ଖେଳ

ମୋ ସ୍ଥାନ କେଉଁଠି ଭୁଲିଯାଇଥିଲି…ଶତକ ହାସଲ ପରେ ଟିମ୍‌ ଇଣ୍ଡିଆ ବିରୋଧରେ ବର୍ଷିଲେ ରାହୁଲ: ଜାଣନ୍ତୁ କାହିଁକି

ଲିଡ୍ସ,୨୪।୬: କେଏଲ ରାହୁଲ ଲିଡ୍ସରେ ଶତକ ହାସଲ କରିଥିଲେ। ସେ ଇଂଲଣ୍ଡ ପାଇଁ ଏକ ବଡ଼ ଲକ୍ଷ୍ୟ ସ୍ଥିର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଲିଡ୍ସ ଟେଷ୍ଟରେ ଚତୁର୍ଥ ଦିନର ଖେଳ ପରେ, କେଏଲ ରାହୁଲ ଏକ ଚାଞ୍ଚଲ୍ୟକର ବୟାନ…

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଦ୍ୱିତୀୟ ଇନିଂସରେ କେ.ଏଲ ରାହୁଲ, ଋଷଭ ପନ୍ତଙ୍କ ଦମଦାର ଶତକ

ଲିଡସ୍‌,୨୩।୬: ହେଡିଂଲେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଓ ଋଷଭ ପନ୍ତ ଦ୍ୱିତୀୟ ଇନିଂସରେ ଦମଦାର ଶତକ ହାସଲ କରି ଭାରତକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି। ଏହି…

ଅବସର ନେଲେ ଏହି ଭେଟେରାନ ହକି ଖେଳାଳି

ନୂଆଦିଲ୍ଲୀ,୨୩ା୬: ଭାରତର ଭେଟେରାନ ହକି ଫରଓ୍ବାର୍ଡ ଲଳିତ ଉପାଧ୍ୟାୟ ଅନ୍ତର୍ଜାତୀୟ ହକିରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଅନ୍ତର୍ଜାତୀୟ ହକି ଖେଳି ଆସୁଥିବା ଲଳିତ ଟୋକିଓ ଓ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ୨୦୧୪…

ଟି୨୦ ବିଶ୍ୱକପ୍‌ ଖେଳିବ କାନାଡା

ଓଣ୍ଟାରିଓ(କାନାଡା),୨୩ା୬: ଆମେରିକାରେ ଅନୁଷ୍ଠତି କ୍ୱାଲିଫାୟର୍ସରେ ବାହାମାସକୁ ୭ଉଇକେଟରେ ପରାସ୍ତ କରି କାନାଡାର ପୁରୁଷ କ୍ରିକେଟ ଦଳ ଆସନ୍ତା ବର୍ଷ ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁଥିବା ଆଇସିସି ଟି୨୦ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଦଳ ଟୁର୍ନାମେଣ୍ଟରେ ୫ଟି ମ୍ୟାଚ…

୩ ଉଇକେଟ ନେଇ ମଧ୍ୟ ଲଜ୍ଜାଜନକ ରେକର୍ଡ କଲେ ପ୍ରସିଦ୍ଧ କ୍ରିଷ୍ଣା: ଜାଣନ୍ତୁ କେମିତି

ଲିଡ୍ସ,୨୩।୬: ଭାରତୀୟ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଲିଡ୍ସ ଟେଷ୍ଟରେ ଓଲି ପୋପ, ହ୍ୟାରି ବ୍ରୁକ ଏବଂ ଜେମି ସ୍ମିଥ ରୂପରେ ୩ଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେଇଥିଲେ, ତଥାପି ତାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି ହୋଇଥିଲା। ଜସପ୍ରିତ ବୁମରା ଇଂଲଣ୍ଡର…

‘ଲୋକେ କହୁଥିଲେ ୮ ମାସରେ ଶେଷ ହୋଇଯିବି, ମୁଁ ୧୦ ବର୍ଷ…’,ଆଲୋଚକଙ୍କୁ କଡ଼ା ଜବାବ ଦେଲେ Jasprit Bumrah

ନୂଆଦିଲ୍ଲୀ,୨୩।୬: ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲିଡ୍ସର ହେଡିଙ୍ଗଲିରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ତୃତୀୟ ଦିନ ଖେଳ ସୁଦ୍ଧା ଦ୍ୱିତୀୟ ଇନିଂସରେ ଦୁଇ ୱିକେଟ ହରାଇ ୯୦ ରନ…

ପ୍ରଥମ ମ୍ୟାଚ୍‌ରେ ଗିଲଙ୍କ ଅଧିନାୟିକତ୍ୱ ଲାଗିଲା ଦାଗ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୬: ଶୁବମନ ଗିଲ ହୁଏତ ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ହେବା ମାତ୍ରେ ଶତକ ହାସଲ କରିଥିବେ, କିନ୍ତୁ ଯେତେବେଳେ ପଡ଼ିଆରେ ଅଧିନାୟକତ୍ୱ କଥା ଆସେ, ସେତେବେଳେ ମନେହୁଏ ସେ ବିଫଳ ହୋଇଛନ୍ତି। ବିରାଟ କୋହଲି ତାଙ୍କ ସମଗ୍ର ଅଧିନାୟିକତ୍ୱ କ୍ୟାରିୟରରେ…

ମୁଁ ଶ୍ରେୟାସ ଆୟରଙ୍କ ପିଲାର ମା’: ଅଭିନେତ୍ରୀଙ୍କ ଦାବି ଶୁଣି କ୍ରିକେଟର୍‌ ଜଗତରେ ହଲ୍‌ଚଲ୍‌

ନୂଆଦିଲ୍ଲୀ,୨୩।୬: ଭାରତୀୟ କ୍ରିକେଟର୍‌ ଶ୍ରେୟସ ଆୟର ଜଣେ ଦମ୍‌ଦାର କ୍ରିକେଟର୍‌ ଭାବେ ଜଣାଶୁଣା। ତାଙ୍କର ଖେଳିବା ଶୈଳୀ ବହୁତ ଅନନ୍ୟ ଏବଂ ସେ ତାଙ୍କ ଅଧିନାୟକତ୍ୱରେ କ୍ରିକେଟ ପ୍ରଶଂସକଙ୍କୁ ପାଗଳ କରିଛନ୍ତି। ତାଙ୍କ ପ୍ରଶଂସକଙ୍କ ତାଲିକାରେ ବିଗ-ବସ ୧୮ର ଜଣେ ପ୍ରତିଯୋଗୀଙ୍କ…

୩ ବଡ଼ ଭୁଲ୍‌ କରିଦେଲା ଟିମ୍‌ ଇଣ୍ଡିଆ: ହାତରୁ ଖସିଗଲା ମ୍ୟାଚ୍‌

ଲିଡ୍ସ,୨୩।୬: ପ୍ରଥମ ଇନିଂସରେ ଭାରତୀୟ ଦଳ ଇଂଲଣ୍ଡ ଉପରେ ୬ ରନର ସାମାନ୍ୟ ଅଗ୍ରଣୀ ହାସଲ କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୪୭୧ ରନ କରିଥିଲା, ଅନ୍ୟପକ୍ଷରେ, ଇଂଲଣ୍ଡ ଦଳର ପ୍ରଥମ ଇନିଂସ ୪୬୫ ରନରେ ଶେଷ ହୋଇଥିଲା। ଓଲି…

ପାରା ପାଓ୍ବାରଲିଫ୍ଟିଙ୍ଗ ବିଶ୍ୱକପ୍‌: ପ୍ରଥମ ଦିନରେ ଭାରତକୁ ୪ପଦକ

ବେଜିଂ, ୨୨ା୬: ପାରା ପାଓ୍ବାରଲିଫ୍ଟିଙ୍ଗ ବିଶ୍ୱକପ୍‌ର ପ୍ରଥମ ଦିବସରେ ଭାରତ ୪ ପଦକ (୧ସ୍ବର୍ଣ୍ଣ, ୧ରୌପ୍ୟ ଓ ୨ ବ୍ରୋଞ୍ଜ୍‌) ହାସଲ କରିଛି। ଟୁର୍ନାମେଣ୍ଟରେ ୪୦ରୁ ଊର୍ଦ୍ଧ୍ୱ ଦେଶର ଟପ୍‌ ପାଓ୍ବାରଲିଫ୍ଟରମାନେ ଅଂଶଗ୍ରହଣ କରିଛନ୍ତି। ୨୦୨୬ ବିଶ୍ୱ ଚାମ୍ପିୟନଶିପ୍‌ ଓ ୨୦୨୮…

ଓଡ଼ିଶାର ଶ୍ରୀଷ୍ଟି ଉପାଧ୍ୟାୟଙ୍କୁ ୭୮ତମ ଜାତୀୟ ଜଳକ୍ରୀଡ଼ା ଚାମ୍ପିଅନସିପରେ ସ୍ୱର୍ଣ୍ଣ

ଭୁବନେଶ୍ୱର, ୨୨।୬: ଓଡ଼ିଶାର ପ୍ରତିଭାବାନ ସନ୍ତରଣ ଖେଳାଳି ଶ୍ରୀଷ୍ଟି ଉପାଧ୍ୟାୟ ୭୮ତମ ଜାତୀୟ ଜଳକ୍ରୀଡ଼ା ଚାମ୍ପିଅନସିପ ୨୦୨୫ରେ ୧୦୦ ମିଟର ବଟରଫ୍ଲାଇ (ମହିଳା) ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ଚାମ୍ପିଅନସିପର…

ଭାରତ-ଇଂଲଣ୍ଡ ଟେଷ୍ଟ: ପ୍ରଥମ ଇନିଂସରେ ବୁମରାଙ୍କୁ ୫ ଉଇକେଟ, ମାତ୍ର ୬ ରନ ପଛରେ ପଡିଲା ଇଂଲଣ୍ଡ

ଲିଡସ, ୨୨।୬: ହେଡିଙ୍ଗଲେରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କ ଚମତ୍କାର ବୋଲିଂ ସତ୍ତ୍ୱେ ଇଂଲଣ୍ଡ ପ୍ରଥମ ଇନିଂସରେ ଭାରତର ୪୭୧ ରନ ତୁଳନାରେ ୪୬୫ ରନ କରି ମାତ୍ର ୬…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri