ନ୍ୟୁଜିଲାଣ୍ଡ ଟୁର୍ରୁ ଓହରିପାରନ୍ତି ପାକିସ୍ତାନର ସିନିୟର ଖେଳାଳି
ଲାହୋର, ୨୮ା୨: ଆଇସିସି ଚାମ୍ପିୟନ୍ସ ଟ୍ରଫିରୁ ପାକିସ୍ତାନ ଦଳର ଲଜ୍ଜାଜନକ ପରାଜୟ ପରେ ଦଳର କେତେଜଣ ସିନିୟର ଖେଳାଳି ଆସନ୍ତା ମାସରେ ହେବାକୁଥିବା ନ୍ୟୁଜିଲାଣ୍ଡ ଟୁର୍ରୁ ଓହରି ଯାଇପାରନ୍ତି। ଆୟୋଜକ ପାକିସ୍ତାନ ଇଭେଣ୍ଟରେ ଗୋଟିଏ ହେଲେ ମ୍ୟାଚ ଜିତିପାରି ନାହିଁ।...
ମେ ୨୯ରୁ ଅଲ୍ଟିମେଟ ଟେବୁଲ ଟେନିସର ଷଷ୍ଠ ସିଜନ
ନୂଆଦିଲ୍ଲୀ,୨୮ା୨: ଅଲ୍ଟିମେଟ ଟେବୁଲ ଟେନିସ (ୟୁଟିଟି)ର ଷଷ୍ଠ ସଂସ୍କରଣ ଅହମ୍ମଦାବାଦରେ ଆସନ୍ତା ମେ ୨୯ରୁ ଜୁନ ୧୫ ପର୍ଯ୍ୟନ୍ତ ଖେଳାଯିବ। ଏ ନେଇ ଆୟୋଜକଙ୍କ ପକ୍ଷରୁ ଶୁକ୍ରବାର କୁହାଯାଇଛି। କବାଡି ବିଶ୍ୱକପ ଓ ୨୦୧୯ ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲ ଟୁର୍ନାମେଣ୍ଟ...
ରଣଜୀ ଟ୍ରଫି ଫାଇନାଲ: ବିଦର୍ଭ ଇନିଂସ ଅଗ୍ରଣୀ
ନାଗପୁର,୨୮ା୨: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ କେରଳ ବିପକ୍ଷରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲରେ ବିଦର୍ଭ ଇନିଂସ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ବିଦର୍ଭ ୩୭୯ ରନ୍ କରିଥିବା ବେଳେ କେରଳ ତା’ର ଅସମାପ୍ତ ସ୍କୋର ୧୩୧/୩ରୁ ବ୍ୟାଟିଂ...
IND vs NZ: ପାକିସ୍ତାନକୁ ହରାଇବା ପରେ ଇତିହାସ ରଚିବେ Virat Kohli! ଟାର୍ଗେଟରେ ୧-୨ ନୁହେଁ ରହିଛି ଏତିକି ରେକର୍ଡ
ନୂଆଦିଲ୍ଲୀ,୨୮।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତୀୟ ଦଳର ସବୁଠାରୁ ବଡ଼ ଚିନ୍ତା ଥିଲା ବିରାଟ କୋହଲିଙ୍କ ଫର୍ମ। ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ଭେଟିଥିଲା। ଏହି ମ୍ୟାଚରେ ବିରାଟ କୋହଲିଙ୍କ ବ୍ୟାଟ କାମ କରିନଥିଲା। ବିରାଟ 3୩୮ଟି ବଲର...
ଚାମ୍ପିଅନ୍ସ ଟ୍ରଫିର ମୋର ଅନ୍ତିମ ICC ଟୁର୍ନାମେଣ୍ଟ, ଏଭଳି ଖୁଲାସା କରି ଚମକାଇଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୨୮।୨: ଚାମ୍ପିଅନ୍ସ ଟ୍ରଫି ମୋର ଅନ୍ତିମ ଆଇସିସି ଟୁର୍ନାମେଣ୍ଟ। ଏଭଳି କିଛି କହି ଚର୍ଚ୍ଚାରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ରାସି ଭାନ୍ ଡେର୍ ଡୁସେନ୍। ଇଂଲଣ୍ଡ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିରେ ଅନ୍ତିମ ମୁକାବିଲା ପୂର୍ବରୁ ବ୍ୟାଟ୍ସମ୍ୟାନ୍ ବଡ଼ ଖୁଲାସା କରିଛନ୍ତି।...
ଟିମ ଇଣ୍ଡିଆ ପ୍ରଶଂସକଙ୍କ ପାଇଁ ଖୁସି ଖବର! ଶୁବମନ ଗିଲଙ୍କୁ ନେଇ ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୨୮।୨: ଶୁବମନ ଗିଲ ଟିମ ଇଣ୍ଡିଆର ଜଣେ ଶକ୍ତିଶାଳୀ ଖେଳାଳି। ସେ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷରେ ଏକ ଶତକ ହାସଲ କରିଥିଲେ। ଗିଲ ଅସୁସ୍ଥ ଥିବାର ଖବର ଆସିଥିଲା। ଏହି କାରଣରୁ, ଶୁବମନ ଟ୍ରେନିଂ ସେସନରେ ମଧ୍ୟ...
‘ବାବର ଆଜମଙ୍କ ବାପା ହେଉଛନ୍ତି ବିରାଟ କୋହଲି’ , ଏମିତି କହି ଚର୍ଚ୍ଚାକୁ ଆସିଲେ…
ନୂଆଦିଲ୍ଲୀ,୨୮।୨: ପ୍ରାୟ ୨୯ ବର୍ଷ ପରେ, ପାକିସ୍ତାନକୁ କୌଣସି ଆଇସିସି ଟୁର୍ନାମେଣ୍ଟର ଆୟୋଜନ ମିଳିଥିଲା। ପାକିସ୍ତାନ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଛି। କିନ୍ତୁ ଟୁର୍ନାମେଣ୍ଟ ଆରମ୍ଭ ହେବାର ମାତ୍ର ୫ ଦିନ ପରେ ପାକିସ୍ତାନର ଯାତ୍ରା ଶେଷ...
IND vs PAK: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର, ଚାମ୍ପିଅନ୍ସ ଟ୍ରଫି ପରେ ୩ ଥର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ, ୨୮।୨: ନିକଟରେ ଭାରତ ଏବଂ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହୋଇଥିଲେ। ଭାରତୀୟ ପାକିସ୍ତାନକୁ ସହଜରେ ପରାସ୍ତ କରିଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ପହଞ୍ଚିଛି, କିନ୍ତୁ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଯାତ୍ରା ଶେଷ...
କୋହଲିଙ୍କ ଟାର୍ଗେଟ୍ରେ ସଚିନଙ୍କ ଏହି ରେକର୍ଡ: ଏମିତି କଲେ ହୋଇଯିବେ ନମ୍ବର-୧
ନୂଆଦିଲ୍ଲୀ,୨୮।୧: ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ଗ୍ରୁପ ମ୍ୟାଚ୍ରେ ଭାରତୀୟ ଦଳର ବିଜୟ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ବିରାଟ କୋହଲି। ସେହି ମ୍ୟାଚ୍ରେ ତାଙ୍କର ଦୀର୍ଘ ବର୍ଷର ଶତକୀୟ ମରୁଡ଼ି ଶେଷ କରିବାରେ ସଫଳ ହୋଇଥିଲେ। ଏହି ମ୍ୟାଚ୍ରେ...
ବୋଲିଂ ଆରମ୍ଭ କଲେ ଜସପ୍ରିତ ବୁମ୍ରା, ଚାମ୍ପିଅନ୍ସ ଟ୍ରଫି ୨୦୨୫ ସେମି-ଫାଇନାଲ୍ ଖେଳିବାକୁ…
ଦୁବାଇ,୨୮।୨: ଭାରତର ତାରକା ପେସର ଜସପ୍ରିତ ବୁମ୍ରା ଗୋଟିଏ ମାସରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ନେଟ୍ସରେ ଅଭ୍ୟାସ ଆରମ୍ଭ କରିଛନ୍ତି। ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ପଞ୍ଚମ ଏବଂ ଶେଷ ଟେଷ୍ଟ ସମୟରେ ପିଠିରେ ଆଘାତ ଲାଗିବାରୁ...
IND VS NZ: ଚାମ୍ପିଅନ୍ସ ଟ୍ରଫିର ଅଧିନାୟକ ହେବେ ଶୁବମନ ଗିଲ! ରୋହିତଙ୍କୁ ଦିଆଯିବ ବିଶ୍ରାମ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୨୮।୨: ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଲିଗ ମ୍ୟାଚରେ ଶୁବମନ ଗିଲ ଭାରତୀୟ ଦଳର ଅଧିନାୟକ ହୋଇପାରନ୍ତି। ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମାଙ୍କ ମାଂସପେଶୀରେ ଆଘାତ ଲାଗିଥିଲା। ଯାହା ଯୋଗୁ ସେମିଫାଇନାଲ ପୂର୍ବରୁ ତାଙ୍କୁ ବିଶ୍ରାମ ଦିଆଯାଇପାରେ। ରିପୋର୍ଟ ଅନୁଯାୟୀ, ଶେଷ...
IPL 2025: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଗୁଡ୍ ନ୍ୟୁଜ୍
ନୂଆଦିଲ୍ଲୀ,୨୮।୨: ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିରେ ଜସପ୍ରିତ ବୁମ୍ରାଙ୍କ ବିନା ଖେଳୁଛି। ପ୍ରକୃତରେ, ଜସପ୍ରିତ ବୁମ୍ରାଙ୍କ ପିଠିରେ ଆଘାତ ଯୋଗୁ ଟୁର୍ନାମେଣ୍ଟରୁ ବାହାରେ ଅଛନ୍ତି। ଜସପ୍ରିତ ବୁମ୍ରାଙ୍କ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡ଼ିବା ଯୋଗୁ ଭାରତୀୟ ପ୍ରଶଂସକମାନଙ୍କୁ ବଡ଼ ଝଟକା...
Archives


