ସମସ୍ତ ପ୍ରକାର କ୍ରିକେଟ୍ରୁ ଡୁମିନିଙ୍କ ଅବସର
କେପ୍ ଟାଉନ, ୧୪।୧- ପୂର୍ବତନ ଦକ୍ଷିଣ ଆଫ୍ରିକା ଅଲ୍ରାଉଣ୍ଡ ଜେପି ଡୁମିନି ସୋମବାର ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ୨୦୧୭ରେ ଟେଷ୍ଟରୁ ଅବସର ନେଇଥିବା ଡୁମିନି ଗତ ବର୍ଷ ଆଇସିସି ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲ୍ବିଦା...
ଏଫଆଇଏଚ୍ ହକି ପ୍ରୋ ଲିଗ୍: ମନପ୍ରୀତ ଅଧିନାୟକ
ନୂଆଦିଲ୍ଲୀ, ୧୪।୧- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ଏଫଆଇଏଚ୍ ହକି ପ୍ରୋ ଲିଗ୍ ପାଇଁ ସୋମବାର ୨୦ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ନେଦରଲାଣ୍ଡ୍ସ। ମନପ୍ରୀତ ସିଂ ଅଧିନାୟକ ଭାବେ ଅପରିବର୍ତ୍ତିତ ରହିଥିବାବେଳେ...
ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ: ଓଡ଼ିଶାର ସ୍ବସ୍ତିଙ୍କୁ ରୌପ୍ୟ
ଭୁବନେଶ୍ୱର, ୧୪ା୧ (କ୍ରୀଡ଼ା ପ୍ରତିନିଧି)- ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍୍ ଗେମ୍ସରେ ଚମତ୍କାର ପ୍ରଦର୍ଶନ କରି ଦୀନେଶ କୁମାର ସ୍ବର୍ଣ୍ଣ ପଦକ ଜିତିବାର ଗୋଟିଏ ଦିନ ପରେ ଆଉ ଜଣେ ଓଡ଼ିଆ ଖେଳାଳି କମାଲ ଦେଖାଇଛନ୍ତି। ସୋମବାର ଅନୁଷ୍ଠିତ...
ପ୍ରମୋଦ ‘ସ୍ପୋଟର୍ସମ୍ୟାନ ଅଫ ଦି ଇୟର’
ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ପାରାସ୍ପୋଟର୍ସ ତାରକା ପ୍ରମୋଦ ଭଗତ କ୍ୟାରିୟରରେ ଆଉ ଏକ ସ୍ମରଣୀୟ ସ୍ବୃତି ଲାଭ କରିଛନ୍ତି। ସୋମବାର ସେ ସ୍ପୋଟର୍ସଷ୍ଟାର ଏସେସ୍ ପାରାସ୍ପୋଟର୍ସ ‘ସ୍ପୋଟର୍ସମ୍ୟାନ ଅଫ ଦି ଇୟର’ ପୁରସ୍କାର ଲାଭ କରିଛନ୍ତି। ଏହି ପୁରସ୍କାର...
ଭାରତୀୟ କ୍ରିକେଟ ଦଳର ଜର୍ସିରେ ଅନୁଷ୍କା ଶର୍ମା
ବଲିଉଡ୍ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଅନେକ ଦିନ ବ୍ୟବଧାନ ପରେ ଫିଲ୍ମ ଶୁଟିଂ ଆରମ୍ଭ କରିଛନ୍ତି। ଶୁଟିଂ ସେଟ୍ରେ ତାଙ୍କୁ ଭାରତୀୟ କ୍ରିକେଟ ଦଳର ଜର୍ସି ପିନ୍ଧିଥିବାର ଦେଖାଯାଇଛି।...
ଜିମ୍ବାଓ୍ବେରେ ଦୁଇ ଟେଷ୍ଟ ମ୍ୟାଚ ଖେଳିବ ଶ୍ରୀଲଙ୍କା
କଲମ୍ବୋ, ୧୩ା୧ (ଏଏଫ୍ପି)-ଶ୍ରୀଲଙ୍କା କ୍ରିକେଟ ଟିମ୍ ଗୁରୁବାର ଜିମ୍ବୋଓ୍ବେ ଅଭିମୁଖେ ଯାତ୍ରା କରିବ। ଦଳ ସେଠାରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବାସନ୍ଦ ଦଣ୍ଡ ଉଠାଇବା ପରେ ଆୟୋଜକ ଆଫ୍ରିକୀୟ ଦେଶ...
ଟି୨୦ ବିଶ୍ୱକପ୍ ଦଳ ସଂଖ୍ୟା ୨୦କୁ ବୃଦ୍ଧି ଲାଗି ଆଇସିସିର ଯୋଜନା
ଲଣ୍ଡନ,୧୩ା୧(ପି.ଟି.)-ଟି୨୦ ବିଶ୍ୱକପ୍ରେ ଅଂଶଗ୍ରହଣକାରୀ ଦଳ ସଂଖ୍ୟା ୧୬ରୁ ୨୦କୁ ବୃଦ୍ଧି କରିବା ଲାଗି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଯୋଜନା କରୁଛି। ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇଛି। ୨୦୨୩ରୁ ୨୦୩୧ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା କ୍ରିକେଟ କ୍ୟାଲେଣ୍ଡର...
ହୃଦୟ ଜିତିଲା କୈଫଙ୍କ ଭିଡିଓ
ନୂଆଦିଲ୍ଲୀ,୧୩।୧(ପି.ଟି.)- ଦେଶରେ କ୍ରିକେଟ କେବଳ ଏକ କ୍ରୀଡ଼ା ନୁହେଁ, ଏହା ଏକ ଧର୍ମ। ଦେଶର ପ୍ରତ୍ୟେକ ବର୍ଗ, ଜାତି, ଧର୍ମ, ଶ୍ରେଣୀରେ କ୍ରିକେଟ ପ୍ରେମି ରହିଛନ୍ତି। ପ୍ରତ୍ୟେକ ଛୁଆମାନଙ୍କ ଇଚ୍ଛା ଦିନେ ଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବା।...
କୋହଲିଙ୍କ ନିକଟରେ ସଚିନଙ୍କ ସମକକ୍ଷ ହେବାର ସୁଯୋଗ
ମୁମ୍ବାଇ,୧୩।୧(ପି.ଟି.)- ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମଙ୍ଗଳବାର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ। ମ୍ୟାଚ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ସଚିନ ତେନ୍ଦୁଲକରଙ୍କ ବରାବର ହେବାର ସୁଯୋଗ ରହିଛି। ଆଉ ଗୋଟିଏ ଶତକ ହାସଲ କଲେ କୋହଲି...
ସର୍ଗିଓ ଅଗୁରୋଙ୍କ ପ୍ରିମିୟର ଲିଗ୍ ରେକର୍ଡ
ଲଣ୍ଡନ,୧୩।୧- ମାଞ୍ଚେଷ୍ଟର ସିଟି ଷ୍ଟ୍ରାଇକର ସର୍ଗିଓ ଅଗୁରୋ ପ୍ରିମିୟର ଲିଗ୍ ଇତିହାସରେ ବିଦେଶୀ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଗୋଲ କରିଥିବା ଖେଳାଳି ହେବାର ରେକର୍ଡ କରିଛନ୍ତି। ରବିବାର ଆଷ୍ଟାନ ଭିଲା ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍କୁ ୧-୬ ଗୋଲରେ ଜିତିନେଇଥିଲା ମାଞ୍ଚେଷ୍ଟର...
ସଚିନଙ୍କୁ ‘ଭଗବାନ କୃଷ୍ଣ’ କହି ପ୍ରଶଂସକଙ୍କ ହୃଦୟ ଜିତିଲେ ଏହି କ୍ରିକେଟର୍
ଭାରତର ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ ନିଜ ଟୁଇଟର ଆକାଉଣ୍ଟରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ କୈଫ୍ ସଚିନଙ୍କ ସହ ନଜର ଆସୁଛନ୍ତି କୈଫ। ଏହାର କ୍ୟାପଶନ୍ରେ ସେ କହିଛନ୍ତି,...
ଆଇପିଏଲ୍ ପାଇଁ ଅଯୋଗ୍ୟ ପ୍ରବୀଣ ତାମ୍ବେ
ମୁମ୍ବାଇ,୧୩।୧- ଭେଟେରାନ ସ୍ପିନର ପ୍ରବୀଣ ତାମ୍ବେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୩ତମ ସଂସ୍କରଣରେ ଖେଳିପାରିବେ ନାହିଁ। ସେ ଦେଶର କୌଣସି ଟୁର୍ନାମେଣ୍ଟରେ ଖେଳିବା ପାଇଁ ଅଯୋଗ୍ୟ। ସେ ବିଦେଶୀ ଲିଗ୍ରେ ଖେଳି ବିସିସିଆଇ ନିୟମ ଭଙ୍ଗ କରିଛନ୍ତି। ଅଫିସିଆଲ...
Archives


