ମହିଳା ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍: ଅନ୍ତିମ ମ୍ୟାଚ୍ ଜିତିଲା ଭାରତ
ମେଲବୋର୍ନ,୮।୨- ଚଳିତ ମହିଳା ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍ର ଅନ୍ତିମ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଘରୋଇ ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍ର ଟାଗେର୍ଟକୁ ଟିମ୍ ଇଣ୍ଡିଆ ୨ ବଲ ପୂର୍ବରୁ ୭ ଉଇକେଟ ହାତରେ ରଖି ହାସଲ କରିନେଇଥିଲା।...
ଭାରତ ଆଗରେ ୨୭୪ ରନ୍ର ବିଜୟ ଲକ୍ଷ୍ୟ
ଅକ୍ଲାଣ୍ଡ,୮।୨- ପ୍ରଥମ ଦିନିକିଆରେ ପରାସ୍ତ ହୋଇଥିବା ଭାରତୀୟ ଦଳକୁ ସିରିଜ୍ରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ୨୭୪ ରନ୍ ଦରକାର। ଘରୋଇ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୫୦ ଓଭରରେ ୮ ଉଇକେଟ ହରାଇ ୨୭୩ ରନ୍...
୫୭ ବର୍ଷରେ ଆଝାରୁଦ୍ଦିନ୍: ନୌରିନ୍ଙ୍କ ପରେ ସଙ୍ଗୀତାଙ୍କ ସହିତ ବି ଘଟିଥିଲା ବିବାହ ବିଛେଦ
ମୁମ୍ବାଇ,୮।୨: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍ ଶନିବାର ୫୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୩ ଫେବୃୟାରୀ ୮ରେ ହାଇଦ୍ରାବାଦ୍ରେ ଜନ୍ମଗ୍ରହଣ କରିଥିଲେ। ସେ ୯୯ ଟେଷ୍ଟ ମ୍ୟାଚ୍ ଖେଳି ୧୪୭ ଇନିଂସ୍ରେ ୬୨୧୫ ରନ୍ ସଂଗ୍ରହ...
ରଣଜୀ ଟ୍ରଫି : ଗୋବିନ୍ଦଙ୍କ ଶତକ ସତ୍ତ୍ୱେ ଓଡ଼ିଶା ପରାସ୍ତ
କଟକ ଅଫିସ,୮ା୨- ମହାରାଷ୍ଟ୍ରର ନାଗୋଥାନେସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଶେଷ ହୋଇଥିବା ମହାରାଷ୍ଟ୍ର ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ପରାସ୍ତ ହୋଇଛି। ୪ର୍ଥ ଦିବସ ଅନ୍ତିମ ସେସନ୍ରେ ବ୍ୟାଟିଂ ବିପର୍ଯ୍ୟୟ ଦଳ ପାଇଁ ମହଙ୍ଗା ପଡ଼ିଛି।...
ରୋମାଞ୍ଚକ ହେବ ଭାରତ-ବେଲଜିୟମ ମୁକାବିଲା
ଭୁବନେଶ୍ୱର, ୮।୨(କ୍ରୀଡ଼ା ପ୍ରତିନିଧି)- ଭାରତ ଓ ବିଶ୍ୱ ଚାମ୍ପିୟନ ବେଲଜିୟମ ମଧ୍ୟରେ ଏଫଆଇଏଚ୍ ହକି ପ୍ରୋ ଲିଗ୍ର ହାଇ ପ୍ରୋଫାଇଲ ମ୍ୟାଚ ଶନିବାର ଓ ରବିବାର ଦୁଇ ଦିନଧରି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବିଶ୍ୱର ନମ୍ବରଓ୍ବାନ ଦଳକୁ ଭେଟିବାକୁ...
ରାଜ୍ୟ ପୋଲିସ କ୍ରୀଡ଼ା ଉଦ୍ଯାପିତ : ୬ଷ୍ଠ ଓଏସ୍ଏପି, ଓଆଇଏସ୍ଏଫ୍ ଚାମ୍ପିୟନ
କଟକ ଅଫିସ,୮ା୨- ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ୭୨ତମ ରାଜ୍ୟସ୍ତରୀୟ ପୋଲିସ କ୍ରୀଡ଼ା ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। କଟକ ୬ଷ୍ଠ ଓଏସ୍ଏପି ବାଟାଲିୟନ ପୁରୁଷ ବର୍ଗରେ ଦଳଗତ ଚାମ୍ପିୟନ ଟ୍ରଫି ହାସଲ କରିଥିବା ବେଳେ ଚତୁର୍ଥ ଓଏସ୍ଏପି ବାଟାଲିୟନ ରାଉରକେଲା...
ହିରୋ ଏଲିଟ୍ ଲିଗ୍: ୧୮ ବର୍ଷରୁ କମ୍ ଓଡ଼ିଶା ଏଫିସି ଦଳ ବିଜୟୀ
ନୂଆଦିଲ୍ଲୀ,୮।୨(ପି.ଟି.)- ହିରୋ ଏଲିଟ୍ ଲିଗ୍ରେ ୧୮ ବର୍ଷରୁ କମ୍ ଓଡ଼ିଶା ଏଫ୍ସି ଦଳ ଶୁକ୍ରବାର ଏକ ବୃହତ୍ ବିଜୟ ହାସଲ କରିଛି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମର ଟ୍ରେନିଂ ପିଚ୍-୨ରେ ଅନୁଷ୍ଠିତ ମ୍ୟାଚ୍ରେ ଓଡ଼ିଶା ପ୍ରଭାବ ବିସ୍ତାର କରି ଖେଳିବା...
ନ୍ୟାଶନାଲ ମାଷ୍ଟର୍ସ ଗେମ୍ସ: ପାର୍ବତୀଙ୍କୁ ଦ୍ୱିତୀୟ ସ୍ବର୍ଣ୍ଣ
ଭୁବନେଶ୍ୱର, ୮।୨(ସ୍ପୋଟର୍ସ ବ୍ୟୁରୋ)- ବରୋଦାରେ ଚାଲିଥିବା ନ୍ୟାଶନାଲ ମାଷ୍ଟର୍ସ ଗେମ୍ସର ୩ୟ ସଂସ୍କରଣରେ ଓଡ଼ିଶାର ତାରକା ଆଥଲେଟ ପାର୍ବତୀ ସେଠୀ ତାଙ୍କ ପ୍ରିୟ ଇଭେଣ୍ଟ ଡିସ୍କସ୍ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଫଳରେ ଏହି ଗେମ୍ସରେ ପାର୍ବତୀଙ୍କ ସ୍ବର୍ଣ୍ଣ...
ଦ୍ୱିତୀୟ ଦିନିକିଆ: ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ
ଅକ୍ଲାଣ୍ଡ,୮।୨(ପି.ଟି.)- ଟି୨୦ ସିରିଜରେ ୫-୦ରେ କ୍ଳିନ୍ ସୁଇପ୍ କରିବା ପରେ ଭାରତ ଘରୋଇ ନ୍ୟୁଜିଲାଣ୍ଡଠାରୁ ପ୍ରଥମ ଦିନିକିଆରେ ବୃହତ୍ ସ୍କୋର ହାସଲ କରିଥିଲେ ମଧ୍ୟ ପରାସ୍ତ ହୋଇଥିଲା। ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ୧-୦ରେ ପଛରେ ପଡିଥିବା ଭାରତ...
୧୩୬ ବର୍ଷ ପୂର୍ବେ ସ୍ବାମୀ ବିବେକାନନ୍ଦ ଇଡେନ୍ ଗାର୍ଡେନରେ ନେଇଥିଲେ ୭ଟି ଉଇକେଟ୍
ସ୍ବାମୀ ବିବେକାନନ୍ଦ ମହାନ ବିଚାରକ, ହିନ୍ଦୁ ଧର୍ମ ଚିନ୍ତକ ଭାବେ ଜଣାଶୁଣା ଥିଲେ। ସାରା ବିଶ୍ୱରେ ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ସେ ପ୍ରଚାର କରିଥିଲେ। ଆଜି ମଧ୍ୟ ତାଙ୍କ ବିଚାର ସ୍ବତନ୍ତ୍ର ମନ୍ତ୍ର ରୂପେ କାମ କରିଥାଏ। ଧର୍ମ...
ଚାଇନା ଟୁର୍ରେ ଯିବନି ମହିଳା ହକି ଦଳ
ନୂଆଦିଲ୍ଲୀ, ୭ା୨ (ପି.ଟି.)- ଘାତକ କରୋନା ଭାଇରସ୍ର ପ୍ରକୋପ ଯୋଗୁ ଭାରତୀୟ ମହିଳା ହକି ଦଳ ଚାଇନା ଟୁର୍ରେ ଯିବ ନାହିଁ। ଅଲିମ୍ପିକ୍ସ କ୍ରମେ ନିକଟତର ହୋଇ ଆସୁଥିବାବେଳେ ପ୍ରସ୍ତୁତି ପାଇଁ ଅନ୍ୟ କୌଣସି ଦଳ ଯୋଗାଡ଼ କରିବା କଷ୍ଟକର...
ବାଂଲାଦେଶ ୨୩୩ରେ ସୀମିତ
ରାଓ୍ବଲପିଣ୍ଡି, ୭ା୨ (ଏଏଫ୍ପି)-ସ୍ଥାନୀୟ ରାଓ୍ବଲପିଣ୍ଡି ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ୨୩୩ ରନରେ ବାଂଲାଦେଶକୁ ଅଲଆଉଟ୍ କରିଦେଇଛି। ପେସ୍ ବୋଲର ଶାହିନ ଶାହ ଆଫ୍ରିଦୀ ଚମତ୍କାର ବୋଲିଂ କରି ବାଂଲାଦେଶ ଦଳର ବ୍ୟାଟିଂ...
Archives


