍ଡ ହର୍ଟ ହୋଇ ମ୍ୟାଚ୍‌ରୁ ବାଦ୍‌ ପଡିଲେ ଲିଟନ, ନଇମ ବଦଳ ଖେଳାଳିଭାବେ ମେହିଦି, ତାଇଜୁଲ ସାମିଲ

କୋଲକାତା,୨୩।୧୧(ପି.ଟି.)- ପ୍ରଥମ ଦିବାରାତ୍ର ଟେଷ୍ଟରେ ଦୁଇଟି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଦୁଇ ବାଂଲାଦଶ ବ୍ୟାଟ୍ସମ୍ୟାନ ଲିଟନ ଦାସ ଓ ନଇମ ହାସନ ରିଟାୟାର୍ଡ ହର୍ଟ ହୋଇ ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ପୂର୍ବରୁ ଦଳରୁ ବାଦ୍‌ ପଡିଥିବା ଦୁଇଜଣଙ୍କୁ ବଦଳ ଖେଳଳି…

ଗ୍ରାଉଣ୍ଡରେ ବୁଲି ଅଭିବାଦନ ଗ୍ରହଣ କଲେ କିମ୍ବଦନ୍ତୀ କ୍ରିକେଟର

କୋଲକାତା,୨୩।୧୧- ଚା’ ପାନ ବିରତିରେ ଏକାଧିକ ପୂର୍ବତନ କ୍ରିକେଟର ଗାଡିରେ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଗଲ୍ଫ କାର୍ଟରେ ବୁଲିଥିଲେ ଓ ହାତ ହଲାଇ ଦର୍ଶକଙ୍କୁ ଠାରୁ ଅଭିବାଦନ ଗ୍ରହଣ କରିଥିଲେ। ପୁରୁଷ କ୍ରିକେଟରମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ରାହୁଲ ଡ୍ରାଭିଡ, କପିଲ…

ଐତିହାସିକ ପିଙ୍କ୍‌ବଲ ଟେଷ୍ଟ ଆରମ୍ଭ; ଈଶାନ୍ତ, ଉମେଶଙ୍କ ଚମତ୍କାର ବୋଲିଂ

କୋଲକାତା, ୨୨।୧୧- କୋଲକାତାର ଇଡେନ ଗାର୍ଡେନରେ ଶୁକ୍ରବାର ଆରମ୍ଭ ହୋଇଛି ଐତିହାସିକ ଦିବାରାତ୍ର (ପିଙ୍କ୍‌ବଲ୍‌) କ୍ରିକେଟ ଟେଷ୍ଟ। ଚଳିତ ଭାରତ-ବାଂଲାଦେଶ କ୍ରିକେଟ ସିରିଜର ଏହା ହେଉଛି ଦ୍ୱିତୀୟ ଟେଷ୍ଟ। ପ୍ରଥମ ଦିବସରେ ଈଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ଘାତକ ବୋଲିଂକୁ…

ମୁମ୍ବାଇ, ହାଇଦ୍ରାବାଦ ଟି୨୦ ମ୍ୟାଚ୍‌ର ତାରିଖରେ ଅଦଳବଦଳ

ମୁମ୍ବାଇ,୨୨।୧୧(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ହେବାକୁ ଥିବା ଟି୨୦ ସିରିଜ୍‌ର ପ୍ରଥମ ଓ ତୃତୀୟ ମ୍ୟାଚ୍‌ର ତାରିଖ ଅଦଳବଦଳ କରିଛି। ଆସନ୍ତା ୬ ତାରିଖରେ ହେବାକୁ ଥିବା ସିରିଜ୍‌ର ପ୍ରଥମ ମ୍ୟାଚ୍‌ ମୁମ୍ବାଇ…

ରିଦ୍ଧିମାନଙ୍କ ମାଇଲଷ୍ଟୋନ

କୋଲକାତା,୨୨।୧୧(ପି.ଟି.)- ଭାରତୀୟ ଉଇକେଟକିପର ରିଦ୍ଧିମାନ ଶାହା ଶୁକ୍ରବାର କ୍ରିକେଟର ଲମ୍ବା ଫର୍ମାଟରେ କ୍ୟାଚ୍‌ ଓ ଷ୍ଟମ୍ପିଂକୁ ମିଶାଇ ୧୦୦ ଉଇକେଟ ପୂରଣ କରିଛନ୍ତି। ଏହି ସଫଳତା ପାଇବାରେ ସେ ଦେଶର ୫ମ ଉଇକେଟକିପର। ଇଡେନ ଗାର୍ଡେନ୍ସଠାରେ ବାଂଲାଦେଶ ଓ ଭାରତ ମଧ୍ୟରେ…

ଗାଙ୍ଗୁଲିଙ୍କ ସେଲ୍‌ଫି ଦର୍ଶକମୟ

କୋଲକାତା,୨୨।୧୧- ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଚାଲିଥିବା ଐତିହାସିକ ଦିବରାତ୍ର ଟେଷ୍ଟ ଅବସରରେ ସେଲ୍‌ଫି ନେବାକୁ ଭୁଲି ନାହାନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ମ୍ୟାଚ୍‌ ଆରମ୍ଭ ହେବା ଆଗରୁ ପୂର୍ବତନ ଭାରତୀୟ ଅଧିନାୟକ ଷ୍ଟାଡିୟମର ଉପର ଫ୍ଲୋରରେ ଛିଡ଼ା ହୋଇ ଉପସ୍ଥିତ…

୧୦୬ ରନ୍‌ରେ ଅଲଆଉଟ୍‌ ବାଂଲାଦେଶ

କୋଲକାତା,୨୨।୧୧- ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତୀୟ ପେସର ବାଂଲାଦେଶ ବ୍ୟାଟିଂ ଲାଇନ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି। ସ୍ଥାନୀୟ ଇଡେନ ଗାର୍ଡେନଠାରେ ଅନୁଷ୍ଠିତ ଐତିହାସିକ ପିଙ୍କ୍‌ ବଲ ଦିବାରାତ୍ର ଟେଷ୍ଟରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା…

ଓ୍ବାର୍ନରଙ୍କ ୧୫୧*, ଅଷ୍ଟ୍ରେଲିଆର ଅଗ୍ରଣୀ

ବ୍ରିସ୍‌ବେନ,୨୨।୧୧- ପୂରା ଫର୍ମରେ ଥିବା ଓପନର ଡେଭିଡ୍‌ ଓ୍ବାନରଙ୍କ ୧୫୧ ରନ୍‌ର ଅପରାଜିତ ଇନିଂସ ବଳରେ ଏଠାରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଇନିଂସ ଅଗ୍ରଣୀ ହାସଲ କରିଛି। ମ୍ୟାଚ୍‌ର ପ୍ରଥମ ଦିନ ଭ୍ରମଣକାରୀ ପାକିସ୍ତାନ…

ଟସ୍‌ ପୂର୍ବରୁ ପାରାଟ୍ରୁପର୍ସ ଯୋଜନା ବାତିଲ

କୋଲକାତା,୨୨।୧୧- ବାଂଲାଦେଶ ଓ ଭାରତ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ୍‌ରେ ଟସ୍‌ ପଡ଼ିବା ପୂର୍ବରୁ ହେଲିକ୍ୟାପଟର ଉଡୁଥିବାବେଳେ ଯବାନମାନେ ଗ୍ରାଉଣ୍ଡରେ ଓହ୍ଲାଇ ଉଭୟ ଦଳର ଅଧିନାୟକଙ୍କୁ ବଲ ଦେବାର ଯୋଜନା ଥିଲା। ମାତ୍ର ସୁରକ୍ଷା ଜନିତ…

ଆଜି ଅଲଆଉଟ୍‌ ହୋଇପାରେ ବାଂଲାଦେଶ

କୋଲକାତା,୨୨।୧୧- ଐତିହାସିକ ଇଡେନ ଗାର୍ଡେନ୍‌ଠାରେ ଖେଳାଯାଉଥିବା ଦେଶର ପ୍ରଥମ ଦିବାରାତ୍ର ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ପେସରଙ୍କ ଘାତକ ବୋଲିଂ ଯୋଗୁ ବାଂଲାଦେଶ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଛି। ଏପରି କି ଭ୍ରମଣକାରୀ ଦଳ ପ୍ରଥମ ଦିନରେ ହିଁ ଅଲଆଉଟ୍‌ ହେବାର ସମ୍ଭାବନା ସୃଷ୍ଟି…

ତାରକା ମହିଳା ଡିଫେଣ୍ଡର

ଇମ୍ପାଲରେ ଜନ୍ମିତ ଆଶାଲତା ଦେବୀ ଏଏଫ୍‌ସି ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜଣେ ଗୋଲକିପର ହେବାକୁ ଚାହୁଁଥିଲେ ମଧ୍ୟ ସେ ସମୟକ୍ରମେ ଡିଫେଣ୍ଡର ବନିଯାଇଥିଲେ। ତାଙ୍କ ନେତୃତ୍ୱରେ ଭାରତ ସାଫ୍‌ ଚାମ୍ପିୟନଶିପ୍‌ ଟାଇଟଲ ଜିତିଥିଲା। ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri