ପ୍ରଥମେ ବୋଲିଂ କରିବ ଭାରତ
ଅକ୍ଲାଣ୍ଡ,୨୬।୧- ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଭାରତ ପ୍ରଥମେ ବୋଲିଂ କରିବ। ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ମ୍ୟାଚ୍ରେ ବିଶାଳ ବିଜୟଲକ୍ଷ୍ୟର ପିଛା କରି ବିଜୟ ହାସଲ...
ଆଗୁଆ ସିରିଜ କବ୍ଜା କଲା ପାକିସ୍ତାନ
ଲାହୋର, ୨୬।୧ (ଏଏଫ୍ପି)- ଅଧିନାୟକ ବାବର ଆଜାମ ଓ ଭେଟେରାନ ବ୍ୟାଟ୍ସମ୍ୟାନ ମହମ୍ମଦ ହାଫିଜଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ବଳରେ ଶନିବାର ଏଠାରେ ଖେଳାଯାଇଥିବା ୨ୟ ଟି୨୦ ମ୍ୟାଚ୍ରେ ଘରୋଇ ପାକିସ୍ତାନ ୯ ଉଇକେଟ୍ରେ ବାଂଲାଦେଶକୁ ପରାସ୍ତ କରିଛି। ଭ୍ରମଣକାରୀ...
ଟି୨୦: ଭାରତ ନ ଆସିଲେ ଆମେ ଯିବୁନି: ପିସିବି
କରାଚୀ, ୨୬ା୧ (ପି.ଟିି.)- ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନ ଟି୨୦ ଏସିଆ କପ୍ ଆୟୋଜନ କରୁଛି। ଏଥିରେ ଅଂଶଗ୍ରହଣ ଲାଗି ଭାରତ ଯଦି ରାଜି ନ ହୁଏ ତେବେ ୨୦୨୧ରେ ଏହି ଦେଶରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ଲାଗି...
ମେରୀକମ୍ଙ୍କୁ ପଦ୍ମବିଭୂଷଣ, ସିନ୍ଧୁ ପାଇବେ ପଦ୍ମଭୂଷଣ
ନୂଆଦିଲ୍ଲୀ, ୨୬ା୧ (ପି.ଟି.)-ଭେଟେରାନ ମହିଳା ବକ୍ସର ଏମ୍.ସି. ମେରୀକମ୍ଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମବିଭୂଷଣ ଏବଂ ବିଶ୍ୱ ଚାମ୍ପିୟନ ବ୍ୟାଡ୍ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହେବେ। ଅନ୍ୟ ୬ ଜଣ କ୍ରୀଡ଼ାବିତ୍...
ମିକ୍ସଡ ଡବଲ୍ସ: ବୋପାନ୍ନା- ନାଡିଆ ଦ୍ୱିତୀୟ ରାଉଣ୍ଡରେ
ମେଲବୋର୍ନ,୨୬।୧(ପି.ଟି.)- ଅଷ୍ଟ୍ରେଲିଆନ୍ ଓପନ ମିକ୍ସଡ ଡବଲ୍ସ ଇଭେଣ୍ଟରେ ତାରକା ଭାରତୀୟ ଖେଳାଳି ରୋହନ ବୋପାନ୍ନା ଓ ତାଙ୍କ ୟୁକ୍ରେନ୍ ପାର୍ଟନର ନାଡିଆ କିଚେନୋଭ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ପ୍ରାରମ୍ଭିକ ମୁକାବିଲାରେ ଏହି ଇଣ୍ଡୋ- ୟୁକ୍ରେନ୍ ଯୋଡି...
ମହିଳା ସିଙ୍ଗଲ୍ସ: ମୁଗୁରୁଜା, କରବର, ହାଲେପଙ୍କ ଅଗ୍ରଗତି
ମେଲବୋର୍ନ, ୨୬।୧(ଏଏଫ୍ପି)- ମହିଳା ସିଙ୍ଗଲ୍ସରେ ମଧ୍ୟ ସିଡେଡ ଖେଳାଳିମାନେ ଅଗ୍ରଗତି କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦୁଇଥର ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ୨୬ ବର୍ଷୀୟା ସ୍ପେନ୍ର ଗର୍ବାଇନ୍ ମୁଗୁରୁଜା ଚତୁର୍ଥ ରାଉଣ୍ଡରେ ନବମ ସିଡ୍ କିକି ବେର୍ଟେନ୍ସଙ୍କୁ...
ଅଷ୍ଟ୍ରେଲିଆନ ଓପନ: ଚତୁର୍ଥ ରାଉଣ୍ଡରେ ନାଡାଲ, ଥିମ୍, ଓ୍ବାରିଙ୍କା
ମେଲବୋର୍ନ, ୨୬।୧(ଏଏଫ୍ପି)- ବିଶ୍ୱର ୧ ନମ୍ବର ଖେଳାଳି ସ୍ପେନର ରାଫାଲ ନାଡାଲ ବର୍ଷ ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରେ ଜୟଯାତ୍ର ଜାରି ରଖିଛନ୍ତି। ଶନିବାର ଟୁର୍ନାମେଣ୍ଟର ଷଷ୍ଠ ଦିବସରେ ନାଡ଼ାଲ ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡ ମ୍ୟାଚ୍ରେ ୨୭...
ଦ୍ୱିତୀୟ ଟି୨୦: ବିଜୟଧାର ବଜାୟ ଲକ୍ଷ୍ୟରେ ଭାରତ
ଅକ୍ଲାଣ୍ଡ,୨୬।୧(ପି.ଟି.)- ପ୍ରଥମ ଟି୨୦ରେ ଚମକପ୍ରଦ ବିଜୟ ହାସଲ କରିଥିବା ଭାରତ ରବିବାର ଦ୍ୱିତୀୟ ମ୍ୟାଚ୍ରେ ଘରୋଇ ନ୍ୟୁଜିଲାଣ୍ଡକୁ ଭେଟିବ। ସ୍ଥାନୀୟ ଇଡେନ ପାର୍କ ଗ୍ରାଉଣ୍ଡରେ ବିଜୟରୁ ଅଭିଯାନ ଆରମ୍ଭ କରିବା ସହ ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ୧-୦ରେ...
ୟାମାଗୁଚି ମହିଳା, ନିଶିମୋତୋ ପୁରୁଷ ଫାଇନାଲରେ
ବ୍ୟାଙ୍କକ୍, ୨୫ା୧ (ଏଏଫ୍ପି)-ଟପ୍ ସିଡ୍ ତଥା ବିଶ୍ୱର ନମ୍ବର ୩ ଖେଳାଳି ଜାପାନର ଆକାନେ ୟାମାଗୁଚି ଥାଇଲାଣ୍ଡ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଏବଂ ତାଙ୍କ ଦେଶର କେଣ୍ଟା ନିଶିମୋତୋ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୟାମାଗୁଚି...
ନ୍ୟୁଜିଲାଣ୍ଡ ଟୁର୍ରୁ ବାଦ୍ ପଡିଲେ ଖଲିଲ ଅହମ୍ମଦ
ଖ୍ରିଷ୍ଟଚର୍ଚ୍ଚ, ୨୫ା୧ (ପି.ଟି.)-ଭାରତ ଏ’ କ୍ରିକେଟ ଦଳର ଚଳିତ ନ୍ୟୁଜିଲାଣ୍ଡ ଟୁର୍ରୁ ବାମହାତୀ ପେସ୍ ବୋଲର ଖଲିଲ ଅହମ୍ମଦ ବାଦ୍ ପଡ଼ିଛନ୍ତି। ଜାନୁୟାରୀ ୨୨ରେ ଭାରତ ଏ’ର ନ୍ୟୁଜିଲାଣ୍ଡ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ମ୍ୟାଚ ବେଳେ ତାଙ୍କ ବାମ କଚଟିରେ...
ଏସିଆ କପ୍ରୁ ଭାରତ ଓହରିଲେ, ଆମେ ୨୦୨୧ ଟି୨୦ ବିଶ୍ୱକପ୍ରେ ଖେଳିବୁ ନାହିଁ: ପିସିବି
ଲାହୋର,୨୫।୧- ଟି୨୦ ଫର୍ମାଟରେ ହେବାକୁ ଥିବା ଏସିଆ କପ୍ ଟୁର୍ନାମେଣ୍ଟ ଆୟୋଜନ ଅଧିକାର ପାକିସ୍ତାନ ଛାଡ଼ିଦେଇଥିବା ରିପୋର୍ଟକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ କାର୍ଯ୍ୟକାରୀ ଓ୍ବାସିମ ଖାଁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସେ କହିଛନ୍ତିି, ଯଦି ଭାରତ ଏସିଆ କପ୍...
୫ ଲକ୍ଷ ରନ୍ ପୂରଣ କଲା ଇଂଲଣ୍ଡ
ଜୋହାନ୍ସବର୍ଗ,୨୫।୧- ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଇତିହାସର ପ୍ରଥମ ଦଳ ଭାବେ ଇଂଲଣ୍ଡ ଟେଷ୍ଟ କ୍ରିକେଟରେ ୫ ଲକ୍ଷ ରନ୍ ପୂରଣ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ...
Archives


