ସଚିନଙ୍କ ବଡ଼ ପ୍ରଶଂସକ, କିନ୍ତୁ ଧୋନୀଙ୍କ ଭଳି ମାରୁଛନ୍ତି ଛକା
ମୁମ୍ବାଇ,୧୩।୧: ଆସନ୍ତା ଫେବୃୟାରୀ ୨୧ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ ପାଇଁ ଏକ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହରମନପ୍ରୀତ କୌରଙ୍କୁ ଏହି ଦଳର ନେତୃତ୍ୱ ପ୍ରଦାନ...
ସୁପର କପ୍ ଜିତିଲା ରିୟଲ ମାଡ୍ରିଡ୍
ଜେଦ୍ଦା,୧୩ା୧ (ଏଏଫ୍ପି)- ଏଠାରେ ଅନୁଷ୍ଠିତ ସୁପର କପ୍ ଫାଇନାଲରେ ରିୟଲ ମାଡ୍ରିଡ୍ ପେନାଲ୍ଟି ଶୁଟ୍ଆଉଟ ଜରିଆରେ ଆଟଲେଟିକୋ ମାଡ୍ରିଡ୍କୁ ହରାଇ ଦେଇଛି। ସୌଦି ଆରବୀୟ ପ୍ରଶଂସକଙ୍କ ସାମ୍ନାରେ ରିୟଲ ମାଡ୍ରିଡ୍ ତା’ର ୧୧ତମ ସ୍ପାନିଶ ସୁପର କପ୍ ଟାଇଟଲ ହାତେଇଛି।...
ବଲିଉଡ୍ ହିରୋଇନଙ୍କ ନାମରେ ଟାଟୁ କରିଥିଲେ କ୍ରିକେଟର
ବଲିଉଡ ହିରୋଇନଙ୍କ ସହ କ୍ରିକେଟରଙ୍କ ନାମ ଯୋଡ଼ା ହେବା କିମ୍ବା ବିବାହ କରିବା କିଛି ନୂଆ କଥା ନୁହେଁ। କିନ୍ତୁ ଏମିତି ଜଣେ କ୍ରିକେଟର ଅଛନ୍ତି, ବଲିଉଡ ଅଭିନେତ୍ରୀଙ୍କ ନାମକୁ ହାତରେ ଟାଟୁ କରିଥିଲେ। ସେହି କ୍ରିକେଟର ହେଉଛନ୍ତି, ଲଣ୍ଡନରେ...
ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ ଫେରିଲେ ବ୍ରାଭୋ
ସେଣ୍ଟ ଜଜର୍ସ,୧୩ା୧ (ଏଏଫ୍ପି)- ଚଳିତ ମାସର ପରବର୍ତ୍ତୀ ଭାଗରେ ହେବାକୁ ଥିବା ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଲାଗି ଘୋଷିତ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ ଦଳରେ ଦକ୍ଷ ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କୁ ସାମିଲ କରାଯାଇଛି। ଦୀର୍ଘ...
ଦୁର୍ଘଟଣାରେ ନଂ. ୧ ଶଟଲର ମୋମୋତା ଆହତ, ଡ୍ରାଇଭର ମୃତ
କୁଆଲାଲମ୍ପୁର,୧୩ା୧ (ଏଏଫ୍ପି)- ବ୍ୟାଡ୍ମିଣ୍ଟନରେ ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳି କେଣ୍ଟୋ ମୋମୋତା ମାଲେସିଆ ମାଷ୍ଟର୍ସ ଟାଇଟଲ ଜିତିବାର କିଛି ଘଣ୍ଟା ପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ଆହତ ହୋଇଥିବାବେଳେ ତାଙ୍କ ଡ୍ରାଇଭରଙ୍କ...
ନ୍ୟୁଜିଲାଣ୍ଡ ଟୁର: ଭାରତ ଏ’ ଦଳରେ ପାଣ୍ଡ୍ୟାଙ୍କ ସ୍ଥାନ ନାହିଁ
ନୂଆଦିଲ୍ଲୀ, ୧୩।୧- ଷ୍ଟାର୍ ଭାରତୀୟ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ ପୁଣିଥରେ ବିଳମ୍ବ ହୋଇଛି। ପିଠି ଯନ୍ତ୍ରଣାଜନିତ ସମସ୍ୟାରୁ ସୁସ୍ଥ ହେବାପରେ ପାଣ୍ଡ୍ୟାଙ୍କୁ ଆଗାମୀ ନ୍ୟୁଜିଲାଣ୍ଡ ଟୁର୍ ଲାଗି ଭାରତ-ଏ ଦଳରେ ସାମିଲ କରାଯାଇଥିଲା। ବରୋଦା ପକ୍ଷରୁ ରଣ୍ଜୀ...
ଅଧିନାୟକ ପଦ ଛାଡ଼ିବାକୁ ପ୍ରସ୍ତୁତ ମାଲିଙ୍ଗା
କଲମ୍ବୋ, ୧୩।୧- ନିକଟରେ ଶେଷ ହୋଇଥିବା ଭାରତ ବିପକ୍ଷ ଟି୨୦ ସିରିଜକୁ ୦-୨ରେ ହାରିବା ପରେ ଶ୍ରୀଲଙ୍କା ଅଧିନାୟକ ପଦ ଛାଡ଼ିବାକୁ ଲସିଥ୍ ମାଲିଙ୍ଗା ପ୍ରସ୍ତୁତ ଥିବା କହିଛନ୍ତି। ‘ଟି୨୦ କ୍ରିକେଟ୍ରେ ପ୍ରଭାବ ପକାଇବା ଲାଗି ଶ୍ରୀଲଙ୍କା ଦଳ ପାଖରେ...
ଷ୍ଟୋଇନିସଙ୍କ ବିବିଏଲ୍ ରେକର୍ଡ
ମେଲବୋର୍ନ, ୧୩।୧ (ପି.ଟି.)-ଅଷ୍ଟ୍ରେଲିଆର ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍ ବାସ୍ ଲିଗ୍ (ବିବିଏଲ୍) ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମାର୍କସ ଷ୍ଟୋଇନିସ ସଂଗ୍ରହ କରିଛନ୍ତି। ମେଲବୋର୍ନ ଷ୍ଟାର୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଷ୍ଟୋଇନିସ ରବିବାର ସିଡ୍ନୀ ସିକ୍ସର୍ସ ବିପକ୍ଷରେ ଅପରାଜିତ...
ଡାକାର ରାଲିରେ ଗନ୍କ୍ଲେଭ୍ସଙ୍କ ମୃତ୍ୟୁ
ରିୟାଦ, ୧୩ା୧ (ପି.ଟି.)-ହିରୋ ମୋଟର ସ୍ପୋଟର୍ସ ଟିମ୍କୁ ଶକ୍ତ ଧକ୍କା ଲାଗିଛି। ସୌଦି ଆରବରେ ଚାଲିଥିବା ଡାକାର ରାଲିର ୭ମ ଷ୍ଟେଜ୍ ବେଳେ ଏହାର ପର୍ତ୍ତୁଗିଜ୍ ରାଇଡର ପଲୋ ଗନକ୍ଲେଭ୍ସଙ୍କ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୨୦୦୬ରେ ପଦାର୍ପଣପରଠାରୁ...
ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ: ଓଡ଼ିଶା ପାଇଁ ସ୍ବର୍ଣ୍ଣ ଜିତିଲେ ଦୀନେଶ
ଭୁବନେଶ୍ୱର, ୧୩ା୧ (କ୍ରୀଡ଼ା ପ୍ରତିନିଧି)- ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୦ରେ ଚମତ୍କାର ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଛନ୍ତି ଓଡ଼ିଶାର ଦୀନେଶ କୁମାର। ସେ ରବିବାର ଅନୁଷ୍ଠିତ ୨୧ ବର୍ଷରୁ କମ୍ ୩୦ କିଲୋମିଟର ଟାଇମ୍...
ଗୋଟିଏ ମ୍ୟାଚ୍ରେ ହେଲା ସାମସନଙ୍କ ଭାଗ୍ୟ ନିର୍ଦ୍ଧାରଣ
ମୁମ୍ବାଇଳ ୧୩।୧ (ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟି୨୦ ସିରିଜ ଲାଗି ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଉପ-ଅଧିନାୟକ ରୋହିତ୍ ଶର୍ମାଙ୍କ ସମେତ ଦ୍ରୁତ ବୋଲର ମହମ୍ମଦ ସାମି ଘୋଷିତ ୧୬ ଜଣିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ...
ବିସିସିଆଇ ପୁରସ୍କାର: ଆକର୍ଷଣରେ ବୁମ୍ରା
ମୁମ୍ବାଇ, ୧୩।୧(ପି.ଟି.)- ୨୦୧୮-୧୯ ସିଜନରେ ଚମତ୍କାର ପ୍ରଦର୍ଶନର ପୁରସ୍କାର ପାଇଛନ୍ତି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା। ରବିବାର ବିସିସିଆଇ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବରେ ସେ ସମ୍ମାନଜନକ ପଲି ଉମ୍ରିଗର ଓ ଦିଲୀପ ସରଦେଶାଇ ପୁରସ୍କାର ହାସଲ କରିଛନ୍ତି।...
Archives


