୪ ସହରରେ ଖେଳାଯିବ ପିଏସଏଲ୍
ଇସଲାମବାଦ,୩।୧(ଏ.ପି.)- ବିଦେଶୀ ଦଳକୁ ଦେଶକୁ ଆମନ୍ତ୍ରଣ କରିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଉ ଏକ ପଦକ୍ଷେପ ନେଇଛି। ଦେଶକୁ ସୁରକ୍ଷିତ ଦର୍ଶାଇବା ଲାଗି ଚଳିତବର୍ଷର ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ)ର ସମସ୍ତ ମ୍ୟାଚ୍ ଦେଶର ୪ଟି ସହରରେ...
ପ୍ରଥମ ଟି୨୦: ଗୁଆହାଟୀରେ ଶ୍ରୀଲଙ୍କା ଦଳ
ଗୁଆହାଟୀ,୨।୧(ପି.ଟି.)- ଅଭିଜ୍ଞ ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗାଙ୍କ ନେତୃତ୍ୱରେ ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ ଖେଳିବାକୁ ଶ୍ରୀଲଙ୍କା ଦଳ ଗୁଆହାଟୀରେ ପହଞ୍ଚିଛି। ଆସନ୍ତା ରବିବାର ସ୍ଥାନୀୟ ବର୍ଷପାରା କ୍ରିକେଟ ଷ୍ଟାଡିୟମରେ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ...
ବାତିଲ ହେବ ନାହିଁ ସୁଶିଲଙ୍କ ବର୍ଗର ଟ୍ରାଏଲ
ନୂଆଦିଲ୍ଲୀ,୨।୧(ପି.ଟି.)- ପୁରୁଷ ଫ୍ରିଷ୍ଟାଇଲ ୭୪ କେଜି ବର୍ଗର ଟ୍ରାଏଲ ଅନୁଷ୍ଠିତ ହେବ। ଏହାକୁ ବାତିଲ କରିବା ପାଇଁ ଆହତପ୍ରାପ୍ତ ସୁଶିଲ କୁମାର ଅନୁରୋଧ କରିଥିଲେ। କିନ୍ତୁ ତାଙ୍କ ଅନୁରୋଧକୁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ପ୍ରତ୍ୟାଖ୍ୟାନ କରିଦେଇଛି। ଦୁଇ ଥର...
ଅନୁଷ୍କାଙ୍କୁ ବେଷ୍ଟ୍ ଫଟୋଗ୍ରାଫର୍ କହିଲେ କୋହଲି
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସୁଇଜରଲାଣ୍ଡରେ ସ୍ତ୍ରୀ ଅନୁଷ୍କାଙ୍କ ସହ ଛୁଟି କାଟୁଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ବିରାଟ ଫଟୋ ଶେୟାର କରୁଥିବାର ଦେଖାଯାଇଛି। ନିକଟରେ ସେ ଏକ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋ ଅନୁଷ୍କା ଉଠାଇଥିଲେ।...
ସୋଧୀ ରାଜସ୍ଥାନର ସ୍ପିନ ବୋଲିଂ ପରାମର୍ଶଦାତା
ଜୟପୁର, ୨।୧ (ପି.ଟି.)- ଆଇପିଏଲ୍ ଆଗାମୀ ୨୦୨୦ ସଂସ୍କରଣ ଲାଗି ରାଜସ୍ଥାନ ରୟାଲ୍ସ ନ୍ୟୁଜିଲାଣ୍ଡ ଲେଗ୍-ସ୍ପିନର ଇଶ୍ ସୋଧୀଙ୍କୁ ଦଳର ସ୍ପିନ ବୋଲିଂ ପରାମର୍ଶଦାତା ଭାବେ ନିଯୁକ୍ତ ଦେଇଛି। ୨୭ ବର୍ଷୀୟ ଏହି ସ୍ପିନର ଆଇପିଏଲ୍ର ୨୦୧୮ ଓ ୨୦୧୯...
ଅଲିମ୍ପିକ କ୍ୱାଲିଫିକେଶନ ର଼୍ୟାଙ୍କିଙ୍ଗ୍: ୮ମ ସ୍ଥାନରେ ମୀରାବାଈ ଚାନୁ
ନୂଆଦିଲ୍ଲୀ, ୨।୧ (ପି.ଟି.)- ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ (ଆଇଡବ୍ଲୁୃଏଫ୍) ପକ୍ଷରୁ ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ୍ରେ ଷ୍ଟାର୍ ଭାରତୀୟ ଭାରୋତ୍ତୋଳିକା ମୀରାବାଈ ଚାନୁ ୮ମ ସ୍ଥାନରେ ରହିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଥିବା ମୀରାବାଈ ୪୯ କିଗ୍ରା ବର୍ଗରେ...
ଯାହାଙ୍କ ପ୍ରେମରେ ବୋଲ୍ଡ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା
ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନୂଆବର୍ଷରେ ନୂଆ ଖବର ଦେଇଛନ୍ତି। ସେ ସର୍ବିୟାନ ମଡେଲ ତଥା ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କ ସହ ନିର୍ବନ୍ଧ କରିଛନ୍ତି। ଉଭୟ ଦୁବାଇରେ ନିର୍ବନ୍ଧ କରିଛନ୍ତି। କିନ୍ତୁ ନତାଶାଙ୍କ କିଏ ଏବଂ ହାର୍ଦ୍ଦିକ...
ଓଡ଼ିଆ ହକି ତାରକା ସୁନୀତା ଲାକ୍ରାଙ୍କ ଅବସର
ନୂଆଦିଲ୍ଲୀ, ୨।୧ (ପି.ଟି.)- ଭାରତୀୟ ମହିଳା ହକି ଦଳର ଷ୍ଟାର୍ ଖେଳାଳି ତଥା ଓଡ଼ିଆ ଡିଫେଣ୍ଡର୍ ସୁନୀତା ଲାକ୍ରା ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଆଣ୍ଠୁଜନିତ ସମସ୍ୟା ଯୋଗୁ ଆଉ ଏକ ଅସ୍ତ୍ରୋପଚାରର ସମ୍ମୁଖୀନ ହେବାକୁ ଯାଉଥିବା...
ହୋଲ୍ଡରଙ୍କୁ ବିଶ୍ରାମ
ଜାମାଇକା, ୨।୧- ଆୟର୍ଲାଣ୍ଡ ବିପକ୍ଷ ଆଗାମୀ ଦିନିକିଆ ସିରିଜର ପ୍ରଥମ ଦୁଇ ମ୍ୟାଚ୍ ଲାଗି ଗୁରୁବାର ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଅଧିନାୟକ ଜାସନ ହୋଲ୍ଡରଙ୍କୁ ପ୍ରଥମ ୨ଟି ଦିନିକିଆ ମ୍ୟାଚ୍ରୁ ବିଶ୍ରାମ ଦିଆଯାଇଛି। ତେବେ...
ଗୋଇଠି ଅସ୍ତ୍ରୋପଚାର କରିବେ ପୋଗ୍ବା
ଲଣ୍ଡନ, ୨।୧ (ଏଏଫ୍ପି)- ଫିଫା ବିଶ୍ୱକପ୍ ବିଜୟୀ ଫ୍ରାନ୍ସ ଫୁଟ୍ବଲ ଦଳ ତଥା ମାଞ୍ଚେଷ୍ଟର ୟୁନାଇଟେଡ୍ର ଷ୍ଟାର୍ ଖେଳାଳି ପଲ୍ ପୋଗ୍ବାଙ୍କ ଗୋଇଠିରେ ଅସ୍ତ୍ରୋପଚାର ହେବ। ଫଳରେ ସେ ଆଉ ଗୋଟିଏ ମାସ ପଡ଼ିଆରୁ ଦୂରେଇ ରହିବେ। ଆର୍ସେନାଲଠାରୁ ୨-୦...
ଟୋକିଓରେ ଟପ୍-୪ ସମ୍ଭବ: ମନପ୍ରୀତ
ଭୁବନେଶ୍ୱର, ୨।୧(କ୍ରୀଡ଼ା ପ୍ରତିନିଧି)- ୨୦୧୮ ପୁରୁଷ ହକି ବିଶ୍ୱକପର ନୈରାଶ୍ୟକୁ ଭୁଲି ଭାରତୀୟ ହକି ଦଳ ଏବେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଉପରେ ଦୃଷ୍ଟି ନିବଦ୍ଧ କରିଛି। ୨୦୧୯ ନଭେମ୍ବରରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରୁ ଦଳକୁ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା...
ସମାଲୋଚନା ଦ୍ୱାରା ପ୍ରଭାବିତ ହୁଏ ନାହିଁ: ସିନ୍ଧୁ
ନୂଆଦିଲ୍ଲୀ,୨।୧(ପି.ଟି.)- ସମାଲୋଚନା ମୋତେ ପ୍ରଭାବିତ କରେନାହିଁ। ପ୍ରଶଂସକଙ୍କ ଆଶା ଦ୍ୱାରା ମଧ୍ୟ ଆଦୌ ପ୍ରଭାବିତ ହୁଏ ନାହିଁ ବୋଲି ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ କହିଛନ୍ତି। ଟୋକିଓରେ ଆୟୋଜନ ହେବାକୁ ଯାଉଥିବା ଅଲିମ୍ପିକ୍ସରେ...
Archives


