ଖେଳ

ଚାରି ବର୍ଷ ପରେ ଇଂଲଣ୍ଡ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କଲେ ଏକ୍ସପ୍ରେସ ବୋଲର ଜୋଫ୍ରା ଆର୍ଚର

ନୂଆଦିଲ୍ଲୀ,୨୫ା୬: ଇଂଲଣ୍ଡ ଭାରତ ବିପକ୍ଷରେ ଜୁଲାଇ ୨ରୁ ବାର୍ମିଂହାମରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏକ୍ସପ୍ରେସ ବୋଲର ଜୋଫ୍ରା ଆର୍ଚର ଚାରି ବର୍ଷ ପରେ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଲିଡସରେ…

ଟିମ୍‌ ଇଣ୍ଡିଆକୁ ମିଳିଲା ଆଉ ଜଣେ ‘ବୈଭବ ସୂର୍ଯ୍ୟବଂଶୀ’; ବାପା ଟ୍ରକ୍‌ ଡ୍ରାଇଭର, ଦ୍ୱିଶତକ ପରେ ଶତକ ମାରି…

ନୂଆଦିଲ୍ଲୀ,୨୬।୬: ବୈଭବ ସୂର୍ଯ୍ୟବଂଶୀ IPLରେ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷକରି ୩୫ ବଲ୍‌ରେ ଶତକ ମାରି ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ଇଂଲଣ୍ଡରେ ମଧ୍ୟ ତାଙ୍କଠାରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି। ଭାରତର ୧୯ ବର୍ଷରୁ…

‘କୌଣସି ବଡ଼ କ୍ରିକେଟର ମୋତେ ଫୋନ କରି ନାହାନ୍ତି’, ଜାଣନ୍ତୁ ଭାରତୀୟ ଦଳକୁ ଫେରିବା ପାଇଁ କେତେ ପରିଶ୍ରମ କରୁଛନ୍ତି ପୃଥ୍ୱୀ ଶ’

ମୁମ୍ବାଇ, ୨୫ା୬: ଭାରତୀୟ କ୍ରିକେଟରେ ଏକଦା ବଡ଼ ସମ୍ଭାବନା ଭାବେ ପରିଗଣିତ ହେଉଥିବା ପୃଥ୍ୱୀ ଶ’, ଗତ ଦୁଇ ବର୍ଷରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି। ୨୫ ବର୍ଷିୟ ଏହି ବ୍ୟାଟର, ଯିଏ ଭାରତ ପାଇଁ ୫ଟି ଟେଷ୍ଟ ଓ ୬ଟି ଦିନିକିଆ…

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଏହି ବୋଲରଙ୍କୁ ବିଦା କଲା ଭାରତ

ଲିଡ୍ସ, ୨୫ା୬: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ପାଞ୍ଚ ଓ୍ୱିକେଟରେ ଲଜ୍ଜାଜନକ ପରାଜୟ ପରେ, ଯୁବ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ଭାରତୀୟ ଦଳରୁ ମୁକ୍ତ କରାଯାଇଛି। ଲିଡ୍ସରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ପାଇଁ ରାଣାଙ୍କୁ ଦଳରେ ଅତିରିକ୍ତ…

ଶେଷରେ କ୍ରିକେଟ ଦୁନିଆକୁ ଏଣ୍ଟ୍ରି କଲେ ସଲମାନ, ଏହି ଫ୍ରାଞ୍ଚାଇଜିର ହେଲେ ମାଲିକ

ନୂଆଦିଲ୍ଲୀ,୨୫।୬: ଦେଶର ପ୍ରଥମ ଏବଂ ସର୍ବବୃହତ ଟେନିସ-ବଲ T10 କ୍ରିକେଟ ଲିଗ – ଇଣ୍ଡିଆନ ଷ୍ଟ୍ରିଟ ପ୍ରିମିୟର ଲିଗ (ISPL ସିଜିନ ୩) ଏହାର ତୃତୀୟ ସିଜିନ ପୂର୍ବରୁ ଏକ ବଡ଼ ଘୋଷଣା କରିଛି। ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବେ…

ରାଗିଗଲେ ଗିଲ୍‌: ପରାଜୟ ପାଇଁ ଏମାନଙ୍କୁ କଲେ ଦାୟୀ

ଲିଡ୍ସ,୨୫।୬: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପାଞ୍ଚ ଉଇକେଟରେ ପରାଜୟ ପରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଭୁଲ୍‌ ସ୍ବୀକାର କରିଛନ୍ତି। ନିମ୍ନ କ୍ରମ ବ୍ୟାଟସମ୍ୟାନ୍‌ମାନେ ରନ ସଂଗ୍ରହ କରିବାରେ ବିଫଳ ହେବା ପରାଜୟର ଏକ ପ୍ରମୁଖ କାରଣ ଥିଲା ବୋଲି…

ଅଷ୍ଟ୍ରାଭା ଗୋଲ୍ଡେନ୍ ସ୍ପାଇକ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୨୪ା୬: ଭାରତର ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନ ନୀରଜ ଚୋପ୍ରା ଚେକ ରିପବ୍ଲିକର ଅଷ୍ଟ୍ରାଭାରେ ଆୟୋଜିତ ପ୍ରତିଷ୍ଠିତ ୬୪ତମ ଅଷ୍ଟ୍ରାଭା ଗୋଲ୍ଡେନ୍ ସ୍ପାଇକ ୨୦୨୫ (ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ଗୋଲ୍ଡ ଲେଭେଲ) ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ପୁଣି ଥରେ…

ପୁଣି କ୍ୟାଚ ଛାଡ଼ିଲେ ଯଶସ୍ୱୀ ଜୟସୱାଲ, ରାଗରେ ନିଆଁବାଣ ହେଲେ ମହମ୍ମଦ ସିରାଜ; ଗୌତମ ଗମ୍ଭୀରଙ୍କ ମୁହଁରେ ଅସନ୍ତୋଷ

ନୂଆଦିଲ୍ଲୀ,୨୪।୬: ଲିଡ୍ସର ହେଡିଙ୍ଗଲେ ଟେଷ୍ଟରେ ଭାରତୀୟ ଦଳର ଫିଲ୍ଡିଂ ବିଫଳତା ସାମ୍ନାକୁ ଆସିଛି। ଭାରତୀୟ ଓପନର ଯଶସ୍ୱୀ ଜୟସୱାଲ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଚତୁର୍ଥ କ୍ୟାଚ ଛାଡ଼ି ଏକ ଅବାଞ୍ଛିତ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଘଟଣାରେ ବୋଲର ମହମ୍ମଦ…

ଆଇସିସି ଆଚରଣବିଧି ଉଲ୍ଲଂଘନ କଲେ ପନ୍ତ

ଲିଡ୍ସ,୨୪ା୬: ଭାରତର ଉଇକେଟ୍‌କିପର-ବ୍ୟାଟର ରିଷଭ ପନ୍ତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଦ୍ୱାରା ଭର୍ତ୍ସିତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିବସ ଖେଳ ବେଳେ ସେ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିଥିଲେ। ଏହାଦ୍ୱାରା ସେ ଆଇସିସି ଆଚରଣବିଧିର ଧାରା-୧…

ପ୍ରଥମ ଭାରତୀୟ ଭାବେ ଏମିତି କାରନାମା କଲେ ରିଷଭ ପନ୍ତ

ଲିଡ୍ସ,୨୪ା୬: ଭାରତର ଷ୍ଟାର ଉଇକେଟକିପର ବ୍ୟାଟର ରିଷଭ ପନ୍ତ ଜବରଦସ୍ତ ଫର୍ମ ବଜାୟ ରଖି ସୋମବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ବିସ୍ଫୋରକ ଶତକ ହାସଲ କରିଛନ୍ତି। ଏଥିସହିତ ପନ୍ତ ଇତିହାସ ରଚିଛନ୍ତି। ସେ ପ୍ରଥମ ଭାରତୀୟ ଉଇକେଟକିପର-ବ୍ୟାଟର…

ହୃଦ୍‌ଘାତରେ ଚାଲିଗଲା ଭାରତୀୟ କ୍ରିକେଟର୍‌ଙ୍କ ଜୀବନ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୨୪।୬: ପୂର୍ବତନ ଭାରତୀୟ କ୍ରିକେଟର ଦିଲୀପ ଦୋଷୀଙ୍କ ଦେହାନ୍ତ ହୋଇଛି। ଦିଲୀପ ଲଣ୍ଡନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବହୁ ଦଶନ୍ଧି ଧରି ଲଣ୍ଡନରେ ରହୁଥିଲେ। ତାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ସେ ୩୨ ବର୍ଷ ବୟସରେ ଟେଷ୍ଟ କ୍ରିକେଟରେ…

ନଭେମ୍ବରରେ କ୍ରିକେଟର ରିଙ୍କୁ ସିଂଙ୍କ ବଧୂ ସାଜିବେନି ପ୍ରିୟା ସରୋଜ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୬: ଭାରତୀୟ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟିର ଯୁବ ଏମପି ପ୍ରିୟା ସରୋଜଙ୍କ ବିବାହ ସମ୍ପର୍କରେ ଏକ ବଡ଼ ସୂଚନା ଆସିଛି। କୁହାଯାଉଛି ଯେ ବିବାହ ୧୮ ନଭେମ୍ବରରେ ବାରାଣସୀରେ ହେବାର ଥିଲା। କିନ୍ତୁ ଏବେ ଏହି ବିବାହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri