ମହିଳା ଟି୨୦ ବିଶ୍ୱକପ୍ରେ ଫ୍ରଣ୍ଟ ଫୁଟ ନୋ ବଲ ଦେଖିବ କମ୍ପ୍ୟୁଟର
ଦୁବାଇ,୧୧।୨- ପ୍ରଥମ ଥର ପାଇଁ ଆଇସିସି ମହିଳା ଟି୨୦ ବିଶ୍ୱକପ୍ ଭଳି ବଡ଼ ଟୁର୍ନାମେଣ୍ଟରେ ଫ୍ରଣ୍ଟ ଫୁଟ ନୋ ବଲ ଟେକ୍ନୋଲୋଜି ବ୍ୟବହାର କରାଯିବ। ନିକଟ ଅତୀତରେ ଅନ୍ତର୍ଜାତୀୟ ସ୍ତରରେ ଏହାର ସଫଳ ବ୍ୟବହାର ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ...
ନ୍ୟୁଜିଲାଣ୍ଡ ଆଗରେ ୨୯୭ ରନ୍ର ବିଜୟଲକ୍ଷ୍ୟ
ମାଉଣ୍ଟ ମଙ୍ଗୁନୁଇ,୧୧।୨- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୨୯୭ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦...
ରାହୁଲଙ୍କ ଶତକ
ମାଉଣ୍ଟ ମଙ୍ଗୁନୁଇ,୧୧।୨- ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି। ସେ ୧୦୩ ବଲର ସମ୍ମୁଖୀନ ହୋଇ ୯ ଚୌକା ଓ ଗୋଟିଏ ଛକା...
ପଞ୍ଚମ ସ୍ଥାନରେ ରାହୁଲ ସବୁଠୁ ସଫଳ
ମାଉଣ୍ଟ ମଙ୍ଗୁନୁଇ,୧୧।୨- ଭାରତୀୟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ବ୍ୟାଟିଂ କ୍ରମର ଯେକୌଣସି ସ୍ଥାନରେ ଭଲ ପ୍ରଦର୍ଶନ କରୁଛନ୍ତି। ଏପରି କି ଟିମ୍ ଇଣ୍ଡିଆରେ ତାଙ୍କୁ ବ୍ୟାକ ଅଫ୍ ଓପନର ଭାବେ ବ୍ୟବହାର କରାଯାଏ। କିନ୍ତୁ ସେ ବର୍ତ୍ତମାନ...
ଆବୁ ଜାୟେଦଙ୍କୁ ଭର୍ତ୍ସନା
ରାଓ୍ବଲପିଣ୍ଡି, ୧୧ା୨ (ପି.ଟି.)- ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଆଝାର ଅଲ୍ଲୀଙ୍କ ଉଇକେଟ ପତନ ପରେ ଆକ୍ରମଣାତ୍ମକ ଅଙ୍ଗଭଙ୍ଗୀ ପାଇଁ ବାଂଲାଦେଶ ପେସ୍ ବୋଲର ଆବୁ ଜାୟେଦଙ୍କୁ ଭର୍ତ୍ସନା କରାଯାଇଛି। ଏହା ହେଉଛି ମ୍ୟାଚର ଦ୍ୱିତୀୟ...
ବିଶ୍ୱକପ୍ ମଝିରେ ଭଉଣୀଙ୍କୁ ହରାଇଥିଲେ ଆକବର
ଢାକା, ୧୧।୨ (ପି.ଟି.)- ବାଂଲାଦେଶକୁ ୧୯ ବର୍ଷରୁ କମ୍ ଆଇସିସି ବିଶ୍ୱକପ୍ ଜିତାଇବାରେ ଅଧିନାୟକ ଆକବର ଅଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଭାରତ ପକ୍ଷରୁ ଧାର୍ଯ୍ୟ ୧୭୮ ରନର ଟାର୍ଗେଟ୍କୁ ପିଛା କରି ବାଂଲାଦେଶ ଏକଦା ୮୫ ରନରେ ୫...
୧୯ ବର୍ଷରୁ କମ୍ ବିଶ୍ୱକପ୍ ଦଳରେ ଜୈସ୍ବାଲ, ବିଷ୍ଣୋଇ, ତ୍ୟାଗୀ
ଦୁବାଇ, ୧୧ା୨ (ପି.ଟି.)-ସୋମବାର ଘୋଷଣା କରାଯାଇଥିବା ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ୍ ଦଳରେ ୩ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ବାମହାତୀ ଓପନର ଯଶସ୍ବୀ ଜୈସ୍ବାଲ, ଲେଗ୍ସ୍ପିନର ରବି ବିଷ୍ଣୋଇ ଏବଂ ପେସ୍ ବୋଲର କାର୍ତ୍ତିକ...
ଏଫ୍ଆଇଏଚ୍ ପୁରସ୍କାର : ବିବେକ ଶ୍ରେଷ୍ଠ ଉଦୀୟମାନ ଖେଳାଳି
ନୂଆଦିଲ୍ଲୀ, ୧୧।୨- ଭାରତୀୟ ହକି ଦଳର ମିଡ୍ଫିଲ୍ଡର ବିବେକ ସାଗର ପ୍ରସାଦ ୨୦୧୯ ବର୍ଷ ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍)ର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ଜିତିଛନ୍ତି। ରାଇଜିଂ ଷ୍ଟାର ଅଫ ଦି ଇୟର ପୁରସ୍କାର ଦୌଡ଼ରେ ବିବେକ...
ବିରାଟ କୋହଲି ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ନିଅନ୍ତି ଏତିକି ଟଙ୍କା
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। କୋହଲି କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ସେ ବେଶ ସକ୍ରିୟ। ଇନଷ୍ଟାଗ୍ରାମରେ...
ଓ୍ବାର୍ନର ଜିତିଲେ ଆଲାନ ବର୍ଡର ପଦକ
ମେଲବୋର୍ନ, ୧୦।୨ (ପି.ଟି.)- କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ଏହାର ପୁରସ୍କାର ପ୍ରଦାନ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ ଡେଭିଡ୍ ଓ୍ବାର୍ନର ୩ୟ ଥର ଲାଗି ଆଲାନ ବର୍ଡର ପଦକ ଜିତିଛନ୍ତି। ସେହିଭଳି ମହିଳା କ୍ରିକେଟ୍ ଦଳର...
ରାଓ୍ବଲପିଣ୍ଡି ଟେଷ୍ଟ: ପାକିସ୍ତାନର ଇନିଂସ ବିଜୟ
ରାଓ୍ବଲପିଣ୍ଡି, ୧୦।୨ (ଏଏଫ୍ପି)- ସ୍ଥାନୀୟ ରାଓ୍ବଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଘରୋଇ ପାକିସ୍ତାନ ଇନିଂସ ଓ ୪୪ ରନରେ ବାଂଲାଦେଶକୁ ପରାସ୍ତ କରିଛି। ଏଥିସହ ୨ ମ୍ୟାଚ୍ବିଶିଷ୍ଟ ସିରିଜରେ ପାକିସ୍ତାନ ୧-୦ରେ ଅଗ୍ରଣୀ ଲାଭ କରିଛି।...
୪ମାସରେ ୨୬ କିଲୋ ହ୍ରାସ କରି ଫଟୋ ଶେୟାର କଲେ ଟେନିସ୍ ଷ୍ଟାର
ନୂଆଦିଲ୍ଲୀ,୧୦।୨: ମା’ ହେବା ପରେ ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ପ୍ରଶଂସକଙ୍କ ସମ୍ମୁଖରେ ନିଜର ଆଗାମୀ ଲକ୍ଷ୍ୟକୁ ସ୍ପଷ୍ଟ କରିଛନ୍ତି। ଖୁବ୍ଶୀଘ୍ର ଟେନିସ୍ର କୋର୍ଟକୁ ଫେରିବେ ବୋଲି ପ୍ରଶଂସକଙ୍କୁ ସେ ଏକ ଆଭାସ୍ ଦେଇଛନ୍ତି। ଆଉ ଏଥିପାଇଁ ୪ମାସ...
Archives


