ପ୍ରୁତ୍ର ସନ୍ତାନ ଲାଭ କଲେ ଗୀତା- ପବନ
ନୂଆଦିଲ୍ଲୀ, ୨୪।୧୨- ଅଭିଜ୍ଞ ମହିଳା ରେସଲର ଗୀତା ଫୋଗତ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ମଙ୍ଗଳବାର ସେ ଓ ତାଙ୍କ ସ୍ବାମୀ ରେସଲର ପବନ କୁମାର ପୁତ୍ର ସନ୍ତାନ ଲାଭ କରିଛନ୍ତି। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟିନୀ…
ରୋମାଞ୍ଚକ ହେବ ବକ୍ସିଂ ଡେ ଟେଷ୍ଟ: ସିରିଜ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ
ମେଲବୋର୍ନ,୨୫।୧୨(ଏଏଫ୍ପି)- ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଦୀର୍ଘ ୩୦ ବର୍ଷ ପରେ ନ୍ୟୁଜିଲାଣ୍ଡ ବକ୍ସିଂ ଡେ ଟେଷ୍ଟ ଖେଳିବାକୁ ଯାଉଛି। ତାରକା…
ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ନେଇ ଆଲୋଚନା
ଲଣ୍ଡନ,୨୫।୧୨(ପି.ଟି.)- ପ୍ରସ୍ତାବିତ ଏକ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଆୟୋଜନ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟରେ ଆଲୋଚନା ଚାଲିଛି। ପ୍ରତିବର୍ଷ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ ଏକ ମେଜର ଟୁର୍ନାମେଣ୍ଟ…
ଡବଲ୍ସ ଖେଳିବେ ସେରେନା-ଓଜନିଆକି
ଅକ୍ଲାଣ୍ଡ, ୨୪ା୧୨ (ଏପି)-ଦୀର୍ଘ ଦିନର ବାନ୍ଧବୀ ସେରେନା ଓ୍ବିଲିୟମ୍ସ ଓ କାରୋଲିନ୍ ଓଜନିଆକି ପ୍ରଥମ ଥର ପାର୍ଟନର ହୋଇ ଡବଲ୍ସ ମ୍ୟାଚ ଖେଳିବେ। ଜାନୁୟାରୀ ୬ରେ ଅକ୍ଲାଣ୍ଡଠାରେ ଆରମ୍ଭ ହେବାକୁଥିବା ଡବ୍ଲ୍ୟୁଟିଏ ଟୁର୍ ଅନ୍ତର୍ଗତ ଏଏସ୍ବି କ୍ଲାସିକ୍ ଟେନିସଥ ଟୁର୍ନାମେଣ୍ଟରେ ସେମାନଙ୍କ…
ଅଷ୍ଟ୍ରେଲିଆ ଓ୍ବେବ୍ସାଇଟ୍: କୋହଲି ଟେଷ୍ଟ, ଧୋନୀ ଦିନିକିଆ ଅଧିନାୟକ
ମେଲବୋର୍ନ, ୨୪ା୧୨ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆର ଅଫିସିଆଲ ନ୍ୟୁଜ୍ ଓ୍ବେବ୍ସାଇଟ୍ ଦ୍ୱାରା ବିରାଟ କୋହଲି ଦଶନ୍ଧିର ଟେଷ୍ଟ ଏକାଦଶ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଦଶନ୍ଧିର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ କରାଯାଇଛି। କୋହଲି ଉଭୟ…
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: ଶୀର୍ଷରେ ରହି ବର୍ଷ ଶେଷ କଲେ କୋହଲି
ଦୁବାଇ, ୨୪।୧୨ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହି ଚଳିତ ବର୍ଷ ଶେଷ କରିଛନ୍ତି। କୋହଲିଙ୍କ ର଼୍ୟାଙ୍କିଙ୍ଗ୍ ପଏଣ୍ଟ ୯୨୮ ରହିଛି।…
ରଣ୍ଜୀରେ ଫିଟ୍ନେସ ପ୍ରମାଣ କରିବେ ବୁମ୍ରା
ସୁରଟ, ୨୪।୧୨ (ପି.ଟି.)- ରଣ୍ଜୀ ଟ୍ରଫି ୩ୟ ପର୍ଯ୍ୟାୟର ଏକ ମୁକାବିଲାରେ ବୁଧବାର କେରଳକୁ ଭେଟିବ ଘରୋଇ ଗୁଜରାଟ। ସ୍ଥାନୀୟ ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଗୁଜରାଟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଷ୍ଟାର୍ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍…
ଭିଭିଆନ୍ ରିଚାର୍ଡସଙ୍କ ଜୋତା ସଫା କରୁଥିଲେ ଏହି ମହାନ ଖେଳାଳି
ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍ ବ୍ରାଏନ ଲାରା ଏକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି, ଯେତେବେଳେ ପ୍ରଥମେ ଟିମ୍ରେ ଏଣ୍ଟ୍ରି କରିଥିଲି ସେତେବେଳେ ମୋ ଉପରେ ଆଦୌ ବୋଝ ନ ଥିଲା। ମୁଁ ବେଞ୍ଚ୍ରେ ପ୍ରାୟତଃ ବସି ରହୁଥିଲି। ବେଳେବେଳେ କିମ୍ବଦନ୍ତୀ…
ଏହି କ୍ରିକେଟର ଝିଅ କୃଷ୍ଣଙ୍କ ଭଜନ ଗାଇ ଚର୍ଚ୍ଚାରେ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ମାଲାୟଲମ ଭାଷାରେ ଜିଭା କୃଷ୍ଣ ଭଜନ ଗାଉଥିବାର ଦେଖାଯାଇଛି। ଏହି ଭିଡିଓକୁ ୟୁଜର୍ସ ବେଶ୍ ପସନ୍ଦ…
ଗତ ୧୦ ବର୍ଷରେ କ୍ରିକେଟର ବାଦ୍ଶାହ ପାଲଟିଛନ୍ତି ‘ବିରାଟ କୋହଲି’
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗତ ୧୦ ବର୍ଷ ଭିତରେ କ୍ରିକେଟର ବାଦ୍ଶାହ ପାଲଟିଯାଇଛନ୍ତି। ଏକଦିବସୀୟ ମ୍ୟାଚରେ ଶତକ ହାସଲ କରିବାରେ ସେ ଏବେ କେବଳ ସଚିନ ତେନ୍ଦୁଲକରଙ୍କଠାରୁ ପଛରେ ରହିଯାଇଛନ୍ତି। ୨୦୧୦ରୁ ୨୦୧୯ ମଧ୍ୟରେ ଏକଦିବସୀୟ କ୍ରିକେଟରେ…
ଇମ୍ରାନ ଖାନ୍ଙ୍କ ସହ କୋହଲିଙ୍କୁ ତୁଳନା କଲେ ଏହି ପାକିସ୍ତାନୀ କ୍ରିକେଟର
ଇସଲମାବାଦ୍, ୨୪।୧୨: ପାକିସ୍ତାନର ପୂର୍ବତନ ପେସ୍ ବୋଲର ସୋଏବ ଅଖତର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ତୁଳନା କରିଛନ୍ତି। ରାଉଲପିଣ୍ଡି ଏକ୍ସପ୍ରେସ୍ ନାମରେ ପ୍ରସିଦ୍ଧ ସୋଏବ କହିଛନ୍ତି, ବିରାଟ କୋହଲି ନିଜ ଫିଟ୍ନେସ୍ଙ୍କୁ ନେଇ…
ଭାରୋତ୍ତୋଳିକା ରାକ୍ଷୀ ଭାଙ୍ଗିଲେ ଦୁଇ ଜାତୀୟ ରେକର୍ଡ
ଦୋହା,୨୪।୧୨(ପି.ଟି.)- ଭାରତୀୟ ଭାରୋତ୍ତୋଳିକା ରାକ୍ଷୀ ହଳଧର ଏଠାରେ ଅନୁଷ୍ଠିତ କତାର ଅନ୍ତର୍ଜାତୀୟ କପ୍ ଟୁର୍ନାମେଣ୍ଟରେ ସୋମବାର ୬୪ କେଜି ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିିତିଛନ୍ତି। ଏହି ଅବସରରେ ସେ ଦୁଇ ଜାତୀୟ ରେକର୍ଡର ଅଧିକାରୀ ହୋଇଛନ୍ତି। ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପ ସ୍ବର୍ଣ୍ଣ…
Archives


